Browsing Category

ରାଜନୀତି

ପଦ୍ମପୁର ଉପନିର୍ବାଚନ : ଅଷ୍ଟମ ରାଉଣ୍ଡ ସୁଦ୍ଧା ବିଜେଡି ଆଗରେ

ପଦ୍ମପୁର, (କେପିଏନ୍‌ଏସ୍‌) : ପଦ୍ମପୁର ଉପନିର୍ବାଚନର ଭୋଟ ଗଣତି ଚାଲିଥିବା ବେଳେ ଅଷ୍ଟମ ରାଉଣ୍ଡ ପର୍ଯ୍ୟନ୍ତ ବିଜେଡି ଆଗୁଆ ଥିବା ସୂଚନା ମିଳିଛି । ବିଜେଡି ପ୍ରାର୍ଥିନୀ ବର୍ଷା ସିଂ ବରିହା ଅଷ୍ଟମ ରାଉଣ୍ଡ ସୁଦ୍ଧା ୪୩୬୯୧ ଭୋଟ ପାଇଥିବା ବେଳେ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ ୨୮୧୫୦
Read More...

ପଦ୍ମପୁର ଉପନିର୍ବାଚନ : ଦ୍ୱିତୀୟ ରାଉଣ୍ଡରେ ବିଜେଡି ଆଗୁଆ

ପଦ୍ମପୁର, (କେପିଏନ୍‌ଏସ୍‌) : ପଦ୍ମପୁର ଉପନିର୍ବାଚନ ଭୋଟ ଗଣତି ଚାଲିଥିବା ବେଳେ ଦ୍ୱିତୀୟ ରାଉଣ୍ଡରେ ମଧ୍ୟ ବିଜେଡି ଆଗୁଆ ଥିବା ସୂଚନା ମିଳିଛି । ଦ୍ୱିତୀୟ ରାଉଣ୍ଡ ସୁଦ୍ଧା ବିଜେଡିକୁ ୧୦୫୯୮, ବିଜେପିକୁ ୬୯୭୯ ଓ କଂଗ୍ରେସକୁ ୩୬୬ ଖଣ୍ଡ ଭୋଟ ମିଳିଛି ।
Read More...

ରାଜସ୍ଥାନ ବିଧାନସଭା ନିର୍ବାଚନ-୨୦୨୩ ପାଇଁ ‘ଆପ୍‌’ ଅଂଟା ଭିଡ଼ିଲା, ୨୦୦ଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା…

ଜୟପୁର : ଆସନ୍ତା ବର୍ଷ ଅର୍ଥାତ୍ ୨୦୨୩ରେ ରାଜସ୍ଥାନରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ଏଠାରେ ରାଜନୀତି ଉଷ୍‌ଷ୍ମତା ଦେଖା ଦେଇସାରିଛି । ଆମ୍ ଆଦମୀ ପାର୍ଟି ମଧ୍ୟ ରାଜସ୍ଥାନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି । ଆମ୍ ଆଦମୀ ପାର୍ଟି ଶୁକ୍ରବାର ଦିନ ରାଜସ୍ଥାନରେ ୨୦୦ଟି ଆସନ
Read More...

କଂଗ୍ରେସ କହିଲା – ରାଜସ୍ଥାନରେ ବିଜେପି ପୂର୍ବରୁ ବିଫଳ ହୋଇଛି, ଏଥର ମଧ୍ୟ ବିଫଳ ହେବ

ଜୟପୁର : ରାଜସ୍ଥାନରୁ ରାଜ୍ୟସଭା ନିର୍ବାଚନରେ ​​ବିଜେପିକୁ ଦୋଷାରୋପ କରି କଂଗ୍ରେସ ବୁଧବାର କହିଛି ଯେ, ପୂର୍ବରୁ ଅଶୋକ ଗେହଲୋଟ୍ ସରକାରକୁ ହଟାଇବା ଷଡଯନ୍ତ୍ରରେ ବିଜେପି ପ୍ରଥମେ ବିଫଳ ହୋଇଥିଲା ଏବଂ ଏଥର ମଧ୍ୟ ସଂସଦର ଉଚ୍ଚ ସଦନ ନିର୍ବାଚନରେ ମଧ୍ୟ ​​ବିଫଳ ହେବ । କଂଗ୍ରେସର ମୁଖ୍ୟ
Read More...

ଦେଓଗାଁ ବ୍ଲକରେ କେଉଁ ଦଳର ସମର୍ଥିତ ପ୍ରାର୍ଥୀ ହେବେ ଅଧ୍ୟକ୍ଷ : ହିସାବ ନିକାଶରେ ବ୍ୟସ୍ତ ପ୍ରାର୍ଥୀ ଓ ଜନତା

ଦେଓଗାଁ, (ମନୀଷ କୁମାର ସାହୁ) : ବହୁ ପ୍ରତୀକ୍ଷିତ ପଞ୍ଚାୟତ ନିର୍ବାଚନ ଶେଷ ହୋଇଛି । ଦିନକ ପରେ ଭୋଟ ବାକ୍ସ ଖୋଲିବ ଏବଂ ପ୍ରାର୍ଥୀଙ୍କ ଭାଗ୍ୟଫଳ ସ୍ପଷ୍ଟ ହେବ । ତା' ପୂର୍ବରୁ ଏବେ ପ୍ରାର୍ଥୀ ଓ ଜନତାଙ୍କ ଭିତରେ ଫଳ ଜାଣିବାକୁ ପ୍ରବଳ ଉତ୍କଣ୍ଠା । ସମସ୍ତେ ହିସାବ ନିକାଶରେ ବ୍ୟସ୍ତ ।
Read More...

ନିର୍ବାଚନୀ ହିଂସା : ୨ ଆହତ

ସୋର : ସୋର ବ୍ଲକ ସିଙ୍ଗାଖୁଣ୍ଟା ପଞ୍ଚାୟତରେ ପଞ୍ଚାୟତ ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି । ନିର୍ବାଚନ ପରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇ ଉଭୟ ପକ୍ଷରୁ ୨ ଜଣ ଆହତ ହୋଇଥିବା ଜଣାପଡିଛି । ସିମୁଳିଖୋଲ ଗାଁର ଯଦୁ ସିଂ ଓ ଗଜେନ୍ଦ୍ର ସିଂ ଆହତ ହୋଇଥିବା ବେଳେ ଉଭୟ ପକ୍ଷରୁ ଏନେଇ ସୋର
Read More...

ଆଜି ବଲାଙ୍ଗିର ଜିଲ୍ଲାରେ ଚାଲିଛି ଚତୁର୍ଥ ପର୍ଯ୍ୟାୟ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ମତଦାନ : ଭୋଟର୍‌ଙ୍କ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାରେ ଚାଲିଛି ଚତୁର୍ଥ ପର୍ଯ୍ୟାୟ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ମତଦାନ । ଭୋଟର୍‌ଙ୍କ ମଧ୍ୟରେ ବେଶ୍‌ ଉତ୍ସାହ ପରିଲକ୍ଷିତ ହେଉଛି । ଆଜି ଜିଲ୍ଲାର ବଲାଙ୍ଗିର ସଦର, ଦେଓଗାଁ ଓ ଗୁଡ଼ଭେଲା ବ୍ଲକ୍‌ରେ ଭୋଟ ଗ୍ରହଣ ହେଉଥିବା ବେଳେ
Read More...

ବେଲଗାଁ ପଞ୍ଚାୟତରେ ସରପଞ୍ଚ ପ୍ରାର୍ଥୀଙ୍କ ମଧ୍ୟରେ କଡ଼ା ଟକ୍କର, ସ୍ୱାମୀଙ୍କ ପାଇଁ ମଙ୍ଗ ଧରିଲେ ପୂର୍ବତନ ଜିଲ୍ଲା…

ସଇଁତଲା, (ପ୍ରମୋଦ କୁମାର ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ ବେଲଗାଁ ପଞ୍ଚାୟତରେ ସରପଞ୍ଚ ପ୍ରାର୍ଥୀଙ୍କ ପ୍ରଚାର ଜୋର ଧରି ଧରିଛି । ଏହି ପଞ୍ଚାୟତରେ ପ୍ରାର୍ଥୀମାନେ ଘରକୁ ଘର ବୁଲି ଭୋଟରଙ୍କ ପାଖକୁ ଯାଇ ନିଜ ସପକ୍ଷରେ ଭୋଟ ଆଣିବା ପାଇଁ ଆପ୍ରାଣ ଉଦ୍ୟମ କରୁଛନ୍ତି । ପଞ୍ଚାୟତରେ
Read More...

ସୋନିଆ କହିଲେ, ମୋଦୀ-ଯୋଗୀ ଦାୟିତ୍ୱହୀନ ସରକାରର ପରିଚୟ ଦେଲେ

ନୂଆଦିଲ୍ଲୀ : ସୋନିଆ ଗାନ୍ଧୀ ଆଜି କଂଗ୍ରେସ କର୍ମୀଙ୍କ ନାମରେ ଏକ ସନ୍ଦେଶ ଜାରି କରିଛନ୍ତି । ଏଥିରେ ସେ କେନ୍ଦ୍ରର ମୋଦୀ ସରକାର ଉପରେ କଡ଼ା ଆକ୍ରମଣ କରିଛନ୍ତି । ସେ କହିଛନ୍ତି ଯେ, ଦେଶର କୃଷକ ଓ ଯୁବକମାନେ ନିରାଶ ହୋଇଛନ୍ତି । ସେ ଆହୁରି କହିଛନ୍ତି ଯେ, କରୋନା କାଳରେ ପିଏମ୍‌ ନରେନ୍ଦ୍ର
Read More...

୫ନଂ. ଜୋନ୍‌ରେ ପ୍ରଚାର କଲେ ମନ୍ତ୍ରୀ ଟୁକୁନୀ ଓ ପୂର୍ବତନ ସାଂସଦ କଳିକେଶ ନାରାୟଣ ସିଂଦେଓ

ତୁଷୁରା : ଗୁଡ଼ଭେଲା ବ୍ଲକର ୫ନଂ. ଜୋନ୍‌ର ବିଜେଡ଼ି ଜିଲ୍ଲା ପରିଷଦ ପ୍ରାର୍ଥୀ ପ୍ରଦୀପ ପଣ୍ଡାଙ୍କୁ ବିଜୟୀ କରିବାକୁ ଜୋର୍‌ଦାର ଭୋଟ ପ୍ରଚାର କରିଛନ୍ତି ଟିଟିଲାଗଡ଼ ବିଧାୟିକା ତଥା ମହିଳା ଶିଶୁ ବିକାଶ ଓ ମିଶନ ଶକ୍ତି ମନ୍ତ୍ରୀ ଟୁକୁନୀ ସାହୁ ଏବଂ ବଲାଙ୍ଗିରର ପୂର୍ବତନ ସାଂସଦ କଳିକେଶ
Read More...