Browsing Category
ଓଡିଶା
ଶିକ୍ଷାକ୍ଷେତ୍ରକୁ ବିଦାୟ ଦେଲେ ବଲାଙ୍ଗିରର ୨୫ଜଣ କର୍ମନିଷ୍ଠ ଅଧିକାରୀ ଓ ଶିକ୍ଷାକର୍ମୀ
ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ଜିଲ୍ଲାର ଶିକ୍ଷାକ୍ଷେତ୍ର ପାଇଁ ଚଳିତ ବର୍ଷର ମେ ମାସ ଅବସର ଗ୍ରହଣର ମାସ ଭାବେ ପରିଗଣିତ ହୋଇଛି । ଜିଲ୍ଲାର ବିଭିନ୍ନ ଉଚ୍ଚ ବିଦ୍ୟାଳୟର ୨୫ଜଣ ଶିକ୍ଷାକର୍ମୀ ଓ ଶିକ୍ଷା କର୍ମଚାରୀ ଅବସର ନେଇଛନ୍ତି । ଏହି ଅବସର ଗ୍ରହଣ କରିଥିବା ଅଧିକାରୀ ଓ!-->…
Read More...
Read More...
ଶିକ୍ଷକ ଅବସରକାଳୀନ ସମ୍ବର୍ଦ୍ଧନା ସଭା
ମ. ରାମପୁର, (ପି. କେ. ସାହୁ) : କଳାହାଣ୍ଡି ଜିଲ୍ଲା ମ. ରାମପୁର ବ୍ଲକର ଡି. କର୍ଲାଖୁଣ୍ଟା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ବରିଷ୍ଠ ଶିକ୍ଷକ ରାଜୀବ ପୂଝାରୀ ଅବସରକାଳୀନ ସମ୍ବର୍ଦ୍ଧନା ସଭା ଆୟୋଜିତ ହୋଇଥିଲା । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୂର୍ଯ୍ୟକାନ୍ତ ସାହୁଙ୍କ ସଭାପତିତ୍ୱରେ!-->…
Read More...
Read More...
ଶିକ୍ଷା କ୍ଷେତ୍ରରେ ଜଣେ ଦକ୍ଷ ସଂଗଠକ ବିଇଓ ନୀଳମଣି ପଟେଲଙ୍କ ଅବସର
ବଲାଙ୍ଗିର, (କେପିଏନ୍ଏସ୍) : ଦୀର୍ଘ ବର୍ଷର ସଫଳ ଓ କର୍ମମୟ ଚାକିରୀ ଜୀବନର ଅବସାନ ଘଟାଇ ବଲାଙ୍ଗିର ବ୍ଲକ ଶିକ୍ଷା ଅଧିକାରୀ ନୀଳମଣି ପଟେଲ ଗତ ମେ ୩୧ ତାରିଖରେ ସରକାରୀ ସେବାରୁ ଅବସର ଗ୍ରହଣ କରିଛନ୍ତି । ତାଙ୍କ ଅବସର ସହିତ ବଲାଙ୍ଗିର ଜିଲ୍ଲାର ଶିକ୍ଷା କ୍ଷେତ୍ରରେ ଏକ ଉଜ୍ଜ୍ୱଳ ଅଧ୍ୟାୟର!-->…
Read More...
Read More...
ଅହଲ୍ୟାବାଇ ହୋଲକରଙ୍କ ଜନ୍ମ ଜୟନ୍ତୀକୁ ରାଷ୍ଟ୍ରୀୟ ମହିଳା ଦିବସ ଭାବରେ ପାଳିଲା ବିଏମ୍ଏସ୍
ରାଉରକେଲା, (ସସ୍ମିତା ପ୍ରଧାନ) : ମାହଓ୍ବା ପ୍ରଦେଶର ମହାରାଣୀ ଅହଲ୍ୟାବାଇ ହୋଲକରଙ୍କ ଦ୍ୱବାରା ଉଦ୍ଧାର କରାଯାଇଥିବା ୨୫୦ରୁ ଉର୍ଦ୍ଧ୍ବ ଜରାଜୀର୍ଣ୍ଣ ମନ୍ଦିର, ଧର୍ମଶାଳାର ନିର୍ମାଣ, କୂଅ ଓ ପୋଖରୀର ଖନନକୁ ନେଇ ବିଏମ୍ଏସ୍ ପକ୍ଷରୁ ରାଷ୍ଟ୍ରୀୟ ମହିଳା ଦିବସ ରୂପେ ପାଳନ କରାଯାଇଛି । ୧୭୨୫ ମଇ!-->…
Read More...
Read More...
ଏକତ୍ର ଆୟୋଜିତ ଆଲୋଚନା ଚକ୍ର
ନାଟକର ଉପଭୋକ୍ତା ଦର୍ଶକ, ସେ ଶ୍ରୋତା ନୁହେଁ : ସୁବୋଧ ପଟ୍ଟନାୟକ
ରାଉରକେଲା, (ସସ୍ମିତା ପ୍ରଧାନ) : ଇସ୍ପାତ ସହରର ୨୭ ଗୋଟି ନାଟ୍ୟାନୁଷ୍ଠାନକୁ ନେଇ ଗଠିତ ଏକତ୍ର ରାଉରକେଲା ଦ୍ୱାରା ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ସେକ୍ଟର-୭ସ୍ଥିତ ମଧୁମଣ୍ଡପଠାରେ ଅନୁ୍ଷ୍ଠିତ ହୋଇଯାଇଛି । ଏହି!-->!-->!-->…
Read More...
Read More...
ପଶ୍ଚିମ ଏସିଆର ସାମ୍ପ୍ରତିକ ପରିସ୍ଥିତି ନେଇ ଆନ୍ତଃମନ୍ତ୍ରଣାଳୟ ସାମ୍ବାଦିକ ସମ୍ମିଳନୀ
ପଶ୍ଚିମ ଏସିଆ ପରିସ୍ଥିତି ଦୃଷ୍ଟିରେ ଯୋଗ୍ୟ ଋଣଗ୍ରହୀତାଙ୍କ ପାଇଁ ଜରୁରୀକାଳୀନ କ୍ରେଡିଟ୍ ଲାଇନ୍ ଗ୍ୟାରେଣ୍ଟି ଯୋଜନାନିୟମିତ ଆମଦାନୀ ଓ ଘରୋଇ ଉତ୍ପାଦନ ଯୋଗୁଁ ଖାଇବା ତେଲର ପର୍ଯ୍ୟାପ୍ତ ଷ୍ଟକ୍ ଉପଲବ୍ଧଭାରତରେ ସମସ୍ତ ପ୍ରମୁଖ ସାରଗୁଡ଼ିକର ଉପଲବ୍ଧତା ଆବଶ୍ୟକତାଠାରୁ ଅଧିକ ରହିଛିଗତ ୩ ଦିନ!-->…
Read More...
Read More...
ରୋଗୀ-କେନ୍ଦ୍ରିକ ସ୍ୱାସ୍ଥ୍ୟସେବା ସୁନିଶ୍ଚିତ ପାଇଁ ଇଏସ୍ଆଇସିର ଡିଜିଟାଲ୍ ପଦକ୍ଷେପ
ଡିଜିଟାଲ୍ ଚ୍ୟାନେଲ୍ ମାଧ୍ୟମରେ ରୋଗୀଙ୍କ ସିଧାସଳଖ ମତାମତ ସଂଗ୍ରହ କରିବ ଇଏସ୍ଆଇସି୩ରୁ କମ୍ ରେଟିଂ ମିଳିଲେ ସତର୍କ ସଙ୍କେତ; ଓଟିପି ଓ ରିଅଲ୍-ଟାଇମ୍ ମନିଟରିଂ ସହ ନୂଆ ଫିଡ୍ବ୍ୟାକ୍ ବ୍ୟବସ୍ଥା
ନୂଆଦିଲ୍ଲୀ, (ପିଆଇବି) : ଚିକିତ୍ସା ସେବାର ଗୁଣବତ୍ତା ବୃଦ୍ଧି କରିବା ଏବଂ ରୋଗୀ-କୈନ୍ଦ୍ରିକ!-->!-->!-->…
Read More...
Read More...
୨୦୨୫-୨୬ରେ ଭାରତର ସାମୁଦ୍ରିକ ଖାଦ୍ୟ ରପ୍ତାନିରେ ନୂଆ ରେକର୍ଡ; ୮.୪୬ ବିଲିୟନ୍ ଡଲାର ଆୟ
ବୈଶ୍ୱିକ ପ୍ରତିକୂଳତା ସତ୍ତ୍ୱେ ରପ୍ତାନି ପରିମାଣ ଓ ମୂଲ୍ୟରେ ଐତିହାସିକ ସଫଳତାରପ୍ତାନିରେ ଫ୍ରୋଜେନ୍ ଚିଙ୍ଗୁଡ଼ିର ଚାହିଦା; ପ୍ରମୁଖ କ୍ରେତା ଆମେରିକା ଓ ଚୀନ୍
ଭୁବନେଶ୍ୱର, (ପିଆଇବି) : ଭାରତ ୨୦୨୫-୨୬ ଆର୍ଥିକ ବର୍ଷରେ ୭୩,୮୯୦.୪୬ କୋଟି ଟଙ୍କା (୮.୪୬ ବିଲିୟନ ଡଲାର) ମୂଲ୍ୟର!-->!-->!-->…
Read More...
Read More...
ଇସିଏଲଜିଏସ ୫.୦: ଅଧିକ ପ୍ରୋତ୍ସାହନ ସହ ଏମଏସଏମଇଗୁଡ଼ିକର ହେବ ସଶକ୍ତିକରଣ; ତ୍ୱରାନ୍ୱିତ ହେବ ଆର୍ଥିକ ବିକାଶ
ଆସନ୍ତା ୩ ତାରିଖ କଟକରେ ହେବ ଇସିଏଲଜିଏସ ୫.୦ ଉପରେ ଜନସଚେତନତା କାର୍ଯ୍ୟକ୍ରମ
ନୂଆଦିଲ୍ଲୀ, (ପିଆଇବି) : ଆସନ୍ତା ୩ ତାରିଖ, ବୁଧବାର କଟକଠାରେ ଏମଏସଏମଇଗୁଡ଼ିକ ପାଇଁ ଜରୁରୀକାଳୀନ କ୍ରେଡିଟ୍ ଲାଇନ ଗ୍ୟାରେଣ୍ଟି ଯୋଜନା (ଇସିଏଲଜିଏସ ୫.୦)କୁ ନେଇ ଏକ ଜନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ!-->!-->!-->…
Read More...
Read More...
ମୁରିବାହାଲରେ ପାନୀୟ ଜଳ ସମସ୍ୟାକୁ ନେଇ ସମିତି ସଭ୍ୟଙ୍କ ବ୍ଲକ ସମ୍ମୁଖରେ ଆମରଣ ଅନଶନ ଓ ମହିଳାଙ୍କ ରାସ୍ତାରୋକ୍
ପ୍ରଶାସନର ଲିଖିତ ପ୍ରତିଶ୍ରୁତି ପରେ ପ୍ରତ୍ୟାହୃତ
ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ପ୍ରବଳ ଗ୍ରୀଷ୍ମ ପ୍ରବାହ, ଗରମ ଓ ଗୁଳୁଗୁଳିରେ ଅତିଷ୍ଠ ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ସଦର ପଞ୍ଚାୟତ ଅଞ୍ଚଳର ସମସ୍ତ ଗ୍ରାମରେ ଉତ୍କଟ ପାନୀୟ ଜଳ ସଙ୍କଟ ଲାଗିରହିଛି । ପିଇବା ପାଣି ମୁନ୍ଦିଏ!-->!-->!-->…
Read More...
Read More...