Browsing Category

ଓଡିଶା

ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ନୀତି ଆୟୋଗର ୧୧ତମ ଗଭର୍ଣ୍ଣିଂ କାଉନସିଲ୍ ବୈଠକ

● ଦେଶର ୭୦ କୋଟି ଯୁବକଙ୍କୁ ସମ୍ପତ୍ତି ବୋଲି କହିବା ସହ ଜନସାଂଖ୍ୟିକ ଲାଭାଂଶକୁ ବିକାଶ ଲାଭାଂଶରେ ରୂପାନ୍ତରିତ କରିବାକୁ ରାଜ୍ୟଗୁଡ଼ିକୁ ଆହ୍ୱାନ ଦେଲେ ପ୍ରଧାନମନ୍ତ୍ରୀ● ବିକଶିତ ଭାରତର ସଂକଳ୍ପ ପ୍ରତ୍ୟେକ ରାଜ୍ୟ, ଜିଲ୍ଲା, ବ୍ଲକ ଏବଂ ଗ୍ରାମର ସାମୂହିକ ସଂକଳ୍ପ ହେବା ଉଚିତ:
Read More...

ପଶ୍ଚିମ ଏସିଆର ସାମ୍ପ୍ରତିକ ପରିସ୍ଥିତି ଉପରେ ଆନ୍ତଃମନ୍ତ୍ରଣାଳୟ ସାମ୍ବାଦିକ ସମ୍ମିଳନୀ

ପାରସ୍ୟ କ୍ଷେତ୍ରରେ ବାଣିଜ୍ୟ ଜାହାଜ ଆକ୍ରମଣ ଉପରେ ସରକାରଙ୍କ ଚିନ୍ତା ପ୍ରକାଶଏମ୍‌ଟି ଜଳବୀରରେ ଥିବା ସମସ୍ତ ୨୦ ଜଣ ଭାରତୀୟ କ୍ରୁ ସଦସ୍ୟ ସୁରକ୍ଷିତଏମ୍‌ଟି ସେଟ୍ଟେବେଲୋ ଘଟଣା : ମୃତ ୩ ଭାରତୀୟ କ୍ରୁ ସଦସ୍ୟଙ୍କ ପରିବାରକୁ ମିଳିବ ୧୦ ଲକ୍ଷ ଟଙ୍କାର ସହାୟତାଦେଶରେ ସମସ୍ତ ପ୍ରମୁଖ ସାରରେ
Read More...

ରାମଗଡ଼ରେ ୨୦ କିଲୋୱାଟ୍ ଏଫ୍ଏମ୍ ଟ୍ରାନ୍ସମିଟର ଲୋକାର୍ପିତ : ପ୍ରସାରଣ ସେବାକୁ ମିଳିବ ନୂଆ ଗତି

ଡିଜିଟାଲ୍ ଯୁଗରେ ରେଡିଓର ପ୍ରାସଙ୍ଗିକତା ବଜାୟ ରଖିବାକୁ ସ୍ଥାନୀୟ ପ୍ରସଙ୍ଗକୁ ପ୍ରାଥମିକତା ଦେବା ଆବଶ୍ୟକ : ଅଶ୍ୱିନୀ ବୈଷ୍ଣବସୀମାନ୍ତ ଅଞ୍ଚଳରେ ପ୍ରସାରଣ ଭିତ୍ତିଭୂମିକୁ ସୁଦୃଢ଼ କରିବ ନୂଆ ଏଫ୍ଏମ୍ କେନ୍ଦ୍ର; ‘କାଶ୍ମୀରରୁ କଚ୍ଛ’ ସଂଯୋଗକୁ ମିଳିବ ଗତି ନୂଆଦିଲ୍ଲୀ, (ପିଆଇବି) :
Read More...

‘ଜଳ ସଞ୍ଚୟ, ଜନ ଭାଗିଦାରୀ’ ଦ୍ୱାରା ରାଜ୍ୟରେ ରିଚାର୍ଜ ହେଉଛି ଭୂତଳ ଜଳ

ଭୁବନେଶ୍ୱର, (ପିଆଇବି) : ରାଜ୍ୟକୁ ଏବେ ମୌସୁମୀ ଆସିବାର ସମୟ। ଏହି ସମୟରେ ବର୍ଷାଜଳ ଅମଳ କରି ଭୂତଳ ଜଳସ୍ତରକୁ ବଢ଼ାଇବା ପାଇଁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଅଭିନବ ପ୍ରୟାସ ଆରମ୍ଭ ହୋଇଛି।ଯାଜପୁରରେ ସ୍କୁଲ ଛାତ ହେଉ ବା କଟକରେ ବିଭିନ୍ନ ଗାଁର ପୋଖରୀ ଏବଂ ଗଞ୍ଜାମରେ ଅନେକ ରିଚାର୍ଜ କୂଅ
Read More...

ଗଁରେଇର ଜଣେ ଯୁବତୀଙ୍କୁ ପ୍ରେମ, ପ୍ରତାରଣା ଓ ଧୋକା : ଏବେ ସେ ଗର୍ଭବତୀ

ଜେଲ୍ ଗଲା ଅଭିଯୁକ୍ତ ପ୍ରେମିକ ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ଗଁରେଇ ଗ୍ରାମର ଜଣେ ଯୁବତୀଙ୍କୁ ପ୍ରଥମେ ପ୍ରେମ, ପ୍ରତାରଣା ଓ ଧୋକା ଦେବା ଅଭିଯୋଗରେ ଜଣେ ଅଭିଯୁକ୍ତ ପ୍ରେମିକ ଜେଲ୍ ଯାଇଥିବା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି । ଜେଲ୍
Read More...

ପୋଲିସର ସର୍ଚ୍ଚ ଅପରେସନ ବେଳେ ମାଓବାଦୀଙ୍କ ଗୁପ୍ତ ଡମ୍ପ ଠାବ : ଅସ୍ତ୍ରଶସ୍ତ୍ର ଓ ବହୁ ମାଓ ସାମଗ୍ରୀ ଜବତ

କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ) : ସମଗ୍ର କନ୍ଧମାଳ ଜିଲ୍ଲା ମାଓମୁକ୍ତ ହେବା ପରେ ମଧ୍ୟ ପୋଲିସର ସର୍ଚ୍ଚ ଅପରେସନ ଜାରି ରହିଛି । ଏହି ପରିପ୍ରେକ୍ଷୀରେ ଆତ୍ମସମର୍ପଣ କରିଥିବା ନକ୍ସଲମାନଙ୍କୁ ନିରନ୍ତର ପଚରାଉଚରା କରିବା ପରେ କନ୍ଧମାଳ ପୋଲିସ ଏକ ଗୁପ୍ତ ଡମ୍ପ ସମ୍ପର୍କରେ ସୂଚନା
Read More...

ଝରକା ଭାଙ୍ଗି ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଗହଣା

କଟକ, (କେପିଏନ୍‌ଏସ୍‌) : କଟକ ସଦର ଥାନା ଅନ୍ତର୍ଗତ ଖଲର୍ଦା ପଂଚାୟତ ସ୍ଥିତ ସଞ୍ଜୟ କୁମାର ସାମଲଙ୍କ ଘରୁ ଗତକାଲି ବିଳମ୍ବିତ ରାତ୍ରିରେ ଘରର ଝରକା ତାଡ଼ି ଆଲମାରୀ ଭାଙ୍ଗି ସମସ୍ତ ସୁନା ଗହଣା ସହିତ ଶ୍ରୀ ସାମଲଙ୍କ ସ୍ତ୍ରୀ ସସ୍ମିତା ସାମଲଙ୍କ ଭ୍ୟାନିଟ ବ୍ୟାଗ ସହ ୯୦୦୦ ଟଙ୍କା ଚୋରି ହୋଇଥିବା
Read More...

ବାଇକକୁ ପିଟିଲା କାର : ଜଣେ ମୃତ, ଜଣେ ଗୁରୁତର

କ୍ଷତିପୂରଣ ଦାବିରେ ଥାନା ସମ୍ମୁଖରେ ଧାରଣା କଣ୍ଟାବାଞ୍ଜି, (ଯୁଗଳ କିଶୋର ଶବର) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ସହରର ବଙ୍ଗୋମୁଣ୍ଡା ଫାଟକ ନିକଟରେ ଘଟିଥିବା ଏକ ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ ଜଣେ ଗୁରୁତର ଆହତ ହୋଇ ଚିକିତ୍ସାଧୀନ ଅଛନ୍ତି । ଘଟଣା
Read More...

ବିପିୟୁଟି ପୁଣି ରଚିଲା ଇତିହାସ : ପରୀକ୍ଷା ଶେଷ ହେବାର ଦୁଇ ଦିନ ମଧ୍ୟରେ ପ୍ରକାଶ କଲା ପରୀକ୍ଷା ଫଳ

ରାଉରକେଲା, (ସସ୍ମିତା ପ୍ରଧାନ) : ଦକ୍ଷତା, ବୈଷୟିକ ଉତ୍କର୍ଷତା ଏବଂ ଛାତ୍ରକୈନ୍ଦ୍ରିକ ପ୍ରଶାସନ ପ୍ରତି ପ୍ରତିବଦ୍ଧତାର ଆଉ ଏକ ଅନନ୍ୟ ନିଦର୍ଶନ ସ୍ୱରୂପ, ଓଡିଶାର ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟ (ବିପିୟୁଟି) ପୁଣିଥରେ ଚୂଡ଼ାନ୍ତ ପରୀକ୍ଷା ଶେଷ ହେବାର ମାତ୍ର ଦୁଇ ଦିନ ମଧ୍ୟରେ
Read More...

ଗାଙ୍ଗପୁର ମଜଦୁର ମଂଚ ପକ୍ଷରୁ ୧୧ ଦଫା ଦାବି ନେଇ ବିରୋଧ ପ୍ରଦର୍ଶନ

ରାଉରକେଲା, (କେପିଏନ୍‌ଏସ୍‌) : ଗାଙ୍ଗପୁର ମଜଦୁର ମଂଚ ପକ୍ଷରୁ ୧୧ ଦଫା ଦାବି ନେଇ ବିର୍ସାଛକ ଠାରେ ଆନ୍ଦୋଳନ କରାଯିବା ସହ ରାଉରକେଲା ଇସ୍ପାତ କାରଖାନା ପକ୍ଷରୁ କରାଯାଉଥିବା ଅନ୍ୟାୟ ବିରୋଧରେ ପ୍ରଦର୍ଶନ କରାଯାଇଥିଲା । ଇସ୍ପାତ କାରଖାନାରେ କାର୍ଯ୍ୟରତ ସ୍ଥାୟୀ, ଅସ୍ଥାୟୀ ଏବଂ ଅବସରପ୍ରାପ୍ତ
Read More...