Browsing Category

ଓଡିଶା

ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରଣାଳୟ ଇଣ୍ଡିଆ ଏଆଇ ମିଶନର ବଡ଼ ପଦକ୍ଷେପ; ସୁଲଭ ମୂଲ୍ୟରେ ଉନ୍ନତ ଭିଡିଓ ପାଇଁ…

୫୦ ପଦକ୍ଷେପ ବଦଳରେ ମାତ୍ର ୪ ପଦକ୍ଷେପରେ ଭିଡିଓ ନିର୍ମାଣ; ‘ଭାର୍ୟା’ ଏଆଇର ବଡ଼ ଦାବିଟେକ୍ସଟ୍ରୁ ଭିଡିଓ ସୃଷ୍ଟିକୁ ସହଜ କରିବ ‘ଭାର୍ୟା’; ଜନସଂଖ୍ୟା ସ୍ତରରେ ଏଆଇ ସେବା ପହଞ୍ଚାଇବାର ଲକ୍ଷ୍ୟକୃତ୍ରିମ ବୁଦ୍ଧିମତ୍ତା ଆଧାରିତ କମ୍ପାନି ଅବତାର ପକ୍ଷରୁ ସ୍ବଦେଶୀ ଜ୍ଞାନ କୌଶଳରେ ‘ଭାର୍ୟା’
Read More...

କେନ୍ଦ୍ରମନ୍ତ୍ରୀଙ୍କ କରକମଳରେ ‘ଭାରତ ଇନୋଭେଟ୍ସ’ ର ରଣନୀତିକ ଦସ୍ତାବିଜ୍ ଉନ୍ମୋଚିତ

‘ଭାରତ ଇନୋଭେଟ୍ସ’ ମାଧ୍ୟମରେ ବିଶ୍ୱରେ ପ୍ରଦର୍ଶିତ ହେବ ଭାରତର ଇନୋଭେସନ ଶକ୍ତି -ଧର୍ମେନ୍ଦ୍ର ପ୍ରଧାନଜୁନ୍ ୧୪ ରୁ ୧୬ ପର୍ଯ୍ୟନ୍ତ ଫ୍ରାନ୍ସର ନିସ୍ ସହରରେ ଆୟୋଜିତ ହେବ ‘ଭାରତ ଇନୋଭେଟ୍ସ’ର ଆନ୍ତର୍ଜାତୀୟ ପ୍ରଦର୍ଶନୀପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଫ୍ରାନ୍ସ ରାଷ୍ଟ୍ରପତି ଏମାନୁଏଲ
Read More...

ସପ୍ତମ ଗଳ୍ପ ଗଞ୍ଜାମ ଉତ୍ସବ : ସାହିତ୍ୟରେ ଏକ ଯାତ୍ରା ଏଥିରେ ଶିଖର ନଥାଏ – ମୁଖ୍ୟ ଅତିଥି ବିଶିଷ୍ଟ ଲେଖକ…

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ଗଞ୍ଜାମର କବିତାଘର ଲିଟେରାରୀ ଟ୍ରଷ୍ଟ, ବ୍ରହ୍ମପୁର ତରଫରୁ ବର୍ଷ ୨୦୨୬ ନିମନ୍ତେ "ସପ୍ତମ ଗଳ୍ପ ଗଞ୍ଜାମ ଉତ୍ସବ" ରେଭେନ୍ୟୁ ଡାକ ବଙ୍ଗଳା ସଭାଗୃହ ଠାରେ ଆୟୋଜିତ ହୋଇଯାଇଛି । ଏହି ଉତ୍ସବରେ ବିଶିଷ୍ଟ ଗାଳ୍ପିକ ରାଜ୍ୟବର୍ଦ୍ଧନ ଧଳ ମହାପାତ୍ର ମୁଖ୍ୟ ଅତିଥି
Read More...

ବିଧାୟକ କଳିକେଶଙ୍କ ପ୍ରତାପସାଗର ଓ ମହାରାଣୀସାଗର ପୁନରୁଦ୍ଧାର କାର୍ଯ୍ୟର ସମୀକ୍ଷା

ଜଳ ନିଷ୍କାସନ ବ୍ୟବସ୍ଥା ନେଇ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରର ଐତିହାସିକ ପ୍ରତାପସାଗର ଓ ମହାରାଣୀସାଗର ପୁନରୁଦ୍ଧାର କାର୍ଯ୍ୟର ଅଗ୍ରଗତି ସମୀକ୍ଷା ପାଇଁ ବଲାଙ୍ଗିର ବିଧାୟକ କଳିକେଶ ନାରାୟଣ ସିଂହଦେଓ ଆଜି ପୌରାଧ୍ୟକ୍ଷା ଲିକା ସାହୁଙ୍କ ସହ
Read More...

ସ୍ଵାଭିମାନୀ ଓଡିଆଣୀର ରଜ ଉତ୍ସବ

ରାଉରକେଲା, (ସସ୍ମିତା ପ୍ରଧାନ) : ସ୍ୱାଭିମାନୀ ଓଡ଼ିଆଣୀର ତୃତୀୟ ରଜ ଉତ୍ସବ ରାଉରକେଲା କ୍ଲବ ଠାରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ମୁଖ୍ୟ ମାନସୀ ଦାସ ମହାପାତ୍ରଙ୍କ ସଭାପତିତ୍ୱ ଓ ସ୍ମିତା ମିଶ୍ରଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଦୀପିକା ମହିଳା ସଂହତିର
Read More...

ମୁଖ୍ୟମନ୍ତ୍ରୀଙ୍କ ସହ ସାକ୍ଷାତ ବେଳେ ଅଞ୍ଚଳର ବିକାଶକୁ ନେଇ ଚର୍ଚ୍ଚା କଲେ ବିଧାୟକ ଦୁର୍ଗା ତନ୍ତୀ

ରାଉରକେଲା, (ସସ୍ମିତା ପ୍ରଧାନ) : ଭୁବନେଶ୍ୱର ଗସ୍ତରେ ଥିବା ରଘୁନାଥପଲ୍ଲୀ ବିଧାୟକ ଦୁର୍ଗା ଚରଣ ତନ୍ତୀ ଆଜି ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ଭାଇ ସ୍ୱର୍ଗତ ଦୀନବନ୍ଧୁ ମାଝୀଙ୍କ ସ୍ମୃତି ସଭାରେ ଯୋଗଦେବା ପାଇଁ ତାଙ୍କ ଜନ୍ମମାଟି କେନ୍ଦୁଝରକୁ ଯାଇ ସେଠାର ଆୟୋଜିତ ସ୍ୱର୍ଗତ ଦୀନବନ୍ଧୁଙ୍କ ସ୍ମୃତି
Read More...

ନିର୍ମାଣ ହେବ ଉନ୍ନତଧରଣର ମାର୍କେଟ କମ୍ପ୍ଲେକ୍ସ, ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ କଲେ ବିଧାୟକ

ବରଗଡ, (ମୁନ୍ନା ସାହୁ): ବରଗଡ଼ ଜିଲ୍ଲା ଅତାବିରାରେ ନିର୍ମାଣ ହେବ ଉନ୍ନତଧରଣର ମାର୍କେଟ କମ୍ପ୍ଲେକ୍ସ । ଖର୍ଚ୍ଚ ହେବ ତିନି କୋଟି ୮୪ ଲକ୍ଷ ଟଙ୍କା । ଏନେଇ ଆଜି ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ଅତାବିରା ବିଧାୟକ ନିହାର ମହାନନ୍ଦ । ଜବରଦଖଲ ଉଚ୍ଛେଦ ବେଳେ ଯେଉଁ ଯେଉଁ ଦୋକାନୀମାନେ
Read More...

ହ୍ୟୁମାନିଟି ଫାଉଣ୍ଡେସନ ଆଶ୍ରମରେ ପାଳିଲା ରଜ ଉତ୍ସବ

‌ରାଉରକେଲା, (ସସ୍ମିତା ପ୍ରଧାନ) : ସାମାଜିକ ଅନୁଷ୍ଠାନ ହ୍ୟୁମାନିଟି ଫାଉଣ୍ଡେସନ ଜଗଦା ସ୍ଥିତ ମାନବ ସେବା ପ୍ରତିଷ୍ଠାନ ଠାରେ ରଜ ଉତ୍ସବ ପାଳନ କରିଛି । ଫାଉଣ୍ଡେସନର ପ୍ରତିଷ୍ଠାତା ବିଜୟ ସୁନ୍ଦରାୟଙ୍କ ଆବାହକତ୍ୱ ଅଧ୍ୟକ୍ଷା ଦିପ୍ତୀ ସୁନ୍ଦରାୟ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ
Read More...

ଆର୍‌ଏସ୍‌ପି ସିନିୟର ସିଟିଜେନ୍ ୱେଲଫେୟାର ଗୃପର ସାଧାରଣ ବୈଠକ ଓ ଆଲୋଚନା ଚକ୍ର

ବୈଠକରେ ୨୨ ଜଣିଆ କୋର୍ କମିଟି ଗଠିତ ରାଉରକେଲା, (ସସ୍ମିତା ପ୍ରଧାନ) : ଇସ୍ପାତ କାରଖାନା ଅବସରପ୍ରାପ୍ତ ସିନିୟର ସିଟିଜେନ ୱେଲଫେୟାର ଗୃପ ପକ୍ଷରୁ ଏକ ବୈଠକ ଆବାହକ ପ୍ରଭାକର ମଲ୍ଲିକଙ୍କ ଆହ୍ୱାନରେ ସେକ୍ଟର-୧୬ ସ୍ଥିତ ଧବଳେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ
Read More...

ଜିଲ୍ଲାସ୍ତରୀୟ ବିକଶିତ ଓଡ଼ିଶା – ୨୦୩୬ ସମ୍ମିଳନୀ ଅନୁଷ୍ଠିତ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହର ସ୍ଥିତ ଟାଉନ୍ ହଲ୍‌ଠାରେ ଶନିବାର ‘ବିକାଶର ଧାରା, ଓଡ଼ିଶା ସାରା’ କାର୍ଯ୍ୟକ୍ରମ ଅବସରରେ ଆକାଂକ୍ଷୀ ଜିଲ୍ଲା ଓ ଆକାଂକ୍ଷୀ ବ୍ଲକ କାର୍ଯ୍ୟକ୍ରମ ଅଧୀନରେ “ବିକଶିତ ଓଡ଼ିଶା–୨୦୩୬” ଉପରେ ଏକ ଜିଲ୍ଲାସ୍ତରୀୟ
Read More...