Browsing Category
ଓଡିଶା
ଟିଟିଲାଗଡରେ ଶୀତର ଲହରୀ : ଅସହାୟଙ୍କୁ କମ୍ବଳ ବଣ୍ଟନ କଲେ ଥାନାଧିକାରୀ ଶ୍ରୀମତୀ କଲ୍ୟାଣୀ ବେହେରା
ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଦିନକୁ ଦିନ ଟିଟିଲାଗଡ଼ ସହରରେ ଥଣ୍ଡା ବଢ଼ିବାରେ ଲାଗିଛି । ପ୍ରବଳ ଶୀତ ହେବା ଯୋଗୁଁ ରାସ୍ତାଘାଟ ଅତି ଶୀଘ୍ର ଶୁନଶାନ ହୋଇଯାଉଛି । ତେବେ ଏହି ଥଣ୍ଡାକୁ ଦୃଷ୍ଟିରେ ରଖି ମଙ୍ଗଳବାର ରାତିରେ ଟିଟିଲାଗଡ଼ ଥାନା ଅଧିକାରୀ ଶ୍ରୀମତୀ କଲ୍ୟାଣୀ ବେହେରା ଅନ୍ୟ!-->…
Read More...
Read More...
ଫେକ୍ ଫୋନ୍ ପେ, ଫେକ୍ ଚେକ୍ ଦେଖାଇ ଲକ୍ଷ ଲକ୍ଷ ଟଙ୍କା ଠକେଇ ମାମଲାରେ ଯୁବକ ଗିରଫ
ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ପୋଲିସ ଜିଲ୍ଲା ମୁଖ୍ୟାଳୟ ପକ୍ଷରୁ ଛତ୍ରପୁର ଆଦର୍ଶ ଥାନାକୁ ମିଳିଛି ଆଉ ଏକ ସଫଳତା । ଛତ୍ରପୁର ସହରାଞ୍ଚଳର ରାମଲକ୍ଷ୍ମୀ ନଗର ତୃତୀୟ ଲାଇନ୍ ବାସିନ୍ଦା ସିଦ୍ଧାର୍ଥ ନାୟକ ଜଣେ ବ୍ୟବସାୟୀଙ୍କ ଠାରୁ ଏକ ବଡ଼ ଧରଣର ଠକେଇ ହୋଇଛି । କେସ ନମ୍ବର!-->…
Read More...
Read More...
ପାଇକମାଲ ବିଡିଓଙ୍କ ବିଭିନ୍ନ ଧାନମଣ୍ଡି ପରିଦର୍ଶନ : ଚାଷୀ ସୁବିଧା ଉପରେ ଗୁରୁତ୍ୱ
ପଦ୍ମପୁର, (ନିରୋଜ କୁମାର ପାଣୀ) : ଚାଷୀମାନଙ୍କୁ ସୁବିଧାଜନକ ଓ ସୁଚାରୁ ଧାନ କ୍ରୟ ବ୍ୟବସ୍ଥା ନିଶ୍ଚିତ କରିବା ଉଦ୍ଦେଶ୍ୟରେ ଆଜି ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ପଞ୍ଚାୟତ ସମିତି ଅନ୍ତର୍ଗତ ବିଭିନ୍ନ ଧାନମଣ୍ଡିକୁ ପାଇକମାଲ ବ୍ଲକ ଉନ୍ନୟନ ଅଧିକାରୀ (ବିଡିଓ) ପ୍ରଫୁଲ୍ଲ ଅଦୁ!-->…
Read More...
Read More...
ରାମଚଣ୍ଡୀ ପୀଠ ପରିସରରେ ପ୍ଲାଷ୍ଟିକ ମୁକ୍ତ, ସ୍ୱଚ୍ଛ ସୁନ୍ଦର ପରିବେଶ ପାଇଁ ବଜ୍ର-ଶପଥ
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଋଷିକୁଲ୍ୟା ନଦୀ ସହ ରାମଚଣ୍ଡୀ ପୀଠ ପରିସରରେ ପ୍ଲାଷ୍ଟିକମୁକ୍ତ, ସ୍ୱଚ୍ଛ ସୁନ୍ଦର ପରିବେଶ ପରିଣତ କରାଯିବା ନିମନ୍ତେ ବଜ୍ର ଶପଥ ନିଆଯାଇଛି । ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକଙ୍କ ନେତ୍ତୃତ୍ଵରେ ଅନୁଷ୍ଠିତ ଏକ ଭବ୍ୟ ସମାରୋହରେ ଶପଥ ପାଠ!-->…
Read More...
Read More...
ୱାଟରସେଡ୍ ମହୋତ୍ସବ-୨୦୨୫
ବଲାଙ୍ଗିର, (କେପିଏନ୍ଏସ୍) : ପ୍ରଧାନମନ୍ତ୍ରୀ କୃଷି ସେଚନ ଯୋଜନା ଅନ୍ତର୍ଗତ ଜଳବିଭାଜିକା ଉନ୍ନୟନ କାର୍ଯ୍ୟରେ ଜନଭାଗିଦାରୀକୁ ପ୍ରୋତ୍ସାହନ ଦେବା ପାଇଁ, ଭୂମି ସମ୍ପଦ ବିଭାଗ, ଗ୍ରାମୀଣ ଉନ୍ନୟନ ମନ୍ତ୍ରଣାଳୟ, ଭାରତ ସରକାର ତଥା ମୃତ୍ତିକା ସଂରକ୍ଷଣ ଓ ଜଳବିଭାଜିକା ଉନ୍ନୟନ ନିର୍ଦ୍ଦେଶାଳୟ,!-->…
Read More...
Read More...
ସୁବର୍ଣ୍ଣପୁର ଜିଲ୍ଲାରେ ଭୁସୁଡୁଛି ବିଜେଡି ଗଡ଼ : ଉପ ସଭାପତିଙ୍କ ସମେତ ୩ ଜଣଙ୍କ ଇସ୍ତଫା
ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୁବର୍ଣ୍ଣପୁର ଜିଲ୍ଲାରେ ଭୁସୁଡ଼ୁଛି ବିଜେଡିର ଗଡ଼ । ଇସ୍ତଫା ଦେଲେ ୩ ତୁଙ୍ଗନେତା ତଥା ବିଧାୟକ ନିରଞ୍ଜନ ପୂଜାରୀଙ୍କ ଅନୁଗତ । ଗତକାଲି ବିଜେଡି ସାଙ୍ଗଠନିକ ପଦରୁ ଉପ ସଭାପତି ରମେଶ ପୂଝାରୀ, ଯୁବ ବିଜେଡ଼ି ଉପ ସଭାପତି ମନୋଜ ପୁରୋହିତ ଓ ଉମେଶ!-->…
Read More...
Read More...
ଚଳିତ ରବିରେ ଇନ୍ଦ୍ରାବତୀରୁ ୭୬, ୪୩୦ ହେକ୍ଟର ଜମିରେ ଜଳ ସେଚନର ଲକ୍ଷ୍ୟ
ଜୟପାଟଣା, (ଶେଷଦେବ ବେହେରା) : ଇନ୍ଦ୍ରାବତୀ ଜଳ ସେଚନ ପ୍ରକଳ୍ପରୁ ଚଳିତ ରବି ୨୦୨୫/୨୬ବର୍ଷ ପାଇଁ କଳାହାଣ୍ଡି ଜିଲ୍ଲାର ଛଅଟି ବ୍ଲକର ୩୪୪ ଗ୍ରାମର ୭୬, ୪୩୦ହେକ୍ଟର ଜମିରେ ରବି ଜଳ ସେଚନ ଯୋଗାଇ ଦେବା ପାଇଁ ଇନ୍ଦ୍ରାବତୀ ଜଳ ସମ୍ପଦ ବିଭାଗର ଚିଠା ପ୍ରସ୍ତୁତ ହେବା ସହିତ ଆଗାମୀ ସାତ ତାରିଖରୁ!-->…
Read More...
Read More...
ଭ୍ରାମ୍ୟମାଣ ବିଜ୍ଞାନ ପ୍ରଦର୍ଶିନୀ ଉଦଯାପିତ
ବଲାଙ୍ଗିର, (କେପିଏନ୍ଏସ୍): ବଲାଙ୍ଗିର ଜିଲ୍ଲା, ପୁଇଁନ୍ତଲା ବ୍ଲକ ଅନ୍ତର୍ଗତ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ବନ୍ଧପଡ଼ା ପରିସରରେ ଆଞ୍ଚଳିକ ବିଜ୍ଞାନ କେନ୍ଦ୍ରର ସଂଯୋଜକ ସୁଧାଂଶୁ ଶେଖର ସ୍ୱାଇଁ ଓ ବୈଷୟିକ ସହଯୋଗୀ ସମ୍ବିତ ରଥଙ୍କ ନେତୃତ୍ୱରେ ଆସିଥିବା ଭ୍ରାମ୍ୟମାଣ ବିଜ୍ଞାନ ପ୍ରଦର୍ଶିନୀ!-->…
Read More...
Read More...
ସମ୍ବାଦିକ ମାନଙ୍କୁ ପେନସନ ଓ ଭତ୍ତା ଦେବା ପାଇଁ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜଙ୍କୁ ନିବେଦନ କଲେ ପଦ୍ମପୁର ସାମ୍ବାଦିକ…
ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ପଞ୍ଚମ ଲୋକ ମହୋତ୍ସବର ଉଦଯାପନୀ ଉତ୍ସବରେ ଯୋଗ ଦେଇଥିବା ଓଡିଶାର ଯୁବ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଉପସ୍ଥିତ ଥିବା ସାମ୍ବାଦିକ ମାନଙ୍କୁ ଶେଷ ରଜନୀରେ ସମ୍ମାନିତ କରିଥିଲେ । ଏହି ସମୟରେ ପଦ୍ମପୁର ଉପଖଣ୍ଡ ସାମ୍ବାଦିକ ସଂଘ ସଭାପତି ବଡ଼!-->…
Read More...
Read More...
କୋଶଳି ଭାଷାର ସମ୍ଭାବନା ଉଜ୍ଜ୍ୱଳମୟ
ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : କୋଶଳି ଭାଷା ଐତିହାସିକ ଓ ଭୌଗୋଳିକ ଆଧାରରେ ଏକ ସ୍ୱୟଂସଂପୂର୍ଣ୍ଣ ପ୍ରାଚୀନ ଭାଷା । ଓଡ଼ିଶାର ଅର୍ଦ୍ଧେକ ଅଞ୍ଚଳର ଦୁଇ କୋଟି ଜନସାଧାରଣ ଏହି ଭାଷାର ସାହିତ୍ୟ, ସଂସ୍କୃତି ଓ ପରଂପରାକୁ ପାଥେୟ କରି ହଜାର ହଜାର ବର୍ଷରୁ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି!-->…
Read More...
Read More...