Browsing Category
ଓଡିଶା
କଟକ କମିଶନରେଟ୍ ପୋଲିସ ପକ୍ଷରୁ ବସ୍ତିକୁ ଚାଲ ଅଭିଯାନ
କଟକ : ଆଜି କମିଶନରେଟ ପୋଲିସ କଟକ ୟୁପିଡି ପକ୍ଷରୁ ପୋଲିସ କମିଶନର, ଅତିରିକ୍ତ ପୋଲିସ କମିଶନର ଓ କଟକ ଡିସିପିଙ୍କ ନିର୍ଦ୍ଦେଶ କ୍ରମେ କଟକ ମଧୁପାଟଣା ଥାନା ଅନ୍ତର୍ଗତ ନୂଆପଡ଼ା ବାଲି ସାହିରୁ ଆରମ୍ଭ ହୋଇଛି ବସ୍ତିକୁ ଚାଲ ଅଭିଯାନ କାର୍ଯ୍ୟକ୍ରମ । ଏହି କାର୍ଯ୍ୟକ୍ରମ ଆଧାରରେ ଅନୁଷ୍ଠିତ!-->…
Read More...
Read More...
ଡିଏଭି ସ୍କୁଲରେ ବିଜ୍ଞାନ ଓ କଳା ପ୍ରଦର୍ଶନୀ ଅନୁଷ୍ଠିତ
ରାଉରକେଲା, (ସସ୍ମିତା ପ୍ରଧାନ) : ଆଜି ସେକ୍ଟର ୧୬ ସ୍ଥିତ ଡ଼ିଏଭି ସ୍କୁଲ ରେ ଆୟୋଜିତ ଚିତ୍ରକଳା କ୍ରାପ୍ଟ, ସମାଜ ବିଜ୍ଞାନ, ବିଜ୍ଞାନ, ସାହିତ୍ୟ ଓ ଗଣିତ ପ୍ରଦର୍ଶନୀକୁ ବିଶିଷ୍ଟ ଚିତ୍ରାଶିଳ୍ପୀ ତଥା ସାନ୍ତାଳୀ ଭାଷା ସାହିତ୍ୟ ଗବେଷକ ରମେଶଚନ୍ଦ୍ର ପାତ୍ର ଦୀପ ପ୍ରଜ୍ୱଳନ କରି ଉଦଘାଟନ!-->…
Read More...
Read More...
ଅବୈଧ ନକଲି ଲଟେରୀର ପର୍ଦ୍ଦାଫାସ : ରାଉରକେଲା ପୋଲିସ୍ ଦ୍ୱାରା ୪ ଅଭିଯୁକ୍ତ ଗିରଫ ସହ ୨୫,୩୭,୨୬୦ ଟଙ୍କା ଜବତ
ରାଉରକେଲା, (ସସ୍ମିତା ପ୍ରଧାନ) : ଅବୈଧ ଲଟେରୀ କାର୍ଯ୍ୟ ଉପରେ ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି, ରାଉରକେଲା ପୋଲିସ ଆଜି ଡିସେମ୍ବର ୨୦ ତାରିଖରେ ରାଉରକେଲା ସହର ସୀମା ମଧ୍ୟରେ କାର୍ଯ୍ୟ କରୁଥିବା ଏକ ନକଲି ଲଟେରୀ ରାକେଟର ପର୍ଦ୍ଦାଫାଶ କରିବା ସହ ଏଥିରେ ସମ୍ପୃକ୍ତ ଥିବା ୪ ଜଣ!-->…
Read More...
Read More...
୪୨ ତମ ଶିଶୁ ମହୋତ୍ସବ ସମ୍ପନ୍ନ
ରାଉରକେଲା, (ସସ୍ମିତା ପ୍ରଧାନ) : ଓଡିଶା ମାଧ୍ୟମିକ ବିଦ୍ୟାଳୟ ଶିକ୍ଷକ ସଂଘ,(ଓଷ୍ଟା) ରାଉରକେଲା ସିଟି ଜୋନ ତରଫରୁ ୪୨ତମ ଶିଶୁ ମହୋତ୍ସବ ସେକ୍ଟର ୧ ସ୍ଥିତ ସ୍କାଉଟ ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମର ସଭାପତି ତଥା ଜିଲ୍ଲା ସମ୍ପାଦକ ସନ୍ତୋଷ କୁମାର ନାୟକଙ୍କ ସଭାପତିତ୍ୱ ଓ!-->…
Read More...
Read More...
ଜିଲ୍ଲା ମଣ୍ଡଳ ସ୍ତରୀୟ ବୈଠକ ଅନୁଷ୍ଠିତ
କର୍ମୀ ସଂଗଠନର ମୂଳଦୁଆ ଓ ମେରୁଦଣ୍ଡ - ଜିଲ୍ଲା ପ୍ରଭାରୀ ବଟ କିଶୋର ମିଶ୍ର
ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ସାଙ୍ଗଠନିକ ଜିଲ୍ଲାର ମଣ୍ଡଳ ସ୍ତରୀୟ ବୈଠକ ଆଜି ବିଜେପି ରାଉରକେଲା ଜିଲ୍ଲା କାର୍ଯ୍ୟାଳୟ ପରିସରରେ ଜିଲ୍ଲା ସଭାନେତ୍ରୀ ପୂର୍ଣ୍ଣିମା କେରକେଟାଙ୍କ ଅଧ୍ୟକ୍ଷତାରେ!-->!-->!-->…
Read More...
Read More...
ଶିବାନନ୍ଦ ଆଶ୍ରମରେ କ୍ୟାନସର ସଚେତନତା କାର୍ଯ୍ୟକ୍ରମ
ରାଉରକେଲା, (ସସ୍ମିତା ପ୍ରଧାନ) : ଦିବ୍ୟ ଜୀବନ ସଂଘ ଇସ୍ପାତ ନଗରୀ ଶାଖା ଓ ଜ୍ଞାନପ୍ରଭା ମିଶନ ଭୁବନେଶ୍ୱରର ମିଳିତ ଆନୁକୂଲ୍ୟରେ ସେକ୍ଟର ୭ ସ୍ଥିତ ଶିବାନନ୍ଦ ଆଶ୍ରମ ଠାରେ କ୍ୟାନସର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ସନ୍ଥ ଯୋଗାଚାର୍ଯ୍ୟ ଦୁର୍ଗାଶ୍ୱରୀ!-->…
Read More...
Read More...
ଜେସିଆଇ ସଂଗଠନ ତରଫରୁ ଚତୁର୍ଥ ନୂତନ ସଭାପତି ଚୟନ
କେସିଙ୍ଗା, (ପ୍ରୀତେଶ ପଟେଲ) : କଳାହାଣ୍ଡି ଜିଲ୍ଲା କେସିଙ୍ଗା ନଗରରେ ଜେସିଆଇ ସଂଗଠନ ତରଫରୁ ଚତୁର୍ଥ ସଭାପତି ଚୟନ ପ୍ରକିୟା କାର୍ଯ୍ୟକ୍ରମ କେସିଙ୍ଗା ଅମ୍ବାଜୀ ମନ୍ଦିର ହଲଠାରେ ଅୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଥିଲେ ଡି. ମୂରଲୀ କ୍ରିଷ୍ଣା ଫାଉଣ୍ଡର ଏବଂ ଚେୟାର!-->…
Read More...
Read More...
ବିକଶିତ ଭାରତ – ଜୀ ରାମ ଜୀ ବିଲ୍ ୨୦୨୫ : “ଏକ ବିକଶିତ ଭାରତ ପାଇଁ ମନରେଗାରେ ସଂସ୍କାର
ବିକଶିତ ଭାରତ - ଜୀ ରାମ ଜୀ ବିଲ୍, ୨୦୨୫ ବିକଶିତ ଭାରତ ୨୦୪୭ ସହିତ ସଂଯୁକ୍ତ ଏକ ନୂତନ ବୈଧାନିକ ଢାଞ୍ଚା ମାଧ୍ୟମରେ ମନରେଗାରେ ପରିବର୍ତ୍ତନ ଆଣିବ ।ପ୍ରତି ଗ୍ରାମୀଣ ପରିବାର ପାଇଁ ନିଯୁକ୍ତି ଗ୍ୟାରେଣ୍ଟିକୁ ୧୨୫ ଦିନକୁ ବୃଦ୍ଧି କରାଯାଇଛି, ଯାହା ଆୟ ସୁରକ୍ଷାକୁ ସୁଦୃଢ଼ କରିଥାଏ ।ଚାରୋଟି!-->…
Read More...
Read More...
ମୋଦୀଙ୍କ ଅଭୂତ ପୂର୍ବ କୂଟନୀତି : ଛଅଟି ଜିସିସି ରାଷ୍ଟ୍ର ମଧ୍ୟରୁ ୫ଟି ଦେଶ ସେମାନଙ୍କ ସର୍ବୋଚ୍ଚ ନାଗରିକ ସମ୍ମାନରେ…
ନୂଆଦିଲ୍ଲୀ, (ପିଆଇବି) : ଗତ ଦଶନ୍ଧି ମଧ୍ୟରେ ଗଲ୍ଫ ବା ଉପସାଗରୀୟ ଦେଶ ସହିତ ଭାରତ ସମ୍ପର୍କରେ ଏକ ଗଭୀର ପରିବର୍ତ୍ତନ ଆସିଛି । ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବ୍ୟକ୍ତିଗତ କୂଟନୀତିର ସ୍ପଷ୍ଟ ପ୍ରଭାବ ରହିଛି । ୨୦୧୪ ପରଠାରୁ ପଶ୍ଚିମ ଏସିଆରେ ନୂଆଦିଲ୍ଲୀକୁ ମିଳିଥିବା ଉପଲବ୍ଧି!-->…
Read More...
Read More...
ଜିଲ୍ଲା ସ୍ତରୀୟ ବାଳ ବୈଜ୍ଞାନିକ ପ୍ରଦର୍ଶନୀ ମେଳା ଉଦଯାପିତ
-"ବିଜ୍ଞାନ ମେଳା ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆତ୍ମବିଶ୍ଵାସ ବଢ଼ାଇଥାଏ"
ବଲାଙ୍ଗିର, (କେପିଏନ୍ଏସ୍) : ସ୍ଥାନୀୟ ଓଡିଶା ଆଦର୍ଶ ବିଦ୍ୟାଳୟ, ପଥରଚେପାଠାରେ ଜିଲ୍ଲା ସ୍ତରୀୟ ବାଳ ବୈଜ୍ଞାନିକ ପ୍ରଦର୍ଶନୀ ମେଳା ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ଅଧ୍ୟକ୍ଷ କ୍ଷମାନିଧି ଝାଙ୍କରଙ୍କ!-->!-->!-->…
Read More...
Read More...