Browsing Category
ଓଡିଶା
ସାଇବର କ୍ରାଇମ ମାମଲାରେ ଛତ୍ରପୁରରେ ୪ଜଣ ଗିରଫ
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ସାଇବର କ୍ରାଇମ ମାମଲାରେ ଗଞ୍ଜାମ ପୋଲିସ ଜିଲ୍ଲାକୁ ମିଳିଛି ଏକ ବଡ଼ ସଫଳତା, ଗତ କିଛିଦିନ ହେଲା ଏ ସମ୍ପର୍କରେ ମିଳିଥିବା ସୁରାକରୁ ଖୋଳତାଡ଼ କରି ଛତ୍ରପୁର ଥାନା ପୋଲିସ ପକ୍ଷରୁ ରବିବାର ୪ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ସେମାନେ!-->…
Read More...
Read More...
ରୟାଲ ଏକାଡେମୀର ବାର୍ଷିକ ଉତ୍ସବ
ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର କଲେଜ ଛକ ସ୍ଥିତ ରୟାଲ ଏକାଡେମୀର ବାର୍ଷିକ ଉତ୍ସବ ସ୍ଥାନୀୟ ଟାଉନ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ରୟାଲ ଏକାଡେମୀର ଟ୍ରଷ୍ଟି ପରିଚାଳନା ଅଧ୍ୟକ୍ଷା ନିରୁପମା ପଣ୍ଡା ବାର୍ଷିକ ଉତ୍ସବରେ ଅଧ୍ୟକ୍ଷତା କରିବା ସହ ମୁଖ୍ୟ!-->…
Read More...
Read More...
୫୪ତମ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଉଦ୍ଘାଟିତ
ଅର୍ଜୁନ ପୁରସ୍କାର ପ୍ରାପ୍ତ କ୍ରୀଡାବିତ୍ ମୀନତି ମହାପାତ୍ରଙ୍କ ଦ୍ୱାରା ଶୁଭ ଉଦ୍ଘାଟନଭାଗନେଲେ ୧୧୫୭ଜଣ ପ୍ରତିଯୋଗୀ
ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା କ୍ରୀଡା ସଂସଦ ଆନୁକୂଲ୍ୟରେ ସ୍ଥାନୀୟ ଗାନ୍ଧୀ ଷ୍ଟାଡିୟମ ଠାରେ ୫୪ତମ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଉଦ୍ଘାଟିତ!-->!-->!-->…
Read More...
Read More...
ନରସିଂହଙ୍କ ସାମ୍ବାଦିକ ସମ୍ମିଳନୀ
ଏଫ୍ସିଆଇ ମାଧ୍ୟମରେ ଚାଷୀଙ୍କ ସମସ୍ତ ଧାନ କିଣୁ ସରକାର - ନରସିଂହବିଜେଡି ପରି ବିଜେପି ସରକାର ମଧ୍ୟ ଚାଷୀଙ୍କୁ ଶୋଷଣ କରୁଛି - ନରସିଂହ
ବଲାଙ୍ଗିର, (ଦେବାଶିଷ ମିଶ୍ର) : ବର୍ତ୍ତମାନ କେବଳ ବଲାଙ୍ଗିରରେ ନୁହେଁ ସାରା ପଶ୍ଚିମ ଓଡିଶାରେ ଧାନ ବିକ୍ରି ଅବ୍ୟବସ୍ଥାକୁ ନେଇ ଚାଷୀ ଆନ୍ଦୋଳନ!-->!-->!-->…
Read More...
Read More...
ମା’ ନିତେଇ ଧୋବଣୀ ମନ୍ଦିର ପ୍ରତିଷ୍ଠାର ପ୍ରସ୍ତୁତି ବୈଠକ
ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ରଜକ ସମାଜର ଇଷ୍ଟଦେବୀ ମା' ନିତେଇ ଧୋବଣୀଙ୍କ ମନ୍ଦିର ପ୍ରତିଷ୍ଠାର ପ୍ରସ୍ତୁତି ବୈଠକ ପିପିର୍ଡା ଗ୍ରାମ ଓ ଲୁକାପଡା ଗ୍ରାମରେ ବହୁ ସମାଜ ପ୍ରେମୀଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ପିପିର୍ଡା ଗ୍ରାମର ରଞ୍ଜନ ସେଠ୍!-->…
Read More...
Read More...
ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରୀୟ ଷଷ୍ଠ ମାସିକ ବୈଠକ ଅନୁଷ୍ଠିତ
ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ଜିଲ୍ଲା ପୁଇନ୍ତଲା ବ୍ଲକ ଅନ୍ତର୍ଗତ ଭାଲେର୍ ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରୀୟ ଷଷ୍ଠ ମାସିକ ବୈଠକ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ କୁରୁଲ୍ ଠାରେ ଅନୁଷ୍ଠିତ ହୋଯାଇଛି । ଏହି ବୈଠକକୁ ଉକ୍ତ ସାଧନ କେନ୍ଦ୍ରର ସଂଯୋଜକ ପ୍ରଭାକର ମହାପାତ୍ର!-->…
Read More...
Read More...
କୁଲତା ସମାଜ ତରଫରୁ ଆଲୋଚନା ଚକ୍ର
ବଲାଙ୍ଗିର, (କେପିଏନ୍ଏସ୍) : ହର୍ଡାଟାଲ କେନ୍ଦ୍ର ରାମଚଣ୍ଡି ପୀଠ ସଭାଗୃହ ଠାରେ ମା' ରଣେଶ୍ୱରୀ ରାମ ଚଣ୍ଡିଙ୍କୁ ପୂଜା ଅର୍ଚ୍ଚନା ପରେ ବଲାଙ୍ଗିର କୁଲତା ସମାଜ ହର୍ଡାଟାଲ କେନ୍ଦ୍ର ସଭାପତି ବେଲାର ସିଂ ଭୋଇଙ୍କ ସଭାପତିତ୍ୱରେ ପ୍ରଫେସର ଦେବେନ୍ଦ୍ର ବିଶ୍ୱାଲ ନୃତତ୍ୱ ବିଭାଗ ଉତ୍କଳ!-->…
Read More...
Read More...
ଯମୁନା କନ୍ଧୁଣୀ ବାଳିକା ଉଚ୍ଚ ବିଦ୍ୟାଳୟର ପରିଭ୍ରମଣ ପାଠ୍ୟକ୍ରମ
ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ଯମୁନା କନ୍ଧୁଣୀ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରତ୍ୟେକ ବର୍ଷ ପରି ଏବର୍ଷ ମଧ୍ୟ ପରିଭ୍ରମଣ ପାଠ୍ୟକ୍ରମ ରବିବାର ଦିନ ଅନୁଷ୍ଠିତ ହୋଇଯାଇଛି । ଦୁଇଟି ବଡ଼ ପଣ୍ଡା ବସରେ ଐତିହାସିକ ସ୍ଥଳମାନଙ୍କ ମଧ୍ୟରେ ସ୍ଵଭାବ କବି ଗଙ୍ଗାଧର!-->…
Read More...
Read More...
ଛତ୍ରପୁର ସତସଙ୍ଗ ବିହାରରେ ଠାକୁର ଶ୍ରୀ ଶ୍ରୀ ଅନୁକୂଳଚନ୍ଦ୍ରଙ୍କ ୧୩୮ତମ ଜନ୍ମୋତ୍ସବ ପାଳନ
ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ପରମ୍ ପ୍ରେମମୟ ଠାକୁର ଶ୍ରୀ ଶ୍ରୀ ଅନୁକୂଳଚନ୍ଦ୍ରଙ୍କ ୧୩୮ ତମ ଜନ୍ମୋତ୍ସବ ପାଳନ ସାଂଗକୁ ଛତ୍ରପୁର ଠାରେ ଅବସ୍ଥିତ ତାଙ୍କରି ଶ୍ରୀମନ୍ଦିର ପ୍ରତିଷ୍ଠାର ୧୫ ତମ ବାର୍ଷିକୀ ଉତ୍ସବ ଅବସରରେ ଭବ୍ୟ ଆଧ୍ୟାତ୍ମିକ ସମାବେଶ ରବିବାର ଦିନ ବର୍ଣ୍ଣାଢ଼୍ୟ!-->…
Read More...
Read More...
ପଦ୍ମପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ୪୧ତମ ବାର୍ଷିକ ଉତ୍ସବ
ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ୪୧ତମ ବାର୍ଷିକ ଉତ୍ସବ କୁଶୁନାପାଲି ସ୍ଥିତ ବିଦ୍ୟା ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବରେ (ଶିକ୍ଷା ବିକାଶ ସମିତି ଓଡିଶାଙ୍କ ବିଦ୍ୱତ ପରିଷଦ ସଭାପତି) ଡ଼ଃ. ବାଞ୍ଛାନିଧି ପଣ୍ଡା!-->…
Read More...
Read More...