Browsing Category

ଓଡିଶା

ରାଉରକେଲାରେ ‘ଶ୍ରୀ ସତ୍ୟସାଇ ରନ୍ ଆଣ୍ଡ୍ ରାଇଡ୍’ର ଭବ୍ୟ ଆୟୋଜନ

-​ ୨୮୦୦ ପ୍ରତିଯୋଗୀଙ୍କ ମଧ୍ୟରେ ଦେଖାଦେଲା ପ୍ରବଳ ଉତ୍ସାହ ଓଉଦ୍ଦୀପନା ଶ୍ରୀ ସତ୍ୟସାଇ ବାବାଙ୍କ ଜନ୍ମ ଶତାବ୍ଦୀ ଅବସରରେ 'ଫିଟ୍ ଇଣ୍ଡିଆ ମୁଭମେଣ୍ଟ'ବିଧାୟକ ଦୁର୍ଗା ତାନ୍ତୀଙ୍କ ସମେତ ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କ ଦ୍ୱାରା ପତାକା ହଲାଇ ଶୁଭାରମ୍ଭ ରାଉରକେଲା, (ସସ୍ମିତା ପ୍ରଧାନ):
Read More...

ସର୍ବ ଭାରତୀୟ ବହୁଭାଷୀ ନାଟକ ମହୋତ୍ସବର ଦ୍ୱିତୀୟ ସଂଧ୍ୟା, ମନ ମୋହିଲା “କୁହୁଡି “

ରାଉରକେଲା, (ସସ୍ମିତା ପ୍ରଧାନ) : ସ୍ପନ୍ଦନ, ରାଉରକେଲା ଆୟୋଜିତ ୩୬ତମ ସର୍ବ ଭାରତୀୟ ବହୁଭାଷୀ ନାଟକ ଓ ନୃତ୍ୟ ମହୋତ୍ସବର ଦ୍ୱିତୀୟ ସଂଧ୍ୟାରେ ଭୁବନେଶ୍ୱରସ୍ଥିତ ବିଦ୍ୟାକନକ ସୃଜନାନୁଷ୍ଠାନ ମଂଚସ୍ଥ କରିଥିଲା ଓଡିଆ ନାଟକ "କୁହୁଡି" । ସାଂପ୍ରତିକ ସମାଜର ସମସ୍ୟାକୁ ସୁନ୍ଦର ଭାବରେ ଉପସ୍ଥାପିତ
Read More...

ଦ୍ୱିତୀୟ ବାର୍ଷିକ ତ୍ରୀଦିବସୀୟ ପୋଲିସ୍ କ୍ରୀଡା ମହୋତ୍ସବ୨୦୨୫ ରାଉରକେଲା ରିଜର୍ଭ ପୋଲିସ୍ ପଡିଆରେ ଉଦଯାପିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଆଜି ରାଉରକେଲା ରିଜର୍ଭ ପୋଲିସ୍ ପଡିଆରେ ଚାଲିଥିବା ତ୍ରୀଦିବସୀୟ ପୋଲିସ୍ କ୍ରୀଡା ମହୋତ୍ସବ-୨୦୨୫ ଉଦଯାପିତ ହୋଇଯାଇଛି । ଦୁଇଟି ବୟସ ବର୍ଗରେ ଆୟୋଜିତ ତ୍ରୀଦିବସୀୟ କ୍ରୀଡା ମହୋତ୍ସବକୁ ଆଜି ଉଦଯାପିତ କରିଥିଲେ ମୁଖ୍ୟ ଅତିଥି ପଶ୍ଚିମାଞ୍ଚଳ ଆରକ୍ଷୀ
Read More...

ବଲାଙ୍ଗିର ଟାଉନ୍‌ ହାଇସ୍କୁଲ୍‌ ପୁରାତନ ଛାତ୍ରଙ୍କ ବନ୍ଧୁମିଳନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଟାଉନ୍‌ ହାଇସ୍କୁଲ୍‌ର ୮୪ ମ୍ୟାଟ୍ରିକ୍‌ ବ୍ୟାଚ୍‌ ଛାତ୍ରମାନଙ୍କ ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ ୨୧ ତାରିଖ ଦିନ ସ୍ଥାନୀୟ କଦଳୀମୁଣ୍ଡା ନର୍ସରୀଠାରେ ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ତତ୍‌କାଳୀନ ଶିକ୍ଷକ ବିଷ୍ଣୁପ୍ରସାଦ ସେଠ, କ୍ଷୀତିଶ
Read More...

ବଲାଙ୍ଗିରରେ ସ୍ନିଗ୍ଧା ଗ୍ଲାମ ଷ୍ଟୁଡିଓ ସଲୋନ ଆଣ୍ଡ ଏକାଡେମୀର ଶୁଭାରମ୍ଭ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହର ରାଧାରାଣୀ ପଡ଼ାରେ ଆରମ୍ଭ ହୋଇଛି ସ୍ନିଗ୍ଧା ଗ୍ଲାମ ଷ୍ଟୁଡିଓ ସଲୋନ ଆଣ୍ଡ ଏକାଡେମି । ଆଜି ଏହାର ଶୁଭାରମ୍ଭ ପୌରାଧ୍ୟକ୍ଷା ଲିକା ସାହୁ କରି ଏହାର ଉଦ୍ଘାଟନ କରିଥିଲେ । ଏହାକୁ ଇଣ୍ଟର ନେସନାଲ ମେକ୍ଅପ ଆଟିଷ୍ଟ ସ୍ନିଗ୍ଧା ପାଢ଼ୀ ପରିଚାଳନା
Read More...

ବିଶ୍ଵ ସ୍ତରୀୟ ସନ୍ତରଣ ପ୍ରତିଯୋଗିତାରେ ରୌପ୍ୟ ପଦକ ବିଜେତା ଅମିୟ ପ୍ରଧାନଙ୍କୁ ଦିଆଗଲା ସମ୍ବର୍ଦ୍ଧନା

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ଲାୟନ୍ସ ଡେନ ଠାରେ କ୍ଲବ ସଭାପତି ସଞ୍ଜୟ ସୋନିଙ୍କ ସଭାପତିତ୍ୱରେ ସ୍ଥାନୀୟ ଲାୟନସ ଡେନ ଠାରେ ବିଶ୍ଵ ସ୍ତରୀୟ ସନ୍ତରଣ ପ୍ରତିଯୋଗିତାରେ ଟିଟିଲାଗଡ଼ ଓମ ଭ୍ୟାଲି ଶିକ୍ଷାନୁଷ୍ଠାନର ସନ୍ତରଣ ଶିକ୍ଷକ ଅମିୟ କୁମାର ପ୍ରଧାନଙ୍କ ସଫଳତା ପରେ ସହରର
Read More...

ଟାଉନ୍ ବାଳିକା ବିଦ୍ୟାଳୟରେ ଜିଲ୍ଲାସ୍ତରୀୟ ଓଷ୍ଟା ଶିଶୁ ଉତ୍ସବ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଟାଉନ ବାଳିକା ଉଚ୍ଚ ବିଦ୍ୟାଳୟଠାରେ ଜିଲ୍ଲାସ୍ତରୀୟ ଓଷ୍ଟା ଶିଶୁ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଓଷ୍ଟାର ଜିଲ୍ଲା ସଭାପତି ପ୍ରଦୀପ କୁମାର ପୁଟେଲଙ୍କ ପୌରହିତ୍ୟରେ ଅନୁଷ୍ଠିତ ଉଦଘାଟନୀ ଉତ୍ସବରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଦେବକୀ ସାହୁ ମୁଖ୍ୟ ଅତିଥି
Read More...

୧୬ ବର୍ଷରୁ କମ ଆନ୍ତଃରାଜ୍ୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ – ଘାଟଶିଳା ଚମ୍ପିୟାନ

ବାରିପଦା, (ଦେବସ୍ମିତ ଚୌଧୁରୀ) : ସ୍ଥାନୀୟ ମଧୁବନ ମିନି ଷ୍ଟାଡିୟମ ପଡିଆରେ ୨ୟ ବାର୍ଷିକ ୧୬ ବର୍ଷରୁ କମ ଆନ୍ତଃରାଜ୍ୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି । ଅତିଥି ଭାବେ ଯୋଗଦେଇ ୭ନଂ ୱାର୍ଡ କାଉନସିଲର ପ୍ରଶାନ୍ତ ବେହେରା ଏହି ମ୍ୟାଚକୁ ଉଦଘାଟନ କରିଥିଲେ । ଫାଇନାଲ ମ୍ୟାଚରେ ସି
Read More...

ବାରିପଦା ଷ୍ଟାଡିୟମ ପଡିଆ ଠାରେ ୨ଦିନିଆ “ସାଂସଦ ଖେଳ ମହୋତ୍ସବ” ଉଦଘାଟିତ

ବାରିପଦା, (ଦେବସ୍ମିତ ଚୌଧୁରୀ) : ବାରିପଦା ସ୍ଥିତ ଷ୍ଟାଡିୟମ ପଡିଆ ଠାରେ ଜିଲ୍ଲା ପ୍ରଶାସନ ତତ୍ୱାବଧାନରେ ଆୟୋଜିତ "ସାଂସଦ ଖେଳ ମହୋତ୍ସବ" ଜିଲ୍ଲା ସ୍ତରୀୟ ଖେଳ ପ୍ରତିଯୋଗିତା ଉଦଘାଟିତ ହୋଇଯାଇଛି । ରାଜ୍ୟସଭା ସାଂସଦ ଶ୍ରୀମତୀ ମମତା ମହାନ୍ତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ଖେଳ
Read More...

ଦାରିଙ୍ଗବାଡ଼ିରେ ରବିବାର ଛୁଟିରେ ପର୍ଯ୍ୟଟକଙ୍କ ଭିଡ଼ : ବିଦ୍ୟୁତ କାଟ ନିରାଶ କରିଲା

ବାଲିଗୁଡ଼ା, (ସଞ୍ଜୟ କୁମାର ପାଣିଗ୍ରାହୀ) : ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ିରେ ରବିବାର ଛୁଟିରେ ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳିଛି । ଭୋର ସମୟରୁ ହିଁ ବିଭିନ୍ନ ଅଞ୍ଚଳରୁ ପର୍ଯ୍ୟଟକଙ୍କ ଆଗମନ ହୋଇଥିଲା । ଡ଼ୁଲୁରୀ ପାଇନ ବଣ ସମେତ ଲଭର୍ସ ପଏଣ୍ଟ, ମିଡିୟୁବାନ୍ଦା
Read More...