Browsing Category
ଓଡିଶା
ପାଇକମାଲରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିର
ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଜିଲ୍ଲାପାଳ ଆଦିତ୍ୟ ଗୋୟଲଙ୍କ ଅଧ୍ୟକ୍ଷତାରେ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଲଲାଟ କୁମାର ଲୁହା, ପଦ୍ମପୁର ଉପ!-->…
Read More...
Read More...
ମୁଖିଗୁଡା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ୩୭ତମ ବାର୍ଷିକ ଉତ୍ସବ
ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣା ବ୍ଲକ ଅନ୍ତର୍ଗତ ମୁଖିଗୁଡା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଅନୁଷ୍ଠାନର ୩୭ତମ ବାର୍ଷିକ ଉତ୍ସବ ଭବ୍ୟ ଆୟୋଜନ ମଧ୍ୟରେ ପାଳିତ ହୋଇଯାଇଛି । ଏହି ଅବସରରେ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସମେତ ଅଭିଭାବକ ଅଭିଭାବିକାମାନେ ଉପସ୍ଥିତ ରହି କୃତି!-->…
Read More...
Read More...
ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାର ସଫଳ କାର୍ଯ୍ୟକାରୀ ଦାବୀରେ କଂଗ୍ରେସର ବିକ୍ଷୋଭ
ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାର ସଫଳ ରୂପାୟନ ସ୍ୱରୂପ କାର୍ଯ୍ୟକାରୀ କରାଯିବାକୁ କଂଗ୍ରେସ ପାର୍ଟି ପକ୍ଷରୁ ଦୃଢତାର ସହ ଦାବୀ କରାଯାଇଛି । ମନରେଗା ଯୋଜନାର ନୂଆ ନାମକରଣ କରି ସରକାର ସେଥିରୁ ଜାତିର ପିତା ମହାତ୍ମାଗାନ୍ଧୀଙ୍କ!-->…
Read More...
Read More...
ମୁରିବାହାଲ ଧନୁଯାତ୍ରା ମହୋତ୍ସବର ପଞ୍ଚମ ରଜନୀ
କାଳିୟ ଦଳନ, ପୁତନା ଓ ଷଢ଼ମଲ୍ଲ ନିହତସାଂସ୍କୃତିକ କାର୍ଯ୍ୟକ୍ରମରେ ଝୁମିଲେ ଦର୍ଶକ
ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଧନୁଯାତ୍ରା ପଡ଼ିଆ ଠାରେ ଚାଲିଥିବା ବ୍ଲକସ୍ତରୀୟ ବିରାଟ ଧନୁଯାତ୍ରା ମହୋତ୍ସବ ରବିବାର ପଞ୍ଚମ ଦିବସରେ ପହଞ୍ଚିଛି ।!-->!-->!-->…
Read More...
Read More...
ବଲାଙ୍ଗିରର ହୋଟେଲ ଭମର୍ସ ସିଲ୍
ବଲାଙ୍ଗିର : ବଲାଙ୍ଗିର ପୌର ପ୍ରଶାସନ ପକ୍ଷରୁ ଆଜି ସ୍ଥାନୀୟ ହୋଟେଲ ଭମର୍ସକୁ ସିଲ୍ କରାଯାଇଛି। ପୌର ନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ବେହେରାଙ୍କ ନେତୃତ୍ୱରେ ଓ ମାଜିଷ୍ଟ୍ରେଟ ଅଶୋକ ମିଶ୍ରଙ୍କ ଉପସ୍ଥିତିରେ ଏହି ହୋଟେଲକୁ ସିଲ୍ କରାଯାଇଥିବା ଜଣାପଡିଛି । ପୌର ଆଇନ ଉଲ୍ଲଂଘନ କରିଥିବାରୁ!-->…
Read More...
Read More...
୧୯୮୯ ମାଟ୍ରିକ ବ୍ୟାଚର ଚତୁର୍ଥ ପାରିବାରିକ ବନ୍ଧୁ ମିଳନ – ଯୋଗଦେଲେ ଓଡିଶାର ବିଭିନ୍ନ ପ୍ରାନ୍ତର ଛାତ୍ର ଏବଂ…
ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ସହରର ବାଳକ ଉଚ୍ଚ ବିଦ୍ୟାଳୟର ୧୯୮୯ ମାଟ୍ରିକ ବ୍ୟାଚର ଚତୁର୍ଥ ଫେମିଲି ଫିଷ୍ଟ ଉତ୍ସବ ଫୋର ପଏଣ୍ଟ ଜିରୋ ସଭାପତି ଶମ୍ଭୁ ପ୍ରସାଦ ଗୋଏଲଙ୍କ ଅଧ୍ୟକ୍ଷତାରେ ରବିବାର ଦେଶିଲ ସ୍ଥିତ ଜ୍ୟୋତି ଫାର୍ମ ହାଉସଠାରେ ବହୁତ ଧୁମ୍ ଧାମରେ ପାଳିତ ହୋଇଯାଇଛି!-->…
Read More...
Read More...
ଜାତୀୟ ଗଣିତ ଦିବସ
ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : "ଜାତୀୟ ଗଣିତ ଦିବସ" ପ୍ରତିବର୍ଷ ଡିସେମ୍ବର ୨୨ ତାରିଖ ଦିନ ପାଳନ କରାଯାଏ । ଏହି ଦିନଟି ଭାରତୀୟ ଗଣିତଜ୍ଞ ଶ୍ରୀନିବାସ ରାମାନୁଜନଙ୍କ ଜୀବନ ତଥା ତାଙ୍କ କାର୍ଯ୍ୟର ଆମ ଜୀବନରେ ଗଣିତର ମହତ୍ତ୍ୱ ବିଷୟରେ ଚର୍ଚ୍ଚାର ଦିବସ । ରାମାନୁଜନଙ୍କ ଜନ୍ମ!-->…
Read More...
Read More...
ସାମ୍ପ୍ରତିକ ଓଡ଼ିଆ ଗଳ୍ପର ଆବେଦନ ଆଲୋଚନା ଚକ୍ର
ରାଉରକେଲା, (ସସ୍ମିତା ପ୍ରଧାନ) : ବାସନ୍ତୀ ପାଠାଗାର ଓ ଅଖିଳ ଭାରତୀୟ ସାହିତ୍ୟ ପରିଷଦର ବିର୍ସାମୁଣ୍ଡା ନଗର ଶାଖା, ରାଉରକେଲାର ମିଳିତ ଆନୁକୂଲ୍ୟରେ ଆୟୋଜିତ ମାସିକ ସାହିତ୍ୟ ଆସର ଓ ଆଲୋଚ୍ୟ ବିଷୟ 'ସାଂପ୍ରତିକ ଓଡ଼ିଆ ଗଳ୍ପର ଆବେଦନ' ସମ୍ପର୍କରେ ଆଲୋଚନାଚକ୍ର ପାଠାଗାର ପରିସରରେ ଅନୁଷ୍ଠିତ!-->…
Read More...
Read More...
ଶ୍ରମଶକ୍ତି ମହାବିଦ୍ୟାଳୟରେ ରକ୍ତଦାନ ଶିବିର ଅନୁଷ୍ଠିତ : ୩୫ ୟୁନିଟ୍ ରକ୍ତ ସଂଗ୍ରହ
ରାଉରକେଲା, (ସସ୍ମିତା ପ୍ରଧାନ) : ବୀରମିତ୍ରପୁର ଶ୍ରମଶକ୍ତି ମହାବିଦ୍ୟାଳୟର ରେଡକ୍ରସ ଶାଖା ଆନୁକୂଲ୍ୟରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ସଞ୍ଜୟ କୁମାର ସିଂଙ୍କ ଅଧ୍ୟକ୍ଷତା ଓ ଅଧ୍ୟାପିକା ସୁପ୍ରଭା ଧଳଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ!-->…
Read More...
Read More...
ଇଣ୍ଡୋ ଇଂଲିଶ ସ୍କୁଲର ବିଜ୍ଞାନ ମେଳା ଅନୁଷ୍ଠିତ
ରାଉରକେଲା, (ସସ୍ମିତା ପ୍ରଧାନ) : ବିଶ୍ରା ଡାହାର ରୋଡ ସ୍ଥିତ ଇଣ୍ଡୋ ଇଂଲିଶ ସ୍କୁଲ ଠାରେ ବାର୍ଷିକ ବିଜ୍ଞାନ ମେଳା କଳ୍ପନା ଚାୱଲା ମାଇନ୍ସ କ୍ଲବ ଦ୍ଵାରା ଡିସକଭରୀ ୨୦୨୫ ଅନୁଷ୍ଠିତ ହୋଇଯାଇଛି । ସ୍କୁଲର ପ୍ରାକ୍ତନ ଅଧ୍ୟକ୍ଷା ମଞ୍ଜୁ ମୁଖାର୍ଜୀ, ଅଧ୍ୟକ୍ଷ ଡ. କେ. ବିଶ୍ୱନାଥ ଓ ସମ୍ପାଦକ!-->…
Read More...
Read More...