Browsing Category

ଓଡିଶା

ବୀର ବାଲ ଦିବସ ପାଳିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ବ୍ରାହ୍ମଣପଡା ପାଟଣେଶ୍ୱରୀ ମଣ୍ଡଳ ପକ୍ଷରୁ ଆଜି ଜିଲ୍ଲା ବିଜେପି ସଭାପତି ଶ୍ରୀବତ୍ସ ବେହେରାଙ୍କ ତତ୍ୱାବଧାନରେ ଏବଂ ଜିଲ୍ଲା ସଂପାଦିକା ତଥା କାର୍ଯ୍ୟକ୍ରମର ସଂଯୋଜିକା ସରିତା ଯୋଷୀଙ୍କ ନେତୃତ୍ୱରେ ବୀର ବାଲ ଦିବସ ପାଳନ କରାଯାଇଥିଲା । ଏହି
Read More...

ଫିଲ୍ମ ଡାଇରେକ୍ଟର ବାପି ଡେଭିଡଙ୍କ ହୃଦ୍ ଘାତରେ ମୃତ୍ୟୁ : ଅଞ୍ଚଳରେ ଦୁଃଖର ମାହୋଲ୍

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଏକ୍ସମାସ ଉପଲକ୍ଷେ ସିଏନଆଇ ଚର୍ଚ୍ଚର ପରିବାର ସଦସ୍ୟମାନଙ୍କ ମଧ୍ୟରେ ସିନିଅର୍ ଜୁନିଅର ମଧ୍ୟରେ ବନ୍ଧୁତ୍ୱ ପୂର୍ଣ୍ଣ କ୍ରିକେଟ ମ୍ୟାଚ୍ ସିଟି ସ୍କୁଲ ଖେଳ ପଡ଼ିଆରେ ଚାଲିଥିଲା । ସେଠାରେ ସମସ୍ତେ ମିଶି ଖେଳୁଥିଲେ ବାପି ଡେଭିଡ । ତେବେ ୱିକେଟ କିପିଂ କରି
Read More...

ଅଟଳ ବିହାରୀ ବାଜପେୟୀଙ୍କ ଜିଲ୍ଲାସ୍ତରୀୟ ଜନ୍ମ ଜୟନ୍ତୀ ଓ ସୁଶାସନ ଦିବସ ପାଳନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜିଲ୍ଲାସ୍ତରୀୟ ଜନ୍ମ ଜୟନ୍ତୀ ତଥା ସୁଶାସନ ଦିବସ ପାଳିତ ହୋଇଛି । ଓସୱାନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଗୌରୱ ଶିୱାଜୀ ଇସଲୱାର ସଭାପତିତ୍ୱ କରିଥିଲେ । ସରକାରଙ୍କ
Read More...

ସେବା ଗୌରବ ସମ୍ମାନରେ ସମ୍ମାନିତ ହେଲେ ତୋରା ଗ୍ରାମର ଡକ୍ଟର ସସ୍ମିତା ମେହେର

ସାଲେଭଟା, (କେପିଏନ୍‌ଏସ୍‌) : ମାଗଣା ସିଲେଇ ଶିକ୍ଷା ଏବଂ ମାଗଣା ବାନ୍ଧ ଶିକ୍ଷା ଦେଇ ଶହ ଶହ ମହିଳାଙ୍କୁ ଆତ୍ମ ନିର୍ଭରଶୀଳ କରି ଚର୍ଚ୍ଚାରେ ଥିବା ବରଗଡ ଜିଲ୍ଲା ଅନ୍ତର୍ଗତ ତୋରା ଗ୍ରାମର ଡକ୍ଟର ସସ୍ମିତା ମେହେର ସେବା ଗୌରବ ସମ୍ମାନରେ ସମ୍ମାନିତ ହୋଇଛନ୍ତି । ତାଙ୍କର ଏହି ସମ୍ମାନିତ ଖବର
Read More...

କପିଲାଭଟା ପଂଚାୟତ କାର୍ଯ୍ୟାଳୟ ଠାରେ ବିକଶିତ ଭାରତ – ଜି ରାମ ଜି ଉପରେ ସ୍ୱତନ୍ତ୍ର ଗ୍ରାମସଭା

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ କପିଲାଭଟା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟଠାରେ ଆଜି ସକ୍ଷମ ପଞ୍ଚାୟତ, ବିକଶିତ ଭାରତ ଜି ରାମ ଜି ସ୍ୱତନ୍ତ୍ର ଗ୍ରାମସଭା ଅନୁଷ୍ଠିତ ହୋଇଯାଇଛି । ଏଥିରେ କପିଲାଭଟା ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ସୁଜ୍ଞାନ
Read More...

ସରକାରୀ ଚାକିରୀ ଛାଡି ପନିପରିବା ଚାଷ କରି ନିଜେ ସ୍ୱାବଳମ୍ବୀ ହେବା ସହ ଅନ୍ୟ ୧୦ ଗୋଟି ପରିବାରଙ୍କୁ ଦେଇଛନ୍ତି…

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ଚାଷ କାମ ଯାହାର କେଡେ ସୁଖ ତାହାର । ଏହି ଉକ୍ତିକୁ ଠିକ୍‌ ଭାବରେ ବୁଝିଛନ୍ତି ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ବେଲପଡା ଗାଁର ଯୁବ ଚାଷୀ କମ୍ବୁପାଣି ପୋଡ଼ । ଚାଷ ପ୍ରତି ତାଙ୍କର ବହୁତ ଆଗ୍ରହ । ନିଜର ପରିଶ୍ରମ କରି ଏକର ଏକର ଚାଷ ଜମିରେ
Read More...

ବକ୍ସିଂ ଦିବସ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ଖ୍ରୀଷ୍ଟମାସ ପରଦିନକୁ ବ୍ରିଟିଶ ମୂଳ ଉପନିବେଶ ସହିତ ବିଭିନ୍ନ ଦେଶରେ ବକ୍ସିଂ ଦିବସ ଭାବରେ ପାଳନ କରାଯାଏ । ଏହି ଦିନଟି ଉଭୟ ଐତିହାସିକ ଅଭ୍ୟାସ ଏବଂ ଆଧୁନିକ ଉତ୍ସବରେ ପରିପୂର୍ଣ୍ଣ, ଯାହା ଦାନ, କ୍ରୀଡା ଏବଂ ବିଭିନ୍ନ ସାମଗ୍ରୀ କ୍ରୟକୁ ମିଶ୍ରିତ
Read More...

ମୁରିବାହାଲରୁ ପୁଣି ୧୩ ଦାଦନ ଶ୍ରମିକ ଉଦ୍ଧାର : ଜେଲ୍‌ ଗଲା ଦାଦନ ସର୍ଦ୍ଦାର ଲକ୍ଷ୍ମଣ ତାଣ୍ଡି

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ଦାଦନ ପ୍ରବଣ ମୁରିବାହାଲ ବ୍ଲକ ଅଞ୍ଚଳରୁ ପୁଲିସ ପୁଣି ୧୩ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିଥିବା ବେଳେ ସେମାନଙ୍କୁ ଚାଲାଣ ପାଇଁ ଘରେ ଲୁଚାଇ ରଖିଥିବା ଅଭିଯୋଗରେ ଲକ୍ଷ୍ମଣ ତାଣ୍ଡି ନାମକ ଜଣେ ଦାଦନ ସର୍ଦ୍ଦାରଙ୍କୁ ଗିରଫ କରି କୋର୍ଟ
Read More...

୨୬ ଡିସେମ୍ବରରେ ‘ବୀର ବାଲ ଦିବସ’ ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା କାଲି ଦିନ ୧୨:୧୫ ସମୟରେ ନୂଆଦିଲ୍ଲୀର ଭାରତ ମଣ୍ଡପମ୍ ଠାରେ ‘ବୀର ବାଲ ଦିବସ’ ଉପଲକ୍ଷେ ଆୟୋଜିତ ଜାତୀୟ କାର୍ଯ୍ୟକ୍ରମରେ ଯୋଗଦେବେ । ଏହି ଅବସରରେ ପ୍ରଧାନମନ୍ତ୍ରୀ ସମାବେଶକୁ ସମ୍ବୋଧିତ ମଧ୍ୟ କରିବେ ।ବୀର ବାଲ ଦିବସ
Read More...

ରେଢ଼ାଖୋଲରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସହ ଅନେକ ଉନ୍ନୟନମୂଳକ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ

• ୨୪୫ କୋଟି ଟଙ୍କାର ପ୍ରକଳ୍ପ ଶିକ୍ଷାର ମାନକୁ ବଢ଼ାଇବା ସହ ବିକାଶ ପ୍ରକ୍ରିୟାକୁ ଆହୁରି ତ୍ୱରାନ୍ୱିତ କରିବ - ଧର୍ମେନ୍ଦ୍ର ପ୍ରଧାନ• ୫୦୦ରୁ ଅଧିକ ହିତାଧିକାରୀଙ୍କୁ ବିଭିନ୍ନ ସରକାରୀ ଜନକଲ୍ୟାଣକାରୀ ଯୋଜନା ହସ୍ତାନ୍ତର• ସମ୍ବଲପୁର-ତାଳଚେର ରେଳ ଲାଇନ୍ ଅଟଳଜୀଙ୍କ ସଫଳ ଦୂରଦୃଷ୍ଟିର
Read More...