Browsing Category
ଓଡିଶା
ହମିରପୁର ଉନ୍ନୟନ ପରିଷଦର ପବିତ୍ର ଖ୍ରୀଷ୍ଟମାସ ଓ ନୂଆବର୍ଷ ପାଳନ
ରାଉରକେଲା, (ସସ୍ମିତା ପ୍ରଧାନ) : ହମିରପୁର ଉନ୍ନୟନ ପରିଷଦ ତରଫରୁ ପବିତ୍ର ଖ୍ରୀଷ୍ଟମାସ ଓ ଆସନ୍ତା ନୂଆବର୍ଷ ପାଇଁ ଏକ ଆଲୋଚନା ଚକ୍ର ଓ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ପରିଷଦର ସଭାପତି ଡ. ସୁମନ ଦତ୍ତଙ୍କ ସଭାପତିତ୍ୱ ଓ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସେକ୍ଟର ୧୯!-->…
Read More...
Read More...
ନାରାୟଣ ପ୍ଲେ ସ୍କୁଲର ବାର୍ଷିକ କ୍ରୀଡା ଉତ୍ସବ
ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ସହରର ପେଲେସ ଲାଇନ ସ୍ଥିତ ନାରାୟଣ ପ୍ଲେ ସ୍କୁଲର ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠିତ ବାର୍ଷିକ କ୍ରୀଡା ଉତ୍ସବରେ ପୂର୍ବତନ ରଣଜୀ ଟ୍ରଫି ଖେଳାଳି ସିଦ୍ଧାର୍ଥ ମିଶ୍ର ଓ ଓଡ଼ିଶା କ୍ରିକେଟ ଏକାଡେମିର ଅମ୍ପେୟାର ପୃଥ୍ୱୀରାଜ!-->…
Read More...
Read More...
ପ୍ରଭୁ ଯୀଶୁଙ୍କ ଧରାବତରଣ : ଉତ୍ସବମୁଖର ସମଗ୍ର ଚର୍ଚ୍ଚ ପରିସର
ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ତଥା ଏହାର ଆଖପାଖ ଅଞ୍ଚଳରେ ଖ୍ରୀଷ୍ଟ ସମ୍ପ୍ରଦାୟର ସବୁଠାରୁ ବଡ଼ ଉତ୍ସବ ଯୀଶୁଖ୍ରୀଷ୍ଟଙ୍କ ଜନ୍ମଦିନ ଆଜି ଅର୍ଥାତ ଡିସେମ୍ବର ୨୫ ତାରିଖରେ ସ୍ଥାନୀୟ ଅଞ୍ଚଳର ସମସ୍ତ ଚର୍ଚ୍ଚ ଓ ପ୍ରାର୍ଥନା ଗୃହରେ ମହାଆଡ଼ମ୍ବରରେ ପାଳିତ!-->…
Read More...
Read More...
ଯୁବ ସମାଜରେ ମାନସିକ ପରିବର୍ତ୍ତନ ହେଲେ ମଣିଷ ସମାଜର ଆତ୍ମ ବିସ୍ତାର ହୋଇପାରିବ : ଜିଲ୍ଲାପାଳ
ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସଦର ବ୍ଲକ ଛକ ସ୍ଥିତ ଅଦିତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ତୃତୀୟ ସାମ୍ବତ୍ସରିକ ଉତ୍ସବ "ଆତ୍ମବିସ୍ତାର" ମହାଆଡମ୍ବରରେ ପାଳିତ ହୋଇଯାଇଛି । ଶ୍ରୀମା ଓ ପ୍ରଭୁ ଶ୍ରୀ ଅରବିନ୍ଦଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ସହିତ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ!-->…
Read More...
Read More...
ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଜୟନ୍ତୀ ପାଳିତ
ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣା ସହର ଅନ୍ତର୍ଗତ ଗୀତା ଭବନ ପରିସର ମଧ୍ୟରେ ଭାରତୀୟ ଜନତା ପାର୍ଟି ଜୟପାଟଣା ମଣ୍ଡଳ ଆନୁକୂଲ୍ୟରେ ଭାରତ ରତ୍ନ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ୧୦୧ତମ ଜନ୍ମଦିନ ସୁଶାସନ ଦିବସ ଭାବରେ ପାଳିତ ହୋଇଯାଇଛି । ଆୟୋଜିତ ସମାରୋହରେ!-->…
Read More...
Read More...
ରବି ଆଳୁ ବିହନ ବଣ୍ଟନ କାର୍ଯ୍ୟକ୍ରମ
ଆଗଲପୁର, (ସୁଶିଳ କୁମାର ମିଶ୍ର) : ନଅଗାଁ (ଖ) ପଲ୍ଲୀ ଆଲୋକ ପାଠାଗାର ଠାରେ ଆଗଲପୁର ଉଦ୍ୟାନ ବିଭାଗ ଓ ଝରଣଦେବୀ କୃଷକ ଉତ୍ପାଦକ କମ୍ପାନୀ ଲିଃ ଓ ଭାଗ୍ୟଶ୍ରୀ କୃଷକ ଉତ୍ପାଦକ କମ୍ପାନୀ ଲିଃ. ମିଳିତ ଆନୁକୂଲ୍ୟରେ ରବି ଋତୁ ଆଳୁ ବିହନ ବଣ୍ଟନ କରାଯାଇଥିଲା । ଏଥିରେ ଉଦ୍ୟାନ ବିଭାଗ ବ୍ଲକ!-->…
Read More...
Read More...
ସପ୍ତମ ବାର୍ଷିକ କ୍ରୀଡା ଉଦଯାପିତ
ଜୟପାଟଣା, (ଶେଷଦେବ ବେହେରା) : ସରକାରୀ ଅନୁସୂଚିତ ଜାତି ଓ ଜନ ଜାତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଜୟପାଟଣା ବ୍ଲକ ଅନ୍ତର୍ଗତ ଖଲିଆଭଟା ଠାରେ ସପ୍ତମ କ୍ରୀଡା ଉତ୍ସବ ସଙ୍ଗମ ୨୦୨୫ ଉଦଯାପିତ ହୋଇଯାଇଛି । ଏହି ଅବସରର ଖେଳକୁଦରେ ଭାଗ ନେଇ କୃତିତ୍ୱ ହାସଲ କରିଥିବା କୃତୀ!-->…
Read More...
Read More...
ବାଂଲାଦେଶରେ “ହିନ୍ଦୁ ନରସଂହାର” ବିରୋଧରେ ରାୟଗଡ଼ାରେ ଗର୍ଜିଲେ ବିଶ୍ୱ ହିନ୍ଦୁ ପରିଷଦ
ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ବାଂଲାଦେଶର ମୈମନସିଂହରେ ହିନ୍ଦୁ ଗାର୍ମେଣ୍ଟ ଶ୍ରମିକ ଦୀପୁ ଚନ୍ଦ୍ର ଦାସଙ୍କୁ ଅତି ନିର୍ମମ ଭାବେ ହତ୍ୟା ଏବଂ ମହମ୍ମଦ ୟୁନୁସଙ୍କ ଶାସନ କାଳରେ ହିନ୍ଦୁ ସଂଖ୍ୟାଲଘୁଙ୍କ ଉପରେ ଚାଲିଥିବା ଅତ୍ୟାଚାର ବିରୋଧରେ ଆଜି ବିଏଚ୍ପି ପ୍ରତିବାଦରେ ପ୍ରକମ୍ପିତ!-->…
Read More...
Read More...
ଜିଲ୍ଲାସ୍ତରୀୟ ସୁଶାସନ ଦିବସ ଅନୁଷ୍ଠିତ
ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମ ଜୟନ୍ତୀ ପାଳିତ
ସୁନ୍ଦରଗଡ଼, (ସସ୍ମିତା ପ୍ରଧାନ) : ସୁନ୍ଦରଗଡ଼ରେ ପାଳିତ ହୋଇଯାଇଛି ଜିଲ୍ଲା ସ୍ତରୀୟ ସୁଶାସନ ଦିବସ । ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଜୟନ୍ତୀ ଅବସରରେ ସୁଶାସନ ଦିବସ!-->!-->!-->…
Read More...
Read More...
ବ୍ରାହ୍ମଣ ଯୁବ ଏକତା ମଞ୍ଚ ଟିଟିଲାଗଡ଼ ଶାଖାର ପ୍ରଥମ ସାଧାରଣ ବୈଠକ ଅନୁଷ୍ଠିତ
ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ପବିତ୍ର ତୁଳସୀ ପୂଜନ ଦିବସ ଉପଲକ୍ଷେ ଟିଟିଲାଗଡ଼ ବ୍ରାହ୍ମଣ ସମାଜର ଯୁବବର୍ଗଙ୍କୁ ନେଇ ଗୁରୁବାର ସନ୍ଧ୍ୟାରେ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ଶାଖା ଗଠନ କରିବାର ମୂଳ ଲକ୍ଷ୍ୟ ହେଲା ଯେ, ବ୍ରାହ୍ମଣ ପରିବାରର ଏକତା ଜାରି ରଖିବା, ଯୁବ!-->…
Read More...
Read More...