Browsing Category
ଓଡିଶା
ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମ ଶତବାର୍ଷିକୀରେ ଅଟଳଜୀଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ କଲେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ
ଅଟଳଜୀଙ୍କୁ ନିଜ ଦଳ ସହ କଂଗ୍ରେସ ନେତା ମଧ୍ୟ ମାନୁଥିଲେ
ରାଉରକେଲା, (ସସ୍ମିତା ପ୍ରଧାନ) : ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତ ରତ୍ନ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଜୀଙ୍କ ଶୁଭ ଜନ୍ମ ଶତବାର୍ଷିକୀ ଅବସରରେ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ତଥା ସୁନ୍ଦରଗଡ ସାଂସଦ ଜୁଏଲ!-->!-->!-->…
Read More...
Read More...
ରାଜବୋଡା ସମ୍ବର ହାଇସ୍କୁଲ ଛାତ୍ରଙ୍କ ବନ୍ଧୁ ମିଳନ
ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସ୍ଥିତ ଦେବଦରହା ଠାରେ ରାଜବୋଡା ସମ୍ବର ହାଇସ୍କୁଲର ୧୯୮୯ ବର୍ଷ ମେଟ୍ରିକ ଛାତ୍ରମାନଙ୍କର ବନ୍ଧୁ ମିଳନ ଆୟୋଜନ କରାଯାଇଥିଲା । ଆୟୋଜନର ଆବାହକ ପ୍ରତାପ ନାଥ, ଦିନେଶ ପାଣିଗ୍ରାହୀ, ଗୋବିନ୍ଦ ପଟେଲ, ସହଦେଵ ମେହେର, ସମସ୍ତ ବନ୍ଧୁମାନଙ୍କୁ ଯୋଗାଯୋଗ!-->…
Read More...
Read More...
ମୁଖ୍ୟମନ୍ତ୍ରୀଙ୍କ କାର୍ୟ୍ୟାଳୟ, ଓଡ଼ିଶା କେନ୍ଦୁଝରରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା
ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନାରେ ମାସିକ ଭତ୍ତା ବୃଦ୍ଧି୪୦ ରୁ ୮୦ ବର୍ଷ କଳାକାରଙ୍କ ଭତ୍ତା ୩୦୦୦ ଟଙ୍କାକୁ ବୃଦ୍ଧି୮୦ ବର୍ଷରୁ ଅଧିକ କଳାକାରଙ୍କ ଭତ୍ତା ହେଲା ମାସକୁ ୩୫୦୦ଉପକୃତ ହେବେ ୪୭,୭୦୪ କଳାକାର
ଭୁବନେଶ୍ୱର : ୨୮ ଡିସେମ୍ବର ୨୦୨୫ ରାଜ୍ୟର ପାରମ୍ପରିକ କଳାକାରଙ୍କ ପାଇଁ!-->!-->!-->…
Read More...
Read More...
ପିଏମଶ୍ରୀ ଗଙ୍ଗାପୁର ହାଇସ୍କୁଲ ମାଟ୍ରିକ ବ୍ୟାଚ୍ -୨୦୧୦ ପକ୍ଷରୁ ବନ୍ଧୁମିଳନ ସମାରୋହ
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ଛତ୍ରପୁର ବ୍ଲକ୍ ଶିକ୍ଷା ଅଧୀନସ୍ଥ ପିଏମଶ୍ରୀ ଗଙ୍ଗାପୁର ହାଇସ୍କୁଲ ମାଟ୍ରିକ ବ୍ୟାଚ୍ -୨୦୧୦ ପକ୍ଷରୁ ଏକ ବନ୍ଧୁମିଳନ ଆସର ସମାରୋହ ରବିବାର ଆୟୋଜିତ ହୋଇଯାଇଛି । ଏହି ସମାରୋହରେ ତତ୍କାଳୀନ ୨୦୧୦ ମସିହାରେ ମାଟ୍ରିକ ପରୀକ୍ଷାରେ!-->…
Read More...
Read More...
ଛତ୍ରପୁର ପଞ୍ଚାୟତ ସମିତିର ଏକାଦଶତମ ବୈଠକ ଅନୁଷ୍ଠିତ
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ସଦର ବ୍ଲକ୍ ଛତ୍ରପୁର ପଞ୍ଚାୟତ ସମିତିର ଏକାଦଶତମ ବୈଠକ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ଛତ୍ରପୁର ବ୍ଲକର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ସଂପର୍କରେ ଆଲୋଚନା ହୋଇଥିଲା । ଶିକ୍ଷା, ସ୍ଵାସ୍ଥ୍ୟ, ପାନୀୟଜଳ ଯୋଗାଣ, ରାସ୍ତା କୋଠାବାଡ଼ି, ମତ୍ସ୍ୟ,!-->…
Read More...
Read More...
ଟିଟିଲାଗଡ ଉତ୍କଳ କରାଟେ ସ୍କୁଲ ଶାଖା ଛାତ୍ରଛାତ୍ରୀଙ୍କ ସଫଳତା : ଦୁଇ ଦିନରେ ପାଇଲେ ୧୬ ଟି ମେଡାଲ
ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଭୁବନେଶ୍ଵର ଠାରେ ଆୟୋଜିତ ଚାରି ଦିନିଆ ଅଲ୍ ଇଣ୍ଡିଆ କରାଟେ ଚାମ୍ପିଅନସିପ ୨୭ ତାରିଖରୁ ୩୦ ତାରିଖ ପର୍ଯ୍ୟନ୍ତ ଉତ୍କଳ କରାଟେ ସ୍କୁଲଠାରେ ଆୟୋଜିତ ହୋଇଯାଇଛି । ଏଥିରେ ଦୁଇ ଦିନର ଖେଳ ସୁଦ୍ଧା ଉତ୍କଳ କରାଟେ ଆସୋସିଏସନ ଟିଟିଲାଗଡ଼ ଶାଖାର!-->…
Read More...
Read More...
ପାଟଣାଗଡ଼ ପ୍ରେସ କ୍ଲବ ଦ୍ଵାରା ବାର୍ଷିକ ଉତ୍ସବ ପାଳନ ଓ ବନ୍ଧୁ ମିଳନ କାର୍ଯ୍ୟକ୍ରମ
ବେଲପଡ଼ା, (ଭୋଜରାଜ ଦଣ୍ଡସେନା) : ବଲାଙ୍ଗିର ଜିଲ୍ଲା ପାଟଣାଗଡ ପ୍ରେସ କ୍ଲବର ବାର୍ଷିକ ସାଧାରଣ ପରିଷଦ ସଭା ପାଟଣାଗଡ ସ୍ଥିତ ରାମପୁର ରାଧାମାଧବ ସ୍ୱାମୀ ଫାର୍ମ ହାଉସ ଠାରେ ସଭାପତି ଅଜିତ ପୁରୋହିତଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ସଭାପତି ଭାବରେ ଅଜିତ କୁମାର ପୁରୋହିତ!-->…
Read More...
Read More...
ଦହିତା ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ
ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବ୍ଲକ ଅନ୍ତର୍ଗତ ଦହିତା ଗ୍ରାମରେ ଆଜାଦ କ୍ରୀଡା ସଂଘ ପକ୍ଷରୁ ଆୟୋଜିତ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି । ବିଜେପି ଯୁବନେତା ପ୍ରୀତେଶ ବହିଦାର ଯୋଗଦାନ କରି ଟୁର୍ଣ୍ଣାମେଣ୍ଟକୁ ଉଦଘାଟନ କରିଥିଲେ । ଦ୍ଵିତୀୟ ଦିନର ଉଦଯାପନୀ ସନ୍ଧ୍ୟାରେ!-->…
Read More...
Read More...
ଖପ୍ରାଖୋଲ ଡାକ୍ତରଖାନାରେ ଉନ୍ନତି ଚାଲିଛି ନା’ ଆଉ କିଛି
ଖପ୍ରାଖୋଲ, (ଅଶୋକ କୁମାର ବାଗ) : ଖପ୍ରାଖୋଲ ଡାକ୍ତରଖାନାର ମରାମତି ଓ ଉନ୍ନତି କାମ ଗତ ବର୍ଷେରୁ ଅଧିକ ସମୟ ହେଲା ଅଧାପନ୍ତରିଆ ଭାବେ ପଡି ରହିଛି । କାମ ଚାଲିଛି ବୋଲି କେବଳ କାଗଜରେ ଲେଖି, କାନ୍ଥରେ ସୂଚନା ଲଗାଇ ଠିକାଦାର ଚୁପ୍ଚାପ୍ ବସିଥିବା ଦୃଶ୍ୟ ଏବେ ସାଧାରଣ ଲୋକଙ୍କୁ ଅସନ୍ତୋଷ!-->…
Read More...
Read More...
ପୁରାତନ ଛାତ୍ରଛାତ୍ରୀଙ୍କ ବନ୍ଧୁ ମିଳନ
ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ବ୍ଲକ ତାଲଜୁରୀ ଆଦିବାସୀ ଉଚ୍ଚ ବିଦ୍ୟାଳୟ ୨୦୨୩ ମାଟ୍ରିକ ବ୍ୟାଚ ପୁରାତନ ଛାତ୍ରଛାତ୍ରୀଙ୍କ ମିଳନ କାର୍ଯ୍ୟକ୍ରମ ଭୀମଡୁଙ୍ଗୁରି ଠାରେ ଅନୁଷ୍ଠିତ ହୋଇଯାଇଛି । ସୁଶ୍ରୀ ଭୂମିସୂତା ସାହୁଙ୍କ ତତ୍ୱାବଧାନରେ ଆୟୋଜିତ ଏହି ବନ୍ଧୁମିଳନ କାର୍ଯ୍ୟକ୍ରମରେ!-->…
Read More...
Read More...