Browsing Category
ଦେଶ ବିଦେଶ
ଚଳିତ ବର୍ଷ ଜନ୍ମଦିନ ପାଳିବେନି ସୋନିଆ
ନୂଆଦିଲ୍ଲୀ: କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଡିସେମ୍ବର ୯ ତାରିଖରେ ନିଜର ଜନ୍ମଦିନ ପାଳିବେ ନାହିଁ। କୃଷି ଆଇନ ବିରୋଧରେ ଚାଷୀ ଆନ୍ଦୋଳନକୁ ସମର୍ଥନ କରିବା ସହିତ କରୋନା ଭୂତାଣୁର ସ୍ଥିତିକୁ ଦୃଷ୍ଟିରେ ରଖି ସେ ଏହି ନିଷ୍ପତ୍ତି ନେଇଛନ୍ତି। କୃଷି ଆଇନ ବିରୋଧରେ ଦିଲ୍ଲୀର!-->…
Read More...
Read More...
ଭାରତ ବନ୍ଦର ମିଶ୍ରିତ ପ୍ରଭାବ : ଦିଲ୍ଲୀ-ମହାରାଷ୍ଟ୍ରରେ ବଡ଼ ବଜାର ଖୋଲା
ନୂଆଦିଲ୍ଲୀ : କୃଷି ଆଇନ ବିରୋଧରେ ସାରା ଦେଶରେ କୃଷକ ସଂଗଠନ ଆଜି ଭାରତ ବନ୍ଦ ଆହ୍ୱାନ କରିଛନ୍ତି । ଗତ କିଛି ଦିନ ହେବ ନିକଟରେ ପାରିତ ହୋଇଥିବା ତିନୋଟି ନିୟମକୁ ବିରୋଧ କରି କୃଷକମାନେ ବିରୋଧ କରୁଛନ୍ତି । ଏହି ସମୟରେ କୃଷକ ଏବଂ ସରକାରଙ୍କ ମଧ୍ୟରେ ପାଞ୍ଚ ରାଉଣ୍ଡ ବୈଠକ ଅନୁଷ୍ଠିତ!-->…
Read More...
Read More...
ଜୋ ବାଇଡେନ ଅବସରପ୍ରାପ୍ତ ଜେନେରାଲ ଲାଅଡ ଆଷ୍ଟିନଙ୍କୁ ଆମେରିକାର ପ୍ରଥମ ଅଶ୍ୱେତ ପ୍ରତିରକ୍ଷା ମନ୍ତ୍ରୀ ଭାବରେ ମନୋନୀତ…
ୱାଶିଂଟନ୍ : ଯୁକ୍ତରାଷ୍ଟ୍ରର ନୂତନ ନିର୍ବାଚିତ ରାଷ୍ଟ୍ରପତି ଜୋ ବାଡେନ ଆର୍ମିର ଅବସରପ୍ରାପ୍ତ ଜେନେରାଲ ଲାଅଡ ଆଷ୍ଟିନଙ୍କୁ ଦେଶର ନୂତନ ପ୍ରତିରକ୍ଷା ମନ୍ତ୍ରୀ ଭାବରେ ମନୋନୀତ କରିଛନ୍ତି । ଆମେରିକାର ଗଣମାଧ୍ୟମ ରିପୋର୍ଟରେ ଏହା ଦାବୀ କରାଯାଇଛି । ଯଦି ଲାଅଡ ଆଷ୍ଟିନଙ୍କୁ ନିଯୁକ୍ତି ଘୋଷଣା!-->…
Read More...
Read More...
କୃଷି ଆଇନ ଉପରେ ବିଜେପି ବିରୋଧୀଙ୍କୁ ଟାର୍ଗେଟ୍ କଲା
ନୂଆଦିଲ୍ଲୀ: ବରିଷ୍ଠ ବିଜେପି ନେତା ତଥା କେନ୍ଦ୍ର ଆଇନ ମନ୍ତ୍ରୀ ରବି ଶଙ୍କର ପ୍ରସାଦ କୃଷକ ଆନ୍ଦୋଳନକୁ ନେଇ ଅଣ-ବିଜେପି ଦଳକୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି ଯେ, କୃଷକ ଆଇନକୁ ବିରୋଧ କରୁଥିବା କୃଷକ ଆନ୍ଦୋଳନର ନେତାମାନେ ସ୍ପଷ୍ଟ ଭାବରେ କହିଛନ୍ତି ରାଜନୈତିକ ଦଳର ନେତାମାନେ ଆମ!-->…
Read More...
Read More...
କାଶ୍ମୀର ଦେଇ ଆଫଗାନିସ୍ତାନରୁ ଭାରତକୁ ପହଂଚୁଛି ଡ୍ରଗ୍ସ : ଆତଙ୍କୀ ପାଣ୍ଠିକୁ ଯୋଗାଇ ଦିଆଯାଉଛି ଫଣ୍ଡ୍ସ୍
ନୂଆଦିଲ୍ଲୀ : ପାଞ୍ଚ ଜଣ ଆତଙ୍କବାଦୀଙ୍କୁ ଗିରଫ କରିବା ପରେ ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ୍ର ଡିସିପି ପ୍ରମୋଦ ସିଂ କୁଶୱା କହିଛନ୍ତି ଯେ, ଆଫଗାନିସ୍ତାନରେ ଆଇଏସଆଇ ରହିଛି । ସେଠାରୁ ଆତଙ୍କବାଦୀଙ୍କ ଆର୍ଥିକ କାର୍ୟ୍ୟ ଚଳାଯାଉଛି । କାଶ୍ମୀର ଆତଙ୍କୀ ନେଟୱାର୍କ ମାଧ୍ୟମରେ ଡ୍ରଗ୍ସ ଭାରତକୁ!-->…
Read More...
Read More...
କୃଷକ ଆନ୍ଦୋଳନ : ପୁରସ୍କାର ଫେରାଇବା ପାଇଁ ୩୦ ଖେଳାଳୀ ରାଷ୍ଟ୍ରପତି ଭବନକୁ ଯାଉଥିଲେ, ଅଟକେଇଲା ପୋଲିସ
ନୂଆଦିଲ୍ଲୀ : କୃଷି ଆଇନ ବିରୋଧରେ ଆନ୍ଦୋଳନ କରୁଥିବା କୃଷକମାନେ ସମାଜର ଅନେକ ବର୍ଗର ସମର୍ଥନ ପାଇଛନ୍ତି । ସୋମବାର ଦିନ ବହୁ ପୂର୍ବତନ ତଥା ବର୍ତ୍ତମାନର ଖେଳାଳୀମାନେ କୃଷି ନିୟମକୁ ବିରୋଧ କରି ପୁରସ୍କାର ଫେରସ୍ତ କରିବାକୁ ରାଷ୍ଟ୍ରପତି ଭବନ ଅଭିମୁଖେ ଯାତ୍ରା କରିଥିଲେ । ତେବେ ରାସ୍ତାରେ!-->…
Read More...
Read More...
ଭାରତ ବନ୍ଦକୁ ମିଳୁଛି ସାରା ଭାରତରେ ବିଭିନ୍ନ ସଂଗଠନ ତଥା ରାଜନୈତିକ ଦଳର ଜୋର୍ସୋର୍ ସମର୍ଥନ
ଭାରତ ବନ୍ଦ ପାଇଁ ମାୟାବତୀଙ୍କ ସମର୍ଥନ : ଅଟୋ ଟ୍ୟାକ୍ସି ୟୁନିଅନ୍ ମଧ୍ୟ ଯୋଗ ଦେଲେ : କିନ୍ତୁ ଆରଏସଏସ କିସାନ ସଂଘ ଦୂରେଇଲା ସମର୍ଥନରୁ
ନୂଆଦିଲ୍ଲୀ : ଭାରତ ବନ୍ଦକୁ ମିଳୁଛି ସାରା ଭାରତରେ ଜୋର୍ସୋର୍ ସମର୍ଥନ । କେନ୍ଦ୍ର ସରକାର ଆଣିଥିବା ତିନୋଟି କୃଷି ଆଇନ ବିରୋଧରେ କୃଷକଙ୍କ!-->!-->!-->…
Read More...
Read More...
ପାକିସ୍ଥାନ : ମହିଳା ନିଜକୁ ମୃତ ବୋଲି ପ୍ରମାଣ କରି ବୀମା କମ୍ପାନୀରୁ କୋଟି କୋଟି ଟଙ୍କା ଲୁଟି ନେଇଥିଲେ
ଇସ୍ଲାମାବାଦ : ଏହା ନିଶ୍ଚିତ ଭାବରେ ଅନେକ ଥର ଦେଖିବାକୁ ମିଳିଛି ଲୋକମାନେ ଟଙ୍କା ରୋଜଗାର ପାଇଁ କିଛି ବି କରି ପାରନ୍ତି, ତେବେ ଯଦିଓ ଏଥିପାଇଁ ସେମାନଙ୍କୁ ଭୁଲ ରାସ୍ତା ବାଛିବାକୁ ପଡିଥାଏ । ନିକଟରେ ପାକିସ୍ତାନରୁ ଏଭଳି ଏକ ମାମଲା ସାମ୍ନାକୁ ଆସିଛି, ଯାହା କର୍ତ୍ତୃପକ୍ଷଙ୍କୁ ଚକିତ!-->…
Read More...
Read More...
ଆମ୍ ଆଦମୀ ପାର୍ଟି ପକ୍ଷରୁ କୃଷକମାନଙ୍କର ‘ଭାରତ ବନ୍ଦ’ ଆହ୍ୱାନକୁ ସମର୍ଥନ
ନୂଆଦିଲ୍ଲୀ : ନୂତନ କୃଷି ନିୟମକୁ ବିରୋଧ କରି ଆମ୍ ଆଦମୀ ପାର୍ଟି (ଆପ୍) କୃଷକ ସଂଗଠନଗୁଡ଼ିକ ଦ୍ୱାରା 'ଭାରତ ବନ୍ଦ' ଆହ୍ୱାନକୁ ସମର୍ଥନ କରିଛନ୍ତି । ରବିବାର ଦିନ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଦଳର ଜାତୀୟ ସଂଯୋଜକ ଅରବିନ୍ଦ କେଜ୍ରିୱାଲ ଏହି ସୂଚନା ଦେଇଛନ୍ତି । କେଜ୍ରିୱାଲ କହିଛନ୍ତି ଯେ,!-->…
Read More...
Read More...
ବାଇଡେନ୍ଙ୍କ ଶପଥ ଗ୍ରହଣ ଉତ୍ସବ ନିରାଡ଼ମ୍ବର ହେବ
ୱାଶିଂଟନ : ଜାନୁୟାରୀ ୨୦ରେ ଆମେରିକାର ନୂଆ ରାଷ୍ଟ୍ରପତି ଭାବେ ନବ ନିର୍ବାଚିତ ଜୋ ବାଇଡେନ୍ ଶପଥ ନେବେ । ଏହି ଉତ୍ସବକୁ ଆଡ଼ମ୍ବରପୂର୍ଣ୍ଣ ନ କରିବାକୁ ସେ କହିଛନ୍ତି । ସୂଚନା ଅନୁସାରେ ଦେଶରେ କରୋନା ସଂକ୍ରମଣ ବଢ଼ି ଚାଲିଥିବାରୁ ସୁରକ୍ଷାକୁ ଦୃଷ୍ଟିରେ ରଖି କେତେକ ଭର୍ଚୁଆଲ କାର୍ୟ୍ୟକ୍ରମ!-->…
Read More...
Read More...