Browsing Category

ଦେଶ ବିଦେଶ

ପୁରୁଣା ସଂସଦ ଗୃହ ୮୩ ଲକ୍ଷରେ ନିର୍ମିତ ହୋଇଥିଲା, ଏବେ ୯୭୧ କୋଟିରେ ନୂତନ ସଂସଦ ଗୃହ

ନୂଆଦି‌ଲ୍ଲୀ : ଗଣତନ୍ତ୍ରର ମନ୍ଦିର ଭାବରେ ପରିଗଣିତ ସଂସଦ ଗୃହର ଚିତ୍ର ବର୍ତ୍ତମାନ ପରିବର୍ତ୍ତନ ହେବାକୁ ଯାଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଦିଲ୍ଲୀରେ ନୂତନ ସଂସଦ ଗୃହର ଭିତ୍ତିପ୍ରସ୍ତର ସ୍ଥାପନ କରିବା କାର୍ଯ୍ୟକ୍ରମ ରହିଛି । ସ୍ୱାଧୀନତାର ୭୫ ବର୍ଷ ସମ୍ପୂର୍ଣ୍ଣ ହେବା ବେଳକୁ
Read More...

କୃଷକଙ୍କ ଆ‌ନ୍ଦୋଳନ ପଛରେ ଚୀନ୍ ଏବଂ ପାକିସ୍ତାନର ହାତ ରହିଛି : କେନ୍ଦ୍ର ମନ୍ତ୍ରୀ

ଔରଙ୍ଗାବାଦ : ତିନୋଟି ନୂତନ କୃଷି ଆଇନ ପ୍ରତ୍ୟାହାର ଦାବୀରେ ଚାଲିଥିବା ଚାଷୀଙ୍କ ବିରୋଧ ପଛରେ ଚୀନ୍ ଏବଂ ପାକିସ୍ତାନର ହାତ ରହିଥିବା ବୁଧବାର ଦିନ ଦାବୀ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ରାଓସାହେବ ଦାନ୍‌ବେ । ସେ ଆହୁରି ମଧ୍ୟ ଅଭିଯୋଗ କରିଛନ୍ତି ଯେ, ସଂଶୋଧିତ ନାଗରିକତା ଅଧିନିୟମ ଏବଂ
Read More...

କୃଷକଙ୍କ ନେତାମାନେ ସରକାରଙ୍କ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କଲେ : ୧୨ ତାରିଖ ଏହି ପଦକ୍ଷେପ ନେବେ

ନୂଆଦିଲ୍ଲୀ : ନୂତନ କୃଷି ଆଇନ ଉପରେ ସରକାରଙ୍କ ପ୍ରସ୍ତାବକୁ କୃଷକ ନେତାମାନେ ପ୍ରତ୍ୟାଖ୍ୟାନ କରିଛନ୍ତି । କୃଷକ ନେତା କହିଛନ୍ତି ଯେ, ଯଦି ତିନୋଟି କୃଷି ଆଇନ ରଦ୍ଦ ନହୁଏ ତେବେ ଆମେ ଦିଲ୍ଲୀର ସମସ୍ତ ରାସ୍ତା ଗୋଟିଏ ପରେ ଗୋଟିଏ ବନ୍ଦ କରିଦେବୁ । ଯଦି ସରକାର ଅନ୍ୟ ଏକ ପ୍ରସ୍ତାବ ପଠାନ୍ତି,
Read More...

ଆତ୍ମନିର୍ଭର ଭାରତ ରୋଜଗାର ଯୋଜନା (ଏବିଆରୱାଇ)କୁ କ୍ୟାବିନେଟର ଅନୁମୋଦନ

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଆତ୍ମନିର୍ଭର ଭାରତ ରୋଜଗାର ଯୋଜନା (ଏବିଆରୱାଇ)କୁ ଅନୁମୋଦନ ମିଳିଛି । କରୋନା ମହାମାରୀ ସମୟରେ ଆତ୍ମନିର୍ଭର ଭାରତ ପ୍ୟାକେଜ ୩-୦ରେ ଘୋଷଣା କରାଯାଇଥିବା ଏହି
Read More...

ଦେଶରେ ମୋଟ କରୋନା ପଜିଟିଭ୍ ମାମଲାର ୪% ରୁ କମ ସକ୍ରିୟ ମାମଲା

● ଦୈନିକ ପଜିଟିଭ୍ ହାର ୩.୧୪%● ଜାତୀୟ ପଜିଟିଭ୍ ହାର ଠାରୁ ୧୯ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ ସାପ୍ତାହିକ ପଜିଟିଭ୍ ହାର ଅଧିକ ରହିଛିନୂଆଦିଲ୍ଲୀ, (ପିଆଇବି) : କ୍ରମାଗତ ହ୍ରାସ ଧାରା ବଜାୟ ରଖି ଦେଶରେ ସକ୍ରିୟ କରୋନା ମାମଲା ଏବେ ୩,୭୮,୯୦୯ ରେ ପହଁଚିଛି । ମୋଟ ପଜିଟିଭ୍ ମାମଲାର ୩.୮୯%
Read More...

ସ୍ୱାସ୍ଥ୍ୟ ଓ ଔଷଧ ପତ୍ର କ୍ଷେତ୍ରରେ ଭାରତ ଓ ସୁରିନାମ ମଧ୍ୟରେ ସହଯୋଗ ନେଇ ବୁଝାମଣାପତ୍ରକୁ କ୍ୟାବିନେଟର ମଞ୍ଜୁରି

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଭାରତ ଓ ସୁରିନାମ ମଧ୍ୟରେ ସ୍ୱାସ୍ଥ୍ୟ ଓ ଔଷଧପତ୍ର ସଂକ୍ରାନ୍ତ ସହଯୋଗ ନେଇ ବୁଝାମଣାପତ୍ରକୁ ଅନୁମୋଦନ କରାଯାଇଛି । ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର
Read More...

କରୋନା ମହାମାରୀ କାରଣରୁ ୨୦୩୦ ସୁଦ୍ଧା ଏକ ଅରବ୍‌ରୁ ଅଧିକ ଲୋକ ଅତ୍ୟଧିକ ଦାରିଦ୍ର୍ୟର ଶିକାର ହୋଇପାରନ୍ତି : ମିଳିତ…

ସଂଯୁକ୍ତ ରାଷ୍ଟ୍ର : ମିଳିତ ଜାତିସଂଘର ବିକାଶ କାର୍ୟ୍ୟକ୍ରମ(ୟୁଏନ୍‌ଡ଼ିପି)ର ଏକ ନୂତନ ଅଧ୍ୟୟନରୁ ଜଣାପଡିଛି ଯେ, କରୋନା ମହାମାରୀର ଦୀର୍ଘମିଆଦି ପରିଣାମ ହେତୁ ୨୦୩୦ ସୁଦ୍ଧା ୨୦ କୋଟି ଏବଂ ୭୦ ଲକ୍ଷ ଲୋକ ଅତ୍ୟଧିକ ଦାରିଦ୍ର୍ୟର ଶିକାର ହୋଇପାରନ୍ତି ଏବଂ ଯଦି ଏହା ଘଟେ, ତେବେ ପୃଥିବୀର
Read More...

ଜାମ୍ମୁ କାଶ୍ମୀରର ପୁଲୱାମାରେ ସର୍ଚ୍ଚ ଅପରେସନ୍‌ ବେଳେ ଆତଙ୍କବାଦୀଙ୍କ ସହ ମୁହାଁମୁହିିଁ : ଜାରି ରହିଛି ଉଭୟ…

ପୁଲୱାମା : ଜାମ୍ମୁ କାଶ୍ମୀରର ପୁଲୱାମା ଠାରେ ସୁରକ୍ଷା ବାହିନୀର ମାଓବାଦୀଙ୍କ ସହ ମୁହାଁମୁହିିଁ ହୋଇଥିବା ଖବର ରହିଛି । ପୁଲୱାମାର ତେକାନବାଟପୋରାରେ ଏନକାଉଣ୍ଟର ଚାଲିଛି । ସିଆର୍‌ପିଏଫ୍‌ର ୧୮୨ ତମ ବାଟାଲିୟନ ଏବଂ ଜାମ୍ମୁ ପୋଲିସ ଏଥିରେ ସାମିଲ୍‌ ଅଛନ୍ତି । ଉଭୟ ପାର୍ଶ୍ୱରୁ ଗୁଳି ବିନିମୟ
Read More...

ଆଜି ହେବାକୁ ଥିବା ସରକାର ଏବଂ କୃଷକ ସଂଗଠନ ମଧ୍ୟରେ ଆଲୋଚନା ସ୍ଥଗିତ : ସରକାର ଦେବ ସଂଶୋଧିତ ପ୍ରସ୍ତାବ

ନୂଆଦିଲ୍ଲୀ : ଭାରତ ବନ୍ଦ ହେବାର ଗୋଟିଏ ଦିନ ପରେ ଆଜି ବୁଧବାର ଅନୁଷ୍ଠିତ ହେବାକୁ ଥିବା ନୂତନ କୃଷି ଆଇନ ଉପରେ କୃଷକ ଏବଂ ସରକାରଙ୍କ ମଧ୍ୟରେ ଷଷ୍ଠ ରାଉଣ୍ଡ ଆଲୋଚନାକୁ ସ୍ଥଗିତ ରଖାଯାଇଛି । କୁହାଯାଇଛି, ଗୁରୁବାର ଦିନ ଉଭୟ ପକ୍ଷଙ୍କ ମଧ୍ୟରେ ଆଲୋଚନା ହୋଇପାରେ । ଏହି ସମୟରେ କୃଷି ଆଇନକୁ
Read More...

ଲଦାଖରେ ଉତ୍ତେଜନା : ଗୁଜୁରାଟ ସୀମାରେ ପାକିସ୍ତାନକୁ ଯୁଦ୍ଧ ବିମାନ ଏବଂ ସୈନ୍ୟ ପଠାଉଛି ଚୀନ୍

ବେଜିଂ : ପୂର୍ବ ଲଦାଖରେ ଉତ୍ତେଜନା ଜାରି ରହିଛି । ଗୁଜୁରାଟ ସୀମାନ୍ତରେ ଥିବା ପାକିସ୍ତାନୀ ଏୟାରବେସରେ ଚୀନ୍ ବହୁ ସଂଖ୍ୟକ ସୈନ୍ୟ ଏବଂ ଯୁଦ୍ଧ ବିମାନ ପଠାଇଥିବା ଖବରରେ କୁହାଯାଇଛି । ଏହି ଚୀନ୍ ସୈନିକମାନେ ଦ୍ୱିପାକ୍ଷିକ ଅଭ୍ୟାସରେ ଭାଗ ନେବାକୁ ପାକିସ୍ତାନରେ ପହଞ୍ଚିଛନ୍ତି । ଚୀନ୍ ସୈନ୍ୟ
Read More...