Browsing Category
ଦେଶ ବିଦେଶ
କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କାରକେଡରେ ସାମିଲ୍ ଥିବା ଦୁଇଟି ଗାଡି ମଧ୍ୟରେ ଧକ୍କା, ୨ଜଣ…
ଭୋପାଳ : ମଧ୍ୟପ୍ରଦେଶର ବେତୁଲଠାରେ କେନ୍ଦ୍ର ପେଟ୍ରୋଲିୟମ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କାରକେଡରେ ସାମିଲ୍ ଥିବା ଦୁଇଟି ଗାଡି ମଧ୍ୟରେ ଧକ୍କା ହେବା ଫଳରେ ୨ଜଣ ଆହତ ହୋଇଥିବାର ଖବର ମିଳିଛି । ତେବେ କେନ୍ଦ୍ରମନ୍ତ୍ରୀଙ୍କ ଗାଡି ଏହାଦ୍ୱାରା କ୍ଷତିଗ୍ରସ୍ତ ହୋଇନାହିଁ ।!-->…
Read More...
Read More...
ଫୁଟ୍ପାଥ୍ରେ ଶୋଇଥିବା ଶ୍ରମିକଙ୍କ ଉପରେ ଚଢ଼ିଗଲା ଟ୍ରକ୍ : ୧୫ ମୃତ, ତିନିଜଣଙ୍କ ଅବସ୍ଥା ଗୁରୁତର
ସୁରଟ : ଗତକାଲି ବିଳମ୍ବିତ ରାତିରେ ଗୁଜୁରାଟରେ ଏକ ଯନ୍ତ୍ରଣାଦାୟକ ଦୁର୍ଘଟଣା ଘଟିଛି । ସୁରଟର କୋସମ୍ବା ଗାଁର କିମ୍ ରୋଡରେ ରାସ୍ତା ଉପରେ ଶୋଇଥିବା ଶ୍ରମିକଙ୍କ ଉପରେ ଏକ ଟ୍ରକ ଚଢ଼ି ଯାଇଥିଲା । ଏହି ଦୁର୍ଘଟଣାରେ ୧୫ ଜଣଙ୍କର ମୃତ୍ୟୁ ହୋଇଛି । ତିନିଜଣଙ୍କ ଅବସ୍ଥା ଗୁରୁତର ଥିବା!-->…
Read More...
Read More...
ଅମାନବିକତା : ୧୪ ବର୍ଷର ନାବାଳିକାକୁ ୪ ଦିନ ଧରି ବନ୍ଦୀ କରି ଗଣବଳାତ୍କାର ଅଭିଯୋଗ
ଉମରିଆ : ମଧ୍ୟପ୍ରଦେଶର ଉମରିଆରେ ଜାନୁଆରୀ ୧୧ ରେ ୧୪ ବର୍ଷର ନାବାଳିକାକୁ ଅପହରଣ ମାମଲାରେ ଏକ ବଡ଼ ଖୁଲାସା ହୋଇଛି । ନାବାଳିକା ଜଣକ ଫେରିବା ପରେ ଜଣାପଡିଥିଲା ଯେ, ତାକୁ ୪ ଦିନ ବନ୍ଧକ ରଖାଯାଇଥିଲା । ଏହି ମାମଲା ସାମ୍ନାକୁ ଆସିବା ପରେ ପୋଲିସ ୮ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ଏବଂ!-->…
Read More...
Read More...
କାର୍ ଦୁର୍ଘଟଣା ପରେ ଚାପୁଡ଼ା ମାରି ଫଶିଲେ ଏହି ଅଭିନେତା
ମୁମ୍ବାଇ : ଅଭିନେତା ମହେଶ ମାଞ୍ଜରେକରଙ୍କ ନାମରେ ଜଣେ ବ୍ୟକ୍ତି ଥାନାରେ ଅଭିଯୋଗ କରିଛନ୍ତି । ମହାରାଷ୍ଟ୍ରରେ ମହେଶଙ୍କ ଗାଡ଼ିକୁ ତାଙ୍କ କାର୍ ଧକ୍କା ଦେଇଥିଲା । ଏହାକୁ ନେଇ ମହେଶ ତାଙ୍କୁ ଚାପୁଡ଼ା ମାରିବା ସହ ଗାଳି ଦେଇଥିଲେ । ହଠାତ ବ୍ରେକ୍ ଲଗାଇବା କାରଣରୁ ଉକ୍ତ ବ୍ୟକ୍ତିଙ୍କ!-->…
Read More...
Read More...
ମଦ ଚୋରା ଚାଲାଣକାରୀଙ୍କୁ ଧରିବା ପାଇଁ ପୋଲିସ ଟିମ୍ର ଚଢ଼ଉ ପରେ ଆକ୍ରମଣକାରୀମାନେ ଦୁଇ କିଲୋମିଟର ଧରି ପୋଲିସକୁ…
ମଥୁରା : ମଥୁରାର ଥାନା ଅଞ୍ଚଳରେ ମଦ ଚୋରା ଚାଲାଣ ସମ୍ପର୍କରେ ବରୌଠ ଏବଂ ଚିନ୍ପୁରାଇ ଗାଁରେ ପହଞ୍ଚିଥିବା ପୋଲିସ ଦଳ ଉପରେ ପାଲଟା ଆକ୍ରମଣ କରାଯାଇଛି । ଆକ୍ରମଣକାରୀମାନେ ଦୁଇ କିଲୋମିଟର ପର୍ୟ୍ୟନ୍ତ ପୋଲିସ ଉପରକୁ ପଥର ଫିଙ୍ଗିଥିଲେ । ଏହି ଆକ୍ରମଣରେ ହାସନପୁର ଆଉଟପୋଷ୍ଟ ଅଧିକୋର ଆହତ!-->…
Read More...
Read More...
ମର୍ମନ୍ତୁଦ ଦୁର୍ଘଟଣା : ହାଇ-ଟେନସନ୍ ଲାଇନ୍ର ସଂସ୍ପର୍ଶରେ ଆସିବାରୁ ବସ୍ରେ ଲାଗିଲା କରେଣ୍ଟ, ହୁତ୍ ହୁତ୍ ଜଳିଲା…
ଜୟପୁର : ରାଜସ୍ଥାନ ଜୟପୁରରୁ ଏକ ଯନ୍ତ୍ରଣାଦାୟକ ଖବର ଆସିଛି । ରାଜସ୍ଥାନର ଜାଲୋର ଜିଲ୍ଲାରେ ଏକ ବସ୍ ହାଇ-ଟେନସନ୍ ବିଦ୍ୟୁତ ଲାଇନ୍ର ସଂସ୍ପର୍ଶରେ ଆସିବାରୁ ବସ୍ରେ କରେଣ୍ଟ ଲଗିବା ପରେ ହୁତ୍ ହୁତ୍ ହୋଇ ଜଳିଯାଇଛି ବସ୍ । ବସ୍ରେ ଅଗ୍ନିକାଣ୍ଡ ଯୋଗୁଁ ୬ ଜଣଙ୍କର ମୃତ୍ୟୁ ହୋଇଛି । ଏହି!-->…
Read More...
Read More...
କୃଷକ ନେତା ତଥା ପଞ୍ଜାବୀ ଅଭିନେତାଙ୍କ ସମେତ ୪୦ ଜଣଙ୍କୁ ପଚରାଉଚରା ପାଇଁ ଡାକିଛି ଏନଆଇଏ
ନୂଆଦିଲ୍ଲୀ : ଜଷ୍ଟିସ୍ ଫର ଜଷ୍ଟିସ୍ (ଏସ୍ଏଫ୍ଜେ) ସମ୍ପର୍କିତ ଏକ ମାମଲାରେ ପଚରାଉଚରା ପାଇଁ କୃଷକ ନେତା ବଲଦେବ ସିଂ ସିର୍ସା ଏବଂ କୃଷକ ଆନ୍ଦୋଳନକୁ ସମର୍ଥନ କରୁଥିବା ପଞ୍ଜାବୀ ଅଭିନେତା ଦୀପ ସିଦ୍ଧୁଙ୍କୁ ଜାତୀୟ ଅନୁସନ୍ଧାନ ଏଜେନ୍ସି (ଏନଆଇଏ) ପକ୍ଷରୁ ଡକାଯାଇଛି । ନ୍ୟାୟିକ ଅପରାଧିକ!-->…
Read More...
Read More...
ଏଭଳି ବ୍ୟାପକ ସ୍ତରରେ ଟୀକାକରଣ ଅଭିଯାନ ମାନବ ଇତିହାସରେ ଅଭୂତପୂର୍ବ : ପ୍ରଧାନମନ୍ତ୍ରୀ
• ନିରାପତ୍ତା ଓ ପ୍ରଭାବ ବିଷୟରେ ବୈଜ୍ଞାନିକ ଓ ବିଶେଷଜ୍ଞମାନେ ସମ୍ପୂର୍ଣ୍ଣ ଭାବେ ସନ୍ତୁଷ୍ଟ ହେବା ପରେ ମେଡ ଇନ ଇଣ୍ଡିଆ ଟୀକାଗୁଡ଼ିକୁ ଜରୁରିକାଳୀନ ବ୍ୟବହାର ନିମନ୍ତେ ଅନୁମତି ମିଳିଛି : ପ୍ରଧାନମନ୍ତ୍ରୀ• ସମଗ୍ରବିଶ୍ୱର ୬୦ପ୍ରତିଶତ ଶିଶୁ ମେଡ-ଇନ-ଇଣ୍ଡିଆ ଜୀବନରକ୍ଷାକାରୀ ଟୀକା ଗ୍ରହଣ!-->…
Read More...
Read More...
ସର୍ବାଧିକ ଆବଶ୍ୟକତା ରହିଥିବା ଲୋକଙ୍କୁ ସର୍ବପ୍ରଥମେ ଟୀକା ଦିଆଯିବ : ପ୍ରଧାନମନ୍ତ୍ରୀ
• ଭାରତ ନିଜର ଟୀକାକରଣ ଅଭିଯାନରେ ମାନବ-କୈନ୍ଦ୍ରିକ ଦୃଷ୍ଟିକୋଣ ଦ୍ୱାରା ପରିଚାଳିତ ହେଉଛି : ପ୍ରଧାନମନ୍ତ୍ରୀ• ସତର୍କତା ବଜାୟ ରଖିବା ଏବଂ ଟୀକା ପ୍ରୋଟୋକଲ ପାଳନ କରିବା ଲାଗି ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ
ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ!-->!-->!-->…
Read More...
Read More...
ଦେଶବ୍ୟାପୀ କୋଭିଡ-୧୯ ଟୀକାକରଣ ଅଭିଯାନର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ
• ଭାରତ ଆତ୍ମବିଶ୍ୱାସ ଏବଂ ଆତ୍ମନିର୍ଭରଶୀଳତାର ସହିତ କରୋନାର ମୁକାବିଲା କରିଛି : ପ୍ରଧାନମନ୍ତ୍ରୀ• ଏଭଳି ସ୍ତରର ଟୀକାକରଣ ଅଭିଯାନ ବିଶ୍ୱ କେବେ ଦେଖିନାହିଁ• ସାରା ବିଶ୍ୱ ଭାରତର କରୋନା ମୁକାବିଲାକୁ ପ୍ରଶଂସା କରୁଛି• ଅଗ୍ରଣୀ କରୋନା ଯୋଦ୍ଧାଙ୍କ ପ୍ରତି ଜଣାଇଲେ ଶ୍ରଦ୍ଧାଞ୍ଜଳି
!-->!-->!-->…
Read More...
Read More...