Browsing Category

ଦେଶ ବିଦେଶ

କାଶ୍ମୀରରେ ଚରମପନ୍ଥୀମାନଙ୍କୁ ଅସ୍ତ୍ରଶସ୍ତ୍ର ଯୋଗାଇବାରେ ବିହାର ଲିଙ୍କ

ଛାପରା : ଚରମପନ୍ଥୀମାନଙ୍କୁ ଅସ୍ତ୍ରଶସ୍ତ୍ର ଯୋଗାଇବା ଅଭିଯୋଗରେ ଜ‌ମ୍ମୁ କା‌ଶ୍ମୀର ପୋଲିସ ସୋମବାର ଦିନ ବିହାରର ତାଙ୍କ ଗ୍ରାମରୁ ଜାଭେଦଙ୍କୁ ଗିରଫ କରିଛି । ଜାଭେଦଙ୍କ ବ୍ୟତୀତ ତାଙ୍କ ସାନଭାଇ ମୁସ୍‌ତାକ୍‌ ଆଲାମଙ୍କୁ ମଧ୍ୟ ଏହି ମାମଲାରେ ଗିରଫ କରାଯାଇଛି । ମୁସ୍‌ତାକ୍‌ ପଞ୍ଜାବର
Read More...

ଚୀନ୍‌ ଓ ପାକିସ୍ତାନର ଚ୍ୟାଲେଞ୍ଜର ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ଦେବେ ସ୍ୱତନ୍ତ୍ର ମନ୍ତ୍ର : ମିଳିତ କମାଣ୍ଡର…

ନୂଆଦିଲ୍ଲୀ : ମାର୍ଚ୍ଚ ପ୍ରଥମ ସପ୍ତାହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସାମରିକ ବାହିନୀର ମିଳିତ କମାଣ୍ଡର ସମ୍ମିଳନୀରେ ଯୋଗଦେବେ । ଗୁଜୁରାଟର କେଭାଡିଆରେ ଏହି ସମ୍ମିଳନୀ ଅନୁଷ୍ଠିତ ହେବ । ସମ୍ମିଳନୀରେ ଚୀନ୍ ଏବଂ ପାକିସ୍ତାନ ସାମ୍ନାରେ ଚାଲିଥିବା କାର୍ୟ୍ୟକଳାପକୁ ପିଏମ ମୋଦୀ ସମୀକ୍ଷା
Read More...

କିଶୋର ନ୍ୟାୟ (ଶିଶୁଙ୍କ ଯତ୍ନ ଓ ସୁରକ୍ଷା) ଆଇନ, ୨୦୧୫ରେ ସଂଶୋଧନକୁ କ୍ୟାବିନେଟ୍ ମଞ୍ଜୁରି

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟର ପ୍ରସ୍ତାବକ୍ରମେ କିଶୋର ନ୍ୟାୟ (ଶିଶୁଙ୍କ ଯତ୍ନ ଓ ସୁରକ୍ଷା) ଆଇନ (ଜୁଭେନାଇଲ ଜଷ୍ଟିସ୍ ଆକ୍ଟ), ୨୦୧୫ରେ ସଂଶୋଧନକୁ ମଞ୍ଜୁରି ମିଳିଛି।
Read More...

ଇସ୍‌ଲାମିକ୍‌ କଟ୍ଟରବାଦ ବିରୋଧରେ ଫ୍ରାନ୍ସର କଡ଼ା ପଦକ୍ଷେପ : ମସ୍‌ଜିଦ୍‌ ମାଦ୍ରାସା ଉପରେ କଡ଼ା ନଜର ପାଇଁ ନିୟମ…

ପ୍ୟାରିସ୍ : ଦେଶରେ ବଢ଼ୁଥିବା ଇସଲାମ ଆତଙ୍କବାଦକୁ ଶେଷ କରିବା ପାଇଁ ଫ୍ରାନ୍ସ ଏକ ନୂତନ ନିୟମକୁ ଅନୁମୋଦନ କରିଛି । ଏହି ନିୟମ ଅନୁଯାୟୀ, ଯେତେବେଳେ ସେମାନେ ଚାହିଁବେ ଫ୍ରାନ୍ସର ମସଜିଦ ଏବଂ ମଦ୍ରାସା ବନ୍ଦ କରିବାକୁ ପୋଲିସର ଅଧିକାର ରହିବ । ଆହୁରି ମଧ୍ୟ ମୁସଲମାନମାନଙ୍କର ଏକରୁ ଅଧିକ
Read More...

ଆମେରିକାକୁ ପଛରେ ପକାଇଲା ଚୀନ୍‌ : ୟୁରୋପୀୟ ସଂଘର ସର୍ବବୃହତ ବାଣିଜ୍ୟ ଭାଗିଦାରୀ ହେଲା

ବେଜିଂ : ୨୦୨୦ ମସିହାରେ ଆମେରିକାକୁ ପଛରେ ପକାଇ ଚୀନ୍‌ ୟୁରୋପୀୟ ସଂଘର ସର୍ବବୃହତ ବାଣିଜ୍ୟିକ ଅଂଶୀଦାର ହୋଇପାରିଛି । ୟୁରୋପର ପ୍ରମୁଖ ଅଂଶୀଦାର ଦେଶ ମଧ୍ୟରେ କରୋନା ମହାମାରୀ ହେତୁ ବାଣିଜ୍ୟ ହ୍ରାସ ପାଇଲା । କିନ୍ତୁ ଚୀନ୍ ଏହି ବ୍ୟାପକ ଧାରାକୁ ରୋକିବାରେ ସଫଳ ହେଇଛି । ଗତ ବର୍ଷ ଚୀନ୍
Read More...

ଉତ୍ତର କୋରିଆ : କିମ ଜୋଙ୍ଗ ଉନ୍‌ଙ୍କ ପତ୍ନୀ ଏକ ବର୍ଷ ପରେ ଦେଖାଦେଲେ

ପ୍ୟୋଙ୍ଗୟାଙ୍ଗ୍‌ : ପ୍ରାୟ ଏକ ବର୍ଷ ପରେ ଉତ୍ତର କୋରିଆର ସର୍ବୋଚ୍ଚ ନେତା କିମ ଜୋଙ୍ଗ-ଉନ୍‌ଙ୍କ ପତ୍ନୀ ରି ସୋଲ-ଜୋଙ୍କୁ ଦେଖିବାକୁ ମିଳିଛି । ସେ ତାଙ୍କ ସ୍ୱାମୀଙ୍କ ସହ ମଙ୍ଗଳବାର ଦିନ ଏକ ସାଧାରଣ କାର୍ୟ୍ୟକ୍ରମରେ ଯୋଗ ଦେଇଥିଲେ । ଉତ୍ତର କୋରିଆର ଅଫିସିଆଲ୍ ନ୍ୟୁଜ୍ ଚ୍ୟାନେଲ ଅନୁଯାୟୀ,
Read More...

ପ୍ରେମ ପାଇଁ ନିଜ ପିତାମାତାଙ୍କ ସହ ୭ ଜଣଙ୍କୁ ହତ୍ୟା କରିଥିବା ସବ୍‌ନମ୍‌ ଏବେ ଫାଶୀରେ ଚଢ଼ିବ

ଆମ୍‌ରୋହା : ଏହି କାହାଣୀଟି ଏକ ଏମିତି ଝିଅର, ଯିଏ ଜୀବନରେ ସବୁକିଛି ପାଇଥିଲା, ଯେଉଁସବୁ ପାଇଁ ଦେଶର ଲକ୍ଷ ଲକ୍ଷ ଝିଅ ସ୍ୱପ୍ନ ଦେଖନ୍ତି । ପିତାମାତାଙ୍କ ଉଚିତ ଲାଳନ ପାଳନ ତଥା ତତ୍ତ୍ୱାବଧାନରେ ଉଚ୍ଚ ଶକ୍ଷା ଲାଭ କରି ଶିକ୍ଷକତା କରୁଥିଲା । କିନ୍ତୁ ଅଚାନକ୍‌ ଏକ ଝଡ଼ ତା’ ଜୀବନକୁ
Read More...

ମହାରାଷ୍ଟ୍ରର ଅମରାବତୀରୁ ଲୋକସଭା ସାଂସଦ ନବନୀତ ରାଣାଙ୍କୁ ହତ୍ୟା ଧମକ : ଥାନାରେ ଅଭିଯୋଗ

ନୂଆଦିଲ୍ଲୀ : ମହାରାଷ୍ଟ୍ରର ଅମରାବତୀରୁ ଲୋକସଭା ସାଂସଦ ନବନୀତ ରାଣାଙ୍କୁ ହତ୍ୟା ଧମକ ଦିଆଯାଇଥିବା ବେଳେ ଶ୍ରୀମତୀ ରାଣା ଥାନାରେ ଅଭିଯୋଗ କରିଛନ୍ତି । ସେ କହିଛନ୍ତି ଯେ, କୌଣସି ବ୍ୟକ୍ତି ଉତ୍ତର ଏଭନ୍ୟୁସ୍ଥିତ ତାଙ୍କର ଫ୍ଲାଟ୍‌ରେ ଧମକ ପତ୍ର ଛାଡ଼ିଛି । ପତ୍ରରେ ଅପମାନଜନକ ଭାଷାର ବ୍ୟବହାର
Read More...

ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କଲେ COP 26 ଅଧ୍ୟକ୍ଷ ଆଲୋକ ଶର୍ମା ଏମପି

ନୂଆଦି‌ଲ୍ଲୀ, (ପିଆଇବି) : ମିଳିତ ଜାତିସଂଘ ଜଳବାୟୁ ପରିବର୍ତ୍ତନ ସମ୍ମେଳନର ଅଧ୍ୟକ୍ଷ ମାନନୀୟ ଆଲୋକ ଶର୍ମା ଏମପି ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଛନ୍ତି । COP ହେଉଛି ଜଳବାୟୁ ପରିବର୍ତ୍ତନ ଉପରେ ମିଳିତ ଜାତିସଂଘ ବ୍ୟବସ୍ଥା ସମ୍ମିଳନୀ (UNFCCC)ର
Read More...

ଭୁବନେଶ୍ୱର ସମେତ ୧୦ଟି ସହରରେ ଆରମ୍ଭ ହେବ ପେୟ ଜଳ ସର୍ବେକ୍ଷଣ ପାଇଲଟ୍ ପ୍ରକଳ୍ପ

● ପାଇଲଟ୍ ପ୍ରକଳ୍ପରୁ ପ୍ରାପ୍ତ ଅଭିଜ୍ଞତା ଆଧାରରେ ଅମୃତ ସହରରେ କାର୍ୟ୍ୟକାରୀ ହେବ ସର୍ବେକ୍ଷଣ● ସମାନତାପୂର୍ଣ୍ଣ ଜଳ ବିତରଣ, ବର୍ଜ୍ୟଜଳ ପୁନଃଉପଯୋଗ ସମ୍ପର୍କରେ ସୂଚନା ସଂଗ୍ରହ କରିବା ଏବଂ ପ୍ରତିଯୋଗିତାମୂଳକ ପ୍ରକ୍ରିୟାରେ ଜଳଉତ୍ସଗୁଡ଼ିକର ମ୍ୟାପିଂ ଲାଗି ହେବ ଏହି ସର୍ବେକ୍ଷଣ
Read More...