Browsing Category

ଦେଶ ବିଦେଶ

ରାମ ମନ୍ଦିର ଟ୍ରଷ୍ଟ ଅଯୋଧ୍ୟାରେ ମନ୍ଦିରର ୭୦ ଏକର ଜମି ନିକଟରେ ୭,୨୮୫ ବର୍ଗଫୁଟ ଜମି ପୁଣି କିଣିଲା

ଅଯୋଧ୍ୟା : ଉତ୍ତରପ୍ରଦେଶର ଅଯୋଧ୍ୟାରେ ରାମ ମନ୍ଦିର ଟ୍ରଷ୍ଟ ମନ୍ଦିରର ୭୦ ଏକର ଜମି ନିକଟରେ ୭,୨୮୫ ବର୍ଗଫୁଟ ଜମି ପୁଣି କିଣିଥିବା ସୂଚନା ମିଳିଛି । ସୂଚନା ଅନୁଯାୟୀ ରାମ ଜଜନ୍ମୋଭୂମି ତୀର୍ଥ କ୍ଷେତର ରାମ ମନ୍ଦିର କମ୍ପ୍ଲେକ୍ସକୁ ୭୦ ଏକରରୁ ୧୭୦ ଏକରକୁ ବୃଦ୍ଧି କରିବାକୁ ଚାହୁଁଛି ।
Read More...

ଆଇସିଏମ୍‍ଆର ଓ ଭାରତ ବାୟୋଟେକ୍‍ ଦ୍ୱାରା ବିକଶିତ କୋଭାକ୍ସିନ ଟିକାର ତୃତୀୟ ପର୍ଯ୍ୟାୟ କ୍ଲିନିକାଲ ପରୀକ୍ଷା

କୋଭିଡ୍‍ ବିରୋଧରେ ଏହି ଟିକାର ଦକ୍ଷତା ୮୧ ଶତାଂଶ ପ୍ରମାଣିତଏକ ସ୍ୱାଧୀନ ବୋର୍ଡ ଦ୍ୱାରା ଏହି ତଥ୍ୟର ମୂଲ୍ୟାଙ୍କନ କରାଯାଇଛିତଥ୍ୟ ଅନୁସାରେ ଏହି ଟିକାକୁ ଲୋକମାନେ ନିରାପଦରେ ନେଇପାରିବେଏହା ସାର୍ସ-କୋଭ-ଟୁ ବିରୋଧରେ ଦେଶବ୍ୟାପୀ ସବୁ ବର୍ଗ ଓ ସବୁ ପ୍ରକାର ଲୋକଙ୍କ ପାଇଁ ଉପଯୋଗୀ ପ୍ରମାଣିତ
Read More...

ଅକ୍ଷୟ ଶକ୍ତି କ୍ଷେତ୍ରରେ ସହଯୋଗ ପାଇଁ ଭାରତ-ଫ୍ରାନ୍ସ ବୁଝାମଣାପତ୍ରକୁ କ୍ୟାବିନେଟର ଅନୁମୋଦନ

ନୂଆଦିଲ୍ଲୀ, (ପିଆଇବି): ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଅକ୍ଷୟଶକ୍ତି କ୍ଷେତ୍ରରେ ସହଯୋଗ ପାଇଁ ଭାରତ-ଫ୍ରାନ୍ସ ମଧ୍ୟରେ ସ୍ୱାକ୍ଷରିତ ହୋଇଥିବା ବୁଝାମଣାପତ୍ରକୁ ଅନୁମୋଦନ କରାଯାଇଛି । ଏହି ବୁଝାମଣାପତ୍ର ଚଳିତବର୍ଷ ଜାନୁୟାରୀରେ
Read More...

ଶିକ୍ଷା କ୍ଷେତ୍ରରେ ବଜେଟ ବ୍ୟୟବରାଦର କାର୍ୟ୍ୟକାରିତା ଉପରେ ଆୟୋଜିତ ୱେବିନାରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ନୂଆଦି‌ଲ୍ଲୀ, (ପିଆଇବି) :ନମସ୍କାର!!!ଶିକ୍ଷା, ଦକ୍ଷତା, ଗବେଷଣା ଏହିପରି ଅନେକ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରୁ ଯୋଗ ଦେଇଥିବା ଆପଣମାନେ ସମସ୍ତେ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷଙ୍କୁ ଅନେକ ଅନେକ ଅଭିନନ୍ଦନ।ଆଜି ଏହି ବିଚାର ଆଲୋଚନା ଏପରି ଏକ ସମୟରେ ହେଉଛି ଯେତେବେଳେ ଦେଶ ନିଜର ବ୍ୟକ୍ତିଗତ,
Read More...

ରାଜ୍ୟ ଗୁଡ଼ିକୁ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ପତ୍ର : ସୂଚନା ପ୍ରଯୁକ୍ତି (ମଧ୍ୟସ୍ଥ ସଂସ୍ଥାନ ଲାଗି ଦିଶା-ନିର୍ଦ୍ଦେଶ…

ନୂଆଦି‌ଲ୍ଲୀ, (ପିଆଇବି) : ସୂଚନା ପ୍ରଯୁକ୍ତି (ମଧ୍ୟସ୍ଥ ସଂସ୍ଥାନ ଲାଗି ଦିଶା-ନିର୍ଦ୍ଦେଶ ଏବଂ ଡିଜିଟାଲ ମିଡିଆ ଆଚାର ସଂହିତା) ନିୟମାବଳୀ, ୨୦୨୧ର ଭାଗ ୩ ଅଧୀନରେ ସମସ୍ତ କ୍ଷମତା କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଲାଗୁ କରିବ। ଏହି ଭାଗ-୩ରେ ରାଜ୍ୟ ସରକାର, ଜିଲ୍ଲାପାଳ କିମ୍ବା
Read More...

ଚାଇନାକୁ ଝଟ୍‌କା ଦେବାକୁ ପ୍ରସ୍ତୁତି : ‘ଏକ ଚୀନ୍’ ନୀତି ରଦ୍ଦ କରିବାକୁ ଆମେରିକା ସଂସଦରେ ବିଲ୍

ୱାଶିଂଟନ୍ : ତାଇୱାନ ସହିତ ଆନୁଷ୍ଠାନିକ କୂଟନୈତିକ ସମ୍ପର୍କକୁ ପୁନଃସ୍ଥାପିତ କରିବା ଏବଂ ପୁରୁଣା ଏବଂ ଅଣ-ଉତ୍ପାଦକ 'ଏକ-ଚୀନ୍' ନୀତି ବାତିଲ କରିବାକୁ ଆମେରିକାକୁ ଆହ୍ୱାନ ଦେଇ ରିପବ୍ଲିକାନ୍ ପାର୍ଟିର ଦୁଇ ସାଂସଦ ଏକ ବିଲ୍ ଆଗତ କରିଛନ୍ତି । ସାଂସଦ ବିଲ୍ ଟିଫାନି ଏବଂ ସ୍କଟ୍ ପେରି ଏହି
Read More...

ରାଷ୍ଟ୍ରପତି ରାମନାଥ କୋବିନ୍ଦ ନେଲେ କୋଭିଡ଼ ଟୀକା

ନୂଆଦିଲ୍ଲୀ : ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ କରୋନା ଟୀକାକରଣର ପ୍ରଥମ ମାତ୍ରା ମଧ୍ୟ ମିଳିଛି । ରାଷ୍ଟ୍ରପତିଙ୍କ ସୂଚନା ଅନୁଯାୟୀ ରାଷ୍ଟ୍ରପତି ବୁଧବାର ଦିନ ଦିଲ୍ଲୀରେ ଅବସ୍ଥିତ ଆର୍ମି ଆରଆର ହସ୍ପିଟାଲକୁ ଯାଇ ଟୀକା ନେଇଛନ୍ତି । ୬୦ ବର୍ଷରୁ ଅଧିକ ବୟସ୍କ ଏବଂ ୪୫ ବର୍ଷରୁ ଅଧିକ ବୟସ୍କ
Read More...

ଦୁନିଆରୁ କରୋନା ଭୂତାଣୁ ଶୀଘ୍ର ଦୂର ହେବ କି ?…. ଡବ୍ଲ୍ୟୁଏଚ୍‌ଓ ଦେଲା ବଡ ବିବୃତ୍ତି

ଜେନେଭା : ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ବର୍ଷ ଶେଷ ସୁଦ୍ଧା ମହାମାରୀ କୋଭିଡ଼ ସଂକ୍ରମଣ ବନ୍ଦ ହୋଇଯିବ ବୋଲି ଭାବିବା 'ଅସାମୟିକ' ଏବଂ 'ଅବାସ୍ତବ' ହେବ । ସେ କହିଛନ୍ତି ଯେ, ଯଦିଓ ବର୍ତ୍ତମାନର ପ୍ରଭାବଶାଳୀ ଟୀକା ହସ୍ପିଟାଲରେ ଭର୍ତ୍ତି ହେବା ଏବଂ ରୋଗ
Read More...

ଡୋନାଲ୍ଡ ଟ୍ରମ୍ପଙ୍କ ୧୦ ସେକେଣ୍ଡର ଭିଡ଼ିଓ ୪୮ କୋଟି ଟଙ୍କାରେ ବିକ୍ରି ହେଲା !

ୱାଶିଂଟନ୍ : ଆମେରିକାରେ ଏକ ୧୦ ସେକେଣ୍ଡର ଭିଡିଓ ମୋଟ ୪୮ କୋଟିରେ ବିକ୍ରି ହୋଇଛି । ବିଶେଷ କଥା ହେଉଛି, ଏହି ଭିଡିଓ ଇଣ୍ଟରନେଟରେ ମାଗଣାରେ ଦେଖା ଯାଇପାରିବ । ମିଆଁମାର କଳା ସଂଗ୍ରହକାରୀ ପାବଲୋ ରୋଡ୍ରିଗେଜ୍-ଫ୍ରେଲ୍ ଏହି ଭିଡିଓ କ୍ଲିପ୍ ଅକ୍ଟୋବର ୨୦୨୦ରେ ୬୭ ହଜାର ଡଲାରରେ (୪୯ ଲକ୍ଷ
Read More...

ଭାରତ ସାମୁଦ୍ରିକ ଶିଖର ସମ୍ମିଳନୀ-୨୦୨୧ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଉଦ୍‌ଘାଟିତ

• ଭାରତ ସାମୁଦ୍ରିକ କ୍ଷେତ୍ରରେ ଶକ୍ତିଶାଳୀ ହେବା ସହ ନୀଳ ଅର୍ଥନୀତିରେ ବିଶ୍ୱରେ ଅଗ୍ରଣୀ ହେବାକୁ ଲକ୍ଷ୍ୟ ରଖିଛି : ପ୍ରଧାନମନ୍ତ୍ରୀ• ୨୦୩୦ସୁଦ୍ଧା ଭାରତ ୨୩ଟି ଜଳପଥ କାର୍ୟ୍ୟକାରୀ କରିବାକୁ ଲକ୍ଷ୍ୟ ରଖିଛି : ପ୍ରଧାନମନ୍ତ୍ରୀ• ବନ୍ଦର, ଜାହାଜ ଚଳାଚଳ ଏବଂ ଜଳପଥ ମନ୍ତ୍ରଣାଳୟ ୪୦୦ ପୁଞ୍ଜି
Read More...