Browsing Category
ଦେଶ ବିଦେଶ
ଗୁଜୁରାଟର ସାବରମତି ଜେଲରେ କରୋନା ବିସ୍ଫୋରଣ : ୫୫ ଜଣ କଏଦୀଙ୍କ ସମେତ ଚାରି ଜଣ ଜେଲ କର୍ମଚାରୀ ସଂକ୍ରମିତ
ନୂଆଦିଲ୍ଲୀ : ଦେଶରେ ମହାମାରୀ କରୋନା ଭୂତାଣୁର ଦ୍ୱିତୀୟ ତରଙ୍ଗ ନିୟନ୍ତ୍ରଣ ବାହାରକୁ ଚାଲିଯାଇଛି । କରୋନା ସଂକ୍ରମଣ ରୋଗୀଙ୍କ ସଂଖ୍ୟା ଏବଂ କୋଭିଡ ମୃତ୍ୟୁ ସଂଖ୍ୟାରେ କ୍ରମାଗତ ବୃଦ୍ଧି ଚିନ୍ତା ବଢ଼ାଇ ଦେଇଛି । ମହାମାରୀର ତୀବ୍ରତା ବଢ଼ିବା ସହିତ ଦେଶର ସ୍ୱାସ୍ଥ୍ୟ ବ୍ୟବସ୍ଥା ଭୁଷୁଡି!-->…
Read More...
Read More...
ଇସ୍ରାଏଲ୍ ଜନସାଧାରଣଙ୍କୁ ୮୦ ପ୍ରତିଶତ କରୋନା ଟିକା ଲାଗିବା ପରେ ଦୀର୍ଘ ଗୋଟିଏ ବର୍ଷ ବାଦ୍ ଲୋକେ ମାସ୍କରୁ ମୁକ୍ତି…
ତେଲ ଅଭିବ : ଦୁନିଆ ପାଇଁ ଏକ ଖୁସି ଖବର । ଏକ ବର୍ଷ ପରେ ଘରୁ ବାହାରିବା ବେଳେ ଇସ୍ରାଏଲ୍ ମାସ୍କ ପିନ୍ଧିବା ବାଧ୍ୟ ବାଧ୍ୟକତାକୁ ରଦ୍ଦ କରିଦେଇଛି । ଇସ୍ରାଏଲ୍ ଏହି ପଦକ୍ଷେପ ନେଇଛି, ଯେଉଁ ସମୟରେ ଏହାର ୮୦% ଲୋକଙ୍କ ନିକଟରେ କରୋନା ଭୂତାଣୁ ଟିକା ପ୍ରୟୋଗ କରିବାରେ ସଫଳ ହୋଇଛି । ମାସ୍କର!-->…
Read More...
Read More...
ଦେଶରେ ୨୪ ଘଣ୍ଟା ମଧ୍ୟରେ ୨.୭୪ ଲକ୍ଷରୁ ଅଧିକ ନୂତନ ରୋଗୀ, ୧୬୧୯ ଜଣଙ୍କର ମୃତ୍ୟୁ : ସକ୍ରିୟ ମାମଲା ୧୯.୨୯ ଲକ୍ଷରୁ…
ନୂଆଦିଲ୍ଲୀ : ଦେଶରେ ଅନିୟନ୍ତ୍ରିତ କରୋନା ଭୂତାଣୁର ଦ୍ୱିତୀୟ ତରଙ୍ଗ ଭୟାନକ ହେବାରେ ଲାଗିଛି । ପ୍ରତିଦିନ ନୂଆ କରୋନା ରୋଗୀଙ୍କ ସଂଖ୍ୟାରେ ବୃଦ୍ଧି ଏବଂ କୋଭିଡ ସଂକ୍ରମିତଙ୍କ ମୃତ୍ୟୁ ଦିନକୁ ଦିନ ଆତଙ୍କ ସୃଷ୍ଟି କରୁଛି । ସୋମବାର ଦିନ ଦେଶରେ କରୋନା ସଂକ୍ରମଣ ଏପର୍ୟ୍ୟନ୍ତ ସମସ୍ତ!-->…
Read More...
Read More...
ଚାଇନା ତାଇୱାନ ଉପରେ ଆକ୍ରମଣ କରିପାରେ : ଅଷ୍ଟ୍ରେଲିଆ ଭୟଙ୍କର ଯୁଦ୍ଧ ପାଇଁ ପ୍ରସ୍ତୁତି ଆରମ୍ଭ କଲା
ବେଜିଂ : ଆସନ୍ତା ୫ ବର୍ଷ ମଧ୍ୟରେ ତାଇୱାନ ଉପରେ ଚୀନ୍ର ଆକ୍ରମଣକୁ ଦୃଷ୍ଟିରେ ରଖି ଅଷ୍ଟ୍ରେଲିଆ ସେନା ଡ୍ରାଗନ୍ ସହ ଯୁଦ୍ଧ ପାଇଁ ପ୍ରସ୍ତୁତି ବଢ଼ାଇଛି । ସୂଚନାନୁସାରେ, ଅଷ୍ଟ୍ରେଲିଆ ସେନା ଚୀନ୍ ସହିତ ଯୁଦ୍ଧ ପାଇଁ ରଣନୀତି ଆପଣେଇଛି । ସେନା ଅଧିକାରୀମାନେ ପରିସ୍ଥିତି ପାଇଁ ନିଜକୁ!-->…
Read More...
Read More...
କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପଶ୍ଚିମବଙ୍ଗରେ ରାଲି ବାତିଲ କଲେ ରାହୁଲ ଗାନ୍ଧୀ
ନୂଆଦିଲ୍ଲୀ : ଦେଶରେ ନଛୋଡ଼ବନ୍ଧା ଭାବେ ବଢି ଚାଲିଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କଂଗ୍ରେସ ନେତା ରାହୁଲ ଗାନ୍ଧୀ ପଶ୍ଚିମବଙ୍ଗରେ ହେବାକୁଥିବା ନିଜର ସବୁ ରାଲି ବାତିଲ କରିବାକୁ ନିଷ୍ପତ୍ତି ନେଇଛନ୍ତି । ରାହୁଲ ଗାନ୍ଧୀ ଅନ୍ୟ ସମସ୍ତ ରାଜନେତାଙ୍କୁ ମଧ୍ୟ ନିଜ ନିର୍ବାଚନୀ ରାଲି!-->…
Read More...
Read More...
ଗାଁ ବାହାରେ ପ୍ରେମୀ ଯୁଗଳଙ୍କ ଝୁଲନ୍ତା ଦେହ ଉଦ୍ଧାର : ପୋଲିସ ପହଞ୍ଚିବା ପୂର୍ବରୁ ପରିବାର ଲୋକେ କରିଦେଲେ ଶବଦାହ
ସୀତାପୁର : ୟୁପି.ର ସୀତାପୁର ଜିଲ୍ଲାର ସଣ୍ଡା କୋଟୱାଲୀ ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି । ଫାଶ ଲଗାଇ ପ୍ରେମୀ ଯୁଗଳ ଆତ୍ମହତ୍ୟା କରିଛନ୍ତି । ଉଭୟଙ୍କ ମୃତଦେହ ଗାଁ ବାହାରେ ଝୁଲୁଥିବା ଦେଖିବାକୁ ମିଳିଥିଲା । ତେବେ ଉଭୟଙ୍କ ସମ୍ପର୍କୀୟମାନେ ମୃତଦେହକୁ ପୋଲିସ ପହଞ୍ଚିବା ପୂର୍ବରୁ ପୋଡି!-->…
Read More...
Read More...
କରୋନା ସଂକ୍ରମଣରେ ହାହାକାର : ସାରା ଦେଶରେ ୨୪ ଘଣ୍ଟା ମଧ୍ୟରେ ୨ ଲକ୍ଷ ୬୧ ହଜାର ୫୦୦ ନୂତନ ରୋଗୀ, ସକ୍ରିୟ ମାମଲା ୧୮…
ନୂଆଦିଲ୍ଲୀ : କରୋନା ସଂକ୍ରମଣ ସାରା ଦେଶରେ ଅସନ୍ତୋଷ ସୃଷ୍ଟି କରିଛି । ଲଗାତାର ଚତୁର୍ଥ ଦିନ ପାଇଁ ଦେଶରେ ୨ ଲକ୍ଷରୁ ଅଧିକ କରୋନା ସଂକ୍ରମଣ ରିପୋର୍ଟ ହୋଇଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ଦେଶରେ ୨ ଲକ୍ଷ ୬୧ ହଜାର ୫୦୦ ନୂତନ କରୋନା ସଂକ୍ରମଣର ରୋଗୀ!-->…
Read More...
Read More...
ଘୁଞ୍ଚିଲା ଜେଇଇ ମେନ୍ ପରୀକ୍ଷା
ନୂଆଦିଲ୍ଲୀ : ଦେଶରେ କରେନା ହୁ ହୁ ହୋଇ ବଢିବାରେ ଲାଗିଛି । ତେବେ ତାକୁ ଦୃଷ୍ଟିରେ ରଖି ୨୦୨୧ ଏପ୍ରିଲ୍ ସେସନ୍ର ଯୁଗ୍ମ ପ୍ରବେଶିକା ପରୀକ୍ଷା ବା ଜେଇଇ ମେନ୍ ପରୀକ୍ଷାକୁ ଘୁଞ୍ଚାଯାଇଛି । ପରୀକ୍ଷାର ୧୫ ଦିନ ପୂର୍ବରୁ ପରୀକ୍ଷାର୍ଥୀ ମାନଙ୍କୁ ଜଣାଇ ଦିଆଯିବ ବୋଲି ନ୍ୟାସ୍ନାଲ୍ ଟେଷ୍ଟିଂ!-->…
Read More...
Read More...
କରୋନା ଭୂତାଣୁର ଦ୍ୱିତୀୟ ତରଙ୍ଗ ୧୦୦ ଦିନ ପର୍ଯ୍ୟନ୍ତ ରହିପାରେ : ବିଶେଷଜ୍ଞଙ୍କ ପରାମର୍ଶ
ନୂଆଦିଲ୍ଲୀ : ଦକ୍ଷିଣ ପୂର୍ବ ଦିଲ୍ଲୀ ପୋଲିସ୍ ପାଇଁ ଜଣେ ବିଶେଷଜ୍ଞଙ୍କ ଦ୍ୱାରା ପ୍ରସ୍ତୁତ ଏକ ପରାମର୍ଶ ଅନୁଯାୟୀ, କରୋନା ଭୂତାଣୁର ଦ୍ୱିତୀୟ ତରଙ୍ଗ ୧୦୦ ଦିନ ପର୍ଯ୍ୟନ୍ତ ରହିପାରେ ଏବଂ ୭୦% ଜନସଂଖ୍ୟାର ଟୀକାକରଣ ନହେବା ପର୍ଯ୍ୟନ୍ତ ଏବଂ ଲୋକେ ରୋଗ ପ୍ରତିରୋଧକ ଶକ୍ତି ନ ପାଇବା ପର୍ୟ୍ୟନ୍ତ!-->…
Read More...
Read More...
ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦଙ୍କ ଜେଲରୁ ବାହାରିବାର ରାସ୍ତା ସଫା : ଝାଡଖଣ୍ଡ ହାଇକୋର୍ଟରୁ ମିଳିଲା ଜାମିନ
ରାଞ୍ଚି : ରାଷ୍ଟ୍ରୀୟ ଜନତା ଦଳ ସୁପ୍ରିମୋ ଲାଲୁ ପ୍ରସାଦ ଚାରା ଘୋଟାଲା ଦୁର୍ନୀତି ମାମଲାରେ ରାଞ୍ଚି ହାଇକୋର୍ଟରୁ ଜାମିନ ପାଇଛନ୍ତି । ଏହା ସହିତ ତାଙ୍କ ଜେଲରୁ ବାହାରିବା ରାସ୍ତା ସଫା ହୋଇଯାଇଛି । ଲାଲୁ ପ୍ରସାଦ ଦୁମ୍କା ଟ୍ରେଜେରୀରୁ ହୋଇଥିବା ହେର୍ଫେର୍ ମାମଲାରେ ଜାମିନ ପାଇଥିଲେ ।!-->…
Read More...
Read More...