Browsing Category
ଦେଶ ବିଦେଶ
କରୋନାରେ ଚାଲିଗଲେ କଂଗ୍ରେସ ବିଧାୟକ କଳାବତୀ
ମଧ୍ୟପ୍ରଦେଶ : ମଧ୍ୟପ୍ରଦେଶର ଅଲିରାଜପୁର ଜିଲ୍ଲାର ଜୋବାଟ ବିଧାନସଭା ନିର୍ବାଚନ ମଣ୍ଡଳୀର ବିଧାୟକ କଳାବତୀ ଭୂରିୟାଙ୍କ (୪୭) ପରଲୋକ ହୋଇଯାଇଛି । ସେ କରୋନାରେ ସଂକ୍ରମଣ ହେବା ପରେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ହେଉଥିଲେ । ଚିକିତ୍ସାଧୀନ ଅବସ୍ଥାରେ ସେଠାରେ ତାଙ୍କର ମୃତ୍ୟୁ ହୋଇଛି ।!-->…
Read More...
Read More...
ଆଜିଠୁ ଆନ୍ଧ୍ରପ୍ରଦେଶରେ ସାତ ଘଣ୍ଟିଆ ନାଇଟ୍ କର୍ଫ୍ୟୁ
ଆନ୍ଧ୍ରପ୍ରଦେଶ : କରେନା ସଂକ୍ରମଣକୁ ରୋକିବା ପାଇଁ ଶନିବାର ଠାରୁ ଆନ୍ଧ୍ରପ୍ରଦେଶରେ ସାତ ଘଣ୍ଟିଆ ନାଇଟ୍ କର୍ଫ୍ୟୁ କରାଯାଇଛି । ରାତି ୧୦ ଟାରୁ ସକାଳ ୫ ଟା ପର୍ୟ୍ୟନ୍ତ ଏହି ପ୍ରତିବନ୍ଧକ ଲାଗୁ ହେବ ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଗତକାଲି ମୁଖ୍ୟମନ୍ତ୍ରୀ!-->…
Read More...
Read More...
ଦେଶରେ କରୋନା ସଂକ୍ରମଣର ଭୟଙ୍କର ସ୍ଥିତି : ଦିନକରେ ୩ ଲକ୍ଷ ୪୬ ହଜାର ୭୮୬ ନୂଆ କରୋନା ସଂକ୍ରମିତ ଚିହ୍ନଟ, ୨୬୨୪ ଜଣଙ୍କ…
ନୂଆଦିଲ୍ଲୀ : ଦେଶରେ ଭୟଙ୍କର ହେଉଛି କରୋନା ସ୍ଥିତି । ସ୍ଥିତି ଅସଂଭାଳ ହେବାକୁ ବସିଲାଣି । ପ୍ରତ୍ୟହ ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଛି । ଦେଶରେ ଦିନକରେ ୩ଲକ୍ଷ ୪୬ହଜାର ୭୮୬ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଦିନକରେ କରୋନାରେ ୨୬୨୪ ଜଣଙ୍କ ଜୀବନ ଯାଇଛି । ଦୈନିକ ସଂକ୍ରମଣ!-->…
Read More...
Read More...
ଅଭିନେତା ଲଲିତ ବାହଲଙ୍କ କରୋନାରେ ମୃତ୍ୟୁ : ‘ମେଡ୍ ଇନ୍ ହେଭେନ୍’ ଏବଂ ‘ଜଜ୍ମେଂଟାଲ୍ ହୈ କ୍ୟା’ରେ…
ମୁମ୍ବାଇ : ଭେଟେରାନ୍ ଅଭିନେତା ତଥା ନିର୍ମାତା ଲଲିତ ବାହଲ କୋଭିଡ -୧୯ ସହ ଜଡିତ ଜଟିଳତା ହେତୁ ମୃତ୍ୟୁ ବରଣ କରିଛନ୍ତି । ତାଙ୍କ ପୁଅ ନିର୍ଦ୍ଦେଶକ କାନୁ ବାହଲ ଏହି ସୂଚନା ଦେଇଛନ୍ତି । ସ୍ୱର୍ଗତ୍ ବାହଲ ‘ତିତ୍ଲି' ଏବଂ ‘ମୁକ୍ତି ଭବନ' ଭଳି ସଫଳ ଚଳଚ୍ଚିତ୍ରରେ କାମ କରିଛନ୍ତି । ୭୧!-->…
Read More...
Read More...
ଅକ୍ସିଜେନ୍ ଅଭାବ ହେତୁ ଗଙ୍ଗାରାମ ଡାକ୍ତରଖାନାରେ ୨୫ ଜଣ ରୋଗୀ ମୃତ୍ୟୁ, ୬୦ ଜଣଙ୍କର ଅବସ୍ଥା ଗୁରୁତର
ନୂଆଦିଲ୍ଲୀ : ଦିଲ୍ଲୀର ସର୍ ଗଙ୍ଗାରାମ ହସ୍ପିଟାଲରେ ଅକ୍ସିଜେନ୍ ଅଭାବରୁ ୨୫ ରୋଗୀଙ୍କ ମୃତ୍ୟୁ ହୋଇଥିବା କୁହାଯାଇଛି। ଗଣମାଧ୍ୟମ ସୂତ୍ରରୁ ପ୍ରକାଶ ଯେ, କମ୍ ଅକ୍ସିଜେନ୍ ଯୋଗୁଁ ୨୫ ଜଣ ଅତି ଅସୁସ୍ଥ ରୋଗୀଙ୍କର ମୃତ୍ୟୁ ହୋଇଥିବା ଆଶଙ୍କା ରହିଛି ।
ଏହି ସମୟରେ, ସର୍ ଗଙ୍ଗାରାମ!-->!-->!-->…
Read More...
Read More...
କୋଭିଡ୍ରେ ଆକ୍ରାନ୍ତ ହୋଇ ଚାଲିଗଲେ ସଙ୍ଗୀତ ନିର୍ଦ୍ଦେଶକ ଶ୍ରବଣ
ମୁମ୍ୱାଇ : ସୁପରହିଟ ରୋମାଣ୍ଟିକ ସଙ୍ଗିତ ଭେଟି ଦେଇଥିବା ସଙ୍ଗୀତ ନିର୍ଦ୍ଦେଶକ ନଦିମ-ଶ୍ରବଣ ଯୋଡ଼ି ମଧ୍ୟରୁ ଚାଲିଗଲେ ଶ୍ରବଣ । ମୃତ୍ୟୁ ବେଳକୁ ତାଙ୍କୁ ୬୭ ବର୍ଷ ହେଉଥିବା ବେଳେ କୋଭିଡ୍ରେ ଆକ୍ରାନ୍ତ ହୋଇ ସେ ମୁମ୍ବାଇର ରାହେଜା ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଫୁସଫୁସରେ ପାଣି ଜମି!-->…
Read More...
Read More...
କୋଭିଡ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟି ୧୩ ଜଣ ରୋଗୀଙ୍କ ମୃତ୍ୟୁ
ମୁମ୍ବାଇ : କୋଭିଡ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟି ୧୩ ଜଣ ରୋଗୀଙ୍କ ମୃତ୍ୟୁ ହୋଇଥିବା ଖବର ମଳିଛି । ସୂଚନା ଯୋଗ୍ୟ ଯେ, ମୁମ୍ବାଇ ଭାସାଇରରେ ଶୁକ୍ରବାର ଦିନ ବିଜୟ ବଲ୍ଲଭ ନାମକ ଏକ କୋଭିଡ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟିଥିଲା । ଫଳରେ ଏହି ଅଗ୍ନିକାଣ୍ଡରେ ପାଖାପାଖି ୧୩ ଜଣ ରୋଗୀଙ୍କ ମୃତ୍ୟୁ!-->…
Read More...
Read More...
କରୋନା ସଂକ୍ରମଣର ନଛୋଡ଼ବନ୍ଧା ସ୍ଥିତି : ଗତ ୨୪ ଘଂଟାରେ ଦେଶରେ ୩ ଲକ୍ଷ ୩୨ ହଜାରରୁ ଅଧିକ ନୂଆ ଆକ୍ରାନ୍ତ ଚିହ୍ନଟ,…
ନୂଆଦିଲ୍ଲୀ : କରୋନା ସଂକ୍ରମଣର ନଛୋଡ଼ବନ୍ଧା ପରିସ୍ଥିତି ଯୋଗୁଁ ସାରା ଭାରତରେ ହାହାକାର ସୃଷ୍ଟି ହେଉଥିବା ଦେଖିବାକୁ ମିଳିଛି । ପୁଣି କେଉଁଠି ଅକ୍ସିଜେନ୍ ଅଭାବ ତ’ ଆଉ କେଉଁଠି ହସ୍ପିଟାଲ୍ରେ ବେଡ଼୍ ଅଭାବ ଯୋଗୁଁ ଲୋକେ ବିକଳ ହେଉଥିବା ଖବର ମଧ୍ୟ ଆସୁଛି । ଏଭଳି ସ୍ଥିତିରେ ଗତ ୨୪!-->…
Read More...
Read More...
କରୋନା ଭୂତାଣୁର ତୃତୀୟ ସ୍ୱଦେଶୀ ରୂପ ଏବେ ପଶ୍ଚିମବଙ୍ଗରେ ଦେଖିବାକୁ ମିଳୁଛି
କୋଲକାତା : ବହୁରୂପୀ କରୋନା ଭୂତାଣୁ ପୁଣି ଥରେ ବୈଜ୍ଞାନିକମାନଙ୍କୁ ଚିନ୍ନ୍ତା ବଢ଼ାଇ ଦେଇଛି । ଭାରତରେ ତୃତୀୟ ଥର ପାଇଁ କରୋନା ଭୂତାଣୁ ଏହାର ରୂପ ପରିବର୍ତ୍ତନ କରିଛି ଏବଂ ଏଥର ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ସମୟରେ କୋଭିଡ ନିୟମ ଖୋଲାଖୋଲି ଭାବେ ଉଲ୍ଲଂଘନ କରାଯାଉଛି । ଫଳସ୍ୱରୂପ!-->…
Read More...
Read More...
ଭାରତରୁ ଆସୁଥିବା ସମସ୍ତ ବିମାନକୁ ୩୦ ଦିନ ପାଇଁ ସ୍ଥଗିତ କଲା କାନାଡା
ଟୋରୋଂଟୋ : ଭାରତରେ କରୋନା ସଂକ୍ରମଣର ବଢ଼ୁଥିବା ମାମଲାକୁ ଦୃଷ୍ଟିରେ ରଖି କାନାଡା ଭାରତରୁ ଆସୁଥିବା ସମସ୍ତ ବିମାନକୁ ୩୦ ଦିନ ପାଇଁ ସ୍ଥଗିତ ରଖିଛି । ପାକିସ୍ତାନ ଉପରେ ମଧ୍ୟ କାନାଡା ଏହି ପ୍ରତିବନ୍ଧକ ଲଗାଇଛି ।
କାନାଡାର ପରିବହନ ମନ୍ତ୍ରୀ ଓମାର ଅଲଗାବ୍ରା ଗୁରୁବାର କହିଛନ୍ତି ଯେ,!-->!-->!-->…
Read More...
Read More...