Browsing Category

ଦେଶ ବିଦେଶ

ପୁଣି ବଢିଲା ପେଟ୍ରୋଲ ଓ ଡିଜେଲ ଦର

ନୂଆଦିଲ୍ଲୀ : ପେଟ୍ରୋଲ ଓ ଡିଜେଲର ବଢୁଥିବା ମୂଲ୍ୟରୁ ବର୍ତ୍ତମାନ ଲୋକଙ୍କୁ ଆଶ୍ୱସ୍ଥି ମିଳିବାର ଜଣାପଡୁନି । ଇନ୍ଧନର ମୂଲ୍ୟରେ ଲଗାତାର ବୃଦ୍ଧି ହେବାରେ ଲାଗିଛି । ତୈଳ କମ୍ପାନୀ ୫ ଦିନରେ ୪ ଥର ବଢି ସାରିଛି । ପୁଣିଥରେ ପେଟ୍ରୋଲ ଓ ଡିଜେଲ ମୂଲ୍ୟରେ ୮୦ ପଇସା ବୃଦ୍ଧି ହୋଇଛି । ନୂଆ ମୂଲ୍ୟ
Read More...

ତାଇୱାନରେ ଭୂମିକମ୍ପ ଅନୁଭୂତ

ତାଇପେଇ : ତାଇୱାନର ରାଜଧାନୀ ତାଇପେଇରେ ଭୂମିକମ୍ପ ଝଟ୍‌କା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୭ ରହିଛି । ସୂଚନା ମୁତାବକ, ଗତକାଲି ବିଳମ୍ବିତ ରାତିରେ ତାଇପେଇରେ ଭୂମିକମ୍ପ ଝଟ୍‌କା ଅନୁଭୂତ ହୋଇଥିଲା । ଏହାର କେନ୍ଦ୍ରସ୍ଥଳ ରାଜଧାନୀର ଦକ୍ଷିଣରୁ ପ୍ରାୟ ୧୮୨ କିଲୋମିଟର
Read More...

ହାଇଦ୍ରାବାଦ ଗୋଦାମରେ ଭୟାବହ ଅଗ୍ନିକାଣ୍ଡ : ୧୧ଜଣ ବିହାରୀ ପ୍ରବାସୀ ଶ୍ରମିକ ମୃତ

ହାଇଦ୍ରାବାଦ୍ : ଭାର ପ୍ରାୟ ୪ଟା ବେଳେ ହାଇଦ୍ରାବାଦ୍‌ର ଭୋଇଗୁଡ଼ା ଅଞ୍ଚଳରେ ଥିବା ଗୋଟାଏ କବାଡ଼ିଆ ‌ଗୋଦାମରେ ନିଆଁ ଲାଗିଯିବାରୁ ୧୧ ଜଣ ପ୍ରବାସୀ ବିହାରୀ ଶ୍ରମିକଙ୍କର ମୃତ୍ୟୁ ଘଟିଥିବା ଖବର ମିଳିଛି ।ସୂଚନା ଅନୁସାରେ, ବିଜୁଳି ସର୍ଟ ସର୍କିଟ୍‌ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବା ପ୍ରାଥମିକ
Read More...

ପୁଣି ବଢ଼ିଲା ପେଟ୍ରୋଲ ଓ ଡିଜେଲ ଦର

ନୂଆଦିଲ୍ଲୀ : ଦେଶରେ ଲଗାତର ବଢୁଛି ପେଟ୍ରୋଲ ଓ ଡିଜେଲ ଦର । ଆଜି ସକାଳେ ପେଟ୍ରୋଲ ଓ ଡିଜେଲ ଦର ୮୦ ରୁ ୮୫୦ ପଇସା ବଢ଼ିଛି । ବର୍ତ୍ତମାନ ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଦାମ ବଢ଼ିଯାଇ ୯୭.୦୧ ଟଙ୍କା ପ୍ରତି ଲିଟରକୁ ହୋଇଛି । ସେହିଭଳି ଡିଜେଲ ପ୍ରତି ଲିଟର ପିଛା ୮୮.୨୭ ଟଙ୍କା ହୋଇଛି ।
Read More...

ପାକିସ୍ତାନରେ ରାଜନୈତିକ ବିଶୃଙ୍ଖଳା, ଇମ୍ରାନଙ୍କ ଚେୟାର୍‌ ଉପରେ ବିପଦ ଘନଉଛି

ଇସ୍‌ଲାମାବାଦ : ଗତ କିଛି ଦିନ ହେବ ପାକିସ୍ତାନରେ ରାଜନୈତିକ ବାତାବରଣ ଅତ୍ୟନ୍ତ ତିକ୍ତ ହୋଇପଡିଛି ଏବଂ ରାଜନୈତିକ ପରିବର୍ତ୍ତନର ଦୃଶ୍ୟ ସ୍ପଷ୍ଟ ହେବାରେ ଲାଗିଛି । ରାଜନୈକ ପର୍ୟ୍ୟବେକ୍ଷକମାନେ ବିଶ୍ୱାସ କରନ୍ତି ଯେ, ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ସରକାର ଉପରେ ବିରୋଧୀ ଦଳଙ୍କ ଚାପ
Read More...

ଉତ୍ତରାଖଣ୍ଡରେ ସରକାର ଗଠନ ସମ୍ପର୍କରେ ଶାହାଙ୍କ ବାସଭବନରେ ବିଜେପି ନେତାଙ୍କ ବୈଠକ ଶେଷ

ନୂଆଦିଲ୍ଲୀ : ଉତ୍ତରାଖଣ୍ଡରେ ଜଣେ ନୂତନ ମୁଖ୍ୟମନ୍ତ୍ରୀ ଚୟନ କରିବାକୁ ସୋମବାର ଦିନ ୪ଟା ସମୟରେ ଡେରାଡୁନରେ ବିଜେପି ବିଧାନସଭା ଦଳର ଏକ ବୈଠକ ଡକାଯାଇଥିଲା । ବାସ୍ତବରେ ଉତ୍ତରାଖଣ୍ଡରେ ସରକାର ଗଠନ ପାଇଁ ଚାଲିଥିବା ପ୍ରସ୍ତୁତି ମଧ୍ୟରେ ରବିବାର ଦିନ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ
Read More...

୨୫ ଦିନରେ ପହଂଚିଲା ମହାବିନାଶକାରୀ ଯୁଦ୍ଧ : ଆକ୍ରମଣରେ ଥକୁନାହିଁ ରୁଷ୍‌, ଆତ୍ମସପର୍ମଣ ପାଇଁ ମାନୁନାହିଁ ୟୁକ୍ରେନ୍‌

କିଭ୍‌ : ଆଜି ୨୫ ଦିନରେ ପହଂଚିଛି ମହାବିନାକାରୀ ରୁଷ-ୟୁକେନ୍‌ ଯୁଦ୍ଧ । ତାବଡ୍‌ତୋଡ଼ ଆକ୍ରମଣରେ ରୁଷ୍‌ ଥକୁ ନଥିବା ବେଳେ ଆତ୍ମସମର୍ପଣ ପାଇଁ ପ୍ରସ୍ତୁତ ହେଉନାହିଁ ୟୁକ୍ରେନ୍‌ । ଲକ୍ଷ୍ୟ ହାସଲ୍‌ ପର୍ୟ୍ୟନ୍ତ ଆକ୍ରମଣ ଜାରି ରହିବ ବୋଲି ସ୍ପଷ୍ଟ କରି ଦେଇଛି ରୁଷ୍‌ । ଘମାଘୋଟ ବୋମା, ରକେଟ୍‌,
Read More...

ରୁଷ ପ୍ରଥମ ଥର ପାଇଁ ୟୁକ୍ରେନ ଉପରେ ହାଇପର୍‌ ସୋନିକ୍ କ୍ଷେପଣାସ୍ତ୍ର ମାଡ଼ କଲା, ବାୟୁସେନାର ଭୂତଳ ଭିତ୍ତିଭୂମି…

କିଭ୍‌ : ରୁଷ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ୨୪ ଦିନ ପରେ ତୃତୀୟ ବିଶ୍ୱଯୁଦ୍ଧ ଆଡ଼କୁ ଆଗେଇ ଥିବା ଆଲୋଚନା ହେଉଛି । ଏହି ଦିଗକୁ ନେଇ ସଂଦେହ କରାଯାଉଛି, କାରଣ ଆଜି ଯୁଦ୍ଧକ୍ଷେତ୍ରରୁ ଏହିପରି ଦୁଇଟି ବଡ଼ ଖବର ଆସିଛି, ଯାହା ଆଗାମୀ ଦିନରେ ଯୁଦ୍ଧର ଗତିବିଧିକୁ ଅତ୍ୟନ୍ତ
Read More...

ରୁଷର ୟୁକ୍ରେନ ସହର ଉପରେ ତାୱଡ଼ତୋଡ୍‌ ଆକ୍ରମଣ, କ୍ଷେପଣାସ୍ତ୍ର, ଗୁଳି, ବୋମା ମାଡ଼ରେ ତ୍ରାହି ତ୍ରାହି ୟୁକ୍ରେନ୍‌…

କିଭ୍‌ : ୟୁକ୍ରେନର କିଭ୍‌ ଉପରେ ରୁଷର ତାୱଡ଼ତୋଡ୍‌ ଆକ୍ରମଣ ୨୪ ଦିନରେ ପହଂଚିଛି । ସ୍କୁଲ, କଲେଜ, ଥିଏଟର୍‌, ତୈଳ ଡିପୋ, ଗ୍ୟାସ୍‌ ପାଇପ୍‌ ଲାଇନ୍‌, ସୈନ୍ୟ ଆଡ୍ଡା, ଡାକ୍ତରଖାନା, ସାମରିକ ବିମାନ ମରାମତି କରୁଥିବା କାରଖାନାରେ ଜୋର୍‌ସୋର୍‌ କ୍ଷେପଣାସ୍ତ୍ର ନିକ୍ଷେପ ଚାଲିଛି । ଏଭଳି
Read More...

ୟୁପିରେ ବିଜେପିର ନବ ନିର୍ବାଚିତ ସରକାର ମାର୍ଚ୍ଚ ୨୫ରେ ଶପଥ ଗ୍ରହଣ କରିବେ

ଲକ୍ଷ୍ନୌ : ଉତ୍ତରପ୍ରଦେଶର ନବ ନିର୍ବାଚିତ ବିଜେପି ସରକାରଙ୍କ ଶପଥ ଗ୍ରହଣ ସମାରୋହ ମାର୍ଚ୍ଚ ୨୫ ତାରିଖ ଅପରାହ୍ନ ୪ ଟାରେ ଅନୁଷ୍ଠିତ ହେବ । ସରକାରୀ ସୂତ୍ର ଶୁକ୍ରବାର ଦିନ ଏହି ସୂଚନା ଦେଇଛି । କୁହାଯାଇଛି ଯେ, ରାଜଧାନୀର ଶାହିଦ୍ ପଥରେ ଅବସ୍ଥିତ ଅଟଳ ବିହାରୀ ବାଜପେୟୀ ଇକାନା ଷ୍ଟାଡିୟମରେ
Read More...