Browsing Category

ଦେଶ ବିଦେଶ

‘ଏମଏସଏମଇ ପ୍ରଦର୍ଶନ ବଢ଼ାଇବା ଏବଂ ତ୍ୱରାନ୍ୱିତ’’ କରିବା ଲାଗି ୮୦୮ ନିୟୁତ ଆମେରିକୀୟ ଡଲାର ଅର୍ଥ ମଞ୍ଜୁର କଲେ କେନ୍ଦ୍ର…

ନୂଆଦିଲ୍ଲୀ, (ପିଆଇବି) : ‘‘ଏମଏସଏମଇ ପ୍ରଦର୍ଶନ ବଢ଼ାଇବା ଏବଂ ତ୍ୱରାନ୍ୱିତ କରିବା(ଆରଏଏମପି)’’ ଲାଗି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ୮୦୮ ନିୟୁତ ଆମେରିକୀୟ ଡଲାର, ଅର୍ଥାତ୍‌ ୬୦୬୨ କୋଟି ୪୫ ଲକ୍ଷ ଟଙ୍କା ମଞ୍ଜୁର
Read More...

ପଞ୍ଚମ ବିମଷ୍ଟେକ ଶିଖର ସମ୍ମିଳନୀ

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ପଞ୍ଚମ ବିମଷ୍ଟେକ (ବଙ୍ଗୋପସାଗର ବହୁକ୍ଷେତ୍ରୀୟ ବୈଷୟିକ ଏବଂ ଆର୍ଥିକ ସହଯୋଗ ପଦକ୍ଷେପ) ସମ୍ମିଳନୀରେ ଆଭାସି ମାଧ୍ୟମରେ ଅଂଶ ଗ୍ରହଣ କରିଛନ୍ତି । ବର୍ତ୍ତମାନ ଶ୍ରୀଲଙ୍କା ବିମଷ୍ଟେକର ଅଧ୍ୟକ୍ଷ ରହିଛି । ପଞ୍ଚମ ବିମଷ୍ଟେକ ଶିଖର
Read More...

ଅସ୍ଥାୟୀ ବୃହତ ଶକ୍ତି ପ୍ରକଳ୍ପ ପାଇଁ ବୃହତ ଶକ୍ତି ନୀତି ୨୦୦୯ରେ ସଂଶୋଧନକୁ କ୍ୟାବିନେଟ ମଞ୍ଜୁରି

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କେନ୍ଦ୍ର କ୍ୟାବିନେଟ କମିଟି ବୈଠକରେ, ଟିକସ କର୍ତ୍ତୃପକ୍ଷମାନଙ୍କୁ ଅନ୍ତିମ ବୃହତ (ମେଗା) ପ୍ରମାଣପତ୍ର ଦାଖଲ କରିବା ଉଦ୍ଦେଶ୍ୟରେ, ଦଶଟି ଅସ୍ଥାୟୀ (ପ୍ରୋଭିଜନାଲ) ବୃହତ (ମେଗା)
Read More...

ରାଷ୍ଟ୍ରୀୟ ମହିଳା ଆୟୋଗ ଡିଏସ୍ଏଲ୍ଏସ୍ଏର ସହଯୋଗରେ ଆଇନ୍ ସେବା କ୍ଳିନିକ୍ ଆରମ୍ଭ କଲା : ବିପଦରେ ପଡିଥିବା…

ନୂଆଦିଲ୍ଲୀ, (ପିଆଇବି) : ମହିଳାମାନଙ୍କ ନିମନ୍ତେ ଆଇନ୍ ସହାୟତାକୁ ଆହୁରି ଅଧିକ ସୁଲଭ କରିବା ନିମନ୍ତେ, ରାଷ୍ଟ୍ରୀୟ ମହିଳା ଆୟୋଗ (ଏନ୍ଏସ୍‌ଡବ୍ଲ୍ୟୁ) ଦିଲ୍ଲୀ ରାଜ୍ୟ ଆଇନ୍ ସେବା ପ୍ରାଧିକରଣ (ଡିଏସ୍ଏଲ୍ଏସ୍ଏ)ର ସହଯୋଗରେ ଏକ ଆଇନ୍ ସହାୟତା କ୍ଲିନିକ୍ ଆରମ୍ଭ କରିଛି, ଯାହା ମହିଳା ମାନଙ୍କର
Read More...

ଆନ୍ତଃରାଜ୍ୟ ସୀମା ବିବାଦର ସମାଧାନ ପାଇଁ ଆସାମ ଓ ମେଘାଳୟ ମଧ୍ୟରେ ଐତିହାସିକ ରାଜିନାମା

• ନୂଆଦିଲ୍ଲୀରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ଉପସ୍ଥିତିରେ ରାଜିନାମାରେ ସ୍ୱାକ୍ଷର କଲେ ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀ• ଶାନ୍ତିପୂର୍ଣ୍ଣ ଏବଂ ସମୃଦ୍ଧ ଉତ୍ତର ପୂର୍ବାଞ୍ଚଳ ନିର୍ମାଣ ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସଂକଳ୍ପକୁ ସାକାର କରିବା ଦିଗରେ ଏହା ଏକ
Read More...

ତୃତୀୟ ଜାତୀୟ ଜଳ ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି

• ରାଷ୍ଟ୍ରପତିଙ୍କ ଦ୍ଵାରା ଜଳ ଶକ୍ତି ଅଭିଯାନ : କ୍ୟାଚ୍‌ ଦ ରେନ୍‌ କ୍ୟାମ୍ପେନ୍‌ ୨୦୨୨ର ଶୁଭାରମ୍ଭ ନୂଆଦିଲ୍ଲୀ, (ପିଆଇବି) : ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି (ମାର୍ଚ୍ଚ ୨୯, ୨୦୨୨) ନୂଆଦିଲ୍ଲୀ ଠାରେ ତୃତୀୟ ଜାତୀୟ ଜଳ ପୁରସ୍କାର ପ୍ରଦାନ କରିଛନ୍ତି । ଏହି ଅବସରରେ ରାଷ୍ଟ୍ରପତିଙ୍କ
Read More...

ନ୍ୟାସନାଲ୍ ସୁପର କମ୍ପ୍ୟୁଟିଂ ମିଶନ ଅନ୍ତର୍ଗତ ଆଇଆଇଟି ଖଡ଼ଗପୁରରେ ପେଟାସ୍କେଲ୍ ସୁପର କମ୍ପ୍ୟୁଟର ପରମ ଶକ୍ତିର ଉଦ୍ଘାଟନ

ବିଜ୍ଞାନ ଓ ଇଞ୍ଜିନିୟରିଂ କ୍ଷେତ୍ରର ବଡ଼ ସମସ୍ୟାଗୁଡ଼ିକୁ ସମାଧାନ କରିବାରେ ଗବେଷଣାକାରୀଙ୍କୁ ସହାୟତା କରିବ ଏହି ନୂଆ ଉଚ୍ଚ କ୍ଷମତାସମ୍ପନ୍ନ କମ୍ପ୍ୟୁଟେସନାଲ ସୁବିଧା ନୂଆଦିଲ୍ଲୀ, (ପିଆଇବି) : ନ୍ୟାସନାଲ୍ ସୁପର କମ୍ପ୍ୟୁଟିଂ ମିଶନ ଅନ୍ତର୍ଗତ ଆଇଆଇଟି ଖଡ଼ଗପୁରରେ ପେଟାସ୍କେଲ ସୁପର
Read More...

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ରେଡ଼ିଓ ଅଭିଭାଷଣ “ମନ୍ କି ବାତ୍’’(୮୭ତମ ଅଧ୍ୟାୟ)ର ଓଡ଼ିଆ ଭାଷାନ୍ତର

ଓଡ଼ିଶାର ପୁରୀ ନିବାସୀ ସ୍ୱଚ୍ଛାଗ୍ରହୀ ରାହୁଲ ମହାରଣାଙ୍କୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା ନୂଆଦିଲ୍ଲୀ, (ପିଆଇବି) :ମୋର ପ୍ରିୟ ଦେଶବାସୀଗଣ, ନମସ୍କାର । ଗତ ସପ୍ତାହରେ ଆମେ ଏଭଳି ଗୋଟିଏ ଉପଲବ୍ଧି ହାସଲ କଲୁ, ଯାହା ଆମ ସମସ୍ତଙ୍କୁ ଗର୍ବରେ ପରିପୂର୍ଣ୍ଣ କରିଦେଲା । ଆପଣ ଶୁଣିଥିବେ ଯେ,
Read More...

୩୨ ଦିନରେ ରୁଷ୍‌-ୟୁକ୍ରେନ୍‌ ଯୁଦ୍ଧ : ଛିନ୍‌ଛତର୍‌ ହେଲା ୟୁକ୍ରେନ୍‌

ନୂଆଦିଲ୍ଲୀ : ୩୨ ଦିନରେ ରୁଷ୍‌-ୟୁକ୍ରେନ୍‌ ଯୁଦ୍ଧ ପହଂଚିଛି । ଛିନ୍‌ଛତର୍‌ ହୋଇ ସାରିଛି ୟୁକ୍ରେନ୍‌ । ଏହି ସମୟରେ ପୋଲାଣ୍ଡରେ ପହଞ୍ଚିଥିବା ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଏକ ବଡ଼ ଦାବୀ କରିଛନ୍ତି । ଖୁବ ଶୀଘ୍ର ପୁଟିନଙ୍କୁ କ୍ଷମତାରୁ ବହିଷ୍କାର କରାଯିବ ବୋଲି ସେ କହିଛନ୍ତି । ସେ
Read More...

ଭାରସାମ୍ୟ ହରାଇ ବରଯାତ୍ରୀ ବସ୍ ଦୁର୍ଘଟଣା ଗ୍ରସ୍ତ, ୭ ମୃତ ୪୫ରୁ ଅଧିକ ଆହତ

ଚିତ୍ତୁର : ଆନ୍ଧ୍ରପ୍ରଦେଶର ଚିତ୍ତୁର ଜିଲ୍ଲାରେ ଗତକାଲି ବିଳମ୍ବିତ ରାତିରେ ଭାରସାମ୍ୟ ହରାଇ ଏକ ବରଯାତ୍ରୀ ବସ୍‌ ଦୁର୍ଘଟଣା ଗ୍ରସ୍ତ ହୋଇଥିବା ଜଣାପଡିଛି । ତେବେ ମୃତକଙ୍କ ସଂଖ୍ୟା ଆହୁରି ବଢିପାରେ ବୋଲି ଅନୁମାନ କରାଯାଉଛି । ତିରୁପତି ଏସ୍‌ପିଙ୍କ ଠାରୁ ମିଳିଥିବା ସୂଚନା ଅନୁଯାୟୀ,
Read More...