Browsing Category

ଦେଶ ବିଦେଶ

ଆନ୍ତର୍ଜାତିକ ଡ୍ରାଇଭିଂ ପରମିଟ୍ ପ୍ରଦାନ ବ୍ୟବସ୍ଥାକୁ ଦେଶବ୍ୟାପୀ ସୁଗମ କରିବାକୁ ବିଜ୍ଞପ୍ତି ଜାରି

ନୂଆଦିଲ୍ଲୀ, (ପିଆଇବି) : ସମଗ୍ର ଦେଶରେ ଆନ୍ତର୍ଜାତିକ ଡ୍ରାଇଭିଂ ପରମିଟ୍ ବା ଆଇଡିପି ପ୍ରଦାନ ବ୍ୟବସ୍ଥାକୁ ସୁଗମ କରିବା ପାଇଁ କେନ୍ଦ୍ର ସଡକ ପରିବହନ ଓ ରାଜମାର୍ଗ ମନ୍ତ୍ରଣାଳୟ ପକ୍ଷରୁ ଚଳିତମାସ ୨୬ତାରିଖ (୨୦୨୨ ଅଗଷ୍ଟ ୨୬)ରେ ଏକ ବିଜ୍ଞପ୍ତି ଜାରି କରାଯାଇଛି ।ଭାରତ ଆନ୍ତର୍ଜାତିକ ସଡକ
Read More...

ଦିଲ୍ଲୀ, ମୁମ୍ବାଇ, ଚେନ୍ନାଇ, କୋଲକାତାରେ ଦୀପାବଳୀ ଠାରୁ ୫ଜି ସେବା ଆରମ୍ଭ ହେବ, ୨୦୨୩ ସୁଦ୍ଧା ପ୍ରତ୍ୟେକ ଗ୍ରାମରେ…

ନୂଆଦିଲ୍ଲୀ : ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ (ଜିଓ) ର ୪୫ତମ ବାର୍ଷିକ ସାଧାରଣ ସଭା(ଏଜିଏମ୍)ରେ କମ୍ପାନୀର ଚେୟାରମ୍ୟାନ୍ ତଥା ପରିଚାଳନା ନିର୍ଦ୍ଦେଶକ ମୁକେଶ ଅମ୍ବାନୀ ଦୀପାବଳୀଠାରୁ ଦେଶରେ ରିଲାଏନ୍ସ ଜିଓର ୫ଜି ସେବା ଆରମ୍ଭ କରିବାକୁ ଘୋଷଣା କରିଛନ୍ତି । ଏଠାରେ ସୂଚନାଯୋଗ୍ୟ ଯେ,
Read More...

ସ୍ମାର୍ଟ ଇଣ୍ଡିଆ ହାକାଥନ ୨୦୨୨ର ଗ୍ରାଣ୍ଡ ଫିନାଲେ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରଦତ୍ତ…

ନୂଆଦିଲ୍ଲୀ, (ପିଆଇବି) :ଯୁବ ସାଥୀଗଣ,ବାସ୍ତବିକ, ତୁମେମାନେ ସଭିଏଁ ଇନୋଭେଟର୍ସମାନେ ମିଳିତ ଭାବେ, ପରସ୍ପର ମଧ୍ୟରେ ଆଲୋଚନା କରୁଥିବା ଦେଖି ମୋତେ ଖୁବ୍‍ ଆନନ୍ଦ ଲାଗୁଛି । ଏଭଳି ନୂଆ ନୂଆ ବିଷୟମାନ ତୁମମାନଙ୍କ ମନକୁ ଛୁଇଁଛି, ତୁମମାନଙ୍କ ଭଳି ଯୁବକମାନେ ନିଜ କାର୍ଯ୍ୟରେ ଯେଉଁ ନବୀନତା
Read More...

ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନା(ପିଏମ୍‌ଜେଡିୱାଇ)-ଆର୍ଥିକ ସମାବେଶୀକରଣ ପାଇଁ ଉଦ୍ଦିଷ୍ଟ ଜାତୀୟ ମିଶନ କାର୍ଯ୍ୟକାରିତାର…

ଯୋଜନା ଆରମ୍ଭରୁ ଏଯାବତ୍ ୪୬.୨୫କୋଟିରୁ ଅଧିକ ହିତାଧିକାରୀ ପିଏମ୍‌ଜେଡିୱାଇ ଅଧୀନରେ ଖାତା ଖୋଲିଛନ୍ତି ଏବଂ ସେମାନଙ୍କ ଜମା ଟଙ୍କାର ମୋଟ ପରିମାଣ ୧, ୭୩, ୯୫୪ କୋଟିଅର୍ଥମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ : ସମାବେଶୀ ବିକାଶ ହାସଲ ପାଇଁ ଆର୍ଥିକ ସମାବେଶ ଏକ ବଡ ପଦକ୍ଷେପ; ଏହା ଦ୍ୱାରା
Read More...

ଯୁବ ବ୍ୟାପାର ଏବଂ କ୍ରୀଡା ମନ୍ତ୍ରଣାଳୟ କ୍ରୀଡା ପୁରସ୍କାର ୨୦୨୨ ପାଇଁ ଆବେଦନ ଆମନ୍ତ୍ରିତ କରିଛି

ଏକ ଉତ୍ସର୍ଗୀକୃତ ପୋର୍ଟାଲ୍ dbtyas-sports.gov.in ମାଧ୍ୟମରେ ଆବେଦନ ଗୁଡିକ କେବଳ ଅନ୍ ଲାଇନ୍ ମୋଡ୍‌ରେ ଆମନ୍ତ୍ରିତ କରା ଯାଇଛି : ଆବେଦନ ଗୁଡିକ ୨୦ ସେପ୍ଟେମ୍ବର ୨୦୨୨ ପର୍ଯ୍ୟନ୍ତ ରାତି ୧୧.୫୯ ସୁଦ୍ଧା ଗ୍ରହଣ କରା ଯିବ ଦିଲ୍ଲୀ, (ପିଆଇବି) : ଭାରତ ସରକାରଙ୍କର ଯୁବ ବ୍ୟାପାର ଏବଂ
Read More...

ଅହମ୍ମଦାବାଦର ସାବରମତୀ ନଦୀ କୂଳରେ ଅନୁଷ୍ଠିତ ଖଦି ଉତ୍ସବରେ ଅଂଶଗ୍ରହଣ କରିଛନ୍ତି ପ୍ରଧାନମନ୍ତ୍ରୀ

“୭୫୦୦ ଭଉଣୀ ଏକତ୍ର ଚରଖାରେ ସୂତା କାଟି ଇତିହାସ ସୃଷ୍ଟି କରିଛନ୍ତି”“ତୁମର ହାତ, ଚରଖା ଉପରେ ସୂତା କାଟିବାବେଳେ ଭାରତର କପଡା ବୁଣୁଛି”“ସ୍ୱାଧୀନତା ସଂଗ୍ରାମ ପରି ଖଦି ଏକ ବିକଶିତ ଭାରତ ଏବଂ ଆତ୍ମର୍ନିଭରଶୀଳ ଭାରତର ପ୍ରତିଶ୍ରୁତି ପୂରଣ କରିବାରେ ପ୍ରେରଣା ଯୋଗାଇପାରେ”“ଜାତି ପାଇଁ ଖଦି ଏବଂ
Read More...

ନୂଆଦିଲ୍ଲୀରେ ଦକ୍ଷତା ତାଲିମ ପ୍ରମାଣପତ୍ର ବିତରଣ ସମାରୋହରେ କେନ୍ଦ୍ରମନ୍ତ୍ରୀ

ଶ୍ରମବଳର ସମ୍ପୂର୍ଣ୍ଣ ଉପଯୋଗ ଦ୍ୱାରା ଭାରତ ଆର୍ଥିକ ମହାଶକ୍ତିର କେନ୍ଦ୍ରବିନ୍ଦୁ ହେବ- ଧର୍ମେନ୍ଦ୍ର ପ୍ରଧାନ• ଆରପିଏଲ ଦକ୍ଷତା ତାଲିମ ଅଧୀନରେ ପ୍ରଶିକ୍ଷଣ ନେଇଥିବା ପ୍ରାର୍ଥୀଙ୍କୁ ପ୍ରମାଣପତ୍ର ପ୍ରଦାନ• ବିକଶିତ ଭାରତର ଲକ୍ଷ୍ୟକୁ ପୂରଣ ଦିଗରେ ଦକ୍ଷତା ବିକାଶର ମହତ୍ୱପୂର୍ଣ୍ଣ ଭୂମିକା
Read More...

ଜଷ୍ଟିସ୍ ୟୁୟୁ ଲଲିତ ଦେଶର ନୂତନ ପ୍ରଧାନ ବିଚାରପତି ଭାବେ ଶପଥ ଗ୍ରହଣ କଲେ

ନୂଆଦିଲ୍ଲୀ : ଦେଶର ୪୯ତମ ପ୍ରଧାନ ବିଚାରପତି ଭାବରେ ଜଷ୍ଟିସ ଉଦୟ ଉମେଶ ଲଲିତ ଲଲିତ ଶପଥ ଗ୍ରହଣ କରିଛନ୍ତି । ତାଙ୍କୁ ଆଜି ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶପଥ ଗ୍ରହଣ କରାଇଛନ୍ତି । ଜଷ୍ଟିସ ଏନ୍‌ଭି ରାମନା ଗତଚାଲି ଅଗଷ୍ଟ ୨୬ରେ ପ୍ରଧାନ ବିଚାରପତି ପଦରୁ ଅବସର ନେଇଥିଲେ
Read More...

ଆଜିଠାରୁ ଦୁଇ ଦିବସୀୟ ଗୁଜୁରାଟ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜିଠାରୁ ଦୁଇ ଦିବସୀୟ ଗୁଜୁରାଟ ଗସ୍ତରେ ଯିବେ । ଏହି ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ମୋଦୀ କେତେକ ମହତ୍ତ୍ୱପୂର୍ଣ୍ଣ ଯୋଜନାର ଶିଳାନ୍ୟାସ ଏବଂ ଲୋକାର୍ପଣ କରିବେ । ଗୁଜୁରାଟ ଗସ୍ତର ପ୍ରଥମ ଦିନ ନରେନ୍ଦ୍ର ମୋଦୀ ଆଜି ଅହମଦାବାଦରେ ସାବରମତୀ
Read More...

ଖୋଲିବ ୧୦,୦୦୦ ନୂଆ ଡାକଘର

ନୂଆଦିଲ୍ଲୀ : ଚଳିତ ବର୍ଷ ଶେଷ ସୁଦ୍ଧା ଭାରତୀୟ ଡାକ ବିଭାଗ ପକ୍ଷରୁ ଆଉ ୧୦,୦୦୦ ନୂଆ ଡାକଘର ଖୋଲାଯିବ ବୋଲି ବିଭାଗୀୟ ସଚିବ ଅମନ ଶର୍ମା ଏକ କାର୍ଯ୍ୟକ୍ରମରେ ଯୋଗଦେଇ ସୂଚନା ଦେଇଛନ୍ତି । ବିଭାଗୀୟ ସେବାକୁ ସବୁ ବର୍ଗଙ୍କ ନିକଟରେ ପହଞ୍ଚାଇବାକୁ ଅଧିକ ଡାକଘର ଖୋଲିବାକୁ ସରକାର ଯୋଜନା କରୁଥିବା
Read More...