Browsing Category
ଦେଶ ବିଦେଶ
ଗୁଜୁରାଟର ଗାନ୍ଧୀନଗର ସ୍ଥିତ ମହାତ୍ମା ମନ୍ଦିର କନଭେନସନ ଏବଂ ପ୍ରଦର୍ଶନୀ କେନ୍ଦ୍ରରେ ଡିଫେନ୍ସ ଏକ୍ସପୋ ୨୨କୁ ଉଦଘାଟନ…
ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ୍ ଦ୍ୱାରା ଡିଜାଇନ୍ ହୋଇଥିବା ସ୍ୱଦେଶୀ ପ୍ରଶିକ୍ଷକ ବିମାନ ଏଚ୍ଟିଟି-୪୦କୁ ଉନ୍ମୋଚନ କରିଛନ୍ତିମିଶନ୍ ମହାକାଶ ପ୍ରତିରକ୍ଷାର ଶୁଭାରମ୍ଭଦିଶା ବିମାନବନ୍ଦରର ଭିତ୍ତିପ୍ରସ୍ତର ସ୍ଥାପନ“ଏହା ହେଉଛି ପ୍ରଥମ ପ୍ରତିରକ୍ଷା ପ୍ରଦର୍ଶନୀ ଯେଉଁଠାରେ କେବଳ ଭାରତୀୟ!-->…
Read More...
Read More...
ନିଜ ସାଥୀଙ୍କ ଗୁଳିରେ ହାଇବ୍ରିଡ୍ ଆତଙ୍କବାଦୀ ନିହତ
ଶ୍ରୀନଗର : ଜମ୍ମୁ-କଶ୍ମୀରର ଶୋପିଆନରେ ଗ୍ରେନେଡ ଆକ୍ରମଣରେ ଦୁଇ ଜଣ ଶ୍ରମିକଙ୍କ ମୃତ୍ୟୁ ପରେ ଗିରଫ ହୋଇଥିବା ହାଇବ୍ରିଡ ଆତଙ୍କବାଦୀ ଇମ୍ରାନ ବଶିର ଘନିଙ୍କୁ ମଧ୍ୟ ହତ୍ୟା କରାଯାଇଛି । ଏନକାଉଣ୍ଟର ସମୟରେ ତାଙ୍କ ସାଥୀଙ୍କ ଗୁଳିରେ ବଶିରଙ୍କ ମୃତ୍ୟୁ ଘଟିଛି । ଶୋପିଆର ନୌଗାମ ଅଞ୍ଚଳରେ ସାଧାରଣ!-->…
Read More...
Read More...
ଦରଦାମ୍ ବିରୋଧରେ ଲମ୍ବା ଲଢେଇ ଚାଲିବ : ରିଜର୍ଭ ବ୍ୟାଙ୍କ
ନୂଆଦିଲ୍ଲୀ : ଦେଶର ଖୁଚୁରା ମୁଦ୍ରାସ୍ଫୀତି ହାର ସେପ୍ଟେମ୍ବର ମାସରେ ୭.୪ ପ୍ରତିଶତ ରହିଛି ଯାହା ନିର୍ଦ୍ଧାରିତ ଲକ୍ଷ୍ୟ ୬% ଠାରୁ ଅଧିକ । ଏହାକୁ ନିୟନ୍ତ୍ରଣ ମଧ୍ୟକୁ ଆଣିବା ଲାଗି ଭାରତୀୟ ରିଜର୍ଭ ବ୍ୟାଙ୍କ ନିଜର ପ୍ରମୁଖ ଅସ୍ତ୍ର ସୁଧ ହାର ବୃଦ୍ଧିକୁ ଏକାଧିକ ଥର ପ୍ରୟୋଗ କରିଥିଲେ ମଧ୍ୟ!-->…
Read More...
Read More...
ଦିଲ୍ଲୀରେ ବିପୁଳ ପରିମାଣର ବାଣ ଜବତ, ୬ ଗିରଫ
ନୂଆଦିଲ୍ଲୀ : ଦିଲ୍ଲୀ ପୋଲିସ ଦିଲ୍ଲୀର ବିଭିନ୍ନ ସ୍ଥାନରେ ଚଢଉ କରି ୨୦୦୦ କିଲୋରୁ ଅଧିକ ବାଣ ଜବତ କରିଥିବା ସୂଚନା ମିଳିଛି । ଏହି ମାମଲାରେ ୬ ଜଣଙ୍କୁ ଗିରଫ କରାଯାଇଥିବା ଜଣାପଡିଛି । ଦୀପାବଳି ପୂର୍ବରୁ ଦିଲ୍ଲୀ ପୋଲିସ ଆକ୍ସନ ମୁଡରେ ରହିଛି । ଦିଲ୍ଲୀ ପୋଲିସ ଦ୍ୱାରା ଦ୍ୱାରକା, ଉତ୍ତର!-->…
Read More...
Read More...
୧୯ ଅକ୍ଟୋବରରେ ଚାନ୍ଦନୀ ଚୌକଠାରୁ ସ୍ୱଚ୍ଛ ଭାରତ ୨୦୨୨ କାର୍ଯ୍ୟକ୍ରମ ଅଧୀନରେ ବୃହତ୍ ସ୍ୱଚ୍ଛତା ଅଭିଯାନର ଉଦ୍ଘାଟନ…
ସ୍ୱଚ୍ଛ ଭାରତ ୨୦୨୨ କାର୍ଯ୍ୟକ୍ରମ ଅଧୀନରେ ଏବେ ସୁଦ୍ଧା ସାରା ଦେଶର ସମସ୍ତ ଜିଲ୍ଲାରୁ ୬୦ ଲକ୍ଷ କିଲୋଗ୍ରାମ୍ରୁ ଅଧିକ ଆବର୍ଜନା ଏକତ୍ର କରାଯାଇଛି
ଦିଲ୍ଲୀ, (ପିଆଇବି) : କେନ୍ଦ୍ର ଯୁବ ବ୍ୟାପାର ଏବଂ କ୍ରୀଡା ମନ୍ତ୍ରୀ ଶ୍ରୀ ଅନୁରାଗ ସିଂହ ଠାକୁର ୧୯ ଅକ୍ଟୋବର ୨୦୨୨ରେ ଦିଲ୍ଲୀର ଚାନ୍ଦିନୀ!-->!-->!-->…
Read More...
Read More...
୨୦୨୩-୨୪ ବିପଣନ ଋତୁ ପାଇଁ ସବୁ ରବି ଫସଲର ସର୍ବନିମ୍ନ ସହାୟକ ମୂଲ୍ୟବୃଦ୍ଧିକୁ କ୍ୟାବିନେଟ ମଞ୍ଜୁରି
• ରେପସିଡ୍ ଏବଂସୋରିଷର ଖର୍ଚ୍ଚ ଉପରେ ୧୦୪ ପ୍ରତିଶତ ରିଟର୍ଣ୍ଣ ପାଇଁ ବ୍ୟବସ୍ଥା• ଗହମ ଉପରେ ୧୦୦ ପ୍ରତିଶତ, ମସୁର ଉପରେ ୮୫ ପ୍ରତିଶତ, ଚଣା ଉପରେ ୬୬ ପ୍ରତିଶତ ; ଯଅ ଉପରେ ୬୦ ପ୍ରତିଶତ ଏବଂ କୁସୁମ ଉପରେ ୫୦ ପ୍ରତିଶତ କୃଷି ଖର୍ଚ୍ଚର ରିଟର୍ଣ୍ଣ ପ୍ରଦାନ କରିବ ବର୍ଦ୍ଧିତ ଏମଏସପି
!-->!-->!-->…
Read More...
Read More...
କେଦାରନାଥରେ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ
ଡେରାଡୁନ : ଉତ୍ତରାଖଣ୍ଡରେ ମଙ୍ଗଳବାର ଏକ ବଡ଼ ଦୁର୍ଘଟଣା ଘଟିଥିବା ଜଣାପଡିଛି । ମଧ୍ୟାହ୍ନ ପ୍ରାୟ ୧୨ଟା ସମୟରେ କେଦାରନାଥ ଧାମରେ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିଛି । କେଦାରନାଥଠାରୁ ଦୁଇ କିଲୋମିଟର ଦୂରରେ ଥିବା ଗରୁଡଚଟ୍ଟୀରେ ଏହି ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି ।
Read More...
Read More...
ଅକ୍ଟୋବର ୧୮ରେ ୯୦ତମ ଇଣ୍ଟରପୋଲ ସାଧାରଣ ସଭାକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ
ଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅକ୍ଟୋବର ୧୮ ଅପରାହ୍ନ ୧.୪୫ରେ ନୂଆଦିଲ୍ଲୀର ପ୍ରଗତି ମଇଦାନ ଠାରେ ୯୦ତମ ଇଣ୍ଟରପୋଲ ସାଧାରଣ ସଭାକୁ ସମ୍ବୋଧିତ କରିବେ ।
ଇଣ୍ଟରପୋଲର ୯୦ତମସାଧାରଣ ସଭା ଅକ୍ଟୋବର ୧୮ରୁ ୨୧ ପର୍ଯ୍ୟନ୍ତ ଆୟୋଜିତ ହେବ । ଏହି ବୈଠକରେ ମନ୍ତ୍ରୀ,!-->!-->!-->…
Read More...
Read More...
ନୂଆଦିଲ୍ଲୀସ୍ଥିତ ଭାରତୀୟ କୃଷି ଗବେଷଣା ପରିଷଦ ଠାରେ ପିଏମ କିଷାନ ସମ୍ମାନ ସମ୍ମେଳନ ୨୦୨୨କୁ ଉଦଘାଟନ କଲେ…
• ‘‘କୃଷି-ଷ୍ଟାର୍ଟଅପ୍ କନକ୍ଲେଭ୍ ଏବଂ କିଷାନ ସମ୍ମେଳନ’’ରେ ମହିଳା ଚାଷୀଙ୍କ ଅନଲାଇନ ଅଂଶଗ୍ରହଣ ସୁବିଧା ଯୋଗାଇ ଦେଲା ଆଇସିଏଆର ସିଆଇଡବ୍ଲୁଏ• ପ୍ରତିଷ୍ଠାନ ପକ୍ଷରୁ ପୋଷ୍ୟ ଭାବେ ଗ୍ରହଣ କରାଯାଇଥିବା ଗ୍ରାମରୁ ପାଖାପାଖି ୨୫୦ ମହିଳା ଚାଷୀ କାର୍ଯ୍ୟକ୍ରମରେ ଯୋଗ ଦେଲେ
ନୂଆଦିଲ୍ଲୀ,!-->!-->!-->…
Read More...
Read More...
ଦେଶର ଆବଶ୍ୟକତା ପୂରଣ ପାଇଁ କେନ୍ଦ୍ରୀୟ ପୁଲରେ ଯଥେଷ୍ଟ ଖାଦ୍ୟଶସ୍ୟ ମହଜୁଦ ରହିଛି : କେନ୍ଦ୍ର ସରକାର
• ଅକ୍ଟୋବର ୧, ୨୦୨୨ ସୁଦ୍ଧା ପ୍ରାୟ ୨୨୭ ଲକ୍ଷ ମେଟ୍ରିକ ଟନ ଗହମ, ୨୦୫ ଲକ୍ଷ ମେଟ୍ରିକ ଟନ୍ ଚାଉଳ ମହଜୁଦ ଅଛି, ଏହା ବଫର ଷ୍ଟକ ସର୍ତ୍ତାବଳୀ ଠାରୁ ଯଥେଷ୍ଟ ଅଧିକ
ନୂଆଦିଲ୍ଲୀ, (ପିଆଇବି) : ଜାତୀୟ ଖାଦ୍ୟ ସୁରକ୍ଷା ଆଇନ (ଏନଏଫଏସଏ) ଏବଂ ସରକାରଙ୍କ ଅନ୍ୟ ଯୋଜନା ପାଇଁ ଆବଶ୍ୟକ ଖାଦ୍ୟଶସ୍ୟ!-->!-->!-->…
Read More...
Read More...