Browsing Category

ଦେଶ ବିଦେଶ

ତାଜିକିସ୍ତାନରେ ଭୂମିକମ୍ପ

ବେଜିଂ : ଆଜି ତାଜିକିସ୍ତାନରେ ୬.୮ ତୀବ୍ରତାର ଭୂମିକମ୍ପ ହୋଇଥିବା ଜଣାପଡିଛି । ଯାହାର ପ୍ରଭାବରେ ଚୀନରେ ଭୂମିକମ୍ପ ଅନୁଭୁତ ହୋଇଛି । ଆମେରିକୀୟ ଭୂବିଜ୍ଞାନ ସର୍ଭେକ୍ଷଣ ପକ୍ଷରୁ(ଟଝଏଝ) ଏହି ସୂଚନା ଦିଆଯାଇଛି । ସକାଳ ପ୍ରାୟ ୫.୩୭ ମିନିଟ୍‌ରେ ଏହି ଭୂମିକମ୍ପ ହୋଇଥିଲା । ଆଫଗାନିସ୍ତାନ ଓ
Read More...

ବିମାନବନ୍ଦରରୁ ୧୪ କିଲୋ ସୁନା ଜବତ

ହାଇଦ୍ରାବାଦ : ହାଇଦ୍ରାବାଦ ରାଜୀବ ଗାନ୍ଧି ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ୧୪ କିଲୋ ସୁନା ଜବତ ହୋଇଥିବା ଜଣାପଡିଛି । ୨୩ ସୁଦାନ ନାଗରୀକଙ୍କଠାରୁ ଏହି ସୁନା ଜବତ ହୋଇଥିବା ଜଣାପଡିଛି । ହାଇଦ୍ରାବାଦ କଷ୍ଟମ୍ସ ବିଭାଗ ସହାୟତାରେ ସୁନା ଜବତ କରାଯାଇଥିବା ଜଣାପଡିଛି ।
Read More...

କ୍ୟାବିନେଟ ମଞ୍ଜୁରି : ଦ୍ୱାବିଂଶତମ ଆଇନ ଆୟୋଗଙ୍କ କାର୍ଯ୍ୟକାଳ ୩୧ ଅଗଷ୍ଟ, ୨୦୨୪ ପର୍ଯ୍ୟନ୍ତ ବୃଦ୍ଧି

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଭାରତର ଦ୍ୱାବିଂଶତମ ଆଇନ ଆୟୋଗଙ୍କ କାର୍ଯ୍ୟକାଳ ବୃଦ୍ଧି ପ୍ରସ୍ତାବକୁ ଅନୁମୋଦନ କରାଯାଇଛି । ଭାରତ ସରକାର ବିଭିନ୍ନ ସମୟରେ ଏକ ଅଣ-ବୈଧାନିକ ସଂସ୍ଥା ଭାବେ ଭାରତର ଆଇନ
Read More...

ବେଙ୍ଗାଲୁରୁରେ ଫାଇନାନ୍ସ ଓ ସେଣ୍ଟ୍ରାଲ୍ ବ୍ୟାଙ୍କ ପ୍ରତିନିଧି (ଏଫସିବିଡି)ଙ୍କ ଦ୍ୱିତୀୟ ବୈଠକ ଓ ଉଦ୍‌ଘାଟନୀ…

ନୂଆଦିଲ୍ଲୀ, (ପିଆଇବି) : କେନ୍ଦ୍ର ସୂଚନା ଓ ପ୍ରସାରଣ ତଥା ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ ଅନୁରାଗ ସିଂ ଠାକୁରଙ୍କ ଉଦ୍‌ଘାଟନୀ ଭାଷଣ ସହିତ ଗତକାଲି ଜି-୨୦ ଫାଇନାନ୍ସ ଓ ସେଣ୍ଟ୍ରାଲ୍ ବ୍ୟାଙ୍କ ପ୍ରତିନିଧି (ଏଫସିବିଡି)ଙ୍କର ଦ୍ୱିତୀୟ ବୈଠକ ଶୁଭାରମ୍ଭ ହୋଇଛି । ଭାରତ ଦ୍ୱାରା ଜି-୨୦ର
Read More...

ଆନ୍ତର୍ଜାତିକ ବେସାମରିକ ଉଡାଣ (ଚିକାଗୋ ଚୁକ୍ତି) ରାଜିନାମା ୧୯୪୪ର ତିନିଟି ସଂଶୋଧିତ ନିୟମକୁ ଅନୁମୋଦନ କରିବା…

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଗତକାଲି କେନ୍ଦ୍ର କ୍ୟାବିନେଟର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ୧୯୪୪ର ଆନ୍ତର୍ଜାତିକ ବେସାମରିକ ଉଡାଣ ରାଜିନାମା (ଚିକାଗୋ ଚୁକ୍ତି)ର ତିନିଟି ସଂଶୋଧିତ ନିୟମ (ପ୍ରୋଟୋକଲ)କୁ ଅନୁମୋଦନ କରିବା ସଂକ୍ରାନ୍ତ
Read More...

୪୧ତମ ପ୍ରଗତି ବୈଠକରେ ଅଧ୍ୟକ୍ଷତା କରିଛନ୍ତି ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ୧୩ଟି ରାଜ୍ୟରେ ଥିବା ନଅଟି ପ୍ରମୁଖ ଭିତ୍ତିଭୂମି ପ୍ରକଳ୍ପର ସମୀକ୍ଷା କରିଛନ୍ତି ଯାହାର ମୂଲ୍ୟ ୪୧,୫୦୦ କୋଟି ଟଙ୍କାରୁ ଅଧିକଭିତ୍ତିଭୂମି ପ୍ରକଳ୍ପର ଯୋଜନା ପ୍ରସ୍ତୁତରେ ପିଏମ ଗତିଶକ୍ତି ପୋର୍ଟାଲ ବ୍ୟବହାର କରିବାକୁ ପରାମର୍ଶ ଦେଇଛନ୍ତି ପ୍ରଧାନମନ୍ତ୍ରୀପ୍ରଧାନମନ୍ତ୍ରୀ
Read More...

ନୂଆଦିଲ୍ଲୀର ଆଦି ମହୋତ୍ସବରେ କନ୍ଧମାଳ ଓ ନବରଙ୍ଗପୁରର ଜୈବିକ କୃଷି ଉତ୍ପାଦର ଚାହିଦା

କନ୍ଧମାଳ କଫି ଓ ପାମ୍ପଡ଼ କିଣିଲେ ପ୍ରଧାନମନ୍ତ୍ରୀକଫିକୁ ପସନ୍ଦ କରିବା ସହିତ ଖୁସିବ୍ୟକ୍ତ କଲେ ନୂଆଦିଲ୍ଲୀ, (ପିଆଇବି) : ନୂଆଦିଲ୍ଲୀର ମେଜର ଧ୍ୟାନଚାନ୍ଦ ଜାତୀୟ ଷ୍ଟାଡିୟମରେ ଆୟୋଜିତ ହେଉଛି ଚଳିତବର୍ଷର ଆଦିମହୋତ୍ସବ ସମାରୋହ । ଏଥିରେ ଓଡ଼ିଶାର ଦୁଇଟି କୃଷକ ଉତ୍ପାଦକ ସଂଗଠନ - କନ୍ଧମାଳ
Read More...

କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି : ଝୋଟ ବସ୍ତାରେ ହେବ ଖାଦ୍ୟ ଶସ୍ୟ ଓ ଚିନିର ବାଧ୍ୟତାମୂଳକ ପ୍ୟାକେଜିଂ

ସରକାରଙ୍କ ନିଷ୍ପତ୍ତି ଫଳରେ ଓଡ଼ିଶା, ପଶ୍ଚିମବଙ୍ଗ ସମେତ ଝୋଟ ଉତ୍ପାଦନକାରୀ ରାଜ୍ୟର ଚାଷୀ, ଶ୍ରମିକ ଓ ଝୋଟ କଳମାନେ ହେବେ ଉପକୃତଝୋଟ ପ୍ୟାକେଜିଂ ସାମଗ୍ରୀ ଆଇନ, ୧୯୮୭ ଅଧୀନରେ ଝୋଟ ବର୍ଷ ୨୦୨୨-୨୩ ଲାଗି ଝୋଟ ପ୍ୟାକେଜିଂ ସାମଗ୍ରୀ ପାଇଁ ସଂରକ୍ଷଣ ମାନଦଣ୍ଡ ଜାରିଝୋଟ ବର୍ଷ ୨୦୨୨-୨୩ ଆର୍ଥିକ
Read More...

ତୁର୍କୀରେ ଭୂମିକମ୍ପ ଅନୁଭୂତ

ନୂଆଦିଲ୍ଲୀ : ତୁର୍କୀରେ ପୁଣି ଭୂକମ୍ପର ଝଟକା । ରିକ୍ଟର ସ୍କେଲରେ ଏହି ଭୂକମ୍ପର ତୀବ୍ରତା ୬.୪ ରହିଛି । ହୟାତ ପ୍ରଦେଶରେ ଏହି ଝଟକା ଅନୁଭୂତ ହୋଇଛି । ପୂର୍ବରୁ ୭.୪ ତୀବ୍ରତାର ମହାବିନାଶକାରୀ ଭୂକମ୍ପ ପରେ ପୁଣି ଥରେ ତୁର୍କୀରେ ଆତଙ୍କର ପରିବେଶ ସୃଷ୍ଟି ହୋଇଛି । କେତେ କ୍ଷୟକ୍ଷତି ଘଟିଛି,
Read More...

ଚନ୍ଦ୍ରଯାନ-୩ର ଇଏମ୍‌ଆଇ-ଇଏମ୍‌ସି ପରୀକ୍ଷା ସଫଳ

ନୂଆଦିଲ୍ଲୀ : ଭାରତର ମୁନ୍‌ ମିଶନ୍‌ 'ଚନ୍ଦ୍ରଯାନ-୩' ପ୍ରସ୍ତୁତ ହୋଇସାରିଛି । ଇତିମଧ୍ୟରେ ଏହାର ଇଏମ୍‌ଆଇ/ଇଏମ୍‌ସି (ଇଲେକ୍ଟ୍ରୋ-ମ୍ୟାଗ୍ନେଟିକ୍‌ ଇଣ୍ଟରଫରେନ୍ସ/ଇଲେକ୍ଟ୍ରୋ-ମ୍ୟାଗ୍ନେଟିକ୍‌ କମ୍ପାଟିବିଲିଟି) ପରୀକ୍ଷଣ ସଫଳ ହୋଇଛି । ଏହି ଟେଷ୍ଟ ସଫଳ ହେବା ଅର୍ଥ ଚନ୍ଦ୍ରଯାନ-୩ ଏବେ
Read More...