Browsing Category
ଦେଶ ବିଦେଶ
ଆମେରିକାର ନେବାଦାରେ ମେଡିକାଲ ଫ୍ଲାଇଟ କ୍ରାସ
ରେନୋ : ଆମେରିକାର ନେବାଦାରେ ଥିବା ଏକ ପାହାଡିଆ ଅଞ୍ଚଳରେ ଏକ ବିମାନ ଦୁର୍ଘଟଣାରେ ରୋଗୀ ସମେତ ଏକ ମେଡିକାଲ ଟ୍ରାନ୍ସପୋର୍ଟ ଫ୍ଲାଇଟରେ ଥିବା ସମସ୍ତ ୫ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ଲୌନ କାଉଂଟି ଶେରିଫର କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ଯେ, ଅଧିକାରୀଙ୍କ ଷ୍ଟେଜକୋଚ, ନେବାଦା!-->…
Read More...
Read More...
ଜାପାନରେ ଭୂମିକମ୍ପ
ନୂଆଦିଲ୍ଲୀ : ଶନିବାର ରାତିରେ ଜାପାନରେ ଭୂମିକମ୍ପ ଅନୁଭୂତ ହୋଇଛି । ଭୂକମିମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୬.୧ ରହିଥିଲା । ୟୁନାଇଟେଡ୍ ଷ୍ଟେଟ୍ସ ଜିଓଲୋଜିକାଲ ସର୍ଭେ ଦ୍ୱାରା ଏହାକୁ ନିଶ୍ଚିତ କରାଯାଇଛି । ୟୁନାଇଟେଡ୍ ଷ୍ଟେଟ୍ସ ଜିଓଲୋଜିକାଲ ସର୍ଭେ ଅନୁଯାୟୀ ଶନିବାର ରାତିରେ ଉତ୍ତର!-->…
Read More...
Read More...
ବଲୁଚିସ୍ତାନରେ ବିସ୍ଫୋରଣ : ୨ ମୃତ, ୨ ଆହତ
ଇସଲାମାବାଦ : ବଲୁଚିସ୍ତାନର ଖଉଜଦାର ଜିଲ୍ଲାରେ ଶନିବାର ହୋଇଥିବା ବିସ୍ଫୋରଣରେ ୨ ପୋଲିସ କର୍ମୀଙ୍କ ମୃତ୍ୟୁ ହୋଇଛି । ଏହାସହ ଏହି ବିସ୍ଫୋରଣରେ ୨ ଅନ୍ୟ ପୋଲିସ କର୍ମୀ ଆହତ ହୋଇଛନ୍ତି । ଜଣେ ପୋଲିସ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଖୁଜଦାରର ପୋଲିସ ଅଧିକ୍ଷକ (ଏସ୍ପି) ଫହଦ ଖାଁ ଖୋସୋଙ୍କ!-->…
Read More...
Read More...
ଆତଙ୍କୀ ଟ୍ରେନିଂ ପାଇଁ ପାକିସ୍ତାନ ଯାଉଥିଲେ ୨ ଭାରତୀୟ ଯୁବକ : ଗିରଫ କଲା ଦିଲ୍ଲୀ ପୋଲିସ୍
ନୂଆଦିଲ୍ଲୀ : ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ୍ ୨ ଜଣ କଟ୍ଟରପନ୍ଥି ଯୁବକଙ୍କୁ ଗିରଫ କରିଛି । ପୋଲିସ ସୂତ୍ର ଅନୁସାରେ ଆତଙ୍କି ଟ୍ରେନିଂ ପାଇଁ ପାକିସ୍ତାନ ଯାଉଥିବା ୨ ଜଣ ଲୋକଙ୍କୁ ଗିରଫ କରାଯାଇଛି । ଏମାନଙ୍କ ଭିତରେ ଜଣେ ଦକ୍ଷିଣ ଭାରତର କାଲିଆକୁଲ୍ଲା (ତାମିଲନାଡୁ)ର ହୋଇଥିବା ବେଳେ ଅନ୍ୟ!-->…
Read More...
Read More...
୩ ଗାଡ଼ି ଧକ୍କା : ୧୩ ମୃତ, ୨୦ ଆହତ
ଇସଲାମାବାଦ : ପାକିସ୍ତାନର ପଞ୍ଜାବ ପ୍ରଦେଶର ମୁଲତାନ-ସୁକୁର ମୋଟରୱେରେ ତିନି ଗାଡି ଧକ୍କାରେ ୧୩ ଜଣଙ୍କର ମୃତ୍ୟୁ ଘଟିଛି । ଏହି ଦୁର୍ଘଟଣାରେ ୨୦ ଜଣ ଆହତ ହୋଇଥିବା ଖବର ମିଳିଛି । ଶନିବାର ଉଦ୍ଧାର ଅଧିକାରୀ ଏହି ସୂଚନା ଦେଇଛନ୍ତି । ଅଧିକାରୀ କହିଛନ୍ତି ଯେ ଶୁକ୍ରବାର ରାତିରେ ରହୀମ ୟାର!-->…
Read More...
Read More...
ତୁର୍କୀରେ ପୁଣି ଭୂମିକମ୍ପ
ଆଙ୍କାରା : ଶନିବାର ତୁର୍କୀରେ ପୁଣି ଥରେ ପ୍ରବଳ ଭୂମିକମ୍ପ ଅନୁଭୂତ ହୋଇଛି । କେନ୍ଦ୍ରୀୟ ତୁର୍କୀ ଅଞ୍ଚଳରେ ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୫ ରହିଛି । ଏନେଇ ୟୁରୋପୀୟ-ଭୂମଧ୍ୟସାଗରୀୟ ଭୂମିକମ୍ପ କେନ୍ଦ୍ର ଏହି ସୂଚନା ଦେଇଛି ।
Read More...
Read More...
ପାକିସ୍ତାନରେ ଭୂମିକମ୍ପ ଅନୁଭୂତ
ଇସଲାମାବାଦ : ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଶୁକ୍ରବାର ସକାଳ ୬ଟାରେ ଏକ ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୩.୯ ରେକର୍ଡ କରାଯାଇଛି । ଏହି ଭୂକମ୍ପରେ କୌଣସି କ୍ଷୟକ୍ଷତି ହୋଇନଥିବା ସୂଚନା ମିଳିଛି ।
Read More...
Read More...
ଗୁଜରାଟର ଅମରେଲିରେ ଭୂମିକମ୍ପ ଅନୁଭୂତ
ଗାନ୍ଧୀନଗର : ଗୁଜରାଟର ଅମରେଲିରେ ଗୁରୁବାର ଭୂମିକମ୍ପର ହାଲୁକା ଝଟକା ଅନୁଭୂତ ହୋଇଥିବା ସୂଚନା ମିଳିଛି । ଜିଲ୍ଲାର ସାବରକୁଣ୍ଡଲା ତାଲୁକରେ ୩.୧ ତୀବ୍ରତାର ଭୂମିକମ୍ପ ରେକର୍ଡ କରାଯାଇଛି । ସିସମୋଲଜି ରିସର୍ଚ୍ଚ ଇନିଷ୍ଟିଚ୍ୟୁଟ୍ (ଏସଆରଆଇ) ଏହି ସୂଚନା ଦେଇଛନ୍ତି । ତେବେ କମ୍ପନ ସୃଷ୍ଟି!-->…
Read More...
Read More...
ଇଣ୍ଡୋନେସିଆରେ ଭୂମିକମ୍ପ
ଜାକର୍ତ୍ତା : ଇଣ୍ଡୋନେସିଆର ତୋବେଲୋରେ ଏକ ଭୂମିକମ୍ପ ଆସିଥିବା ସୂଚନା ମିଳିଛି । ୟୁଏସ ସିସମୋଲଜିକାଲ ସର୍ଭେ କହିଛି ଶୁକ୍ରବାର ସକାଳେ ଇଣ୍ଡୋନେସିଆର ତୋବେଲୋରେ ଭୂମିକମ୍ପ ଆସିଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ରହିଥିଲା ୬.୩ । ଭୂମିକମ୍ପର କେନ୍ଦ୍ର ଇଣ୍ଡୋନେସିଆରୁ ୧୭୭ କିଲୋମିଟର!-->…
Read More...
Read More...
ଘରୋଇ ବିମାନ ଦୁର୍ଘଟଣାଗ୍ରସ୍ତ : ୫ ମୃତ
ୱାଶିଂଟନ : ଆମେରିକାର ଆର୍କାସସର ପୁଲାସ୍କି କାଉଣ୍ଟିରେ ଏକ ଘରୋଇ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା ମିଳିଛି । ଏହି ଦୁର୍ଘଟଣାରେ ୫ ଜଣଙ୍କର ମୃତ୍ୟୁ ହୋଇଛି । ଆମେରିକାର ଗଣମାଧ୍ୟମ ଅନୁଯାୟୀ ଟୁଇନ-ଇଞ୍ଜିନ ବିମାନ ବିଲ ଏବଂ ହିଲାରୀ କ୍ଲିଣ୍ଟନ ଜାତୀୟ ବିମାନବନ୍ଦରରୁ ଉଡ଼ାଣ କରିଥିଲା!-->…
Read More...
Read More...