Browsing Category

ଦେଶ ବିଦେଶ

ସ୍ୱ-ଗଣନା ସଂପୂର୍ଣ୍ଣ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ; ନାଗରିକମାନଙ୍କୁ ନିଜ ପରିବାର ବିବରଣୀ ନିଜେ ପୂରଣ…

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ୨୦୨୭ ଜନଗଣନାର ପ୍ରଥମ ପର୍ଯ୍ୟାୟ ଆରମ୍ଭ କରି ନିଜର ସ୍ୱ-ଗଣନା ସଂପୂର୍ଣ୍ଣ କରିଛନ୍ତି। ଏହି ପର୍ଯ୍ୟାୟରେ ଘର ଘର ଗଣନା ଏବଂ ଗୃହ-ସମ୍ବନ୍ଧୀୟ କାର୍ଯ୍ୟର ସୂଚନା ଦିଆଯାଇଥାଏ। ଶ୍ରୀ ମୋଦୀ କହିଛନ୍ତି ଯେ, ପ୍ରଥମ ଥର ପାଇଁ, ଏହି
Read More...

ତୃତୀୟରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସିବିଏସଇର ସିଟି ଏବଂ ଏଆଇ ପାଠ୍ୟକ୍ରମର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ

• ଶିକ୍ଷା କ୍ଷେତ୍ରରେ ଭବିଷ୍ୟତ ପାଇଁ ପରିବର୍ତ୍ତନଶୀଳ ପଦକ୍ଷେପ - ଧର୍ମେନ୍ଦ୍ର ପ୍ରଧାନ• ଚଳିତ ଶିକ୍ଷା ବର୍ଷରୁ ଶିକ୍ଷାବର୍ଷରୁ କାର୍ଯ୍ୟକାରୀ ହେବ 'କମ୍ପ୍ୟୁଟେସନାଲ୍ ଥିଙ୍କିଙ୍ଗ୍ ଓ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ' ପାଠ୍ୟକ୍ରମ, ସିବିଏସଇ ଓ ଏନସିଇଆରଟିକୁ ଧନ୍ୟବାଦ ଜଣାଇଲେ• ଶିଶୁମାନଙ୍କ
Read More...

ପଞ୍ଚଦଶ ଅର୍ଥ ଆୟୋଗ ଅନୁଦାନ: ଓଡ଼ିଶା ସମେତ ୮ ରାଜ୍ୟକୁ ୧,୫୩୬ କୋଟି ଟଙ୍କା ମଞ୍ଜୁର

ନୂଆଦିଲ୍ଲୀ, (ପିଆଇବି) : କେନ୍ଦ୍ର ସରକାର ୨୦୨୫-୨୫ ଆର୍ଥିକ ବର୍ଷରେ ପଞ୍ଚାୟତିରାଜ ସଂସ୍ଥାମାନଙ୍କ ଲାଗି ଆଠଟି ରାଜ୍ୟକୁ ପଞ୍ଚଦଶ ଅର୍ଥ ଆୟୋଗ ବନ୍ଧିତ ଓ ଅଣବନ୍ଧିତ ଅନୁଦାନ ଜାରି କରିଛନ୍ତି। ଏହି ରାଜ୍ୟଗୁଡ଼ିକ ହେଲେ ଓଡ଼ିଶା, ଅରୁଣାଚଳପ୍ରଦେଶ, ଗୁଜରାଟ, ଗୋଆ, ରାଜସ୍ଥାନ, ତେଲେଙ୍ଗାନା ଓ
Read More...

ଆଇସିଏଆର-ସିଫାର ୩୯ତମ ବାର୍ଷିକ ଦିବସ ପାଳିତ

ନୂଆଦିଲ୍ଲୀ, (ପିଆଇବି) : ଆଇସିଏଆର-କେନ୍ଦ୍ରୀୟ ମଧୁରଜଳ ଜୀବପାଳନ ଅନୁସନ୍ଧାନ ପ୍ରତିଷ୍ଠାନ (ଆଇସିଏଆର-ସିଫା), ଭୁବନେଶ୍ବର ପକ୍ଷରୁ ୩୯ତମ ବାର୍ଷିକ ଦିବସ ଏହାର କୌଶଲ୍ୟାଗଙ୍ଗ କ୍ୟାମ୍ପସ୍ରେ ପାଳିତ ହୋଇଯାଇଛି। ଦେଶର ଏହି ପ୍ରମୁଖ ମଧୁରଜଳ ଜୀବପାଳନ ଗବେଷଣା ପ୍ରତିଷ୍ଠାନ ୧୯୮୭ ମସିହାରେ
Read More...

ଭିଡ଼ିଓ ବାର୍ତ୍ତା ଜରିଆରେ ‘ଓଡ଼ିଶା ଦିବସ’ର ଶୁଭେଚ୍ଛା ଜଣାଇଲେ କେନ୍ଦ୍ରମନ୍ତ୍ରୀ
୨୦୨୬ ରୁ ୨୦୩୬ – ଆଗାମୀ ୧୦

• ‘ବିକଶିତ ଓଡ଼ିଶା’ ଗଠନ ପାଇଁ ୧୦ଟି ସଂକଳ୍ପର ଆହ୍ୱାନ କଲେ କେନ୍ଦ୍ରମନ୍ତ୍ରୀ୧. ଓଡ଼ିଆ ଭାଷାର ସମ୍ମାନ ରକ୍ଷା କରିବା ସହ ଏହାର ବହୁଳ ପ୍ରଚାର ଓ ପ୍ରସାର କରିବା୨. ନିଜ ନିଜ କ୍ଷେତ୍ରରେ ନିଷ୍ଠାର ସହ କାର୍ଯ୍ୟ କରି ରାଜ୍ୟର ପ୍ରଗତିରେ ସହଭାଗୀ ହେବା୩. ଜାତି, ଧର୍ମ ଓ ଭେଦଭାବ ଭୁଲି ଏକ
Read More...

ଉତ୍କଳ ଦିବସ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଉତ୍କଳ ଦିବସର ସ୍ୱତନ୍ତ୍ର ଅବସରରେ ଶୁଭେଚ୍ଛା ଜଣାଇଛନ୍ତି । ଶ୍ରୀ ମୋଦୀ କହିଛନ୍ତି, ଓଡ଼ିଶା ଏପରି ଏକ ରାଜ୍ୟ ଯାହା ସାଂସ୍କୃତିକ ତଥା ଆଧ୍ୟାତ୍ମିକ ମହାନତାର କାଳଜୟୀ ପ୍ରତୀକ ଭାବେ ଉଭା ହୋଇଛି । ଓଡ଼ିଆ ସଙ୍ଗୀତ, କଳା ଏବଂ
Read More...

ଗୁଜରାଟର ସାନନ୍ଦଠାରେ କେନ୍ସ ସେମିକଣ୍ଡକ୍ଟର ପ୍ଲାଣ୍ଟର ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

କେନ୍ସ ସେମିକନ୍ ପ୍ଲାଣ୍ଟର ଉଦଘାଟନ ଭାରତର ଆତ୍ମନିର୍ଭରଶୀଳତା ଦିଗରେ ପ୍ରୟାସକୁ ମଜବୁତ କରୁଛି; ଏହା ଦୃଢ଼ ସେମିକଣ୍ଡକ୍ଟର ଇକୋସିଷ୍ଟମ ନିର୍ମାଣରେ ଏକ ଐତିହାସିକ ପଦକ୍ଷେପ : ପ୍ରଧାନମନ୍ତ୍ରୀଭାରତ ବିଶ୍ୱ ବଜାରରେ ଏକ ନିର୍ଭରଯୋଗ୍ୟ ସେମିକଣ୍ଡକ୍ଟର ଯୋଗାଣକାରୀ ଭାବେ ନିଜର ଭୂମିକାକୁ ସୁଦୃଢ
Read More...

ଅନୁଗୋଳ ଆଠମଲ୍ଲିକର ସର୍ବାଙ୍ଗୀନ ବିକାଶ ପାଇଁ ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ

• ଛାତ୍ରଛାତ୍ରୀଙ୍କୁ ଉତ୍ତମ ଶିକ୍ଷା ସହ ସ୍ୱାସ୍ଥ୍ୟ ପ୍ରଦାନ ହେଉ ‘ଓଡ଼ିଶା ଦିବସ’ର ମୂଳ ସଂକଳ୍ପ- ଧର୍ମେନ୍ଦ୍ର ପ୍ରଧାନ• ପ୍ରାୟ ୨୦୪ କୋଟି ୩୨ ଲକ୍ଷ ଟଙ୍କାରୁ ଅଧିକ ବ୍ୟୟରେ ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ ଅଞ୍ଚଳର ପ୍ରଗତି ପଥକୁ ପ୍ରଶସ୍ତ କରିବ• ଗରିବଙ୍କୁ ପକ୍କା ଘର, ଚାଷୀ
Read More...

ପଶ୍ଚିମ ଏସିଆ ପରିସ୍ଥିତି: ପ୍ରମୁଖ କ୍ଷେତ୍ର ସମ୍ପର୍କିତ ଅପଡେଟ୍

ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଗୁଜବକୁ ରୋକି ସଠିକ୍ ତଥ୍ୟ ଦେବାକୁ ଆହ୍ୱାନ୨୩ ମାର୍ଚ୍ଚରୁ ପ୍ରବାସୀ ଶ୍ରମିକଙ୍କୁ ୩.୨ ଲକ୍ଷରୁ ଅଧିକ ୫ କିଲୋଗ୍ରାମ ଏଫଟିଏଲ୍ ସିଲିଣ୍ଡର ବିକ୍ରି ନୂଆଦିଲ୍ଲୀ, (ପିଆଇବି) : ପଶ୍ଚିମ ଏସିଆର ପରିସ୍ଥିତିରେ କ୍ରମାଗତ ପରିବର୍ତ୍ତନ ହେଉଥିବା ବେଳେ, ଭାରତ
Read More...

ନକ୍ସଲମୁକ୍ତ ଭାରତ : ୫୬ ବର୍ଷର ସଂଘର୍ଷର ଅନ୍ତ ଏବଂ ଏକ ଐତିହାସିକ ସଫଳତା

ନୂଆଦିଲ୍ଲୀ, (ପିଆଇବି) : ଭାରତ ୩୧ ମାର୍ଚ୍ଚ ୨୦୨୬ରେ ନକ୍ସଲବାଦମୁକ୍ତ ହେଉଥିବାରୁ ଗତ ୫୬ ବର୍ଷ ଧରି ଚାଲିଥିବା ସଶସ୍ତ୍ର ସଂଘର୍ଷର ଅନ୍ତ ଘଟିଛି। ୨୦୧୪ରେ ୧୨୬ ଥିବା ନକ୍ସଲ ପ୍ରଭାବିତ ଜିଲ୍ଲା ସଂଖ୍ୟା ୨୦୨୬ ସୁଦ୍ଧା କମି ୨ରେ ପହଞ୍ଚିଛି । ଏପରିକି ଗୁରୁତର ନକ୍ସଲ ପ୍ରଭାବିତ ଜିଲ୍ଲା ସଂଖ୍ୟା
Read More...