Browsing Category

ଦେଶ ବିଦେଶ

ଜାପାନରେ ଘାତକ ତୁଷାରପାତ : ଅନେକ ଘରେ ବିଦ୍ୟୁତ୍ ନାହିିଁ, ୧୭ ମୃତ, ​​୯୦ରୁ ଅଧିକ ଆହତ

ନୂଆଦିଲ୍ଲୀ : ଜାପାନରେ ଚାଲିଥିବା ମାରାତ୍ମକ ତୁଷାରପାତରେ ଏପର୍ଯ୍ୟନ୍ତ ଅତି କମ୍‌ରେ ୧୭ ଜଣ ପ୍ରାଣ ହରାଇଛନ୍ତି ଏବଂ ୯୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ତୁଷାରପାତ ଯୋଗୁଁ ଶହ ଶହ ଘର ବିଦ୍ୟୁତ ହରାଇଛନ୍ତି । ସୋମବାର ବିପର୍ଯ୍ୟୟ ପରିଚାଳନା ଅଧିକାରୀମାନେ ଏହି ସୂଚନା ଦେଇଛନ୍ତି । ଏହି
Read More...

ମା’ର ଶେଷ ଇଚ୍ଛା ପୂରଣ ପାଇଁ ଆଇସିୟୁରେ ବିବାହ କଲା ଝିଅ, ବିବାହର ୨ ଘଣ୍ଟା ପରେ ମା’ର ଦେହାନ୍ତ

ଗୟା : ବିହାରର ଗୟାସ୍ଥିତ ଏକ ସରକାରୀ ଡାକ୍ତରଖାନାରେ ନିଆରା ବିବାହ ଦେଖିବାକୁ ମିଳିଛି । ମା’ର ଶେଷ ଇଚ୍ଛା ପୂରଣ ପାଇଁ ଆଇସିୟୁରେ ବିବାହ କରିଛି ଝିଅ । କେବଳ ମା'ର ଶେଷ ଇଚ୍ଛା ପୂରଣ କରିବା ପାଇଁ ସାତ ଜୀବନ ପାଇଁ ଜଣକ ବରି ନେଇଛି ଝିଅ । ବର୍ତ୍ତମାନ ଏହି ବିବାହ ସମଗ୍ର ଅଞ୍ଚଳରେ ଆଲୋଚନା
Read More...

ଚାଲିଗଲେ ବରିଷ୍ଠ ଅଭିନେତା ଚଲପତି ରାଓ

ଚେନ୍ନାଇ : ତେଲୁଗୁ ଫିଲ୍ମ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଅଭିନେତା ଚଲପତି ରାଓ (୭୮)ଙ୍କ ରବିବାର ପରଲୋକ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ ଦୀର୍ଘଦିନ ହେଲା ସେ ଅସୁସ୍ଥ ଥିଲେ । ଘରେ ଥିବାବେଳେ ସକାଳେ ତାଙ୍କୁ ହୃଦ୍‌ଘାତ ହୋଇଥିଲା । ତାଙ୍କ ମୃତ୍ୟୁରେ ମନୋରଞ୍ଜନ ଦୁନିଆରେ ଶୋକର ଛାୟା
Read More...

ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମ ବାର୍ଷିକୀ

ନୂଆଦିଲ୍ଲୀ : ଆଜି ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମ ବାର୍ଷିକୀ ପାଳନ କରାଯାଉଛି । ଏହି ପରିପ୍ରେକ୍ଷୀରେ ସାରା ଦେଶରେ ବିଜେପି ଅନେକ କାର୍ଯ୍ୟକ୍ରମ ଆୟୋଜନ କରୁଛି । ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଏବଂ ସମସ୍ତ କେନ୍ଦ୍ର ମନ୍ତ୍ରୀ ଅଟଳ ବିହାରୀଙ୍କ ସ୍ମୃତି
Read More...

କରୋନା ସଂକ୍ରମଣକୁ ରୋକିବା ପାଇଁ ଭାରତ ସରକାରଙ୍କ ବିଶେଷ ପଦକ୍ଷେପ

ନୂଆଦିଲ୍ଲୀ : କରୋନା ସଂକ୍ରମଣକୁ ରୋକିବା ପାଇଁ ଭାରତ ସରକାରଙ୍କ ପକ୍ଷରୁ ବିଶେଷ ପଦକ୍ଷେପ ଗ୍ରହଣ କରାଯାଇଥିବା ସୂଚନା ମିଳିଛି । ଚୀନ୍, ଜାପାନ, ଦକ୍ଷିଣ କୋରିଆ, ହଂକଂ ଓ ଥାଇଲାଣ୍ଡରୁ ଆସୁଥିବା ବ୍ୟକ୍ତିଙ୍କ ପାଇଁ ‘ଆର୍‌ଟି-ପିସିଆର୍’ ଟେଷ୍ଟ୍ ବାଧ୍ୟତାମୂଳକ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ
Read More...

ଜେଲେନସ୍କିଙ୍କୁ ରୁଷର ସବୁଠାରୁ ବଡ ପ୍ରହାର, ଏହି ଆକ୍ରମଣର ବିନାଶ ହେଉଛି ସବୁଠାରୁ ଭାରୀ

ନୂଆଦିଲ୍ଲୀ : ରୁଷ ଏବଂ ୟୁକ୍ରେନ ମଧ୍ୟରେ ପ୍ରବଳ ଯୁଦ୍ଧ ଜାରି ରହିଛି । ଏହି ସମୟରେ, ରୁଷ ୟୁକ୍ରେନ ଉପରେ ଏପରି ଆକ୍ରମଣ କରିଛି ଯେ, ଏହାର ଶତାବ୍ଦୀ ପୁରୁଣା ଇତିହାସ ଲିଭାଇ ଦେଇଛି । ରୁଷୀୟ ସୈନିକମାନଙ୍କ ଏହି ଅଜବ୍‌ ଆକ୍ରମଣ ପାଇଁ ୟୁକ୍ରେନ କେବେବି କ୍ଷତିପୂରଣ ଦେଇପାରିବ ନାହିଁ ।
Read More...

ଦେଶରେ କରୋନା ମୁକାବିଲା ପାଇଁ ପ୍ରସ୍ତୁତି ସଂପର୍କରେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ

ନୂଆଦିଲ୍ଲୀ : ଚୀନ୍ ସମେତ ବିଶ୍ୱର ଅନେକ ଦେଶରେ କରୋନାର ତୀବ୍ର ସଂକ୍ରମଣ ମଧ୍ୟରେ ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିଆ ଅଧିକାରୀ ଏବଂ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ସହ ଏକ ସମୀକ୍ଷା ବୈଠକ କରିଛନ୍ତି । ବୈଠକ ପରେ ଶ୍ରୀ ମାଣ୍ଡଭିଆ କହିଛନ୍ତି ଯେ, କରୋନା ଏପର୍ଯ୍ୟନ୍ତ ଦେଶ ଛାଡି ନାହିିଁ । ଆମେ
Read More...

୪୦ ଘଣ୍ଟାର ଡ୍ରାମା ପରେ ପାକ୍ ଆର୍ମି ଅପରେସନରେ ୩୩ ଟିଟିପି ଆତଙ୍କବାଦୀ ସହ ୨ କମାଣ୍ଡୋଙ୍କ ପ୍ରାଣ ଗଲା

ଇସ୍‌ଲାମାବାଦ : ୪୦ ଘଣ୍ଟା ଧରି ଚାଲିଥିବା ତେହେରିକ-ଇ-ତାଲିବାନ (ଟିଟିପି)ର ଡ୍ରାମାକୁ ପାକିସ୍ତାନୀ ସେନା ସମାପ୍ତ କରିଛି । ସମସ୍ତ ୩୩ ଟିଟିପି ଆତଙ୍କବାଦୀଙ୍କୁ ହତ୍ୟା କରିଥିବା ସେନା ଦାବୀ କରିଛି । ସେନାର ଅପରେସନ ପରେ ଆକାଶରେ କଳା ଧୂଆଁ ଉଠିଥିବାର ଦେଖାଯାଇଛି । ଅପରପକ୍ଷେ ଏହି ଅପରେସନ
Read More...

ତାଲିବାନର ଆଉ ଏକ ଅବୈଧ ଆଦେଶ, ବିଶ୍ୱବିଦ୍ୟାଳୟରେ ବାଳିକା ଶିକ୍ଷା ଉପରେ ଲାଗିଲା ପ୍ରତିବନ୍ଧକ

ନୂଆଦିଲ୍ଲୀ : ଆଫଗାନିସ୍ତାନରେ ତାଲିବାନର ଏକ ନିଷ୍ପତ୍ତି ସମଗ୍ର ବିଶ୍ୱକୁ ଚକିତ କରିଛି । ତାଲିବାନ ଝିଅମାନଙ୍କ ପାଇଁ ଉଚ୍ଚ ଅଧ୍ୟୟନର ସମସ୍ତ ରାସ୍ତା ବନ୍ଦ କରିଦେଇଛି । ବାସ୍ତବରେ ତାଲିବାନ ମଙ୍ଗଳବାର ଦିନ ଏକ ନୂତନ ଆଦେଶ ଜାରି କରିଛି, ଯେଉଁଥିରେ କୁହାଯାଇଛି ଯେ, ବିଶ୍ୱବିଦ୍ୟାଳୟରେ
Read More...

ୟୁଟ୍ୟୁବରେ ମିଥ୍ୟା ସୂଚନା ପ୍ରବାହ ଉପରେ ଭାରତ ସରକାରଙ୍କ କାର୍ଯ୍ୟାନୁଷ୍ଠାନ

ପିଆଇବିର ଫ୍ୟାକ୍ଟ ଚେକ୍ ୟୁନିଟ ମିଥ୍ୟା ଖବର ପ୍ରସାରଣ ପାଇଁ ୩ଟି ୟୁଟ୍ୟୁବ ଚ୍ୟାନେଲର ପର୍ଦ୍ଦାଫାସ କଲାସୁପ୍ରିମକୋର୍ଟ, ଭାରତର ପ୍ରଧାନ ବିଚାରପତି, ଏବଂ ପ୍ରଧାନମନ୍ତ୍ରୀଙ୍କ ସଂକ୍ରାନ୍ତରେ ମିଥ୍ୟା ଭିଡିଓର ଖୁଲାସା କଲା ପିଆଇବି ଫ୍ୟାକ୍ଟ ଚେକ୍ ୟୁନିଟଭାରତୀୟ ନିର୍ବାଚନ କମିଶନ,
Read More...