Browsing Category
ଦେଶ ବିଦେଶ
ଏଲ୍ଆଇସି ଏଜେଣ୍ଟ ଓ କର୍ମଚାରୀଙ୍କ ପାଇଁ ଉଦ୍ଦିଷ୍ଟ କଲ୍ୟାଣମୂଳକ ପଦକ୍ଷେପକୁ ଅର୍ଥ ମନ୍ତ୍ରଣାଳୟର ଅନୁମୋଦନ
● ଏହି ଏଜେଣ୍ଟ ଓ କର୍ମଚାରୀଙ୍କ ଗ୍ରାଚ୍ୟୁଇଟି ସୀମା ବଢିବ, ରିନ୍ୟୁଆଲ କମିଶନ ପାଇଁ ଯୋଗ୍ୟ ହେବେ, ଟର୍ମ ବୀମା ସୁବିଧା ମିଳିବ ଏବଂ ସବୁ ଏଲଆଇସି କର୍ମଚାରୀ ସମାନ ହାରରେ ଫ୍ୟାମିଲି ପେନ୍ସନ୍ ସୁବିଧା ପାଇବେ
ଦିଲ୍ଲୀ, (ପିଆଇବି) : ଭାରତୀୟ ଜୀବନ ବୀମା ନିଗମ (ଏଲ୍ ଆଇସି) ର କର୍ମଚାରୀ ଓ!-->!-->!-->…
Read More...
Read More...
ଭାରତର ଜି – ୨୦ ଅଧ୍ୟକ୍ଷତା ଉପରେ ଏକ ଇ – ପୁସ୍ତକ ‘ପିପୁଲ୍ସ ଜି – ୨୦’ କୁ…
ଦିଲ୍ଲୀ, (ପିଆଇବି) : ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ସଚିବ ଅପୂର୍ବ ଚନ୍ଦ୍ର ଆଜି ନୂଆଦିଲ୍ଲୀ ଠାରେ ଭାରତର ଜି - ୨୦ ଅଧ୍ୟକ୍ଷତା ଉପରେ ଏକ ଇ - ପୁସ୍ତକ 'ପିପୁଲ୍ସ ଜି - ୨୦' କୁ ଉନ୍ମୋଚନ କରିଛନ୍ତି । ପିଆଇବିର ପ୍ରମୁଖ ମହାନିର୍ଦ୍ଦେଶକ ମନୀଷ ଦେଶାଇ ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ!-->…
Read More...
Read More...
ସଂସଦର ବିଶେଷ ଅଧିବେଶନ ଆରମ୍ଭ ହେବା ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
ଦିଲ୍ଲୀ, (ପିଆଇବି) :
ନମସ୍କାର ବନ୍ଧୁଗଣ,ମୁନ୍ ମିଶନ, ଚନ୍ଦ୍ରଯାନ-3 ର ସଫଳତା ସହିତ ଆମର ତ୍ରିରଙ୍ଗାକୁ ଗର୍ବରେ ଉଡ଼ାଯାଇଛି । ଶିବଶକ୍ତି ପଏଣ୍ଟ ନୂଆ ପ୍ରେରଣାର କେନ୍ଦ୍ର ପାଲଟିଛି, ତ୍ରିରଙ୍ଗା ପଏଣ୍ଟ ଆମକୁ ଗୌରବାନ୍ବିତ କରିଛି । ସମଗ୍ର ବିଶ୍ବରେ ଯେତେବେଳେ ଏପରି ଉପଲବ୍ଧି ହୋଇଥାଏ!-->!-->!-->…
Read More...
Read More...
ଭାରତ ଅନ୍ତର୍ଜାତୀୟ ସମ୍ମିଳନୀ ଓ ପ୍ରଦର୍ଶନୀ କେନ୍ଦ୍ର-‘ଯଶୋଭୂମି’ର ପ୍ରଥମ ପର୍ଯ୍ୟାୟକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ…
● ବିଶ୍ୱକର୍ମା ଜୟନ୍ତୀ ଅବସରରେ ପାରମ୍ପରିକ କାରିଗରଙ୍କ ପାଇଁ 'ପିଏମ୍ ବିଶ୍ୱକର୍ମା' ଯୋଜନାର ଶୁଭାରମ୍ଭ କଲେ● ପିଏମ୍ ବିଶ୍ୱକର୍ମା ଯୋଜନା ଲୋଗୋ, ଟ୍ୟାଗଲାଇନ୍ -'ସମ୍ମାନ ସାମର୍ଥ୍ୟ, ସମୃଦ୍ଧି' ଏବଂ ପୋର୍ଟାଲ ଉନ୍ମୋଚନ କଲେ● ସ୍ୱତନ୍ତ୍ର ଭାବେ ଡିଜାଇନ ହୋଇଥିବା ଷ୍ଟାମ୍ପ ସିଟ୍ ଏବଂ ଟୁଲକିଟ୍!-->…
Read More...
Read More...
ଦ୍ୱାରକା ସେକ୍ଟର ୨୧ରୁ ‘ଯଶୋଭୂମି ଦ୍ୱାରକା ସେକ୍ଟର ୨୫’ ପର୍ଯ୍ୟନ୍ତ ଏୟାରପୋର୍ଟ ମେଟ୍ରୋ ଏକ୍ସପ୍ରେସ୍…
ଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦ୍ୱାରକା ସେକ୍ଟର ୨୧ରୁ 'ଯଶୋଭୂମି ଦ୍ୱାରକା ସେକ୍ଟର ୨୫' ପର୍ଯ୍ୟନ୍ତ ଦିଲ୍ଲୀ ଏୟାରପୋର୍ଟ ମେଟ୍ରୋ ଏକ୍ସପ୍ରେସ ଲାଇନର ସଂପ୍ରସାରଣକୁ ଉଦଘାଟନ କରିଛନ୍ତି । ନୂତନ ମେଟ୍ରୋ ଷ୍ଟେସନରେ ତିନୋଟି ସବଓ୍ବେ ରହିବ - ଏକ ୭୩୫ ମିଟର ଲମ୍ବା!-->…
Read More...
Read More...
ବିଶ୍ୱକର୍ମା ଜୟନ୍ତୀ ଅବସରରେ ୧୭ ସେପ୍ଟେମ୍ବର, ୨୦୨୩ ରେ ପାରମ୍ପରିକ କାରିଗର ଏବଂ ଶିଳ୍ପୀ ମାନଙ୍କ ପାଇଁ ‘ପିଏମ୍…
● ଏହି ଯୋଜନା ପାରମ୍ପରିକ ଶିଳ୍ପରେ ନିୟୋଜିତ କାରିଗର ମାନଙ୍କୁ ସହାୟତା ପ୍ରଦାନ କରିବା ଏବଂ ସେମାନଙ୍କର ଦକ୍ଷତା ବୃଦ୍ଧି କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୋଣ ଦ୍ୱାରା ଅନୁପ୍ରାଣିତ● 'ପିଏମ୍ ବିଶ୍ୱକର୍ମା' ଯୋଜନା ପାଇଁ ୧୩,୦୦୦ କୋଟି ଟଙ୍କାର ସମ୍ପୂର୍ଣ୍ଣ ପାଣ୍ଠି ଯୋଗାଇ ଦେବେ!-->…
Read More...
Read More...
“ମେରୀ ମାଟି ମେରା ଦେଶ” ଅଭିଯାନର ପ୍ରଥମ ପର୍ଯ୍ୟାୟରେ ବିପୁଳ ଜନସାଧାରଣଙ୍କ ଅଂଶଗ୍ରହଣ
୩୬ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ସ୍ୱାଧୀନତା ସଂଗ୍ରାମୀ ତଥା ସୁରକ୍ଷା କର୍ମୀଙ୍କୁ ସମର୍ପିତ ୨.୩୩ ଲକ୍ଷରୁ ଅଧିକ ଶିଳାଫଳକମ ନିର୍ମିତପ୍ରାୟ ୪ କୋଟି ପଞ୍ଚ ପ୍ରଣ ସଂକଳ୍ପ; ୨ ଲକ୍ଷରୁ ଊର୍ଦ୍ଧ୍ଵ ସାହସୀଙ୍କୁ ସମ୍ମାନ କାର୍ଯ୍ୟକ୍ରମ; ୨.୬୩ ଲକ୍ଷ ଅମୃତ ଭାଟିକା ସୃଷ୍ଟିଦ୍ୱିତୀୟ!-->…
Read More...
Read More...
ପ୍ରଧାନମନ୍ତ୍ରୀ ଗତିଶକ୍ତି ଯୋଜନା ଅଧୀନ ୫୫ତମ ନେଟୱାର୍କ ପ୍ଲାନିଂ ଗ୍ରୁପ୍ ପକ୍ଷରୁ ଛ’ଟି ଭିତ୍ତିଭୂମି ପ୍ରକଳ୍ପ ପାଇଁ…
• ଏଥିରେ ତିନିଟି ରେଳବାଇ ଓ ତିନିଟି ସଡକ ପ୍ରକଳ୍ପ ଅନ୍ତର୍ଭୁକ୍ତ: ଏହି ଛ’ଟି ପ୍ରକଳ୍ପ ପାଇଁ ୧୪ହଜାର କୋଟି ଟଙ୍କା ବ୍ୟୟ ହେବା ଘେନି ଆକଳନ କରାଯାଇଛି• ନେଟତ୍ତ୍ୱାର୍କ ପ୍ଲାନିଂ ଗ୍ରୁପ ଦ୍ୱାରା ଏଯାବତ୍ ୧୧ଲକ୍ଷ କୋଟି ଟଙ୍କାର ୧୦୬ ଟି ପ୍ରକଳ୍ପ ନିମନ୍ତେ ସୁପାରିସ କରାଗଲାଣି• ନୂଆ!-->…
Read More...
Read More...
ପ୍ରଧାନମନ୍ତ୍ରୀଙ୍କ ମଧ୍ୟପ୍ରଦେଶ ଗସ୍ତ କାଳରେ ବିଭିନ୍ନ ବିକାଶ ପ୍ରକଳ୍ପର ଶିଳାନ୍ୟାସ
● ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ମଧ୍ୟପ୍ରଦେଶର ବୀନାରେ ୫୦, ୭୦୦କୋଟି ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ● ବୀନା ତୈଳ ବିଶୋଧନାଗାରରେ ପେଟ୍ରୋ ରସାୟନ ପରିସରର ଶିଳାନ୍ୟାସ● ନର୍ମଦାପୁରମ୍ଠାରେ ଶକ୍ତି ଓ ଅକ୍ଷୟ ଶକ୍ତି ନିର୍ମାଣ ଅଞ୍ଚଳ ନିମନ୍ତେ ଶିଳାନ୍ୟାସ ଓ ରତଲାମଠାରେ ବୃହତ!-->…
Read More...
Read More...
ହାଇଦ୍ରାବାଦ୍ରେ ଧୂମ୍ଧାମ୍ରେ ନୂଆଁଖାଇ ପାଇଁ ‘ଓସାକା’ର ପ୍ରସ୍ତୁତି ବୈଠକ
ହାଇଦ୍ରାବାଦ୍ : ହାଇଦ୍ରାବାଦ୍ ସ୍ଥିତ ପ୍ରବାସୀ ପଶ୍ଚିମ ଓଡିଶାବାସୀଙ୍କ ଅଗ୍ରଣୀ ସଂଗଠନ “ପଶ୍ଚିମ ଓଡିଶା ସାମାଜିକ ଆରୁ ସାଂସ୍କୃତିକ ଅନୁଷ୍ଠାନ” (ଓସାକା) ତରଫରୁ ହାଇଦ୍ରାବାଦ୍ରେ ନୂଆଁଖାଇ ଭେଟ୍ଘାଟ୍ ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବର୍ଷ ୮ ଅକ୍ଟୋବର ଦିନ!-->…
Read More...
Read More...