Browsing Category
ଦେଶ ବିଦେଶ
ପଞ୍ଜାବର ଆଇଆଇଟି ରୋପାର ଠାରୁ ସମଗ୍ର ଦେଶରେ ଯୁବ ଉତ୍ସବ ଆରମ୍ଭ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର
ଆମେ ଦୁନିଆର ସବୁଠୁ ବଡ ଯୁବ ଶକ୍ତି ଏବଂ ଆମେ ଆମର ଅପାର ସମ୍ଭାବନା ହାସଲ କରିବାକୁ ଚେଷ୍ଟା କରିବା ଆବଶ୍ୟକ : ଅନୁରାଗ ଠାକୁରଗତକାଲି ଦେଶର ୧୨ଟି ସ୍ଥାନରେ ମଧ୍ୟ ଯୁବ ଉତ୍ସବ ଆୟୋଜିତ ହୋଇଛି୩୧ ମାର୍ଚ୍ଚ ୨୦୨୩ ସୁଦ୍ଧା ପ୍ରଥମ ପର୍ଯ୍ୟାୟରେ ଦେଶର ୧୫୦ଟି ଜିଲ୍ଲାରେ ଯୁବ ଉତ୍ସବ ଅନୁଷ୍ଠିତ ହେବ
!-->!-->…
Read More...
Read More...
“ଭିତ୍ତିଭୂମି ଓ ପୁଞ୍ଜିନିବେଶ’ ସମ୍ପର୍କରେ ବଜେଟ୍ ପରବର୍ତ୍ତୀ ୱେବିନାରରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ
● “ଭିତ୍ତିଭୂମି ଉନ୍ନୟନ ଦେଶର ଅର୍ଥନୀତିର ଚାଳକ ଶକ୍ତି”● “ଏହା ପ୍ରତ୍ୟେକ ସମ୍ପୃକ୍ତ ପକ୍ଷଙ୍କ ପାଇଁ ନୂଆ ଦାୟିତ୍ୱ, ନୂତନ ସମ୍ଭାବନା ଓ ଦୃଢ ନିଷ୍ପତ୍ତି ନେବାର ସମୟ”● “ରାଜପଥର ଗୁରୁତ୍ୱ ଭାରତରେ ହଜାର ହଜାର ବର୍ଷ ଧରି ସ୍ୱୀକୃତ”● “ଏବେ ଆମକୁ ଆମର ବେଗ ବଢାଇବାକୁ ପଡିବ ଏବଂ ଦ୍ରୁତଗତିରେ!-->…
Read More...
Read More...
ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ବିଲ୍ ଗେଟ୍ସ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ମୋର ଆଲୋଚନା ମୋତେ ସ୍ୱାସ୍ଥ୍ୟ, ବିକାଶ ଏବଂ ଜଳବାୟୁରେ ଭାରତର ଅଗ୍ରଗତି ବିଷୟରେ ଅଧିକ ଆଶାବାଦୀ କରିଛି : ବିଲ୍ ଗେଟ୍ସପ୍ରଧାନମନ୍ତ୍ରୀ ମୋଦୀ ବିଶ୍ୱାସ କରନ୍ତି ଯେ କୋ-ୱିନ ବିଶ୍ୱ ପାଇଁ ଏକ ମଡେଲ, ଏବଂ ଏଥିରେ ମୁଁ ଏକମତ : ବିଲ୍ ଗେଟ୍ସଯେତେବେଳେ ଆମେ!-->…
Read More...
Read More...
ସ୍ୱଚ୍ଛ ସୁଜଳ ଶକ୍ତି ସମ୍ମାନ ୨୦୨୩ ପ୍ରଦାନ କଲେ ରାଷ୍ଟ୍ରପତି
ନୂଆଦିଲ୍ଲୀ, (ପିଆଇବି) : ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଗତକାଲି (୪ ମାର୍ଚ୍ଚ, ୨୦୨୩)ରେ ନୂଆଦିଲ୍ଲୀ ଠାରେ ସ୍ୱଚ୍ଛ ସୁଜଳ ଶକ୍ତି ସମ୍ମାନ ୨୦୨୩ ପ୍ରଦାନ କରିଛନ୍ତି ଏବଂ ଜଳ ଶକ୍ତି ଅଭିଯାନ : କ୍ୟାଚ ଦ ରେନ୍-୨୦୨୩ର ଶୁଭାରମ୍ଭ କରିଛି ।
ଏହି ଅବସରରେ ରାଷ୍ଟ୍ରପତି କହିଥିଲେ ଯେ!-->!-->!-->…
Read More...
Read More...
‘ମିଶନ ମୋଡରେ ପର୍ଯ୍ୟଟନର ବିକାଶ’ ଉପରେ ବଜେଟ୍ ପରବର୍ତ୍ତୀ ୱେବିନାରକୁ ସମ୍ବୋଧିତ କରିଛନ୍ତି…
“ବଜେଟ୍ ରେ ଧାର୍ଯ୍ୟ ଲକ୍ଷ୍ୟ ହାସଲ କରିବାରେ ଏହି ୱେବିନାରଗୁଡିକ ଉତପ୍ରେରକ ଭାବେ କାର୍ଯ୍ୟ କରୁଛନ୍ତି”“ଆମକୁ ନୂତନ ଚିନ୍ତାଧାରା ସହ ପର୍ଯ୍ୟଟନରେ ନୂତନ ଉଚ୍ଚତା ହାସଲ କରିବାକୁ ଯୋଜନା କରିବାକୁ ପଡିବ”“ଧନୀମାନଙ୍କୁ ପ୍ରତିନିଧିତ୍ୱ କରୁଥିବା ପର୍ଯ୍ୟଟନ ଏକ ଉଚ୍ଚକୋଟୀର ଶବ୍ଦ ନୁହେଁ”“ଚଳିତ!-->…
Read More...
Read More...
କେନ୍ଦ୍ର ଯୁବ ବ୍ୟାପାର, କ୍ରୀଡା, ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ସିଂହ ଠାକୁରଙ୍କ ଦ୍ୱାରା ଆସନ୍ତାକାଲି ପଞ୍ଜାବର…
ଇଣ୍ଡିଆଅ୨୦୪୭ ଉଦ୍ଘାଟିତ ହେବପ୍ରଥମ ପର୍ୟ୍ୟାୟରେ ଦେଶର ୧୫୦ ଜିଲ୍ଲାରେ ଯୁବ ଉତ୍ସବ ପାଳିତ ହେବ
ନୂଆଦିଲ୍ଲୀ, (ପିଆଇବି) : କେନ୍ଦ୍ର କ୍ରୀଡା, ଯୁବ ବ୍ୟାପାର, ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ସିଂହ ଠାକୁର ଆସନ୍ତାକାଲି (୪ମାର୍ଚ୍ଚ ୨୦୨୩) ପଞ୍ଜାବରେ ରୋପଡରେ ଯୁବ ଉତ୍ସବ - ‘ଇଣ୍ଡିଆ!-->!-->!-->…
Read More...
Read More...
ବର୍ତ୍ତମାନ ଜାରି ଧାନ କ୍ରୟରୁ ୧ କୋଟିରୁ ଅଧିକ ଚାଷୀ ଲାଭବାନ ହୋଇଛନ୍ତି
୧୪୬୯୬୦ କୋଟି ଟଙ୍କାର ସର୍ବନିମ୍ନ ସହାୟକ ମୂଲ୍ୟ ପ୍ରଦାନ ସହିତ ସମୁଦାୟ ୭୧୩ ଲକ୍ଷ ମେଟ୍ରିକ୍ ଟନ୍ ଧାନ କ୍ରୟ କରାଯାଇଛି
ନୂଆଦିଲ୍ଲୀ, (ପିଆଇବି) : ଖରିଫ ବିପଣନ ଅଧିବେଶନ ୨୦୨୨-୨୩ (ଖରିଫ ଫସଲ) ପାଇଁ ଧାନର କ୍ରୟ ଦ୍ବାରା ୧ କୋଟିରୁ ଅଧିକ ଚାଷୀ ଲାଭବାନ ହୋଇଛନ୍ତି । ୦୧/୦୩/୨୦୨୩ ସୁଦ୍ଧା!-->!-->!-->…
Read More...
Read More...
ଆଜି “ମିଶନ ମୋଡରେ ପର୍ଯ୍ୟଟନର ବିକାଶ” ଉପରେ ବଜେଟ୍ ପରବର୍ତ୍ତୀ ୱେବିନାରକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ
ଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ ୩ ମାର୍ଚ୍ଚ ୨୦୨୩ ରେ "ମିଶନ ମୋଡରେ ପର୍ଯ୍ୟଟନର ବିକାଶ” ଉପରେ ବଜେଟ୍ ପରବର୍ତ୍ତୀ ୱେବିନାରକୁ ସମ୍ବୋଧିତ କରିବେ । କେନ୍ଦ୍ର ବଜେଟରେ ଘୋଷିତ ପଦକ୍ଷେପଗୁଡିକର ପ୍ରଭାବଶାଳୀ କାର୍ଯ୍ୟକାରିତା ପାଇଁ ମତାମତ!-->…
Read More...
Read More...
ଜିଏସ୍ଏମ୍ଏ ଗଭର୍ଣ୍ଣମେଣ୍ଟ ଲିଡରସିପ୍ ପୁରସ୍କାର-୨୦୨୩ ଜିତିଲା ଭାରତ
• ଭାରତର ଦୂରସଞ୍ଚାର କ୍ଷେତ୍ର ଏକ ନୂଆ ଯୁଗର ଆରମ୍ଭ କରିଛି ଏବଂ ସାରା ବିଶ୍ୱ ଏହାର ଅଭ୍ୟୁଦୟ ଉପରେ ଦୃଷ୍ଟି ରଖିଛି - ଅଶ୍ୱିନୀ ବୈଷ୍ଣବ
ନିଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦର୍ଶୀ ନେତୃତ୍ୱକୁ ବିଶ୍ୱସ୍ତରରେ ସମ୍ମାନ ମିଳିଛି । ଜିଏସଏମ ଆସୋସିଏସନ ପକ୍ଷରୁ!-->!-->!-->…
Read More...
Read More...
ପ୍ୟାର କିଆ ତୋ ଡର୍ନା କ୍ୟା ?
ପାଟନା : ପ୍ୟାର କିଆ ତୋ ଡର୍ନା କ୍ୟା ? ପ୍ରେମ ସାମ୍ନାରେ ଜାତି, ଧର୍ମ ତୁଚ୍ଛ ହୋଇ ଆସିଛି । କାଳେ କାଳେ ସବୁବେଳେ ପ୍ରେମର ବିଜୟ ହୋଇଛି । ଏଥିପାଇଁ ତ ପ୍ରେମକୁ ଅଂଧ ବୋଲି କୁହାଯାଏ । ଜାତି ଓ ଧର୍ମକୁ ଅତିକ୍ରମ କରି ହଳେ ଯୁବକ ଯୁବତୀ ବିବାହ କରିଥିବା ବେଳେ ବର୍ତ୍ତମାନ ଉଭୟଙ୍କ ପରିବାର!-->…
Read More...
Read More...