Browsing Category
ଦେଶ ବିଦେଶ
ଜି କିଶନ ରେଡ୍ଡୀଙ୍କ ଅଧ୍ୟକ୍ଷତାରେ କାଶୀ (ବାରଣାସୀ) ଠାରେ ସାଂଘାଇ ସହଯୋଗ ସଂଗଠନ (ଏସସିଓ) ପର୍ଯ୍ୟଟନ ପ୍ରଶାସନିକ…
• “ଏସ୍ସିଓରେ ପର୍ଯ୍ୟଟନର ବିକାଶ ବର୍ଷ ୨୦୨୩” ପାଇଁ କାର୍ଯ୍ୟ ଯୋଜନା ଅନୁମୋଦିତ
ନୂଆଦିଲ୍ଲୀ, (ପିଆଇବି) : କେନ୍ଦ୍ର ଉତ୍ତର ପୂର୍ବାଞ୍ଚଳ ବିକାଶ, ପର୍ଯ୍ୟଟନ ଏବଂ ସଂସ୍କୃତି ମନ୍ତ୍ରୀ ଶ୍ରୀ ଜି କିଶନ ରେଡ୍ଡୀ ୧୭ ମାର୍ଚ୍ଚ ୨୦୨୩ରେ "କାଶୀ” (ବାରଣାସୀ) ଠାରେ ଆୟୋଜିତ ସାଂଘାଇ ସହଯୋଗ ସଂଗଠନ!-->!-->!-->…
Read More...
Read More...
ଏକ ଇନିସିଆଲ୍ ପବ୍ଲିକ୍ ଅଫର ମାଧ୍ୟମରେ ଷ୍ଟକ୍ ଏକ୍ସଚେଞ୍ଜରେ ଇଣ୍ଡିଆନ୍ ରିନୱେବଲ୍ ଏନର୍ଜି ଡେଭଲପମେଣ୍ଟ ଏଜେନ୍ସିକୁ…
ଏହା ମାଧ୍ୟମରେ ଆଇଆରଇଡିଏ ଦ୍ୱାରା ସରକାରୀ ଅଂଶଧନର କିଛି ଅଂଶ ବିକ୍ରି କରାଯିବ ତଥା ଫ୍ରେସ ଇକ୍ୟୁଟି ସେୟାର ମାଧ୍ୟମରେ ପାଣ୍ଠି ସଂଗ୍ରହ କରାଯିବ।
ନୂଆଦିଲ୍ଲୀ, (ପିଆଇବି) : ଏକ ଇନିସିଆଲ୍ ପବ୍ଲିକ୍ ଅଫର ମାଧ୍ୟମରେ ଇଣ୍ଡିଆନ୍ ରିନୱେବଲ୍ ଏନର୍ଜି ଡେଭଲପମେଣ୍ଟ ଏଜେନ୍ସି (ଆଇଆରଇଡିଏ)କୁ!-->!-->!-->…
Read More...
Read More...
ପାଦ ଏବଂ ପାଟି ରୋଗ ନିରାକରଣ ନିମନ୍ତେ ସମଗ୍ର ଦେଶରେ ପ୍ରାୟ ୨୪ କୋଟି ଗୋରୁ ଏବଂ ମଇଁଷିମାନଙ୍କ ଟିକାକରଣ ଶେଷ ହୋଇଛି
୧. ପଶୁପାଳନ ଏବଂ ଦୁଗ୍ଧ ବିଭାଗ (ଡିଏଏଚ୍ଡି), ଭାରତ ସରକାର, ରାଜ୍ୟ / କେନ୍ଦ୍ର ଶାସିତ ଅଞ୍ଚଳର ସରକାର / ପ୍ରଶାସନର ନିରବଚ୍ଛିନ୍ନ ପ୍ରୟାସ ଯୋଗୁଁ ଏବଂ ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ହେଉଛି, ପଶୁପାଳକ ମାନଙ୍କ ସମର୍ଥନ ଯୋଗୁଁ ଏକ ନୂତନ କିର୍ତ୍ତୀମାନ ସ୍ଥାପନ ହେବା ସମ୍ଭବ ହୋଇ ପାରିଛି ।୨.!-->…
Read More...
Read More...
ଏନଟିପିସି ଗ୍ରୀନ୍ ଏନର୍ଜି ଲିମିଟେଡରେ ନିର୍ଦ୍ଧାରିତ ସୀମା ଠାରୁ ଅଧିକ ନିବେଶ କରିବ ଏନଟିପିସି ଲିମିଟେଡ
• ଏଥିପାଇଁ ମହାରତ୍ନ କେନ୍ଦ୍ରୀୟ ରାଷ୍ଟ୍ରାୟତ୍ତ ଉଦ୍ୟୋଗଙ୍କ ପାଇଁ ରହିଥିବା ବର୍ତ୍ତମାନର କ୍ଷମତା ଭାର ଅର୍ପଣ ମାର୍ଗଦର୍ଶିକାକୁ କୋହଳ କରିବା ପ୍ରସ୍ତାବକୁ ମଞ୍ଜୁର କଲେ କେନ୍ଦ୍ର କ୍ୟାବିନେଟ• ଏନଟିପିସି ଲିମିଟେଡ ଦ୍ୱାରା ୬୦ ଗିଗାୱାଟ୍ ଅକ୍ଷୟ ଶକ୍ତି କ୍ଷମତା ପ୍ରତିଷ୍ଠା କରିବା ଲାଗି!-->…
Read More...
Read More...
କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁରଙ୍କ ନିବନ୍ଧକୁ ସେୟାର କରିଛନ୍ତି ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁରଙ୍କ ଦ୍ୱାରା ଲିଖିତ ‘ଭାରତର ଯୁବକମାନେ ଏକ ଅନିଶ୍ଚିତ ଦୁନିଆ ପାଇଁ ଆଶା ଆଣିଛନ୍ତି' ଶୀର୍ଷକ ଏକ ନିବନ୍ଧକୁ ସେୟାର କରିଛନ୍ତି ।ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଟୁଇଟ୍ କରିଛି!-->…
Read More...
Read More...
ସ୍ୱଚ୍ଛ ଭାରତ ମିଶନ-ଗ୍ରାମୀଣ ଅଧୀନରେ ସବୁ ରାଜ୍ୟ/କେନ୍ଦ୍ର ଶାସିତ ପ୍ରଦେଶରେ ନିର୍ମାଣ ହୋଇଛି ୧୧ କୋଟିରୁ ଅଧିକ…
ନୂଆଦିଲ୍ଲୀ, (ପିଆଇବି) : ସ୍ୱଚ୍ଛ ଭାରତ ମିଶନ-ଗ୍ରାମୀଣ ଅଧୀନରେ ଦେଶର ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶରେ ୧୧ କୋଟିରୁ ଅଧିକ ପାଇଖାନା ଏବଂ ୨.୨୩ ଲକ୍ଷରୁ ଊର୍ଦ୍ଧ୍ବ ଗୋଷ୍ଠୀ ଶୌଚାଳୟ ନିର୍ମାଣ କରାଯାଇଛି । କେନ୍ଦ୍ର ଜଳ ଶକ୍ତି ରାଷ୍ଟ୍ରମନ୍ତ୍ରୀ ପ୍ରହ୍ଲାଦ ସିଂ ପଟେଲ ଆଜି ଲୋକସଭାରେ!-->…
Read More...
Read More...
ଡିଜି ଯାତ୍ରା ଅଧୀନରେ ଯାତ୍ରୀମାନଙ୍କ ତଥ୍ୟ କୌଣସି କେନ୍ଦ୍ରୀୟ ଭଣ୍ଡାରରେ ନୁହେଁ ବରଂ ସେମାନଙ୍କ ମୋବାଇଲରେ ରହିଥାଏ
• ଡିଜି ଯାତ୍ରା ହେଉଛି ମୁଖମଣ୍ଡଳ ଚିହ୍ନଟ ପ୍ରଯୁକ୍ତି ବ୍ୟବହାର ବାୟୋମେଟ୍ରିକ ବୋର୍ଡିଂ ସିଷ୍ଟମ ପାଇଁ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟର ଏକ ପ୍ରୟାସ
ନୂଆଦିଲ୍ଲୀ, (ପିଆଇବି) : ଡିଜି ଯାତ୍ରା ଅଧୀନରେ ଯାତ୍ରୀମାନଙ୍କ ତଥ୍ୟ ସେମାନଙ୍କ ନିଜ ମୋବାଇଲ ଗଚ୍ଛିତ ହୋଇ ରହିଥାଏ । ଏହା!-->!-->!-->…
Read More...
Read More...
ନ୍ୟୁଜିଲାଣ୍ଡରେ ଭୂମିକମ୍ପ ଅନୁଭୂତ
ନୂଆଦିଲ୍ଲୀ : ନ୍ୟୁଜିଲାଣ୍ଡର କେରମାଡେକ୍ ଦ୍ୱୀପପୁଞ୍ଜରେ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଥିବା ଖବର ମିଳିଛି । ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୭.୧ ରେକର୍ଡ କରାଯାଇଛି । ନ୍ୟୁଜିଲାଣ୍ଡର ଉତ୍ତରାଞ୍ଚଳରେ ଥିବା ଆଇସଲାଣ୍ଡ କେରମାଡେକ୍ରେ ଗୁରୁବାର ଜୋରଦାର ଝଟ୍କା ଅନୁଭୂତ ହୋଇଥିବା!-->…
Read More...
Read More...
ଅଭିନେତା ସମୀର ଖକ୍କରଙ୍କ ପରଲୋକ
ମୁମ୍ବାଇ : ଜଣାଶୁଣା ଟିଭି ଏବଂ ଚଳଚ୍ଚିତ୍ର ଅଭିନେତା ସମୀର ଖକ୍କରଙ୍କ ପରଲୋକ ହୋଇଛି । ୭୧ ବର୍ଷ ବୟସରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ସମୀର ଖକ୍କରଙ୍କ ଭାଇ ଗଣେଶ ଖକ୍କର ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି, ସମୀରଙ୍କୁ ନିଶ୍ୱାସ ନେବାରେ ଅସୁବିଧା ହେଉଥିଲା ଏବଂ ଗତ କିଛି ଦିନ!-->…
Read More...
Read More...
ଆଜିଠୁ ଅଲ୍ ଇଂଲଣ୍ଡ ଓପନ ବ୍ୟାଡ଼ମିଣ୍ଟନ
ବର୍ମିଂହାମ୍ : ଆଜିଠୁ ଇଂଲଣ୍ଡରେ ଆରମ୍ଭ ହେଉଛି ମର୍ଯ୍ୟାଦାଜନକ ଅଲ୍ ଇଂଲଣ୍ଡ ଓପନ ବ୍ୟାଡ଼ମିଣ୍ଟନ ଚାମ୍ପିଅନସିପ୍ । ଏଥିରେ ଭାରତର ଷ୍ଟାର୍ ଖେଳାଳି ପିଭି ସିନ୍ଧୁ, ଲକ୍ଷ୍ୟ ସେନ୍ ଓ ଏଚ୍ଏସ୍ ପ୍ରଣୟଙ୍କ ଉପରେ ସମସ୍ତଙ୍କ ନଜର ରହିବ । ଗତବର୍ଷ ଲକ୍ଷ୍ୟ ଅଳ୍ପକେ ଟାଇଟଲ୍ ହାତଛଡ଼ା କରିଥିଲେ!-->…
Read More...
Read More...