Browsing Category
ଦେଶ ବିଦେଶ
ସାର୍ବଜନୀନ ଆର୍ଥିକ ପରିଚାଳନା ବ୍ୟବସ୍ଥାକୁ ସୁଦୃଢ଼ ଓ ଦୀର୍ଘସ୍ଥାୟୀ କରିବା ପାଇଁ ସବୁ ଅଂଶୀଦାରଙ୍କ ମଧ୍ୟରେ ସମନ୍ୱୟ…
ନୂଆଦିଲ୍ଲୀ, (ପିଆଇବି) : ଭାରତୀୟ ନିୟନ୍ତ୍ରକ ଓ ମହାଲେଖା ପରୀକ୍ଷକ (ସିଏଜି)ଙ୍କ ପକ୍ଷରୁ ନୂଆଦିଲ୍ଲୀରେ ଆଜି (ଅକ୍ଟୋବର ୮, ୨୦୨୪ରେ) ପ୍ରଥମ ଥର ଲାଗି ରାଜ୍ୟ ଅର୍ଥ ସଚିବ ସମ୍ମିଳନୀ ଆୟୋଜିତ ହୋଇଯାଇଛି । ଭାରତର ସିଏଜିଙ୍କ ଆନୁକୂଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଭାରତ ସରକାରଙ୍କ ସଚିବ!-->…
Read More...
Read More...
ମାଳଦ୍ୱୀପ ରାଷ୍ଟ୍ରପତି ମହାମହିମ ଡକ୍ଟର ମହମ୍ମଦ ମୁଇଜୁଙ୍କ ଭାରତ ଗସ୍ତ
ନୂଆଦିଲ୍ଲୀ, (ପିଆଇବି) : ୧. ଭାରତ-ମାଳଦ୍ୱୀପ : ବ୍ୟାପକ ଆର୍ଥିକ ଏବଂ ସାମୁଦ୍ରିକ ନିରାପତ୍ତା ଭାଗିଦାରୀ ପାଇଁ ଏକ ଦୃଷ୍ଟିକୋଣ ଉପରେ ସହମତି୨. ଭାରତ ସରକାରଙ୍କ ଦ୍ୱାରା ମାଳଦ୍ୱୀପ ତଟରକ୍ଷୀ ଜାହାଜ ହୁରାଭୀର ନିଃଶୁଳ୍କ ପୁନଃନିର୍ମାଣଶୁଭାରମ୍ଭ/ଉଦ୍ଘାଟନ/ ହସ୍ତାନ୍ତର :୧. ମାଳଦ୍ୱୀପରେ ରୂପେ!-->…
Read More...
Read More...
ମାଳଦ୍ୱୀପ ରାଷ୍ଟ୍ରପତି ମହାମହିମ ମହମ୍ମଦ ମୁଇଜୁଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମିଳିତ ପ୍ରେସ୍ ବିବୃତି
ନୂଆଦିଲ୍ଲୀ, (ପିଆଇବି) : ମହାମହିମ, ରାଷ୍ଟ୍ରପତି ମୁଇଜୁ, ଉଭୟ ଦେଶର ପ୍ରତିନିଧି, ଗଣମାଧ୍ୟମର ସାଥୀଗଣ, ସମସ୍ତଙ୍କୁ ନମସ୍କାରସର୍ବପ୍ରଥମେ ମୁଁ ରାଷ୍ଟ୍ରପତି ମୁଇଜ୍ଜୁ ଏବଂ ତାଙ୍କ ସହିତ ଆସିଥିବା ପ୍ରତିନିଧି ମଣ୍ଡଳକୁ ହାର୍ଦ୍ଦିକ ସ୍ୱାଗତ କରୁଛି । ଭାରତ ଓ ମାଳଦ୍ୱୀପ ସମ୍ପର୍କ ଶହ ଶହ ବର୍ଷ!-->…
Read More...
Read More...
ନୂଆଦିଲ୍ଲୀରେ ବାମପନ୍ଥୀ ଉଗ୍ରବାଦ (ଏଲ୍ଡବ୍ଲୁଇ) ଉପରେ ଏକ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରିଛନ୍ତି କେନ୍ଦ୍ର…
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଆମେ ୨୦୨୬ ସୁଦ୍ଧା ନକ୍ସଲବାଦକୁ ସମ୍ପୂର୍ଣ୍ଣ ରୂପେ ନିପାତ କରିବୁଆଦିବାସୀ ଅଞ୍ଚଳର ବିକାଶରେ ନକ୍ସଲବାଦ ସବୁଠାରୁ ବଡ ବାଧକ ଏବଂ ସମଗ୍ର ମାନବତାର ଶତୃନକ୍ସଲବାଦ ଯୋଗୁଁ ୮ କୋଟିରୁ ଅଧିକ ଲୋକ ମୌଳିକ ସୁବିଧାରୁ ବଞ୍ଚିତ ହୋଇଛନ୍ତି, ଯାହା!-->…
Read More...
Read More...
ଏନସିଇଆର୍ଟି ଓ ଆମାଜନ ମଧ୍ୟରେ ସହଭାଗିତା ବୁଝାମଣାପତ୍ର ସ୍ୱାକ୍ଷର କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କଲେ ଧର୍ମେନ୍ଦ୍ର…
ଆସନ୍ତା ଶିକ୍ଷାବର୍ଷ (୨୦୨୫-୨୬)ରେ ୧୫ କୋଟି ପୁସ୍ତକ ପ୍ରକାଶ କରି ପୁସ୍ତକ ପ୍ରକାଶନକୁ ତିନିଗୁଣ ବଢ଼ାଇବ ଏନ୍ସିଇଆର୍ଟି : ଧର୍ମେନ୍ଦ୍ର ପ୍ରଧାନସର୍ବନିମ୍ନ ଖୁଚୁରା ମୂଲ୍ୟ (ଏମ୍ଆର୍ପି)ରେ ଦେଶବ୍ୟାପୀ ପ୍ରାୟ ୨୦ ହଜାର ପିନ୍ କୋଡ୍ରେ ଉପଲବ୍ଧ ହେବ ପୁସ୍ତକଏହି ବୁଝାମଣା ଦ୍ୱାରା ଅଗ୍ରଣୀ!-->…
Read More...
Read More...
ମହାରାଷ୍ଟ୍ରର ୱାଶିମ ଠାରେ ପ୍ରାୟ ୨୩,୩୦୦ କୋଟି ଟଙ୍କାର କୃଷି ଓ ପଶୁପାଳନ କ୍ଷେତ୍ର ସହ ଜଡ଼ିତ ବିଭିନ୍ନ ପଦକ୍ଷେପର…
ପାଖାପାଖି ୯.୪ କୋଟି କୃଷକଙ୍କୁ ପ୍ରାୟ ୨୦,୦୦୦ କୋଟି ଟଙ୍କାର ପିଏମ୍ କିଷାନ ସମ୍ମାନ ନିଧିର ୧୮ତମ କିସ୍ତି ପ୍ରଦାନପାଖାପାଖି ୨ ହଜାର କୋଟି ଟଙ୍କାର ନମୋ ଶେତକାରୀ ମହାସମ୍ମାନ ନିଧି ଯୋଜନାର ପଞ୍ଚମ କିସ୍ତିର ଶୁଭାରମ୍ଭ୧୯୨୦ କୋଟିରୁ ଅଧିକ ଟଙ୍କାର କୃଷି ଭିତ୍ତିଭୂମି ପାଣ୍ଠି (ଏଆଇଏଫ୍)!-->…
Read More...
Read More...
ସୋମବାର, ୦୭ ଅକ୍ଟୋବର, ୨୦୨୪ରେ ନୂଆଦିଲ୍ଲୀରେ ବାମପନ୍ଥୀ ଉଗ୍ରବାଦ ପ୍ରଭାବିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହିତ ଏକ…
ବୈଠକରେ ଆନ୍ଧ୍ରପ୍ରଦେଶ, ବିହାର, ଛତିଶଗଡ଼, ଝାଡ଼ଖଣ୍ଡ, ତେଲଙ୍ଗାନା, ଓଡ଼ିଶା, ମହାରାଷ୍ଟ୍ର ଓ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗଦେବେପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ମାର୍ଗଦର୍ଶନରେ, ସରକାର ମାର୍ଚ୍ଚ, ୨୦୨୬ ସୁଦ୍ଧା ଏଲ୍ଡବ୍ଲୁଇର!-->…
Read More...
Read More...
ନୂଆଦିଲ୍ଲୀରେ କୌଟିଲ୍ୟ ଇକୋନୋମିକ୍ କନ୍କ୍ଲେଭର ତୃତୀୟ ସଂସ୍କରଣକୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର…
ଭାରତ ହେଉଛି ଦୃତ ଅଭିବୃଦ୍ଧିଶୀଳ ଅର୍ଥନୀତି : ପ୍ରଧାନମନ୍ତ୍ରୀସରକାର ସଂସ୍କାର, ପ୍ରଦର୍ଶନ ଓ ରୂପାନ୍ତର ମନ୍ତ୍ର ଅନୁସରଣ କରୁଛନ୍ତି : ପ୍ରଧାନମନ୍ତ୍ରୀଭାରତକୁ ବିକଶିତ କରିବା ପାଇଁ ଢାଞ୍ଚାଗତ ସଂସ୍କାର କରିବାକୁ ସରକାର ପ୍ରତିଶୃତିବଦ୍ଧ : ପ୍ରଧାନମନ୍ତ୍ରୀଭାରତର ଅଭିବୃଦ୍ଧି ସହିତ!-->…
Read More...
Read More...
ପ୍ରଧାନମନ୍ତ୍ରୀ ଇଣ୍ଟର୍ଣ୍ଣସିପ୍ ଯୋଜନା – ପାଇଲଟ୍ ପ୍ରକଳ୍ପ
ନୂଆଦିଲ୍ଲୀ, (ପିଆଇବି) : ୧. ୨୦୨୪-୨୫ ବଜେଟରେ ପ୍ରଧାନମନ୍ତ୍ରୀଙ୍କ ଇଣ୍ଟର୍ଣ୍ଣସିପ୍ ସ୍କିମ୍ ଇନ୍ ଟପ୍ କମ୍ପାନୀ(ସ୍କିମ୍) ଘୋଷଣା କରାଯାଇଛି । ଏହା ମାଧ୍ୟମରେ ୫ ବର୍ଷ ମଧ୍ୟରେ ଶ୍ରେଷ୍ଠ ୫୦୦ କମ୍ପାନୀରେ ଏକ କୋଟି ଯୁବକଙ୍କୁ ଇଣ୍ଟର୍ଣ୍ଣସିପ୍ ସୁବିଧା ପ୍ରଦାନ କରିବା ଲକ୍ଷ୍ୟ ରଖାଯାଇଛି ।!-->…
Read More...
Read More...
ଦୀର୍ଘସ୍ଥାୟୀ କୃଷିକୁ ପ୍ରୋତ୍ସାହନ ଦେବା ଲାଗି ପିଏମ୍ ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା (ପିଏମ୍-ଆର୍କେଭିୱାଇ) ଏବଂ…
ନିର୍ଦ୍ଦିଷ୍ଟ ଆବଶ୍ୟକତା ଆଧାରରେ ଗୋଟିଏ ଉପାଦାନରୁ ଅନ୍ୟ ଉପାଦାନକୁ ପାଣ୍ଠି ପୁନଃ ଆବଣ୍ଟନ କରିବାକୁ ରାଜ୍ୟଗୁଡ଼ିକୁ ଦିଆଗଲା ନମନୀୟତା
ନୂଆଦିଲ୍ଲୀ, (ପିଆଇବି) : କେନ୍ଦ୍ର କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରଣାଳୟ ଅଧୀନରେ କାର୍ଯ୍ୟକାରୀ ହେଉଥିବା ସମସ୍ତ କେନ୍ଦ୍ର ପ୍ରାୟୋଜିତ ଯୋଜନା ଏବେ!-->!-->!-->…
Read More...
Read More...