Browsing Category
ଦେଶ ବିଦେଶ
ଆନ୍ତର୍ଜାତିକ ଦୂରସଞ୍ଚାର ସଂଘ- ବିଶ୍ୱ ଦୂରସଞ୍ଚାର ମାନକୀକରଣ ସମାବେଶ ୨୦୨୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ…
ପ୍ରଧାନମନ୍ତ୍ରୀଙ୍କ ଡିଜିଟାଲ ଭାରତ ପ୍ରତି ଦୃଢ଼ ଦୃଷ୍ଟିକୋଣ ଏବଂ ସୁଧାର, ନବାଚାର ଓ ସହଯୋଗ ଦିଗରେ ସରକାରଙ୍କ ସମର୍ଥନକୁ ଉଦ୍ୟୋଗ ଜଗତର ପ୍ରଶଂସାଡିଜିଟାଲ ପ୍ରଶାସନ କ୍ଷେତ୍ରରେ ବୈଶ୍ୱିକ ଢାଞ୍ଚାର ଆବଶ୍ୟକତା ଉପରେ ପ୍ରଧାନମନ୍ତ୍ରୀଙ୍କ ମତକୁ ଉଦ୍ୟୋଗ ମୁଖ୍ୟଙ୍କ ଗୁରୁତ୍ୱ
ନୂଆଦିଲ୍ଲୀ,!-->!-->!-->…
Read More...
Read More...
ଆମ ଯୁବପିଢ଼ିଙ୍କୁ ନିଶା ଦ୍ରବ୍ୟ କବଳରୁ ରକ୍ଷା କରି ନିଶାମୁକ୍ତ ଭାରତ ଗଠନ ପାଇଁ ନରେନ୍ଦ୍ର ମୋଦୀ ସରକାର…
ଡ୍ରଗ୍ସ ଓ ନାର୍କୋ ବ୍ୟବସାୟ ବିପକ୍ଷରେ ଅଭିଯାନ କୌଣସି ଶିଥିଳତା ବିନା ଜାରି ରହିବଗୁଜରାଟ ପୋଲିସ ୫,୦୦୦ କୋଟି ଟଙ୍କାର କୋକେନ୍ ଜବତ କରିବା ସହ ଦିଲ୍ଲୀ ପୋଲିସ୍ ୧୩,୦୦୦ କୋଟି ଟଙ୍କାର ଡ୍ରଗ୍ସ ଜବତ କରିବାରେ ସଫଳ ହୋଇଛି । କେନ୍ଦ୍ର ଗୃହମନ୍ତ୍ରୀ ଏଥିପାଇଁ ଉଭୟଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।
!-->!-->…
Read More...
Read More...
ପଞ୍ଚମ ଜାତୀୟ ଜଳ ପୁରସ୍କାର ଘୋଷଣା କଲେ କେନ୍ଦ୍ର ଜଳ ଶକ୍ତି ମନ୍ତ୍ରୀ
କେନ୍ଦ୍ର ଜଳ ଶକ୍ତି ମନ୍ତ୍ରୀ ସିଆର ପାଟିଲ ନୂଆଦିଲ୍ଲୀର ଶ୍ରମ ଶକ୍ତି ଭବନ ଠାରେ ୫ମ ଜାତୀୟ ଜଳ ପୁରସ୍କାର ବିଜେତାଙ୍କ ତାଲିକା ଘୋଷଣା କରିଛନ୍ତି ।
ନୂଆଦିଲ୍ଲୀ, (ପିଆଇବି) : ଜଳଶକ୍ତି ମନ୍ତ୍ରଣାଳୟ ଅଧୀନରେ ଥିବା ଜଳ ସମ୍ପଦ, ନଦୀ ଉନ୍ନୟନ ଏବଂ ଗଙ୍ଗା ପୁନରୁଦ୍ଧାର ବିଭାଗ!-->!-->!-->…
Read More...
Read More...
ଅକ୍ଟୋବର ୧୫, ୨୦୨୪ରେ ସ୍ୱାସ୍ଥ୍ୟସେବା, କୃଷି ଏବଂ ସ୍ଥାୟୀ ସହର ଉପରେ ୩ଟି ଏଆଇ – ଉତ୍କର୍ଷ କେନ୍ଦ୍ର ଘୋଷଣା…
ନୂଆଦିଲ୍ଲୀ, (ପିଆଇବି) : କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅକ୍ଟୋବର ୧୫, ୨୦୨୪ରେ ନୂଆଦିଲ୍ଲୀ ଠାରେ ସ୍ୱାସ୍ଥ୍ୟସେବା, କୃଷି ଏବଂ ସ୍ଥାୟୀ ସହର ଉପରେ ୩ଟି ଏଆଇ ସେଣ୍ଟର ଅଫ୍ ଏକ୍ସଲେନ୍ସ (ସିଓଇ) ଘୋଷଣା କରିବେ । 'ବିକଶିତ ଭାରତ'ର ସ୍ୱପ୍ନକୁ ସାକାର କରିବା ପାଇଁ ଏହି ୩ଟି!-->…
Read More...
Read More...
ଦିଲ୍ଲୀରେ ବାୟୁ ପ୍ରଦୂଷଣ ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡକ୍ଟର ପିକେ ମିଶ୍ରଙ୍କ ଅଧ୍ୟକ୍ଷତାରେ…
ଦିଲ୍ଲୀରେ ବାୟୁ ପ୍ରଦୂଷଣକୁ ରୋକିବା ଏବଂ ହ୍ରାସ କରିବା ଲାଗି ନିଆଯାଉଥିବା ସ୍ୱଳ୍ପକାଳୀନ ଏବଂ ଦୀର୍ଘମିଆଦୀ ପଦକ୍ଷେପର କଲେ ସମୀକ୍ଷାଦିଲ୍ଲୀରେ ଅଳିଆ ଗଦା ସ୍ଥାନକୁ ଖାଲି କରିବାରେ ମନ୍ଥର ଗତି ଏବଂ ଏମ୍ସିଡି ଦ୍ୱାରା ବର୍ଜ୍ୟବସ୍ତୁରୁ ବିଦ୍ୟୁତ ଶକ୍ତି ଉତ୍ପାଦନ ଯୋଜନା କାର୍ଯ୍ୟକାରୀ!-->…
Read More...
Read More...
ନୂଆଦିଲ୍ଲୀଠାରେ ପିଏଚ୍ଡି ଚାମ୍ବର ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରିର ୧୧୯ତମ ବାର୍ଷିକ ଅଧିବେଶନରେ ମୁଖ୍ୟ ଅତିଥି ଭାବେ…
ପ୍ରଥମେ ମୁଖ୍ୟମନ୍ତ୍ରୀ ଓ ପରେ କ୍ରମାଗତ ତୃତୀୟ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦୀ ଗତ ୨୩ ବର୍ଷ ଧରି ଗଣତାନ୍ତ୍ରିକ ଉପାୟରେ ଲୋକଙ୍କ ବିଶ୍ୱାସ ଜିତି ଆସୁଛନ୍ତିପ୍ରଧାନମନ୍ତ୍ରୀ ମୋଦୀ ଦୂରଦୃଷ୍ଟି, ଅଭିଜ୍ଞତା ଏବଂ ପ୍ରତିବଦ୍ଧତାର ଏକ ବିରଳ ମିଶ୍ରଣପିଏଚ୍ଡି ଚାମ୍ବର ଅଫ୍!-->…
Read More...
Read More...
ଲାଓସର ଭିଏନ୍ଶେଠାରେ ୨୧ତମ ଆସିଆନ୍-ଭାରତ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉଦ୍ଘାଟନୀ ଅଭିଭାଷଣ
ନୂଆଦଲ୍ଲୀ, (ପିଆଇବି) : ମହାମହିମ, ପ୍ରଧାନମନ୍ତ୍ରୀ ସୋନସାୟ ସିପାନଦୋନ,ମହାରାଜଗଣମହାମହିମ,ନମସ୍କାର ।ଆଜି ଆସିଆନ ପରିବାର ସହିତ ଏକାଦଶ ଥର ପାଇଁ ଏହି ବୈଠକରେ ଅଂଶଗ୍ରହଣ କରି ମୁଁ ଗୌରବାନ୍ୱିତ ଅନୁଭବ କରୁଛି । ୧୦ ବର୍ଷ ତଳେ ମୁଁ ଭାରତର ‘ଆକ୍ଟ ଇଷ୍ଟ’ ନୀତି ଘୋଷଣା କରିଥିଲେ । ଗତ ଏକ!-->…
Read More...
Read More...
ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଏବଂ ଅନ୍ୟାନ୍ୟ କଲ୍ୟାଣକାରୀ ଯୋଜନା ଅଧୀନରେ ମାଗଣା ଭିଟାମିନ୍ଯୁକ୍ତ ଚାଉଳ…
୭୫ତମ ସ୍ୱାଧୀନତା ଦିବସରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ ଅନୁଯାୟୀ, ଭିଟାମିନଯୁକ୍ତ ଚାଉଳ ଅଭିଯାନ ଜାରି ରଖିବା ଭାରତ ସରକାରଙ୍କ ରକ୍ତହୀନତା ମୁକ୍ତ ଭାରତ ରଣନୀତି ଅଧୀନରେ ଗ୍ରହଣ କରାଯାଇଥିବା ପଦକ୍ଷେପକୁ ସହଯୋଗ କରିବପ୍ରଧାନମନ୍ତ୍ରୀଙ୍କ ଲକ୍ଷ୍ୟ ଅନୁଯାୟୀ ପୋଷଣ ନିରାପତ୍ତା ଦିଗରେ ବଡ଼!-->…
Read More...
Read More...
ଏକ ଭାରତ ଶ୍ରେଷ୍ଠ ଭାରତ : ଏକତାର ପ୍ରତୀକ ଭାରତୀୟ ଚଳଚ୍ଚିତ୍ର
ନୂଆଦିଲ୍ଲୀ, (ପିଆଇବି) : ବିଶିଷ୍ଟ ଚଳଚ୍ଚିତ୍ର ନିର୍ମାତା ସତ୍ୟଜିତ୍ ରାୟଙ୍କ ଉକ୍ତିରେ, ‘ଚଳଚ୍ଚିତ୍ର ଏକ ସାର୍ବଜନୀନ ଭାଷା କହିଥାଏ । ଏକତା ବଜାୟ ରଖିବାରେ ଚଳଚ୍ଚିତ୍ରର ଅଭିନବ ଶକ୍ତିକୁ ଚିହ୍ନି ସେ ଏହି ମତବ୍ୟକ୍ତ କରିଥିଲେ । ଭାରତୀୟ ଚଳଚ୍ଚିତ୍ର ଜଗତ ନିଜର ଭାଷାଗତ ଓ ସାଂସ୍କୃତିକ!-->…
Read More...
Read More...
୭୦ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ
ଭାରତୀୟ ସିନେମାରେ ଜୀବନବ୍ୟାପୀ ସାଧନା ପାଇଁ ମିଥୁନ ଚକ୍ରବର୍ତ୍ତୀଙ୍କୁ ମିଳିଲା ଦାଦା ସାହେବ ଫାଲକେ ପୁରସ୍କାରରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଲେ, ସମାଜକୁ ବଦଳାଇବା ପାଇଁ ଚଳଚ୍ଚିତ୍ର ଓ ସାମାଜିକ ଗଣମାଧ୍ୟମ ସବୁଠାରୁ ଶକ୍ତିଶାଳୀ ମାଧ୍ୟମଖୁବଶୀଘ୍ର ମୁମ୍ବାଇରେ ଭାରତର ପ୍ରଥମ ଇଣ୍ଡିଆନ୍!-->…
Read More...
Read More...