Browsing Category

ଦେଶ ବିଦେଶ

ଖେଲୋ ଇଣ୍ଡିଆ ଯୋଜନାର ଚତୁର୍ଥ ସାଧାରଣ ପରିଷଦ ବୈଠକରେ ଅଧ୍ୟକ୍ଷତା କରିଛନ୍ତି ଡ. ମନସୁଖ ମାଣ୍ଡଭୀୟ

ଜନସାଧାରଣଙ୍କ ପରାମର୍ଶ ପାଇଁ କ୍ରୀଡ଼ା ନୀତିର ଡ୍ରାଫ୍ଟ ପ୍ରକାଶିତକ୍ରୀଡ଼ାବିତ୍ କଲ୍ୟାଣ, ପ୍ରତିଭା ଚିହ୍ନଟ ଓ କ୍ରୀଡ଼ା ପରିବେଶକୁ ସୁଦୃଢ଼ କରିବା ପାଇଁ ସବ୍ କମିଟିର ପୁନର୍ଗଠନ ନିମନ୍ତେ କେନ୍ଦ୍ରମନ୍ତ୍ରୀଙ୍କ ନିର୍ଦ୍ଦେଶବିଭିନ୍ନ ସଂସ୍ଥାରେ ସମନ୍ୱିତ ପ୍ରତିଭା ଚିହ୍ନଟ ପ୍ରୟାସ ପାଇଁ
Read More...

ଏନ୍‌ଏଚ୍‌ଆର୍‌ସିର ଦୁଇ ସପ୍ତାହର ଅଳ୍ପକାଳୀକ ଇଣ୍ଟର୍ନସିପ୍ ସମ୍ପନ୍ନ

କାର୍ଯ୍ୟବାହୀ ଅଧ୍ୟକ୍ଷ ଶ୍ରୀମତୀ ବିଜୟା ଭାରତୀ ସୟାନୀ ପ୍ରଶିକ୍ଷାର୍ଥୀମାନଙ୍କୁ ମାନବାଧିକାରର ରକ୍ଷକ ହେବା ସହ ସମାଜର ଦୁର୍ବଳ ବର୍ଗଙ୍କ ଚିନ୍ତା ଦୂର କରିବା ଦିଗରେ ପ୍ରୋତ୍ସାହିତ କଲେସମଗ୍ର ଦେଶରୁ ୭୭ ଜଣ ଛାତ୍ର ଏହି କାର୍ଯ୍ୟକ୍ରମରେ ସାମିଲ ହେଲେ ନୂଆଦିଲ୍ଲୀ, (ପିଆଇବି) : ରାଷ୍ଟ୍ରୀୟ
Read More...

୨୦୨୪-୨୫ରୁ ୨୦୩୦-୩୧ ପାଇଁ ଖାଇବା ତେଲ – ତୈଳବୀଜ ଉପରେ ଜାତୀୟ ମିଶନ (ଏନ୍‌ଏମ୍‌ଇଓ-ତୈଳବୀଜ)କୁ ଅନୁମୋଦନ କଲା…

ତୈଳବୀଜ ଉତ୍ପାଦନରେ ୭ ବର୍ଷ ମଧ୍ୟରେ ଭାରତକୁ ଆତ୍ମନିର୍ଭରଶୀଳ କରିବା ଏହି ମିଶନର ଲକ୍ଷ୍ୟଉନ୍ନତ ମାନର ବିହନ ଠିକ୍ ସମୟରେ ଉପଲବ୍ଧ କରାଇବା ପାଇଁ ଅଂଶୀଦାରମାନଙ୍କ ସହ ସମନ୍ୱୟ ରକ୍ଷା କରିବା ଲାଗି ମିଶନ ସାଥୀ ପୋର୍ଟାଲ ଆରମ୍ଭ କରିବ ଏହି ମିଶନ ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ
Read More...

ରେଳ କର୍ମଚାରୀଙ୍କ ପାଇଁ ୭୮ ଦିନର ଉତ୍ପାଦକତା ଆଧାରିତ ବୋନସ (ପିଏଲବି)କୁ ମଞ୍ଜୁର ଓ ଘୋଷଣା କଲା କ୍ୟାବିନେଟ୍

ନୂଆଦିଲ୍ଲୀ, (ପିଆଇବି) : ରେଳ କର୍ମଚାରୀଙ୍କ ଉତ୍କୃଷ୍ଟ ପ୍ରଦର୍ଶନକୁ ସ୍ୱୀକୃତି ଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍‌ ବୈଠକରେ ୧୧,୭୨,୨୪୦ ରେଳ କର୍ମଚାରୀଙ୍କ ଲାଗି ୨୦୨୮.୫୭ କୋଟି ଟଙ୍କାର ୭୮ ଦିନର ଉତ୍ପାଦକତା ଆଧାରିତ ବୋନସ୍
Read More...

ସ୍ୱଚ୍ଛତା ହିଁ ସେବା (ଏସ୍‌ଏଚ୍‌ଏସ୍‌) ୨୦୨୪ ଅଭିଯାନ ଅଧୀନରେ ଖଣି ମନ୍ତ୍ରଣାଳୟ ସଫଳତାର ସହ ୫୧୦ଟି କାର୍ଯ୍ୟକ୍ରମ ଆୟୋଜନ

ନୂଆଦିଲ୍ଲୀ, (ପିଆଇବି) : ଖଣି ମନ୍ତ୍ରଣାଳୟ ଏହାର କ୍ଷେତ୍ରୀୟ କାର୍ଯ୍ୟାଳୟ ଗୁଡ଼ିକ ସହାୟତାରେ ସ୍ୱଚ୍ଛତା ହିଁ ସେବା (ଏସ୍‌ଏଚ୍‌ଏସ୍‌) ୨୦୨୪ ଅଭିଯାନରେ ସକ୍ରିୟତାର ସହ ଅଂଶ ଗ୍ରହଣ କରିଛନ୍ତି । ସେମାନେ ସରକାରଙ୍କ ସମସ୍ତ ଆଭିମୁଖ୍ୟକୁ ଗ୍ରହଣ କରିବା ସହ ସ୍ୱଚ୍ଛତାକୁ ପ୍ରୋତ୍ସାହିତ କରିବା,
Read More...

‘ସବକି ଯୋଜନା ସବ୍ କା ବିକାଶ’ ଅଭିଯାନ – ପିପୁଲ୍ସ ପ୍ଲାନ୍ କ୍ୟାମ୍ପେନ୍‌ରେ ସକ୍ରିୟ ଭାବେ…

କେନ୍ଦ୍ରମନ୍ତ୍ରୀ ରାଜୀବ ରଞ୍ଜନ ସିଂହ ସାମଗ୍ରିକ ବିକାଶର ଲକ୍ଷ୍ୟ ହାସଲରେ ଏକତାର ମହତ୍ତ୍ୱ ଉପରେ ଗୁରୁତ୍ୱାରୋପ କରିବା ସହ ସରପଞ୍ଚ, ପଞ୍ଚାୟତ ସଭ୍ୟ ଏବଂ ଲୋକମାନଙ୍କୁ ପିପୁଲ୍ସ ପ୍ଲାନ କ୍ୟାମ୍ପେନ୍ ରେ ଉତ୍ସାହର ସହ ଅଂଶଗ୍ରହଣ କରିବାକୁ ନିବେଦନ କରିଛନ୍ତିପଞ୍ଚାୟତ ଉନ୍ନୟନ ଯୋଜନା (୨୦୨୫-୨୬)
Read More...

ଝାଡ଼ଖଣ୍ଡର ହଜାରୀବାଗରେ ୮୦,୦୦୦ କୋଟିରୁ ଅଧିକ ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଏବଂ ଉଦ୍‌ଘାଟନ କରିଛନ୍ତି…

ଧର୍ତ୍ତି ଆବା ଜନଜାତିୟ ଗ୍ରାମ ଉତ୍କର୍ଷ ଅଭିଯାନର ଶୁଭାରମ୍ଭ ସହିତ ପ୍ରାୟ ୫୫୦ଟି ଜିଲ୍ଲାର ୬୩୦୦୦ ଆଦିବାସୀ ଗାଁ ଉପକୃତ ହେବେ୪୦ଟି ଏକଲବ୍ୟ ବିଦ୍ୟାଳୟର ଉଦ୍‌ଘାଟନ ସହ ୨୫ଟି ଏକଲବ୍ୟ ବିଦ୍ୟାଳୟର ଶିଳାନ୍ୟାସପ୍ରଧାନମନ୍ତ୍ରୀ-ଜନମନ ଅଧୀନରେ ଏକାଧିକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସଆଜିର
Read More...

ଗାନ୍ଧୀ ଜୟନ୍ତୀ ଅବସରରେ ସ୍ୱଚ୍ଛତା ଅଭିଯାନରେ ସାମିଲ ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ସ୍ୱଚ୍ଛତା ସମ୍ପର୍କିତ କାର୍ଯ୍ୟକ୍ରମରେ ଭାଗ ନେବାକୁ ଜନସାଧାରଣଙ୍କୁ ଆହ୍ୱାନ କଲେ ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗାନ୍ଧୀ ଜୟନ୍ତୀ ଅବସରରେ ଦେଶର ଯୁବ ପିଢ଼ିଙ୍କ ସହ ସ୍ୱଚ୍ଛତା ଅଭିଯାନରେ ସାମିଲ ହୋଇଛନ୍ତି । ସ୍ୱଚ୍ଛ ଭାରତ ମିଶନକୁ ସଫଳ କରିବାକୁ ଆଜି
Read More...

ସ୍ୱଚ୍ଛ ଭାରତ ମିଶନ ଶୁଭାରମ୍ଭର ୧୦ ବର୍ଷ ପୂର୍ତ୍ତି ଉପଲକ୍ଷେ ଅକ୍ଟୋବର ୨ରେ ସ୍ୱଚ୍ଛ ଭାରତ ଦିବସ ୨୦୨୪ରେ ଅଂଶଗ୍ରହଣ…

ପ୍ରଧାନମନ୍ତ୍ରୀ ୯,୬୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଅନେକ ପରିମଳ ଏବଂ ସ୍ୱଚ୍ଛତା ପ୍ରକଳ୍ପର ଶୁଭାରମ୍ଭ ଏବଂ ଶିଳାନ୍ୟାସ କରିବେଏଥିରେ ଅମୃତ ଓ ଅମୃତ ୨.୦, ଜାତୀୟ ସ୍ୱଚ୍ଛ ଗଙ୍ଗା ମିଶନ ଏବଂ ଗୋବର୍ଧନ ଯୋଜନା ଅଧୀନରେ ଥିବା ପ୍ରକଳ୍ପ ସାମିଲସ୍ୱଚ୍ଛତା ହିଁ ସେବା ୨୦୨୪ର ବିଷୟବସ୍ତୁ : ‘ସ୍ୱଭାବ
Read More...

ଗୋରାପୁର-ଦର୍ଲିପୁର ସେକ୍ସନ ଦୋହରୀକରଣ ପୂର୍ବତଟ ରେଳପଥ ପାଇଁ ମାଇଲଖୁଣ୍ଟ ଉପଲବ୍ଧି

ନୂଆଦିଲ୍ଲୀ, (ପିଆଇବି) : ପୂର୍ବତଟ ରେଳପଥର ୱାଲ୍ଟିୟର ଡିଭିଜନ ଆଜି ୧୨.୬୪୯ କିଲୋମିଟର ଗୋରାପୁର-ଦର୍ଲିପୁଟ ସେକ୍ସନ ଦୋହରୀକରଣ କାର୍ଯ୍ୟକ୍ଷମ ହେବା ସହ ରେଳ ସୁରକ୍ଷା କମିଶନର (ଦକ୍ଷିଣ ପୂର୍ବ ସର୍କଲ) ବ୍ରିଜେଶ କୁମାର ମିଶ୍ରଙ୍କ ଦ୍ୱାରା ସ୍ୱୀକୃତିପ୍ରାପ୍ତ ହୋଇଛି । କଡ଼ା ସୁରକ୍ଷା
Read More...