Browsing Category
ଦେଶ ବିଦେଶ
ସାମୁଦ୍ରିକ ଝଡ଼ ‘ଦାନା’ର ପ୍ରଭାବକୁ ହ୍ରାସ କରିବା ପାଇଁ ରେଳବାଇର ସକ୍ରିୟ ପଦକ୍ଷେପ : ରିଲିଫ୍ କାର୍ଯ୍ୟ, ଯାତ୍ରୀଙ୍କ…
ପୂର୍ବ ଉପକୂଳରେ ରେଡ୍ ଆଲର୍ଟ ମଧ୍ୟରେ ତୁରନ୍ତ ରେଳ ସେବା ପୁନରୁଦ୍ଧାର ପାଇଁ ୨ଟି ରାଜ୍ୟରେ ୯ଟି ଜରୁରୀକାଳୀନ ପ୍ରକୋଷ୍ଠ ସ୍ଥାପନ କରାଯାଉଛିପ୍ରବଳ ପବନର ପ୍ରଭାବକୁ କମ୍ କରିବା ପାଇଁ ପ୍ରମୁଖ ଷ୍ଟେସନଗୁଡ଼ିକରେ ଖାଦ୍ୟ ଓ ପାଣି ସମେତ ପର୍ଯ୍ୟାପ୍ତ ବ୍ୟବସ୍ଥା କରାଯାଇଛିବାତ୍ୟା ‘ଦାନା’ର!-->…
Read More...
Read More...
ଡିଏପି ଅଭାବ କାରଣରୁ ରବି ଫସଲ ଉତ୍ପାଦନ ପ୍ରଭାବିତ ହେବାର ଆଶଙ୍କା ଥିବା ବିଷୟରେ ଗଣମାଧ୍ୟମରେ ପ୍ରକାଶିତ କେତେକ ଖବର…
ଡିଏପି ଉପରେ ସବସିଡି ଆଦୌ ହ୍ରାସ କରାଯାଇନାହିଁ, କୋଭିଡ୍ ସମୟରୁ ଡିଏପିର ସର୍ବାଧିକ ଖୁଚୁରା ମୂଲ୍ୟ ୫୦ କିଗ୍ରା ବସ୍ତା ପିଛା ୧୩୫୦/- ଟଙ୍କା ରଖାଯାଇଛିଦୁଇଟି କ୍ୟାବିନେଟ୍ ନିଷ୍ପତ୍ତି ମାଧ୍ୟମରେ ରବି ଋତୁ ପାଇଁ ସବସିଡି ବୃଦ୍ଧି କରାଯାଇଛି୨୦୨୪-୨୫ ରବି ଋତୁ ପାଇଁ ମୋଟ୍ ବଜେଟ୍ ଆବଣ୍ଟନ!-->…
Read More...
Read More...
୧୬ତମ ବ୍ରିକ୍ସ ଶିଖର ସମ୍ମିଳନୀ ଅବସରରେ ପିପୁଲ୍ସ ରିପବ୍ଲିକ୍ ଅଫ୍ ଚାଇନାର ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସହ…
ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୩ ଅକ୍ଟୋବର ୨୦୨୪ରେ କାଜାନଠାରେ ୧୬ତମ ବ୍ରିକ୍ସ ଶିଖର ସମ୍ମିଳନୀ ଅବସରରେ ଚୀନର ରାଷ୍ଟ୍ରପତି ସି ଜିନପିଙ୍ଗଙ୍କୁ ସାକ୍ଷାତ କରିଥିଲେ । ଭାରତ-ଚୀନ୍ ସୀମାନ୍ତ ଅଞ୍ଚଳରେ ୨୦୨୦ରେ ଉପୁଜିଥିବା ସମସ୍ୟାଗୁଡ଼ିକର ସମ୍ପୂର୍ଣ୍ଣ!-->…
Read More...
Read More...
ପଶ୍ଚିମବଙ୍ଗ ଏବଂ ଓଡ଼ିଶା ଉପକୂଳରେ ବାତ୍ୟା ଦାନାର ଲ୍ୟାଣ୍ଡଫଲ୍କୁ ଦୃଷ୍ଟିରେ ରଖି ଆଇସିଜି ପ୍ରତିଷେଧକ ମୂଳକ ପଦକ୍ଷେପ…
ଜାହଜ ଏବଂ ବିମାନକୁ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ରଖାଯାଇଛି, ପାଣିପାଗ ଚେତାବନୀ ଏବଂ ସୁରକ୍ଷା ପରାମର୍ଶ ପ୍ରସାରିତ ହେଉଛି; ବିପର୍ଯ୍ୟୟ ପ୍ରଶମନ ଦଳ ପ୍ରସ୍ତୁତ
ନୂଆଦିଲ୍ଲୀ, (ପିଆଇବି) : ୨୪ – ୨୫ ଅକ୍ଟୋବର ୨୦୨୪ରେ, ପଶ୍ଚିମବଙ୍ଗ ଏବଂ ଓଡ଼ିଶା ଉପକୂଳରେ ଘୂର୍ଣ୍ଣିଝଡ଼ ଦାନା ଲ୍ୟାଣ୍ଡଫଲ୍!-->!-->!-->…
Read More...
Read More...
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତ ସରକାର ସର୍ଦ୍ଦାର ପଟେଲଙ୍କ ଉଲ୍ଲେଖନୀୟ ଅବଦାନକୁ ସମ୍ମାନ ଜଣାଇ…
ଏହି ନିଷ୍ପତ୍ତି ସମ୍ପର୍କରେ ଘୋଷଣା କରି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି ଯେ, ଏହି ଉତ୍ସବ ସର୍ଦ୍ଦାର ପଟେଲଙ୍କ ଉଲ୍ଲେଖନୀୟ ସଫଳତା ଏବଂ ଏକତାର ଭାବନା ପ୍ରତି ଶ୍ରଦ୍ଧାଞ୍ଜଳିବିଶ୍ୱର ଅନ୍ୟତମ ଶକ୍ତିଶାଳୀ ଗଣତନ୍ତ୍ର ପ୍ରତିଷ୍ଠା ଏବଂ କାଶ୍ମୀରରୁ ଲାକ୍ଷାଦ୍ୱୀପ ପର୍ଯ୍ୟନ୍ତ ଭାରତକୁ!-->…
Read More...
Read More...
୫୫ତମ ଆଇଏଫ୍ଏଫ୍ଆଇ ପାଇଁ ପ୍ରତିନିଧି ପଞ୍ଜୀକରଣ ଆରମ୍ଭ
ଗୋଆରେ ଫିଲ୍ମ ମହୋତ୍ସବ ପାଇଁ ପ୍ରସ୍ତୁତ ହୁଅନ୍ତୁଚଳିତ ବର୍ଷ, କେହି ବାଦ୍ ପଡ଼ିବେ ନାହିଁ୫୫ତମ ଆଇଏଫ୍ଏଫ୍ଆଇ ୨୦୨୪ ଟିକେଟ୍ ଆପଣଙ୍କୁ ଅପେକ୍ଷା କରିଛି
ନୂଆଦିଲ୍ଲୀ, (ପିଆଇବି) : ନଭେମ୍ବର ମାସ ଫିଲ୍ମ ଉତ୍ସବ ନେଇ ଆସୁଛି, ଏହି ଅବସରରେ ଆମେ ଆପଣଙ୍କୁ ଗୋଆର ପାନାଜୀଠାରେ ନଭେମ୍ବର ୨୦ରୁ ୨୮!-->!-->!-->…
Read More...
Read More...
ଋଷ ରାଷ୍ଟ୍ରପତିଙ୍କ ସହ ଦ୍ୱିପାକ୍ଷିକ ବୈଠକ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉଦ୍ଘାଟନୀ ମନ୍ତବ୍ୟ
ନୂଆଦିଲ୍ଲୀ, (ପିଆଇବି) :
ମହାମହିମ,ଆପଣଙ୍କ ବନ୍ଧୁତା, ଭବ୍ୟ ସ୍ୱାଗତ ଏବଂ ଆତିଥ୍ୟ ପାଇଁ ମୁଁ ଆନ୍ତରିକ କୃତଜ୍ଞତା ଜଣାଉଛି । ଏହା ମୋ ପାଇଁ ଖୁସିର ବିଷୟ ଯେ ବ୍ରିକ୍ସ ଶିଖର ସମ୍ମିଳନୀ ପାଇଁ ମୋତେ କାଜାନ ଭଳି ଏକ ସୁନ୍ଦର ସହରକୁ ଆସିବାର ସୁଯୋଗ ମିଳିଛି । ଏହି ସହର ସହିତ ଭାରତର ଗଭୀର!-->!-->!-->…
Read More...
Read More...
ପ୍ରଧାନମନ୍ତ୍ରୀ ଭାରତୀୟ ଜନ ଔଷଧି ପରିଯୋଜନା ଅକ୍ଟୋବର ୨୦୨୪ରେ ୧୦୦ କୋଟିର ବିକ୍ରି କରିଛି
ଗତ ୧୦ ବର୍ଷ ମଧ୍ୟରେ ଜନ ଔଷଧି କେନ୍ଦ୍ର ସଂଖ୍ୟା ୧୭୦ ଗୁଣରୁ ଅଧିକ ବୃଦ୍ଧି ପାଇଛି, ଏବେ ଦେଶର ପ୍ରାୟ ସମସ୍ତ ଜିଲ୍ଲାରେ ୧୪,୦୦୦ରୁ ଅଧିକ କେନ୍ଦ୍ର ଅଛି
ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ଭାରତୀୟ ଜନ ଔଷଧି ପରିଯୋଜନା (ପିଏମ୍ବିଜେପି) ଅକ୍ଟୋବର ୨୦୨୪ରେ ୧୦୦୦ କୋଟି ଟଙ୍କାର!-->!-->!-->…
Read More...
Read More...
ଅସଙ୍ଗଠିତ ଶ୍ରମିକମାନଙ୍କ କଲ୍ୟାଣ ପାଇଁ ଡ. ମନସୁଖ ମାଣ୍ଡଭିୟ ‘ଇ-ଶ୍ରମ, ୱାନ ଷ୍ଟପ୍ ସଲ୍ୟୁସନ’ର ଶୁଭାରମ୍ଭ
ଇ-ଶ୍ରମ ୱାନ୍ ଷ୍ଟପ୍ ସଲ୍ୟୁସନ ଇ-ଶ୍ରମରେ ପଂଜିକୃତ ହୋଇଥିବା ଅସଂଗଠିତ ଶ୍ରମିକମାନଙ୍କୁ ବିଭିନ୍ନ ସାମାଜିକ ସୁରକ୍ଷା ଯୋଜନା ବିନା ବାଧାରେ ପହଞ୍ଚାଇବ : କେନ୍ଦ୍ର ମନ୍ତ୍ରୀ
ନୂଆଦିଲ୍ଲୀ, (ପିଆଇବି) : କେନ୍ଦ୍ର ଶ୍ରମ ଓ ରୋଜଗାର ତଥା ଯୁବ ବ୍ୟପାର ଏବଂ କ୍ରୀଡ଼ା ମନ୍ତ୍ରୀ ଡ. ମନସୁଖ!-->!-->!-->…
Read More...
Read More...
ବଙ୍ଗୋପସାଗରରେ ସମ୍ଭାବ୍ୟ ବାତ୍ୟା ମୁକାବିଲା ପ୍ରସ୍ତୁତି ସମୀକ୍ଷା ଲାଗି ଜାତୀୟ ବିପର୍ଯ୍ୟୟ ପ୍ରଶମନ କମିଟିର ଜରୁରୀ…
ନୂଆଦିଲ୍ଲୀ, (ପିଆଇବି) : କ୍ୟାବିନେଟ୍ ସଚିବ ଡକ୍ଟର ଟି.ଭି. ସୋମନାଥନଙ୍କ ଅଧ୍ୟକ୍ଷତାରେ ବଙ୍ଗୋପସାଗରରେ ସମ୍ଭାବ୍ୟ ବାତ୍ୟା ମୁକାବିଲା ପ୍ରସ୍ତୁତି ସମୀକ୍ଷା ପାଇଁ ଜାତୀୟ ବିପତ୍ତି ପ୍ରଶମନ କମିଟିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ!-->…
Read More...
Read More...