Browsing Category
ଦେଶ ବିଦେଶ
ଗ୍ରାମୀଣ ଭାରତର ୯୫% ଜମିଜମା ରେକର୍ଡ ଡିଜିଟାଇଜ୍ ହୋଇଛି
ନୂଆଦିଲ୍ଲୀ, (ପିଆଇବି) : ଜମି ରେକର୍ଡର ଡିଜିଟାଇଜେସନ୍, ଜମି ମାଲିକାନା ପରିଚାଳନାର ଆଧୁନିକୀକରଣ ସହିତ ଗ୍ରାମୀଣ ଭାରତ ଏକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଦେଇ ଗତି କରୁଛି । ଏହି ପଦକ୍ଷେପ ଭୂମି ପ୍ରଶାସନରେ ସ୍ୱଚ୍ଛତା ଏବଂ ଦକ୍ଷତା ବୃଦ୍ଧି କରିଛି ଏବଂ ଲକ୍ଷ ଲକ୍ଷ ଗ୍ରାମୀଣ ପରିବାରକୁ!-->…
Read More...
Read More...
ଶସ୍ୟ ଅବଶିଷ୍ଟାଂଶ ପୋଡ଼ିବାର ପରିଚାଳନା ପ୍ରସଙ୍ଗରେ ମନ୍ତ୍ରୀସ୍ତରୀୟ ଆନ୍ତଃମନ୍ତ୍ରଣାଳୟ ବୈଠକ ଅନୁଷ୍ଠିତ
ପଞ୍ଜାବ, ହରିୟାଣା ଏବଂ ଉତ୍ତର ପ୍ରଦେଶ ରାଜ୍ୟର ସମସ୍ତ ଅଂଶୀଦାର ଏବଂ କୃଷକଙ୍କ ସହଯୋଗ ଯୋଗୁଁ ଶସ୍ୟ ଅବଶିଷ୍ଟାଂଶ ପୋଡ଼ିବା ମାମଲାରେ ଯଥେଷ୍ଟ ହ୍ରାସ ଘଟିଛିକୃଷି ଓ କୃଷକ କଲ୍ୟାଣ ବିଭାଗର ଶସ୍ୟ ଅବଶିଷ୍ଟାଂଶ ପରିଚାଳନା ଯୋଜନା ଅଧୀନରେ ପୂର୍ବରୁ ଆର୍ଥିକ ସହାୟତା ଯୋଗାଇ ଦିଆଯାଇଥିବା ୩ ଲକ୍ଷରୁ!-->…
Read More...
Read More...
ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମରେ ମିଥ୍ୟା ବୋମା ଧମକକୁ ରୋକିବା ପାଇଁ ମାର୍ଗଦର୍ଶିକା ଜାରି କଲେ ସରକାର
● ଠିକ୍ ସମୟରେ ମିଥ୍ୟା ଧମକକୁ ଅପସାରଣ କରିବା, ଧମକ ସମ୍ପର୍କରେ ରିପୋର୍ଟ କରିବା ଏବଂ କର୍ତ୍ତୃପକ୍ଷଙ୍କୁ ସହଯୋଗ କରିବାକୁ ଦିଆଗଲା ନିର୍ଦ୍ଦେଶ● ସୂଚନା ପ୍ରଯୁକ୍ତି ବିଦ୍ୟା ଆଇନ, ୨୦୦୦ ଏବଂ ଆଇଟି ନିୟମ, ୨୦୨୧ ଅଧୀନରେ ମଧ୍ୟସ୍ଥମାନଙ୍କ ଦ୍ୱାରା ଉପଯୁକ୍ତ ତଦାରଖକୁ କଡ଼ାକଡ଼ି ଭାବେ ପାଳନ!-->…
Read More...
Read More...
ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା (ପିଏମ୍ଏମ୍ୱାଇ) ଅଧୀନରେ ଋଣ ସୀମା ବର୍ତ୍ତମାନର ୧୦ ଲକ୍ଷ ଟଙ୍କାରୁ ୨୦ ଲକ୍ଷ ଟଙ୍କାକୁ…
ନୂଆଦିଲ୍ଲୀ, (ପିଆଇବି) : କେନ୍ଦ୍ର ବଜେଟ୍ ୨୦୨୪-୨୫ରେ ଅର୍ଥମନ୍ତ୍ରୀ ୨୩ ଜୁଲାଇ ୨୦୨୪ରେ କରିଥିବା ଘୋଷଣା ଅନୁଯାୟୀ ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା (ପିଏମ୍ଏମ୍ୱାଇ) ଅଧୀନରେ ମୁଦ୍ରା ଋଣର ସୀମା ବର୍ତ୍ତମାନର ୧୦ ଲକ୍ଷ ଟଙ୍କାରୁ ୨୦ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି । ଏହି ବୃଦ୍ଧି!-->…
Read More...
Read More...
ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଦ୍ୱାରା ଆଇଗଟ୍ ଲ୍ୟାବ ପ୍ରତିଷ୍ଠା ଏକ ପ୍ରଶଂସନୀୟ ପଦକ୍ଷେପ : ଡ. ଏଲ୍. ମୁରୁଗନ୍
ଆକାଂକ୍ଷୀ ଭାରତ ପାଇଁ କୃତ୍ରିମ ବୁଦ୍ଧିମତା : ଡ. ଏଲ୍. ମୁରୁଗନ୍ ଉତ୍ପାଦନ ବୃଦ୍ଧି ତଥା ଶାସନକୁ ଉନ୍ନତ କରିବାକୁ ଏଆଇ ଉପକରଣ ଗ୍ରହଣ କରିବାକୁ ଅନୁରୋଧ କରିଛନ୍ତି
ନୂଆଦିଲ୍ଲୀ, (ପିଆଇବି) : ଜାତୀୟ ଶିକ୍ଷା ସପ୍ତାହ ୨୦୨୪ ପୁରସ୍କାର ବିତରଣ ସମାରୋହ ଏବଂ ଆଇଗଟ୍ ଲ୍ୟାବ୍ ଏବଂ ଶିକ୍ଷଣ!-->!-->!-->…
Read More...
Read More...
ଭାରତୀୟ ସମାଜ ଓ ବଜାର ପାଇଁ ଷ୍ଟାର୍ଟଅପ୍ ଗୁଡ଼ିକୁ ବିକଶିତ କରିବା ଉପରେ ଆଲୋଚନା କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର…
ଅଷ୍ଟ୍ରେଲିଆର ଗବେଷଣା ଭିତ୍ତିକ ବିଶ୍ୱବିଦ୍ୟାଳୟସମୂହ ‘ଗ୍ରୁପ୍ ଅଫ୍ ୮’ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଲେଅଷ୍ଟ୍ରେଲିଆରେ ଅଧ୍ୟୟନରତ ଭାରତୀୟ ଛାତ୍ରଛାତ୍ରୀ ଓ ବରିଷ୍ଠ ଗବେଷକଙ୍କ ସହ ସାକ୍ଷାତ୍ ଆଲୋଚନାମ୍ୟାକ୍ୱାରି ପାର୍କ ଇନୋଭେସନ୍ ଡିଷ୍ଟ୍ରିକ୍ଟ ପରିଦର୍ଶନ କରିବା ସହ ଗବେଷକ ଏବଂ!-->…
Read More...
Read More...
ଏସ୍ବିଆଇ ରିପୋର୍ଟ : ଟିକସ ସରଳୀକରଣ ଯୋଗୁଁ ଆଇଟିଆର ଦାଖଲ ବୃଦ୍ଧି
କମୁଛି ଆୟ ଅସମାନତା : ସରକାରୀ ପଦକ୍ଷେପ ନିମ୍ନ ଆୟବର୍ଗଙ୍କ ମଧ୍ୟରେ ରୋଜଗାର ବଢ଼ାଉଛି
ନୂଆଦିଲ୍ଲୀ, (ପିଆଇବି) : ଭାରତୀୟ ଷ୍ଟେଟ୍ ବ୍ୟାଙ୍କ (ଏସ୍ବିଆଇ)ର ଏକ ସଦ୍ୟତମ ରିପୋର୍ଟ ମୁତାବକ, ଦେଶରେ ଟିକସ ସରଳୀକରଣ ପଦକ୍ଷେପ କାରଣରୁ ଆୟକର ରିଟର୍ଣ୍ଣ (ଆଇଟିଆର) ଦାଖଲ ବୃଦ୍ଧି ପାଇଛି । ଟିକସ!-->!-->!-->…
Read More...
Read More...
ନୂଆଦିଲ୍ଲୀର ବିଜ୍ଞାନ ଭବନ ଠାରେ ଗ୍ରାମ ପଞ୍ଚାୟତ ସ୍ତରରେ ପାଣିପାଗ ପୂର୍ବାନୁମାନ ବ୍ୟବସ୍ଥାର ଶୁଭାରମ୍ଭ କଲେ…
‘ଗ୍ରାମ ପଞ୍ଚାୟତ ସ୍ତରରେ ପାଣିପାଗ ପୂର୍ବାନୁମାନ’ ଭାରତୀୟ ଅର୍ଥବ୍ୟବସ୍ଥାରେ ପରିବର୍ତ୍ତନ ଆଣିବାରେ ଏକ ମାଇଲଖୁଣ୍ଟ ପାଲଟିବ : ରାଜୀବ ରଞ୍ଜନ ସିଂ୫ ଦିନ ଏବଂ ପ୍ରତି ଘଣ୍ଟା ଭିତ୍ତିରେ ସ୍ଥାନୀୟ ପାଣିପାଗ ପୂର୍ବାନୁମାନ ବର୍ତ୍ତମାନ ୨.୫ ଲକ୍ଷରୁ ଅଧିକ ଗ୍ରାମ ପଞ୍ଚାୟତରେ ଉପଲବ୍ଧ ହେବ
!-->!-->!-->…
Read More...
Read More...
ଶିକ୍ଷା, ଦକ୍ଷତା ଓ ଗବେଷଣା କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗ ତ୍ୱରିତ ହେବ – ଧର୍ମେନ୍ଦ୍ର ପ୍ରଧାନ
ଅଷ୍ଟ୍ରେଲିଆ-ଭାରତ ଶିକ୍ଷା ଏବଂ ଦକ୍ଷତା ପରିଷଦ ବୈଠକରେ ଅଷ୍ଟ୍ରେଲିଆ ଶିକ୍ଷା ମନ୍ତ୍ରୀ ଏବଂ ଦକ୍ଷତା ଓ ତାଲିମ ମନ୍ତ୍ରୀ ଯୋଗଦେଲେଏଆଇଇଏସ୍ସି ବୈଠକରେ ନିଷ୍ପତି ହୋଇଥିବା କାର୍ଯ୍ୟକୁ ଆଗେଇ ନେବା ପାଇଁ ସମ୍ମତିଅଷ୍ଟ୍ରେଲିଆ-ଭାରତ ଶିକ୍ଷା ଏବଂ ଦକ୍ଷତା ପରିଷଦ ବୈଠକ ସ୍କୁଲ ଶିକ୍ଷା, ଦକ୍ଷତା!-->…
Read More...
Read More...
୫୫ତମ ଆଇଏଫ୍ଏଫ୍ଆଇ ପ୍ରଦର୍ଶିତ ହେବାକୁ ଥିବା ଚଳଚ୍ଚିତ୍ର ତାଲିକା ଘୋଷଣା କଲା ଇଣ୍ଡିଆନ୍ ପାନୋରାମା
'ସ୍ୱାତନ୍ତ୍ର୍ୟ ବୀର ସାବରକର' ହେବ ଭାରତୀୟ ପାନୋରାମାର ଓପନିଂ ଫିଚର ଫିଲ୍ମଲଦାଖୀ ଭାଷାର ଫିଲ୍ମ 'ଘର ଜୈସା କୁଛ' ହେବ ଓପନିଂ ନନ୍ ଫିଚର ଫିଲ୍ମ୫୫ତମ ଆଇଏଫ୍ଏଫ୍ଆଇରେ ଭାରତୀୟ ପାନୋରାମାରେ ପ୍ରଦର୍ଶିତ ହେବ ୨୫ଟି ଫିଚର ଫିଲ୍ମ ଓ ୨୦ଟି ଅଣ-ଫିଚର ଫିଲ୍ମ
ନୂଆଦିଲ୍ଲୀ, (ପିଆଇବି) :!-->!-->!-->…
Read More...
Read More...