Browsing Category
ଦେଶ ବିଦେଶ
ଭୁବନେଶ୍ୱରରେ ରୋଜଗାର ମେଳା : ୩୩୦ ଯୁବକ ଯୁବତୀଙ୍କୁ ସରକାରୀ ନିଯୁକ୍ତିପତ୍ର ବାଣ୍ଟିଲେ କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ୍
ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ଏହି ଅଭିନବ କାର୍ଯ୍ୟକ୍ରମ ବହୁସଂଖ୍ୟକ ଯୁବକ ଯୁବତୀଙ୍କୁ ନିଯୁକ୍ତି ସୁଯୋଗ ପ୍ରଦାନ କରିଛି : କେନ୍ଦ୍ର ଜନଜାତି ବ୍ୟାପାର ମନ୍ତ୍ରୀ
ଭୁବନେଶ୍ୱର, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡ଼ିଓ କନଫରେନ୍ସିଂ ଜରିଆରେ ଦେଶବ୍ୟାପୀ!-->!-->!-->…
Read More...
Read More...
ଆନ୍ତର୍ଜାତୀୟ ସଂଗଠିତ ସାଇବର ଅପରାଧୀଙ୍କ ଦ୍ୱାରା ବେଆଇନ ଗତିବିଧି ପାଇଁ ବ୍ୟବହାର କରାଯାଉଥିବା ‘ମ୍ୟୁଲ୍’ ବ୍ୟାଙ୍କ…
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ମାର୍ଗଦର୍ଶନରେ ଗୃହ ମନ୍ତ୍ରଣାଳୟ ସାଇବର ସୁରକ୍ଷିତ ଭାରତ ଗଠନ ପାଇଁ ସମସ୍ତ ପଦକ୍ଷେପ ନେଉଛିଗୁଜରାଟ ପୁଲିସ ଏବଂ ଆନ୍ଧ୍ରପ୍ରଦେଶ ପୁଲିସର ଦେଶବ୍ୟାପୀ ଚଢ଼ାଉରୁ ଜଣାପଡିଛି ଯେ, ଆନ୍ତର୍ଜାତୀ!-->…
Read More...
Read More...
ରାୟଗଡ଼ ଦୁର୍ଗ : ଛତ୍ରପତି ଶିବାଜୀ ମହାରାଜଙ୍କ ଦ୍ୱାରା ବିକଶିତ ମରାଠା ସାମ୍ରାଜ୍ୟର
ନୂଆଦିଲ୍ଲୀ, (ପିଆଇବି) : ରାଜଧାନୀ'ଭାରତର ମରାଠା ସାମରିକ ପରିଦୃଶ୍ୟ' ଶୀର୍ଷକରେ ୟୁନେସ୍କୋ ବିଶ୍ୱ ଐତିହ୍ୟ ପାଇଁ ମନୋନୀତ ହୋଇଥିବା ୧୨ଟି ଦୁର୍ଗ ମଧ୍ୟରୁ ରାୟଗଡ଼ର ଦୁର୍ଗ ଅନ୍ୟତମ । ମନୋନୀତ ୧୨ଟି ଦୁର୍ଗ ମଧ୍ୟରୁ ରାୟଗଡ ହେଉଛି ମରାଠା ସ୍ଥାପତ୍ୟର ଉତ୍କୃଷ୍ଟ ଉଦାହରଣ ଏବଂ ପାହାଡ଼ ଉପରେ!-->…
Read More...
Read More...
ଧନ୍ୱନ୍ତରୀ ଜୟନ୍ତୀ ଓ ନବମ ଆୟୁର୍ବେଦ ଦିବସ ଅବସରରେ ଅକ୍ଟୋବର ୨୯ରେ ପ୍ରଧାନମନ୍ତ୍ରୀ ସ୍ୱାସ୍ଥ୍ୟ କ୍ଷେତ୍ରରେ ୧୨,୮୫୦…
ପ୍ରଧାନମନ୍ତ୍ରୀ ଆୟୁଷ୍ମାନ ଭାରତ ପିଏମ-ଜୟ ଯୋଜନାରେ ୭୦ ବର୍ଷର ଓ ତା’ଠାରୁ ଅଧିକ ବୟସର ବରିଷ୍ଠ ନାଗରିକଙ୍କ ପାଇଁ ସ୍ୱାସ୍ଥ୍ୟ ବୀମା ସମ୍ପ୍ରସାରଣର ଲୋକାର୍ପଣ କରିବେସ୍ୱାସ୍ଥ୍ୟସେବା ମୌଳିକ ଢାଞ୍ଚାକୁ ସୁଦୃଢ଼ କରିବାକୁ ପ୍ରଧାନମନ୍ତ୍ରୀ ବହୁମୁଖୀ ସ୍ୱାସ୍ଥ୍ୟ ଅନୁଷ୍ଠାନର ଶିଳାନ୍ୟାସ ଓ!-->…
Read More...
Read More...
ଅକ୍ଟୋବର ୨୯ରେ ରୋଜଗାର ମେଳା ଅଧିନରେ ସରକାରୀ ବିଭାଗ ଓ ସଂସ୍ଥାରେ ନୂଆ ନିଯୁକ୍ତି ପାଇଥିବା ୫୧,୦୦୦ରୁ ଅଧିକ ଯୁବକ…
ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୯ ଅକ୍ଟୋବର ୨୦୨୪ ଦିନ ୧୦ଟା ୩୦ ମିନିଟ ସମୟରେ ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ୫୧,୦୦୦ରୁ ଅଧିକ ନବନିଯୁକ୍ତ ଯୁବକ, ଯୁବତୀଙ୍କୁ ନିଯୁକ୍ତି ପତ୍ର ବିତରଣ କରିବେ । ଏହି ଅବସରରେ ମଧ୍ୟ ପ୍ରଧାନମନ୍ତ୍ରୀ ରୋଜଗାର ମେଳାକୁ ସମ୍ବୋଧିତ!-->…
Read More...
Read More...
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ସ୍ପେନର ପ୍ରଧାନମନ୍ତ୍ରୀ ପେଡ୍ରୋ ସାଞ୍ଚେଜ୍ ମିଳିତ ଭାବେ ଗୁଜରାଟର ଭଦୋଦରା ଠାରେ…
ଭଦୋଦରାସ୍ଥିତ ସି- ୨୯୫ ଏୟାରକ୍ରାଫ୍ଟ କାରଖାନା ବିଶ୍ୱ ଏରୋସ୍ପେସ୍ ଉତ୍ପାଦନରେ ବିଶ୍ୱସ୍ତ ଅଂଶୀଦାର ଭାବରେ ଭାରତର ସ୍ଥିତିକୁ ସୁଦୃଢ଼ କରୁଛି : ପ୍ରଧାନମନ୍ତ୍ରୀମେକ୍ ଇନ୍ ଇଣ୍ଡିଆ, ମେକ୍ ଫର୍ ଦି ୱାର୍ଲ୍ଡ : ପ୍ରଧାନମନ୍ତ୍ରୀସି - ୨୯୫ ବିମାନ କାରଖାନା ଏକ ନୂତନ ଭାରତର ନୂତନ କାର୍ଯ୍ୟ!-->…
Read More...
Read More...
ସପ୍ତଦଶ ଅର୍ବାନ୍ ମୋବିଲିଟି ଇଣ୍ଡିଆ (ୟୁଏମ୍ଆଇ) ସମ୍ମିଳନୀ ଏବଂ ପ୍ରଦର୍ଶନୀ ୨୦୨୪ରେ ‘ଶ୍ରେଷ୍ଠ ସାର୍ବଜନୀନ ପରିବହନ…
ଶ୍ରୀନଗର ଜିତିଲା ଅଣମୋଟର ପରିବହନ ବ୍ୟବସ୍ଥା ଥିବା ସହର ପୁରସ୍କାରକେନ୍ଦ୍ରମନ୍ତ୍ରୀ ମନୋହର ଲାଲ ହରିୟାଣାର ଗୁରୁଗ୍ରାମକୁ ଅଷ୍ଟାଦଶ ଅର୍ବାନ୍ ମୋବିଲିଟି ଇଣ୍ଡିଆ (ୟୁଏମ୍ଆଇ) ସମ୍ମିଳନୀ ଏବଂ ପ୍ରଦର୍ଶନୀ ୨୦୨୫ର ଆୟୋଜନ ସ୍ଥଳୀ ଭାବେ ଘୋଷଣା କରିଛନ୍ତିପ୍ରଧାନମନ୍ତ୍ରୀଙ୍କ ‘ଏକ ରାଷ୍ଟ୍ର ଏକ!-->…
Read More...
Read More...
୨୦୦୬-୦୭ ଆର୍ଥିକ ବର୍ଷରୁ ୨୦୧୩-୧୪ ଆର୍ଥିକ ବର୍ଷ ମଧ୍ୟରେ ମୋଟ ବ୍ୟକ୍ତି ଦିବସ ୧୬୬୦ କୋଟି ଥିବା ବେଳେ ୨୦୧୪-୧୫ ଆର୍ଥିକ…
୧୩.୧୦ କୋଟି ସକ୍ରିୟ କର୍ମୀଙ୍କ ପାଇଁ ଆଧାର ସିଡିଂ କରାଯାଇଛି, ଯାହା କି ମୋଟ ସକ୍ରିୟ ଶ୍ରମିକ (୧୩.୧୮ କୋଟି)ର ୯୯.୩% ଅଟେଏବିପିଏସ୍ ଅଧୀନରେ ବିଫଳ କାରବାରର ପୁନରୁଦ୍ଧାର ପାଇଁ ଏନ୍ଆର୍ଇଜିଏସ୍ଫ୍ଟରେ ଏକ ବିକଳ୍ପ ସମାଧାନ ପୂର୍ବରୁ ବିଦ୍ୟମାନ ଅଛି୨୦୧୩-୧୪ ଆର୍ଥିକ ବର୍ଷରେ ବଜେଟ୍ ଆବଣ୍ଟନ!-->…
Read More...
Read More...
ବ୍ରିକ୍ସ ଶିଖର ସମ୍ମିଳନୀ ଅବସରରେ ଋଷ ରାଷ୍ଟ୍ରପତି ପୁଟିନଙ୍କୁ ଝାଡ଼ଖଣ୍ଡର ଚିତ୍ରକଳା ଉପହାର ଦେଇଛନ୍ତି ପ୍ରଧାନମନ୍ତ୍ରୀ
ସୋହରାଇ: ଏକ କାଳଜୟୀ ପାରମ୍ପରିକ ଚିତ୍ରକଳା
ନୂଆଦିଲ୍ଲୀ, (ପିଆଇବି) : ଝାଡଖଣ୍ଡ ଏହାର ସମୃଦ୍ଧ ଆଦିବାସୀ କଳା ପାଇଁ ବେଶ୍ ଜଣାଶୁଣା । ଝାଡ଼ଖଣ୍ଡର ହଜାରୀବାଗ ଜିଲ୍ଲାର ସୋହରାଇ ଚିତ୍ର ଏହି ଅଞ୍ଚଳର ସ୍ୱଦେଶୀ କଳା ପରମ୍ପରାର ପ୍ରତିନିଧିତ୍ୱ କରିଥାଏ । ସୋହରାଇ ଚିତ୍ରକଳାକୁ ଓଡିଓପି (ଏକ!-->!-->!-->…
Read More...
Read More...
ମିସ୍ ଗ୍ରାଣ୍ଡ ଇଣ୍ଟରନ୍ୟାସନାଲ ପଞ୍ଜାବର ରାଚେଲ ଗୁପ୍ତା
ନୂଆଦିଲ୍ଲୀ : ଭାରତ ପାଇଁ ଇତିହାସ ରଚିଛନ୍ତି ପଞ୍ଜାବ ଜଳନ୍ଧରର ରାଚେଲ ଗୁପ୍ତା । ଥାଇଲାଣ୍ଡର ବ୍ୟାଙ୍କକ୍ରେ ଆୟୋଜିତ ମିସ୍ ଗ୍ରାଣ୍ଡ ଇଣ୍ଟରନ୍ୟାସନାଲ୍ (ଏମ୍ଜିଆଇ)- ୨୦୨୪ ପ୍ରତିଯୋଗିତାର ଟାଇଟଲ ଜିତି ରାଚେଲ ଭାରତକୁ ଗୌରବାନ୍ୱିତ କରିଛନ୍ତି । ଏମ୍ଜିଆଇ ହଲ୍ରେ ଫିନାଲେ ସମୟରେ ପେରୁର!-->…
Read More...
Read More...