Browsing Category

ଦେଶ ବିଦେଶ

ନୂଆଦିଲ୍ଲୀଠାରେ ସହରାଞ୍ଚଳ ଜମି ରେକର୍ଡର ସର୍ଭେ-ପୁନଃ ସର୍ବେକ୍ଷଣରେ ଆଧୁନିକ ଜ୍ଞାନକୌଶଳର ବ୍ୟବହାର ଉପରେ ଆନ୍ତର୍ଜାତୀୟ…

ଡିଜିଟାଲ ଭାବରେ ଅପଡେଟ୍ ଏବଂ ସ୍ୱଚ୍ଛ ଜମି ରେକର୍ଡଗୁଡିକ ଭୂମି ସମ୍ପଦର ଅପ୍ଟିମାଇଜେସନ୍ ଏବଂ ନୀତି ତଥା ଯୋଜନାରେ ସାହାଯ୍ୟ କରିବା ପାଇଁ ବିଭିନ୍ନ ଏଜେନ୍ସି ସହିତ ସୂଚନା ଆଦାନ ପ୍ରଦାନ କରିବାରେ ସହାୟକ ହେବ : ଶିବରାଜ ସିଂ ଚୌହାନସମଗ୍ର ବିଶ୍ୱର ବିଶେଷଜ୍ଞଙ୍କ ଉପସ୍ଥିତିରୁ ଆମେ ଉପକୃତ ହେବୁ
Read More...

ନୂଆଦିଲ୍ଲୀରେ ଏନ୍‌ଡିଟିଭି ବିଶ୍ୱ ଶିଖର ସମ୍ମିଳନୀ ୨୦୨୪କୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ଯେତେବେଳେ ବିଶ୍ୱ ଚିନ୍ତାରେ ବୁଡ଼ି ରହିଛି, ଭାରତ ଆଶା ସଂଚାର କରୁଛି : ପ୍ରଧାନମନ୍ତ୍ରୀଆଜି ଭାରତ ପ୍ରତ୍ୟେକ କ୍ଷେତ୍ରରେ, ପ୍ରତ୍ୟେକ ଅଂଚଳରେ ଅଭୂତପୂର୍ବ ଭାବେ ଦ୍ରୁତ ଗତିରେ କାର୍ଯ୍ୟ କରୁଛି : ପ୍ରଧାନମନ୍ତ୍ରୀଭାରତ ଆଜି ଉଭୟ ଏକ ବିକାଶଶୀଳ ଦେଶ ଏବଂ ଏକ ଉଦୀୟମାନ ଶକ୍ତି :
Read More...

ଗ୍ରାମୀଣ ଭାରତର ସଶକ୍ତୀକରଣ : ଗ୍ରାମୀଣ ଆର୍ଥିକ ଅନ୍ତର୍ଭୁକ୍ତୀକରଣ ଉପରେ ନାବାର୍ଡ ସର୍ଭେ

ନୂଆଦିଲ୍ଲୀ, (ପିଆଇବି) : ନାବାର୍ଡ ୨୦୨୧-୨୨ ପାଇଁ ଏହାର ଦ୍ୱିତୀୟ ସର୍ବଭାରତୀୟ ଗ୍ରାମୀଣ ଆର୍ଥିକ ଅନ୍ତର୍ଭୁକ୍ତୀକରଣ ସର୍ବେକ୍ଷଣ (ଏନ୍ଏଏଫ୍ଆଇଏସ୍)ରୁ ଏହି ତଥ୍ୟ ପ୍ରକାଶ କରିଛି, ଯେଉଁଥିରେ କୋଭିଡ୍ ପରବର୍ତ୍ତୀ ସମୟର ବିଭିନ୍ନ ଅର୍ଥନୈତିକ ଏବଂ ଆର୍ଥିକ ସୂଚକାଙ୍କକୁ ଅନ୍ତର୍ଭୁକ୍ତ କରି ୧
Read More...

‘ଲାଇଟ୍ ହାଉସ୍ ପର୍ଯ୍ୟଟନ ସମ୍ମିଳନୀ ୨୦୨୪’ ସହ ଦ୍ୱିତୀୟ ଜାତୀୟ ଲାଇଟ୍ ହାଉସ୍ ମହୋତ୍ସବ ଆରମ୍ଭ

ଲାଇଟ୍ ହାଉସ୍ ପର୍ଯ୍ୟଟନ ସମ୍ମିଳନୀ ୨୦୨୪ ଐତିହ୍ୟ ଓ ସଂରକ୍ଷଣ ପାଇଁ ସୁଯୋଗ ଉପରେ କଲା ଆଲୋକପାତମୁଖ୍ୟ ଆକର୍ଷଣ ମଧ୍ୟରେ ଓଡ଼ିଶାର ୫ଟି ଐତିହ୍ୟ ଲାଇଟ୍ ହାଉସ୍, ୨୦୨୪-୨୫ରେ ୧୦ ଲକ୍ଷରୁ ଅଧିକ ପର୍ଯ୍ୟଟକ ଆକର୍ଷିତ ହୋଇଛନ୍ତିଭାରତର ସାମୁଦ୍ରିକ ଐତିହ୍ୟର ବିପୁଳ ସମ୍ଭାବନାକୁ ଉନ୍ମୋଚନ କରିବା
Read More...

ସିଙ୍ଗାପୁର ଓ ଅଷ୍ଟ୍ରେଲିଆ ସହ ଶିକ୍ଷାଗତ ସମ୍ପର୍କକୁ ଅଧିକ ମଜବୁତ କରିବା ଲାଗି ୭ ଦିନିଆ ଗସ୍ତରେ ଗଲେ କେନ୍ଦ୍ରମନ୍ତ୍ରୀ…

ସିଙ୍ଗାପୁର ପ୍ରଧାନମନ୍ତ୍ରୀ, ଉପପ୍ରଧାନମନ୍ତ୍ରୀ ଏବଂ ବରିଷ୍ଠ ନେତାମାନଙ୍କୁ ଭେଟିବେ ଶିକ୍ଷାମନ୍ତ୍ରୀଶିକ୍ଷା କ୍ଷେତ୍ରରେ ପାରସ୍ପରିକ ହିତର ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ସହଯୋଗ ଏବଂ ସମନ୍ୱୟକୁ ପ୍ରୋତ୍ସାହିତ କରିବା ପାଇଁ ଅଷ୍ଟ୍ରେଲିୟ ପ୍ରତିପକ୍ଷଙ୍କୁ ଭେଟିବେ ଶିକ୍ଷାମନ୍ତ୍ରୀଅଷ୍ଟ୍ରେଲିଆ
Read More...

ଝାରସୁଗୁଡା ଠାରେ ସମ୍ବଲପୁର ରେଳମଣ୍ଡଳ ଅନ୍ତର୍ଗତ ସାଂସଦ କମିଟି ବୈଠକ

ନୂଆଦିଲ୍ଲୀ, (ପିଆଇବି) : ଝାରସୁଗୁଡାରେ ପୂର୍ବତଟ ରେଳପଥର ସମ୍ବଲପୁର ରେଳ ମଣ୍ଡଳ ପରିସୀମା ମଧ୍ୟରେ ଥିବା ସଂସଦୀୟ କ୍ଷେତ୍ରର ସାଂସଦ ମାନଙ୍କ ଏକ ବିଭାଗୀୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଛତିଶଗଡ଼ ଏବଂ ଓଡିଶାର ବିଶିଷ୍ଟ ସାଂସଦ ମାନଙ୍କ ସହ ପୂର୍ବତଟ ରେଳପଥ ମହାପ୍ରବନ୍ଧକ
Read More...

‘କର୍ମଯୋଗୀ ସପ୍ତାହ’ – ଜାତୀୟ ଶିକ୍ଷା ସପ୍ତାହର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

ଜାତୀୟ ଶିକ୍ଷା ସପ୍ତାହ ୨୦୪୭ ସୁଦ୍ଧା ଆମର ବିକଶିତ ଭାରତର ଲକ୍ଷ୍ୟ ହାସଲ କରିବାରେ ସହାୟକ ହେବ : ପ୍ରଧାନମନ୍ତ୍ରୀଅଭିନବ ଚିନ୍ତାଧାରା ଏବଂ ନାଗରିକ-କେନ୍ଦ୍ରୀତ ଆଭିମୁଖ୍ୟ ଅନୁସରଣ କରିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଛନ୍ତି ପ୍ରଧାନମନ୍ତ୍ରୀବେସାମରିକ ସେବା ପ୍ରଶିକ୍ଷଣ
Read More...

କୃଷି ଓ କୃଷକ କଲ୍ୟାଣ ବିଭାଗ ପକ୍ଷରୁ ଜାତୀୟ କୃଷି ସମ୍ମିଳନୀ – ରବି ଅଭିଯାନ ୨୦୨୪ ଅନୁଷ୍ଠିତ

୨୦୨୪-୨୫ରେ ଖାଦ୍ୟଶସ୍ୟ ଉତ୍ପାଦନର ଜାତୀୟ ଲକ୍ଷ୍ୟ ୩୪୧.୫୫ ନିୟୁତ ଟନ୍ ହେବ : ଶ୍ରୀ ଚୌହାନମନ୍ତ୍ରୀ ଏବଂ ରାଜ୍ୟ ପ୍ରତିନିଧିଙ୍କ ପ୍ରତ୍ୟେକ ପରାମର୍ଶ ଉପରେ ଭାରତ ସରକାର ମିଳିତ ଭାବେ କାର୍ଯ୍ୟ କରିବେ - ଶିବରାଜ ସିଂ ଚୌହାନ ନୂଆଦିଲ୍ଲୀ, (ପିଆଇବି) : ପୂର୍ବ ଫସଲ ଋତୁରେ ଫସଲ ପ୍ରଦର୍ଶନର
Read More...

ଆମର ଭାଷାଗତ ଐତିହ୍ୟକୁ ସଂରକ୍ଷଣ କରିବା ପାଇଁ ସବୁ ପ୍ରକାର ପ୍ରୟାସ ହେଉଛି – ଧର୍ମେନ୍ଦ୍ର ପ୍ରଧାନ

ପାଲି, ପ୍ରାକୃତ, ମରାଠୀ, ଆସାମୀ(ଅହମିୟା) ଏବଂ ବଙ୍ଗଳା ଭାଷାକୁ ମିଳିଛି ଶାସ୍ତ୍ରୀୟ ଭାଷାର ମାନ୍ୟତାଆମ ଭାଷା ଗୁଡିକ ହେଉଛି 'ଭାରତୀୟତା'ର ପ୍ରାଣଶାସ୍ତ୍ରୀୟ ଭାଷାକୁ ପ୍ରୋତ୍ସାହିତ କରିବା ପାଇଁ ନିଆଯାଉଛି ଅନେକ ପଦକ୍ଷେପସବୁ ଭାରତୀୟ ଭାଷା ବା ମାତୃଭାଷାରେ ଶିକ୍ଷାକୁ ପ୍ରୋତ୍ସାହିତ
Read More...

ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ପୁରୀ ଇଣ୍ଡିଆ କେମ୍ ୨୦୨୪ରେ ଭାରତର ପେଟ୍ରୋକେମିକାଲ୍ ସମ୍ଭାବନା ଉପରେ ଆଲୋକପାତ କରିଛନ୍ତି

ଭାରତ ବିଶ୍ୱ ରସାୟନ ଉତ୍ପାଦନ କେନ୍ଦ୍ରରେ ପରିଣତ ହେବାର ସମ୍ଭାବନା ରହିଛି : ମନ୍ତ୍ରୀ ଶ୍ରୀ ପୁରୀପେଟ୍ରୋକେମିକାଲକୁ ପ୍ରୋତ୍ସାହିତ କରିବା ପାଇଁ ସରକାର ୨୦୨୫ ସୁଦ୍ଧା ନୂଆ ପିସିପିଆଇଆର ନୀତି ଅଧୀନରେ ୧୦ ଲକ୍ଷ କୋଟି ଟଙ୍କା ନିବେଶ କରିବାକୁ ଲକ୍ଷ୍ୟ ରଖିଛନ୍ତି ନୂଆଦିଲ୍ଲୀ, (ପିଆଇବି) :
Read More...