Browsing Category

ଦେଶ ବିଦେଶ

ଆଜି ବିଶ୍ୱ ବ୍ରେଲି ଦିବସ

ନୂଆଦିଲ୍ଲୀ : ସୁସ୍ଥ ଲୋକ ବିଭିନ୍ନ କ୍ଷେତ୍ରରେ ସହଜରେ ସଫଳତା ହାସଲ କରିବା ସାଧାରଣ କଥା । ମାତ୍ର ଦୃଷ୍ଟିବାଧିତଙ୍କ ଭଳି କେତେକଙ୍କ ପକ୍ଷରେ ଅକ୍ଷର ଚିହ୍ନିବା ପଢ଼ିବା ତଥା ଜ୍ଞାନ ଆହରଣ କରିବା ପୂର୍ବରୁ କଷ୍ଟକର ହେଉଥିଲା । ଏହି ସମସ୍ୟାର ସମାଧାନ କରିଥିଲେ ଲୁଇସ ବ୍ରେଲି । ୪ ଜାନୁଆରି
Read More...

ଆଫଗାନିସ୍ତାନରେ ୨ ଥର ଭୂମିକମ୍ପ

କାବୁଲ : ଆଜି ୩୦ ମିନିଟ୍‌ରୁ କମ୍‌ ସମୟ ମଧ୍ୟରେ ଆଫଗାନିସ୍ତାନରେ ୨ଟି ଭୂମିକମ୍ପ ସଂଗଠିତ ହୋଇଥିବା କଥା ‘ନ୍ୟାସ୍‌ନାଲ୍‌ ସେଣ୍ଟର୍‌ ଫର୍‌ ସିସ୍ମୋଲୋଜି’ ସୂଚନା ଦେଇଛି । ରାତି ୧୨.୨୮ରେ ଫୈଜାବାଦ୍‌ର ପୂର୍ବ ପ୍ରାନ୍ତକୁ ୧୦୦ କିଲୋମିଟର୍‌ ଦୂରରେ ପ୍ରଥମ ଭୂମିକମ୍ପ ସଂଗଠିତ ହୋଇଥିଲା
Read More...

ଆସାମରେ ଭୟଙ୍କର ଦୁର୍ଘଟଣା : ୧୨ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ : ଆସାମର ଗୋଲାଘାଟ ଜିଲ୍ଲାରେ ଆଜି ସକାଳେ ଏକ ଯାତ୍ରୀବାହୀ ବସ ଏବଂ ଟ୍ରକ୍ ମଧ୍ୟରେ ଭୟଙ୍କର ଦୁର୍ଘଟଣା ଘଟିଛି । ଏଥିରେ ପାଞ୍ଚ ମହିଳା ଏବଂ ଜଣେ ନାବାଳିକା ସହ ମୋଟ ୧୨ ଜଣଙ୍କ ମୃତ୍ୟୁ ହୋଇଛି । ରାଷ୍ଟ୍ରୀୟ ରାଜମାର୍ଗ ୩୭ରେ ଡେରଗାଁଓରେ ସକାଳ ୫ଟାରେ ଏହି ଦୁର୍ଘଟଣା ଘଟିଛି ।
Read More...

ସିଂହାସନ ଛାଡ଼ିବେ ୫୨ ବର୍ଷ ରାଜୁତି କରିଥିବା ଡେନ୍‌ମାର୍କର ରାଣୀ ଦ୍ୱିତୀୟ ମାର୍‌ଗ୍ରେଥେ

କୋପେନ୍‌ହେଗନ୍‌ : ୫୨ ବର୍ଷ ରାଜୁତି କରିଥିବା ଡେନ୍‌ମାର୍କର ରାଣୀ ଦ୍ବିତୀୟ ମାର୍‌ଗ୍ରେଥେ ଜାନୁଆରୀ ୧୪ ତାରିଖରେ ସିଂହାସନ ଛାଡ଼ିବେ ବୋଲି ରବିବାର ଦିନ ଘୋଷଣା କରିଛନ୍ତି । ତାଙ୍କ ଉତ୍ତରାଧିକାରୀ ଭାବେ ବଡ଼ପୁଅ ତଥା ଯୁବରାଜ ଫ୍ରେଡେରିକ୍‌ ରାଜା ହେବେ ବୋଲି ମଧ୍ୟ ସେ କହିଛନ୍ତି ।
Read More...

ନବବର୍ଷ ଉପଲକ୍ଷେ ଦେଶବାସୀଙ୍କୁ ରାଷ୍ଟ୍ରପତିଙ୍କ ଶୁଭେଚ୍ଛା

ନୂଆଦିଲ୍ଲୀ : ଇଂରାଜୀ ନବବର୍ଷ ୨୦୨୪ ଉପଲକ୍ଷେ ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ନବବର୍ଷ ବାର୍ତ୍ତାରେ ରାଷ୍ଟ୍ରପତି ମୁର୍ମୁ କହିଛନ୍ତି, ନବବର୍ଷର ଆନନ୍ଦମୟ ଅବସରରେ ମୁଁ ଭାରତ ଓ ବିଦେଶରେ ଥିବା ସମସ୍ତ ଭାରତୀୟଙ୍କୁ ଆନ୍ତରିକ ଅଭିନନ୍ଦନ ଓ
Read More...

ଜାମ୍ମୁ ଓ କାଶ୍ମୀର ତେହେରିକ-ଇ-ହୁରିୟାତ୍ (ଟିଇଏଚ୍)କୁ ବେଆଇନ ସଂଗଠନ ଭାବେ ଘୋଷଣା କଲା ସ୍ବରାଷ୍ଟ୍ର ମନ୍ତ୍ରଣାଳୟ

● ଆତଙ୍କବାଦ ବିରୋଧରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଶୂନ୍ୟ ସହନଶୀଳତା ନୀତିରେ ଯେ କୌଣସି ବ୍ୟକ୍ତି ବିଶେଷ ଓ ସଂଗଠନ ଭାରତ ବିରୋଧୀ କାର୍ଯ୍ୟକଳାପରେ ଲିପ୍ତ ହେବା ଜଣାପଡିଲେ ତାହାକୁ ତତ୍କାଳ କଠୋର ହସ୍ତରେ ଦମନ କରାଯିବ● କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଶ୍ରୀ ଅମିତ ଶାହା
Read More...

ଷୋଡ଼ଶ ଅର୍ଥ ଆୟୋଗ ଗଠନ କଲେ ଭାରତ ସରକାର : ଆୟୋଗର ଅଧ୍ୟକ୍ଷ ଡ. ଅରବିନ୍ଦ ପାନାଗାରିଆ

ନୂଆଦିଲ୍ଲୀ, (ପିଆଇବି) : ରାଷ୍ଟ୍ରପତିଙ୍କ ଅନୁମୋଦନ କ୍ରମେ ଭାରତ ସରକାର ସମ୍ବିଧାନର ଧାରା ୨୮୦(୧) ଅନୁଯାୟୀ ଷୋଡ଼ଶ ଅର୍ଥ ଆୟୋଗ ଗଠନ କରିଛନ୍ତି । ନୀତି ଆୟୋଗର ପୂର୍ବତନ ଉପାଧ୍ୟକ୍ଷ ତଥା କଲମ୍ବିଆ ବିଶ୍ୱବିଦ୍ୟାଳୟର ପ୍ରଫେସର ଡକ୍ଟର ଅରବିନ୍ଦ ପାନଗାରିଆ ଏହାର ଅଧ୍ୟକ୍ଷ ହେବେ । ଷୋଡ଼ଶ ଅର୍ଥ
Read More...

ତବଲା ବାଦକ ଭବାନୀ ଶଙ୍କରଙ୍କ ଦେହାନ୍ତ

ମୁମ୍ଵାଇ : ମ୍ୟୁଜିକ୍‌ ଇଣ୍ଡଷ୍ଟ୍ରିରୁ ଦୁଃଖଦ ଖବର ସାମ୍ନାକୁ ଆସିଛି । ସଙ୍ଗୀତ ଦୁନିଆର ବଡ ମହାରଥୀ ଭବାନୀ ଶଙ୍କରଙ୍କ ଦେହାନ୍ତ ହୋଇଯାଇଥିବା ଖବର ମିଳିଛି । ହୃଦ୍‌ଘାତ କାରଣକୁ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ତାଙ୍କ ଦେହାନ୍ତ ଖବର ଆସିବା ମାତ୍ରେ ଇଣ୍ଡଷ୍ଟ୍ରିରେ ଶୋକର ଛାୟା
Read More...

ଇଣ୍ଡୋନେସିଆରେ ଭୂକମ୍ପ

ଜାକର୍ତ୍ତା : ଗତକାଲି ଇଣ୍ଡୋନେସିଆର ପଶ୍ଚିମ ପ୍ରଦେଶର ଆଚେରେ ଏକ ଶକ୍ତିଶାଳୀ ଭୂକମ୍ପ ଘଟିଛି । ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୬.୩ ରେକର୍ଡ କରାଯାଇଛି । ତେବେ ଏହି ଭୂକମ୍ପ ଯୋଗୁ ସୁନାମି ହେବାର ସମ୍ଭାବନା ନାହିଁ ବୋଲି ଏଜେନ୍ସି କହିଛି । ଇଣ୍ଡୋନେସିଆ ପ୍ୟାସିଫିକ୍‌ ରିଙ୍ଗ୍‌ ଅଫ୍‌
Read More...

ମଣିପୁରରେ ପୁଣି ହିଂସା : ସୁରକ୍ଷାକର୍ମୀଙ୍କ ଉପରକୁ ଗୁଳିମାଡ

ଇମ୍ଫାଲ : ମଣିପୁରରେ ପୁଣି ହିଂସା । ଗତକାଲି ଅପରାହ୍ନ ପ୍ରାୟ ୩.୫୦ ସମୟରେ ମଣିପୁରର ତେଙ୍ଗନୁପାଲ ଜିଲ୍ଲାର ମୋରେହରେ ଅଜ୍ଞାତ ବନ୍ଧୁକଧାରୀ ଏବଂ ପୋଲିସ କମାଣ୍ଡୋଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ଏଥିରେ ମଣିପୁରର ପୋଲିସ କମାଣ୍ଡୋମାନେ ଆହତ ହୋଇଛନ୍ତି । ଘଟଣାଟି ଭାରତ-ମିଆଁମାର ସୀମାରେ
Read More...