Browsing Category
ଦେଶ ବିଦେଶ
ନାରୀ ନେତ୍ରୀଙ୍କ ପାଇଁ ଦିନିକିଆ କର୍ମଶାଳାକୁ ଉଦ୍ଘାଟନ କଲେ କେନ୍ଦ୍ରମନ୍ତ୍ରୀ
• ନାରୀଶକ୍ତି ହେଉଛି ଶକ୍ତି, ନମ୍ରତା ଏବଂ ଆଶାର ପ୍ରତୀକ - ଧର୍ମେନ୍ଦ୍ର ପ୍ରଧାନ• ମହିଳାଙ୍କ ସମାନତା ଓ ସଶକ୍ତୀକରଣ ହିଁ ଆମ ସମାଜ ଓ ରାଷ୍ଟ୍ରକୁ ସଶକ୍ତ କରିବ• ମହିଳା ସଶକ୍ତୀକରଣର ଏକ ଭାରତୀୟ ମଡେଲ ସୃଷ୍ଟି କରିବା ପାଇଁ ଆହ୍ୱାନ• ଅନେକ ବାଧାବିଘ୍ନକୁ ସାମ୍ନା କରି ଆଗକୁ ବଢୁଛନ୍ତି ମହିଳା•!-->…
Read More...
Read More...
ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ୧୪ ଓ ୧୫ରେ ମୁଖ୍ୟ ସଚିବମାନଙ୍କ ଜାତୀୟ ସମ୍ମିଳନୀ
ଉଦ୍ୟୋଗିତା ବିକାଶ, ଦକ୍ଷତା ବୃଦ୍ଧି ଓ ନିଯୁକ୍ତି ସୁଯୋଗ କ୍ଷେତ୍ରରେ ସମ୍ମିଳନୀମାନୁଫାକଚରିଂ, ନିଯୁକ୍ତି, ନବୀକରଣଯୋଗ୍ୟ ଊର୍ଜା ଓ ଆର୍ଥିକ ବିକାଶ ଉପରେ ଅଧିବେଶନଅଗ୍ରଣୀ ଯାନ୍ତ୍ରିକ ବିଦ୍ୟା, ଅର୍ଥନୀତିର ପେଣ୍ଠସ୍ଥଳ ଭାବରେ ବିକଶିତ ସହର, ପୁଞ୍ଜି ନିବେଶ ଲାଗି ରାଜ୍ୟରେ ଆର୍ଥିକ ସୁଧାର,!-->…
Read More...
Read More...
ଭାରତର ବିମାନ ବନ୍ଦର ବ୍ୟବସ୍ଥା ଓ ସୁରକ୍ଷାକୁ ଆହୁରି ଉନ୍ନତ କରିବାକୁ କେନ୍ଦ୍ର ସରକାରଙ୍କ ଇଲେକଟ୍ରୋନିକ୍ସ ଓ ସୂଚନା…
ଆତ୍ମନିର୍ଭର ଭାରତର ଲକ୍ଷ୍ୟ ନେଇ ବିମାନ ବନ୍ଦର ପରିଚାଳନା, ଯୋଗାଯୋଗ ଓ ସୁରକ୍ଷା ବ୍ୟବସ୍ଥାରେ ଭାରତୀୟ ବଜାରକୁ ସୁଦୃଢ଼ କରିବାକୁ ଗୁରୁତ୍ୱପୂର୍ଣ୍ଣ ଭାଗିଦାରୀଭାରତ ସରକାରଙ୍କ ପ୍ରମୁଖ ବିଜ୍ଞାନ ପରାମର୍ଶଦାତାଙ୍କ କାର୍ଯ୍ୟାଳୟ ତରଫରୁ ମନ୍ଥନ ଜରିଆରେ ଭାଗିଦାରୀବିମାନ ଚଳାଚଳ କ୍ଷେତ୍ରର!-->…
Read More...
Read More...
ସ୍ମାର୍ଟ ଇଣ୍ଡିଆ ହାକାଥନ -୨୦୨୪ ଗ୍ରାଣ୍ଡ୍ ଫିନାଲେର ପ୍ରତିଯୋଗୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ମତ ବିନିମୟ
• ଆମ ଯୁବଶକ୍ତିଙ୍କ ପ୍ରତିଭା ଓ ଚତୁରତା ଅସାଧାରଣ - ପ୍ରଧାନମନ୍ତ୍ରୀ• ଭାରତକୁ ଅଭିନବ, ପ୍ରଗତିଶୀଳ ଏବଂ ସମୃଦ୍ଧ ଦେଶରେ ପରିଣତ କରିବ ସ୍ମାର୍ଟ ଇଣ୍ଡିଆ ହାକାଥନ୍ - ଧର୍ମେନ୍ଦ୍ର ପ୍ରଧାନ• ସକାଳେ ଭର୍ଚ୍ଚୁଆଲ ପ୍ଲାଟଫର୍ମରେ ଏହି ସ୍ମାର୍ଟ ଇଣ୍ଡିଆ ହାକାଥନ ଗ୍ରାଣ୍ଡ ଫିନାଲେର ଉଦ୍ଘାଟନ!-->…
Read More...
Read More...
ଜାତୀୟ ପଞ୍ଚାୟତ ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି
ନୂଆଦିଲ୍ଲୀ, (ପିଆଇବି) : ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଆଜି ନୂଆଦିଲ୍ଲୀ ଠାରେ ବିଭିନ୍ନ ବର୍ଗରେ ମନୋନୀତ ୪୫ ଜଣ ପୁରସ୍କାର ବିଜେତାଙ୍କୁ ଜାତୀୟ ପଞ୍ଚାୟତ ପୁରସ୍କାର ପ୍ରଦାନ କରିଛନ୍ତି । ଏହା ଦୀର୍ଘ ସ୍ଥାୟୀ ଏବଂ ସମାବେଶୀ ବିକାଶ ପ୍ରତି ସେମାନଙ୍କର ଉଲ୍ଲେଖନୀୟ ଅବଦାନକୁ ଏକ!-->…
Read More...
Read More...
ବାୟୋଟେକ୍ନୋଲଜି ବିଭାଗ ସହାୟତାରେ ଭାରତରେ ହିମୋଫିଲିଆ ‘ଏ’ର ପ୍ରଥମ ମାନବ ଗୁଣସୂତ୍ର ଚିକିତ୍ସା
ନୂଆଦିଲ୍ଲୀ, (ପିଆଇବି) : ଭାରତରେ ପ୍ରଥମ ଥର ପାଇଁ ଭୂତାଣୁ ବାହକ ଜରିଆରେ ମାନବ ଗୁଣସୂତ୍ର ଦ୍ୱାରା ଗୁରୁତର ହିମୋଫିଲିଆ 'ଏ'ର ଚିକିତ୍ସା କରାଯାଇଛି । ଗୋଟିଏ ଗବେଷଣା କେନ୍ଦ୍ରରେ ୫ ଜଣଙ୍କ ଶରୀରରେ ବର୍ଷେ ଧରି ହୋଇଥିବା ପରୀକ୍ଷାରେ ଦେଖା ଯାଇଛି ଯେ, କାହାରି ଶରୀରରୁ ରକ୍ତ ବାହାରି ନାହିଁ ।!-->…
Read More...
Read More...
ସୋସିଆଲ ମିଡିଆ ଉତ୍ତରଦାୟିତ୍ୱ ଏବଂ ଏଆଇ ଗଭର୍ଣ୍ଣାନ୍ସ ଉପରେ ସର୍ବସମ୍ମତି ନିମନ୍ତେ ଜୋର ଦେଇ ସରକାର ନୂଆ ଆଇନ ପାଇଁ…
• ଅଭିବ୍ୟକ୍ତିର ସ୍ୱାଧୀନତାକୁ ସୁରକ୍ଷିତ ରଖିବା ସହ ମିଥ୍ୟା ଖବର ମୁକାବିଲାରେ ସନ୍ତୁଳିତ ଆଭିମୁଖ୍ୟ ଗ୍ରହଣ କରିବାକୁ କେନ୍ଦ୍ରମନ୍ତ୍ରୀ ଦେଲେ ଆହ୍ୱାନ• ଗୋପନୀୟତା ଏବଂ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ପରିଚାଳନା ବ୍ୟବସ୍ଥା ଉପରେ ବିଚାର କରିବା ପାଇଁ ଦେଶରେ ଉପକରଣ ଏବଂ ପ୍ରଯୁକ୍ତି!-->…
Read More...
Read More...
ବିଦବତ୍ତା, ନମ୍ରତା ଏବଂ ବିଶ୍ୱସନୀୟତା ବିଷ୍ଣୁକାନ୍ତ ଶାସ୍ତ୍ରୀଙ୍କୁ ଲୋକପ୍ରିୟ କରାଇଛି : ଧର୍ମେନ୍ଦ୍ର ପ୍ରଧାନ
ଧର୍ମେନ୍ଦ୍ର ପ୍ରଧାନଙ୍କ ଦ୍ୱାରା ବିଷ୍ଣୁକାନ୍ତ ଶାସ୍ତ୍ରୀ ରଚନା-ସଂଗ୍ରହ ଲୋକାର୍ପିତ
ନୂଆଦିଲ୍ଲୀ : ଦିଲ୍ଲୀର ପ୍ରଧାନମନ୍ତ୍ରୀଙ୍କ ସଂଗ୍ରହାଳୟରେ ସାହିତ୍ୟ ଏକାଡେମୀ ଦ୍ୱାରା ପ୍ରକାଶିତ ବିଷ୍ଣୁକାନ୍ତ ଶାସ୍ତ୍ରୀ ରଚନା ସଞ୍ଚୟନର ଲୋକାର୍ପଣ ଉତ୍ସବ ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମର!-->!-->!-->…
Read More...
Read More...
କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରୀଙ୍କ ସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଓଡ଼ିଶାର…
• ଓଡ଼ିଶାରେ ନଦୀ ଜଳମାର୍ଗର ବିକାଶ ପାଇଁ ହୋଇଛି ଦୀର୍ଘମିଆଦୀ ଯୋଜନା - ଧର୍ମେନ୍ଦ୍ର ପ୍ରଧାନ• ପ୍ରଧାନମନ୍ତ୍ରୀଙ୍କ କଳ୍ପନାରେ ପାରାଦୀପ ବନ୍ଦରର ହେବ ସାମଗ୍ରିକ ବିକାଶ - ସର୍ବାନନ୍ଦ ସୋନଓ୍ୱାଲ• ପାରାଦୀପ ବନ୍ଦର ହେବ ଅତ୍ୟାଧୁନିକ ବନ୍ଦର, ପୁରୀରେ କ୍ରୁଜ ଟର୍ମିନାଲର ନିର୍ମାଣ, ସାମୁଦ୍ରିକ!-->…
Read More...
Read More...
ସହରାଞ୍ଚଳ ନିବେଶରେ ୧୬ ଗୁଣ ବୃଦ୍ଧି; ୨୦୪୭ ସୁଦ୍ଧା ବିକଶିତ ଭାରତ ନିର୍ମାଣ ଦିଗରେ ସରକାରଙ୍କ ପ୍ରଚେଷ୍ଟା ଜାରି
ସହରୀକରଣର ଦ୍ରୁତ ହାର ସହରାଞ୍ଚଳ ବିକାଶକୁ ଭାରତର ଆର୍ଥିକ ଅଭିବୃଦ୍ଧିର ମୂଳଦୁଆରେ ପରିଣତ କରିଛି : ଶ୍ରୀ ମନୋହର ଲାଲ
ନୂଆଦିଲ୍ଲୀ, (ପିଆଇବି) : କେନ୍ଦ୍ର ଗୃହ ନିର୍ମାଣ ଓ ସହରାଞ୍ଚଳ ବ୍ୟାପାର ଏବଂ ଶକ୍ତି ମନ୍ତ୍ରୀ ମନୋହର ଲାଲ ଆଜି ନୂଆଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀରେ ସହରାଞ୍ଚଳ!-->!-->!-->…
Read More...
Read More...