Browsing Category
ଦେଶ ବିଦେଶ
ଛତିଶଗଡ଼ର ଜଗଦଲପୁର ସ୍ଥିତ ସହିଦ ସ୍ମାରକରେ ସହିଦ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ନକ୍ସଲ ହିଂସାରେ ସହିଦ…
ଅମିତ ଶାହ ପ୍ରତିଶ୍ରୁତି ଦେଇଛନ୍ତି ଯେ ୨୦୨୬ ମାର୍ଚ୍ଚ ୩୧ ପରେ ମା' ଦାନ୍ତେଶ୍ୱରୀଙ୍କ ପବିତ୍ର ଭୂମିରେ ନକ୍ସଲବାଦ ନାଁରେ ଗୋଟିଏ ବୁନ୍ଦା ବି ରକ୍ତ ବହିବ ନାହିଁଅମର ସହିଦ ସ୍ମାରକ ସର୍ବୋଚ୍ଚ ବଳିଦାନ ଦେଇଥିବା ସହିଦମାନଙ୍କୁ ସମ୍ମାନିତ କରିବା ସହ ଭବିଷ୍ୟତ ପିଢ଼ିକୁ ଅନ୍ୟମାନଙ୍କ କଲ୍ୟାଣ!-->…
Read More...
Read More...
ଶ୍ରୀଲଙ୍କା ରାଷ୍ଟ୍ରପତିଙ୍କ ସହ ମିଳିତ ସାମ୍ବାଦିକ ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ପ୍ରେସ୍ ବିବୃତ୍ତି
ନୂଆଦିଲ୍ଲୀ, (ପିଆଇବି) :
ମହାମହିମ, ରାଷ୍ଟ୍ରପତି ଅନୁରା କୁମାର ଦିଶାନାୟକ,ଉଭୟ ଦେଶର ପ୍ରତିନିଧି,ଗଣମାଧ୍ୟମର ବନ୍ଧୁମାନେ,ଶୁଭେଚ୍ଛା
ମୁଁ ରାଷ୍ଟ୍ରପତି ଦିଶାନାୟକଙ୍କୁ ଭାରତକୁ ସ୍ୱାଗତ କରୁଛି । ମୁଁ ଆନନ୍ଦିତ ଯେ ଆପଣ ରାଷ୍ଟ୍ରପତି ଭାବରେ ନିଜର ପ୍ରଥମ ବିଦେଶ ଗସ୍ତ ପାଇଁ ଭାରତକୁ!-->!-->!-->!-->!-->…
Read More...
Read More...
ନୂଆଦିଲ୍ଲୀରେ ମଙ୍ଗଳବାର ଦିନ ଫିଟ ଇଣ୍ଡିଆ ସାଇକେଲିଂ ଉଦ୍ଘାଟନ କରିବେ କେନ୍ଦ୍ରମନ୍ତ୍ରୀ ଡ. ମନସୁଖ ମାଣ୍ଡଭିୟ
କଟକ କାର୍ଯ୍ୟକ୍ରମରେ ଯୋଗ ଦେବ ଓଡିଶା ସାଇକେଲିଂ ସଂଘ
ନୂଆଦିଲୀ, (ପିଆଇବି) : କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡାମନ୍ତ୍ରୀ ଡ. ମନସୁଖ ମାଣ୍ଡଭିୟ ନୂଆଦିଲ୍ଲୀରେ ମଙ୍ଗଳବାର ଦିନ ଫିଟ ଇଣ୍ଡିଆ ସାଇକେଲିଂକୁ ଉଦ୍ଘାଟନ କରିବେ । ସେହିଦିନ ଜଗତପୁର ସ୍ଥିତ ସ୍ପୋର୍ଟସ ଅଥରିଟି ଅଫ ଇଣ୍ଡିଆ (ସାଇ)!-->!-->!-->…
Read More...
Read More...
ଅସ୍ତ୍ର ଛାଡ଼ି ମୁଖ୍ୟସ୍ରୋତରେ ସାମିଲ ହୋଇଥିବା ଛତିଶଗଡ଼, ମହାରାଷ୍ଟ୍ର, ଓଡ଼ିଶା, ଆନ୍ଧ୍ର ପ୍ରଦେଶ, ତେଲଙ୍ଗାନା ଏବଂ…
• ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନକ୍ସଲ ପ୍ରଭାବିତ ଅଞ୍ଚଳରେ ୧୫ ହଜାରରୁ ଅଧିକ ଘର ନିର୍ମାଣ ପ୍ରସ୍ତାବକୁ ମଞ୍ଜୁର କରିଛନ୍ତି• ନକ୍ସଲ ପ୍ରଭାବିତ ଅଞ୍ଚଳରେ ପ୍ରତ୍ୟେକ ପରିବାରକୁ ଗୋଟିଏ ଗାଈ କିମ୍ବା ମଇଁଷି ଯୋଗାଇ ଦେଇ ଏକ ଦୁଗ୍ଧ ସମବାୟ ସଂସ୍ଥା ଆରମ୍ଭ କରାଯାଉଛି• ଯେଉଁମାନେ ହିଂସାରେ!-->…
Read More...
Read More...
ଛତିଶଗଡର ଜଗଦଲପୁରଠାରେ ଅନୁଷ୍ଠିତ ବସ୍ତର ଅଲିମ୍ପିକ୍ସର ଉଦ୍ଯାପନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି…
ବସ୍ତର ଅଲିମ୍ପିକ୍ସ ସମଗ୍ର ଅଞ୍ଚଳ ପାଇଁ ଆଶାର ପ୍ରତୀକ ପାଲଟିବ, ବିକାଶର ଏକ ନୂତନ ଅଧ୍ୟାୟ ପାଇଁ ପଥ ପ୍ରଶସ୍ତ କରିବ ଏବଂ ନକ୍ସଲବାଦର ସମ୍ପୂର୍ଣ୍ଣ ନିରାକରଣ ପାଇଁ ଏକ ମଜବୁତ ଭିତ୍ତିଭୂମି ଭାବରେ କାର୍ଯ୍ୟ କରିବବସ୍ତର ବଦଳୁଛି, ୨୦୨୬ରେ ପୁଣି ଥରେ ବସ୍ତର ଅଲିମ୍ପିକ୍ସ ଆୟୋଜନ ହେବା ବେଳକୁ!-->…
Read More...
Read More...
ଛତିଶଗଡ଼ ଗସ୍ତର ପ୍ରଥମ ଦିନରେ ରାୟପୁରରେ ଛତିଶଗଡ଼ ପୋଲିସକୁ ‘ପ୍ରେସିଡେଣ୍ଟସ କଲର’ ପ୍ରଦାନ କରିଛନ୍ତି…
‘ପ୍ରେସିଡେଣ୍ଟ୍ସ କଲର' ପାଇବା ଏକ ସଶସ୍ତ୍ର ବାହିନୀ ପାଇଁ ଗର୍ବର ବିଷୟ; ଛତିଶଗଡ଼ ପୋଲିସ ପ୍ରତିଷ୍ଠାର ୨୫ ବର୍ଷ ମଧ୍ୟରେ ଏହି ସମ୍ମାନ ହାସଲ କରିଛିଛତିଶଗଡ଼ ପୋଲିସକୁ ‘ପ୍ରେସିଡେଣ୍ଟ୍ସ କଲର'ପୁରସ୍କାର ମିଳିବା ସେମାନଙ୍କ କଠିନ ପରିଶ୍ରମ, ସାହସିକତା ଓ ସମର୍ପଣର ପ୍ରତୀକପ୍ରଧାନମନ୍ତ୍ରୀ!-->…
Read More...
Read More...
ଆରାଇଜ୍ ସ୍କୁଲ ଶିକ୍ଷା ସମ୍ମିଳନୀ – ୨୦୨୪ରେ କେନ୍ଦ୍ରମନ୍ତ୍ରୀ
• ଭାରତରେ ଜ୍ଞାନର ବ୍ୟବସାୟ ନୁହେଁ, ଜ୍ଞାନଦାନର ସମୃଦ୍ଧ ପରମ୍ପରା ରହିଛି - ଧର୍ମେନ୍ଦ୍ର ପ୍ରଧାନ• ଅଟଳଜୀଙ୍କ ସର୍ବଶିକ୍ଷା ଅଭିଯାନ ଦ୍ୱାରା ସ୍ଥାପିତ ସାମାଜିକ ପରିବର୍ତ୍ତନର ପରମ୍ପରାକୁ ଆଗକୁ ବଢ଼ାଇବା ଆମର ଦାୟିତ୍ୱ• ଆମକୁ ସରକାରୀ ବିଦ୍ୟାଳୟଗୁଡ଼ିକରେ ଗୁଣାତ୍ମକ ଶିକ୍ଷାକୁ ଆହୁରି ଅଧିକ!-->…
Read More...
Read More...
ପିଏମ୍ଏସ୍ଜିଏମ୍ବିୱ।ଇ ଅନ୍ତର୍ଗତ ମାର୍ଚ୍ଚ ୨୦୨୫ ସୁଦ୍ଧା ୧୦ ଲକ୍ଷ ସୌର ଶକ୍ତି ସଂସ୍ଥାପନ : ୨୦୨୭ ସୁଦ୍ଧା ଏକ କୋଟି…
ନୂଆଦିଲ୍ଲୀ, (ପିଆଇବି) : ବିଶ୍ୱର ସର୍ବ ବୃହତ ଘରୋଇ ସୌର ଶକ୍ତି ଯୋଜନା ହେଉଛି ପିଏମ୍ ସୂର୍ଯ୍ୟ ଘର–ମାଗଣା ବିଜୁଳି ଯୋଜନା ବା ପିଏମ୍ଏସ୍ଜିଏମ୍ବିୱ।ଇ । ଭାରତବର୍ଷରେ ସୌର ଶକ୍ତିର ରୂପାନ୍ତରୀକରଣ କାର୍ଯ୍ୟକ୍ରମରେ ଏହା ବିଶେଷ ସହାୟକ ହୋଇପାରିଛି । ମାର୍ଚ୍ଚ ୨୦୨୫ ସୁଦ୍ଧା ୧୦ ଲକ୍ଷ,!-->…
Read More...
Read More...
ତୃତୀୟ ଭାରତ-ବ୍ରିଟେନ ଆର୍ଥିକ ବଜାର ଆଲୋଚନା : ମିଳିତ ବିବୃତ୍ତି
ଅର୍ଥ ମନ୍ତ୍ରଣାଳୟର ଅର୍ଥନୈତିକ ବ୍ୟାପାର ବିଭାଗ ଦ୍ୱାରା ଭାରତ-ବ୍ରିଟେନ ଆର୍ଥିକ ବଜାର ଆଲୋଚନାର ତୃତୀୟ ବୈଠକ ୧୨ ଡିସେମ୍ବର ୨୦୨୪ ରେ ଗୁଜରାଟର ଗିଫ୍ଟ ସିଟିରେ ଆୟୋଜନ କରାଯାଇଥିଲାଭାରତ ଏବଂ ବ୍ରିଟେନର ଅଂଶଗ୍ରହଣକାରୀମାନେ ପୁଞ୍ଜି ବଜାର, ବୀମା ଏବଂ ପେନସନ, ଫିନଟେକ୍, ସ୍ଥାୟୀ ଆର୍ଥିକ ଏବଂ!-->…
Read More...
Read More...
କୃଷି ଇନପୁଟ୍ ସହିତ କୃଷକ ଉତ୍ପାଦକ ସଂଗଠନଗୁଡ଼ିକୁ ସଶକ୍ତ କରିବା ଲକ୍ଷ୍ୟରେ ସି.ଏସ୍.ସି. ଇ-ଗଭର୍ଣ୍ଣାନ୍ସ ସର୍ଭିସେସ୍…
• କୃଷି ଉତ୍ପାଦକତାକୁ ପ୍ରୋତ୍ସାହନ ଏବଂ ଗ୍ରାମୀଣ ବିକାଶକୁ ସହାୟତା କରିବା ଲାଗି ବୁଝାମଣାପତ୍ର ସ୍ୱାକ୍ଷରିତ• ସାର, ବିହନ ଏବଂ କୃଷି ରାସାୟନିକ ପଦାର୍ଥ ଉପଲବ୍ଧ ହେବା ଦ୍ୱାରା ୧୦,୦୦୦ ଏଫ.ପି.ଓ. ଉପକୃତ ହେବେ
ନୂଆଦିଲ୍ଲୀ, (ପିଆଇବି) : କେନ୍ଦ୍ରୀୟ କ୍ଷେତ୍ର ଯୋଜନା ଅଧୀନରେ ୧୦,୦୦୦!-->!-->!-->…
Read More...
Read More...