Browsing Category
ଦେଶ ବିଦେଶ
ଡିସେମ୍ବର ୧୧ରୁ ଆରମ୍ଭ ହେବ ସ୍ମାର୍ଟ ଇଣ୍ଡିଆ ହାକାଥନର ସପ୍ତମ ସଂସ୍କରଣ
• ଚଳିତ ବର୍ଷ ଅନୁଷ୍ଠାନ ସ୍ତରରେ ଆଭ୍ୟନ୍ତରୀଣ ହ୍ୟାକାଥନରେ ୧୫୦% ବୃଦ୍ଧି ରେକର୍ଡ କରାଯାଇଛି, ଫଳରେ ଏହା ବର୍ତ୍ତମାନସୁଦ୍ଧା ସର୍ବବୃହତ ସଂସ୍କରଣ ହୋଇଛି
ନୂଆଦିଲ୍ଲୀ, (ପିଆଇବି) : ସ୍ମାର୍ଟ ଇଣ୍ଡିଆ ହାକାଥନ୍ (ଏସ୍ଆଇଏଚ୍)ର ସପ୍ତମ ସଂସ୍କରଣ ୧୧ ଡିସେମ୍ବର ୨୦୨୪ରୁ ଦେଶର ୫୧ଟି!-->!-->!-->…
Read More...
Read More...
ଏଲ୍ଆଇସିର ବୀମା ସଖୀ ଯୋଜନାର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
ମହାରାଣା ପ୍ରତାପ ଉଦ୍ୟାନ କୃଷି ବିଶ୍ୱବିଦ୍ୟାଳୟ, କର୍ନାଲର ମୁଖ୍ୟ କ୍ୟାମ୍ପସର ଶିଳାନ୍ୟାସ କରିଛନ୍ତି ପ୍ରଧାନମନ୍ତ୍ରୀଆମ ସରକାର ଗତ ୧୦ ବର୍ଷ ମଧ୍ୟରେ ମହିଳା ସଶକ୍ତୀକରଣ ପାଇଁ ଅଭୂତପୂର୍ବ ପଦକ୍ଷେପ ନେଇଛନ୍ତି : ପ୍ରଧାନମନ୍ତ୍ରୀଆଜି ୨୦୪୭ ସୁଦ୍ଧା ବିକାଶ ପାଇଁ ସଂକଳ୍ପ ନେଇ ଭାରତ ଆଗକୁ!-->…
Read More...
Read More...
ଡିସେମ୍ବର ୧୧ ରେ ସ୍ମାର୍ଟ ଇଣ୍ଡିଆ ହାକାଥନ ୨୦୨୪ର ଅଂଶଗ୍ରହଣକାରୀମାନଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ
ଦେଶର ୫୧ଟି ନୋଡାଲ ସେଣ୍ଟରରେ ଏସ୍ଆଇଏଚ୍ ୨୦୨୪ର ଗ୍ରାଣ୍ଡ ଫାଇନାଲରେ ୧୩୦୦ରୁ ଅଧିକ ଛାତ୍ର ଦଳ ଅଂଶଗ୍ରହଣ କରିବେଅନୁଷ୍ଠାନ ସ୍ତରରେ ଆଭ୍ୟନ୍ତରୀଣ ହାକାଥନରେ ଚଳିତ ବର୍ଷ ରେକର୍ଡ ୧୫୦% ବୃଦ୍ଧି ହୋଇଛି, ଯାହା ଏପର୍ଯ୍ୟନ୍ତ ସର୍ବବୃହତ ସଂସ୍କରଣରେ ପରିଣତ ହୋଇଛି
ନୂଆଦିଲ୍ଲୀ, (ପିଆଇବି) :!-->!-->!-->…
Read More...
Read More...
ଓଡ଼ିଶାର କଟକ ଏବଂ ରାୟଗଡା ଜିଲ୍ଲାରେ ରେଳ ଫ୍ଲାଏଓଭର ନିର୍ମାଣ ପାଇଁ ରେଳ ମନ୍ତ୍ରଣାଳୟ ପକ୍ଷରୁ ₹୫୦୯ କୋଟି ଟଙ୍କା…
ଟ୍ରେନ୍ କାର୍ଯ୍ୟକ୍ଷମତା ବୃଦ୍ଧି ଏବଂ ଯାତାୟାତ ସୁଗମ ପାଇଁ ନୂତନ ଭିତ୍ତିଭୂମି ।କଟକ ଜିଲ୍ଲାର ରାଜଆଠଗଡ଼-ରାଧାକିଶୋରପୁର ଏବଂ ମାଛପୁର ମଧ୍ୟରେ ୧୦.୮୯ କିଲୋମିଟର ଦୈର୍ଘ୍ୟ ରେଳ ଫ୍ଲାଏଓଭର ।ରାୟାଗଡା ଜିଲ୍ଲାର ସିଙ୍ଗାପୁର ରୋଡ୍ ଷ୍ଟେସନରେ ୦୫.୫୦ କିଲୋମିଟର ଦୈର୍ଘ୍ୟ ରେଳ ଫ୍ଲାଏଓଭର ।
!-->!-->!-->…
Read More...
Read More...
ଆସନ୍ତା ଡିସେମ୍ବର ୧୧ ତାରିଖରେ ନୂଆଦିଲ୍ଲୀର ବିଜ୍ଞାନ ଭବନଠାରେ ଜାତୀୟ ପଞ୍ଚାୟତ ପୁରସ୍କାର ୨୦୨୪ ପ୍ରଦାନ କରିବେ…
• ମୋଟ୍ ୭ଟି ବର୍ଗରେ ପୁରସ୍କୃତ ହେବ ଓଡ଼ିଶା; ଗଞ୍ଜାମ ଓ ସୁନ୍ଦରଗଡ଼ର ଦୁଇଟି ପଞ୍ଚାୟତକୁ ମିଳିବ ପୁରସ୍କାର; ଛତ୍ରପୁର ଶ୍ରେଷ୍ଠ ବ୍ଲକ୍ ଏବଂ କୋରାପୁଟ ଶ୍ରେଷ୍ଠ ଜିଲ୍ଲା ପଞ୍ଚାୟତ ପୁରସ୍କାର ପାଇବାକୁ ମନୋନିତ;• ଓଡ଼ିଶାର ରାଜ୍ୟ ଗ୍ରାମୀଣ ବିକାଶ ଓ ପଞ୍ଚାୟତିରାଜ ପ୍ରତିଷ୍ଠାନ ଜାତୀୟ ସ୍ତରରେ!-->…
Read More...
Read More...
୨୫ ଲକ୍ଷରେ ପହଞ୍ଚିଲା ଆୟୁଷ୍ମାନ ବୟ ବନ୍ଦନା କାର୍ଡ ପଞ୍ଜୀକରଣ
୪୦ କୋଟିରୁ ଅଧିକ ଟଙ୍କାର ଚିକିତ୍ସା; ଉପକୃତ ହେଲେଣି ୭୦ ବର୍ଷ ଓ ତାଠାରୁ ଅଧିକ ବୟସର ୨୨୦୦୦ ବରିଷ୍ଠ ନାଗରିକ
ନୂଆଦିଲ୍ଲୀ, (ପିଆଇବି) : ଆୟୁଷ୍ମାନ ବୟ ବନ୍ଦନା କାର୍ଡ ଶୁଭାରମ୍ଭ ହେବାର ମାତ୍ର ୨ ମାସରୁ କମ୍ ସମୟ ଭିତରେ ୨୫ ଲକ୍ଷ ଲୋକ ପଞ୍ଜୀକରଣ କରିଛନ୍ତି । ଚଳିତ ବର୍ଷ ଅକ୍ଟୋବର ୨୯!-->!-->!-->…
Read More...
Read More...
ରାଇଜିଂ ରାଜସ୍ଥାନ ବିଶ୍ୱ ନିବେଶ ଶିଖର ସମ୍ମିଳନୀକୁ ଉଦ୍ଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
ରାଜସ୍ଥାନ ଏହାର କୁଶଳୀ ଶ୍ରମଶକ୍ତି ଏବଂ ବର୍ଦ୍ଧିଷ୍ଣ ବଜାର କାରଣରୁ ପୁଞ୍ଜିନିବେଶ ପାଇଁ ଏକ ପ୍ରମୁଖ ଗନ୍ତବ୍ୟ ସ୍ଥଳ ଭାବରେ ଉଭା ହେଉଛି : ପ୍ରଧାନମନ୍ତ୍ରୀସମଗ୍ର ବିଶ୍ୱର ବିଶେଷଜ୍ଞ ଓ ନିବେଶକମାନେ ଭାରତକୁ ନେଇ ଉତ୍ସାହିତ : ପ୍ରଧାନମନ୍ତ୍ରୀଭାରତର ସଫଳତା ଗଣତନ୍ତ୍ର, ଜନସଂଖ୍ୟା, ଡିଜିଟାଲ!-->…
Read More...
Read More...
ବିଏସ୍ଏଫ୍ର ୬୦ତମ ରେଜିଂ ଦିବସ
ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ ଦେଶର ସୁରକ୍ଷା ନେଇ ଅଭୂତପୂର୍ବ ପରିବର୍ତନବିଏସ୍ଏଫ୍ ଯବାନଙ୍କ ଅବଦାନ ସ୍ୱର୍ଣ୍ଣିମ ଅକ୍ଷରରେ ଲିପବଦ୍ଧ ହୋଇରହିବସାହସ, ଶକ୍ତି ଓ ତ୍ୟାଗ ସହ ବିଏସ୍ଏଫ୍ ଯବାନ ଆଗଧାଡିର ସୁରକ୍ଷା ବଳଯବାନଙ୍କ ସମର୍ପିତ ସେବା ଲାଗି ସାରା ଦେଶ କୃତଜ୍ଞସୀମାରେ ଆଂଟି!-->…
Read More...
Read More...
ଡିସେମ୍ବର ୧୧ରେ ନୂଆଦିଲ୍ଲୀରେ ଜାତୀୟ ପଞ୍ଚାୟତ ପୁରସ୍କାର ପ୍ରଦାନ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
● ମହିଳାଙ୍କ ନେତୃତ୍ୱାଧୀନ ପଞ୍ଚାୟତଗୁଡ଼ିକୁ ସଫଳତା : ୪୨% ଜାତୀୟ ପଞ୍ଚାୟତ ପୁରସ୍କାର ବିଜେତା ମହିଳା● ଓଡ଼ିଶାକୁ ମିଳିବ ମୋଟ୍ ୭ଟି ପୁରସ୍କାର; ପଞ୍ଚାୟତ କ୍ଷମତା ନିର୍ମାଣ ସର୍ବୋତ୍ତମ ସଂସ୍ଥାନ ପୁରସ୍କାର ପାଇବାକୁ ଓଡ଼ିଶା ରାଜ୍ୟ ଗ୍ରାମୀଣ ବିକାଶ ଓ ପଞ୍ଚାୟତିରାଜ ପ୍ରତିଷ୍ଠାନ ହୋଇଛି!-->…
Read More...
Read More...
ଯକ୍ଷ୍ମା ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟା କମାଇବା ଲାଗି ହରିୟାଣାର ପଞ୍ଚକୁଲାଠାରେ ଶହେ ଦିନିଆ ସଘନ ଦେଶବ୍ୟାପୀ ଅଭିଯାନର…
• ଏହା ଏକ ୧୦୦ ଦିନିଆ କେନ୍ଦ୍ରିତ ଅଭିଯାନ ହେବ ଏବଂ ଦେଶର ସର୍ବାଧିକ ପ୍ରଭାବିତ ୩୪୭ଟି ଜିଲ୍ଲାରେ ଯକ୍ଷ୍ମା ରୋଗୀଙ୍କ ଶୀଘ୍ର ଚିହ୍ନଟ ଏବଂ ଚିକିତ୍ସା କରିବା ଏହାର ଉଦ୍ଦେଶ୍ୟ : ଜେ. ପି. ନଡ୍ଡା• ‘‘ଏପରି ଏକ ସମୟ ଥିଲା ଯେତେବେଳେ ଯକ୍ଷ୍ମାକୁ ଏକ ‘ମନ୍ଥର ଗତିରେ ହେଉଥିବା ମୃତ୍ୟୁ’ ଭାବରେ!-->…
Read More...
Read More...