Browsing Category

ଅପରାଧ

ହତ୍ୟା ମାମଲାର ୨ ଅଭିଯୁକ୍ତ ଗିରଫ୍‌ : କୋର୍ଟ ଚାଲାଣ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗତକାଲିର ହତ୍ୟା ମାମଲାରେ ବଲାଙ୍ଗିର ଆଦର୍ଶ ଟାଉନ୍‌ ପୋଲିସ ଦ୍ୱାରା ୨ ଜଣଙ୍କୁ ଗିରଫ୍‌ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ସୂଚନା ଦିଆଯାଇଛି । ସୂଚନା ଅନୁସାରେ ସ୍ଥାନୀୟ ବେହେରାପାଲିରେ ଗତକାଲି ଚାରିଜଣ ମିଶି କ୍ଲବ୍‌ ପାଖରେ ମଦ ପିଉଥିଲେ ଏବଂ ମଦ ନିଶାରେ
Read More...

୯ ଆତଙ୍କବାଦୀ ଗିରଫ : ପଶ୍ଚିମବଙ୍ଗ ଓ କେରଳର ଅନେକ ସ୍ଥାନରେ ଚଢ଼ଉ ଜାରି

ନୂଆଦିଲ୍ଲୀ : ଆଜି ସକାଳୁ ଏନ୍‌ଆଇଏ ପକ୍ଷରୁ ଜବର୍‌ଦସ୍ତ ଚଢ଼ଉ ଜାରି ରହିଛି । ପଶ୍ଚିମବଙ୍ଗର ମୁର୍ସିଦାବାଦ ଏବଂ କେରଳର ଏର୍ନାକୁଲମ୍‌ର କେତେକ ସ୍ଥାନରେ ଚଢ଼ଉ କରାଯାଇଥିବା ବେଳେ ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ଅଲକାଏଦା ସହ ସଂପୃକ୍ତ ୯ ଆତଙ୍କବାଦୀଙ୍କୁ ଗିରଫ୍‌ କରାଯାଇଛି । ଚଢ଼ଉରେ
Read More...

ଏନ୍‌ସିବି ପକ୍ଷରୁ ଡ୍ରଗ୍ସ କନେକ୍‌ସନ୍‌ର ତଦନ୍ତ ଜୋର୍‌ସୋର୍‌ : ମୁମ୍ବାଇର କେତେକ ଅଂଚଳରେ ଚଢ଼ଉ

ମୁମ୍ବାଇ : ଡଗ୍ସ ସଂପୃକ୍ତର ତଦନ୍ତ ନାର୍‌କୋଟିକ୍ସ ବ୍ୟୁରୋ ପକ୍ଷରୁ ଜୋର୍‌ସୋର୍‌ ଚାଲିଥିବା ବେଳେ ନାର୍‌କୋଟିକ୍ସ ବ୍ୟୁରୋ ଆଜି ମୁମ୍ବାଇର କେତେକ ଅଂଚଳରେ ଚଢ଼ଉ କରିଛି । ସୂଚନାଯୋଗ୍ୟ ଯେ, ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ ଡ୍ରଗ୍ସ କନେକ୍‌ସନ୍‌ ମାମଲାରେ ଜେଲ୍‌ରେ ଅଛନ୍ତି ଏବଂ ତାଙ୍କ
Read More...

ଘୁଡୁଘୁଡୁ ଜୁଆଖେଳ : ବାଇକ ସହ ୫ ଗିରଫ

ପଦ୍ମପୁର, (ନିରୋଜ କୁମାର ପାଣୀ):ପଦ୍ମପୁର ଉପଖଣ୍ତ ପାଇକମାଲ ବ୍ଲକ ସରେଇକେଲାରେ ବିଳମ୍ବିତ ରାତ୍ରରେ ଚାଲିଥିବା ଘୁଡୁଘୁଡୁ ପଟ୍ଟି ଜୁଆଖେଳ ଖବର ପାଇ ଜଗଦଲପୁର ଥାନା ଅଧିକାରୀ ଲିଳିମାଲଲିତା ବାର୍ଲା ଏକ ଟିମ ଗଠନ କରି ଜୁଆ ଆଡ୍ଡା ଉପରେ ଚଢଉ କରିଥିଲେ । ଏଏସଆଇ ସତ୍ୟାନନ୍ଦ ଭୋଏ , ଏଏସଆଇ
Read More...

ରିୟା ଡଗ୍ସ ମାମଲାରେ ଏନ୍‌ସିବିର ତନାଘନା ତଦନ୍ତ

ନୂଆଦିଲ୍ଲୀ : ଅଭିନେତା ସୁଶାନ୍ତ ସିଂହ ରାଜପୁତ ମାମଲାର ତଦନ୍ତରେ ଡ୍ରଗ୍‌ସ ଏଙ୍ଗଲ୍‌ର ଯାଂଚ କରୁଥିବା ନାରକୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନ୍‌ସିବି)ର ତନାଘନା ଚାଲିଛି । ଆଜି ଏନ୍‌ସିବିର ଟିମ୍‌ ଡ୍ରଗ୍ସ ପୈଡ଼ଲର୍‌ ସୂର୍ଯ୍ୟଦୀପ ମାଲହୋତ୍ରାଙ୍କ ଘର ଉପରେ ଚଢାଉ କରିଛି । ତେବେ ସୂର୍ଯ୍ୟଦୀପ,
Read More...

ସୁବର୍ଣ୍ଣପୁର ଜିଲ୍ଲାରେ ଚାରି କ୍ୱିଣ୍ଟାଲ ୮୦ କେଜି ଗଂଜେଇ ସହ ୯ ଲକ୍ଷ ୭୭ ହଜାର ନଗଦ ଟଙ୍କା ଜବତ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ଥାନା ଅଂଚଳରେ ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଜବତ ହୋଇଥିବା ସୂଚନା ମିଳିଛି। ଏକ ନୂଆ ଟାଟା ପିକଅପରେ ୪ କୁଇଣ୍ଟାଲ ୮୦ କେଜି ଓଜନର ଗଞ୍ଜେଇ ଚାଲାଣ ହେଉଥିବାର ଏସଟିଏଫ ଖବର ପାଇଥିଲା । ଖବର ଅନୁସାରେ ସଂପୃକ୍ତ ବ୍ୟବସାୟୀଙ୍କ ଘରେ
Read More...

ରାତିରେ ଚୋରୀ ହୋଇଥିବା ଗାଡି ସନ୍ଧ୍ୟାରେ ଉଦ୍ଧାର : ପୋଲିସ ପକ୍ଷରୁ ତନାଘନା ତଦନ୍ତ

ବରଗଡ଼, (ନିରୋଜ କୁମାର ପାଣୀ) : ରାତିରେ ଚୋରୀ ହୋଇଥିବା ଗାଡି, ସନ୍ଧ୍ୟାରେ ଉଦ୍ଧାର । ଗାଡି ଚୋରୀରେ ଜଣେ ସୋସିଆଲ ମିଡିଆ ପ୍ରତିନିଧିଙ୍କ ସମ୍ପୃକ୍ତି ଥିବା ନେଇ ବରଗଡ଼ ଥାନାରେ ଲିଖିତ ଅଭିଯୋଗ ହୋଇଛି । ଏହା ଏବେ ବରଗଡ଼ ସହରରେ ଚର୍ଚ୍ଚାର ବିଷୟ ହୋଇଛି । ବରଗଡ଼ ପୋୖରାଞ୍ଚଳର ଶିବାନନ୍ଦନଗର
Read More...

ଫିଟିଲା ବହୁଚର୍ଚ୍ଚିତ ମୁଣ୍ଡ ବିହୀନ ମୃତଦେହର ରହସ୍ୟ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ଫିଟିଲା ବହୁଚର୍ଚ୍ଚିତ ମୁଣ୍ଡ ବିହୀନ ମୃତଦେହର ରହସ୍ୟ । ଜଣାପଡ଼ିଲା ହତ୍ୟକାରୀ କିଏ । ଶାନ୍ତିରେ ନିଃଶ୍ୱାସ ମାରିଲେ ଜନତା ଓ ପୋଲିସ ।ଶନିବାର ଲୁତୁରପଙ୍କ ନିକଟରେ ଧାନବିଲ କଡ଼ରୁ ମିଳିଥିଲା ଏକ ହାତ, ଗୋଡ ଓ ମୁଣ୍ଡ ବିହୀନ ମୃତଦେହ । ଏହି ଘଟଣାର ତଦନ୍ତ
Read More...

ହଠାତ୍‌ ଗାଏବ ହେଲେ ଏକ ପରିବାର : ଘର ମୁଖିଆଙ୍କ ଶବ ମିଳିଲା ଘର ଭିତରେ ମାଟି ତଳୁ

ବରେଲି : ନିକଟସ୍ଥ ପିଲିଭିତ ଅଧୀନସ୍ଥ ମାଧୋଦାଣ୍ଡା ଥାନାର କେସରପୁର ଗାଁରେ ଗତ ୪ ଦିନ ତଳେ ହଠାତ୍‌ ଗାଏବ ହୋଇଗଲେ ୫ ଜଣ ସଦସ୍ୟ ବିଶିଷ୍ଟ ଏକ ପରିବାର । ଘର ମୁଖିଆଙ୍କ ଶବ ଘର ଭିତରେ ମାଟି ତଳୁ ମିଳିଛି । ଏହି ଖବର ସାରା ଅଂଚଳରେ ଚାଂଚଲ୍ୟ ସୃଷ୍ଟି କରିଛି । ଅକସ୍ମାତ୍‌ ଗାଁରେ ଏକ ପରିବାରର
Read More...

ସୁଶାନ୍ତଙ୍କ ବାନ୍ଧବୀ ରିୟା ଚକ୍ରବର୍ତ୍ତୀ ଡ୍ରଗ୍ସ କାରବାର ଲିଙ୍କ୍‌ରେ ଗିରଫ

ପାଟନା : ସୁଶାନ୍ତଙ୍କ ବାନ୍ଧବୀ ରିୟା ଚକ୍ରବର୍ତ୍ତୀ ଡ୍ରଗ୍ସ କାରବାର ଲିଙ୍କ୍‌ରେ ଗିରଫ ହୋଇଥିବା ବେଳେ ଏହି ଘଟଣାକୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା ଜୋର୍‌ ଧରିଛି । ଦୀର୍ଘ ତିନି ଦିନ ଯାଏଁ ପଚରା ଉଚରା ପରେ ନାର୍କୋଟିକ୍ସ କଂଟ୍ରୋଲ୍‌ ବ୍ୟୁରୋ ଦ୍ୱାରା ଗିରଫ୍‌ ହୋଇଛନ୍ତି ରିୟା । ଗିରଫ୍‌
Read More...