Browsing Category

ବିଚିତ୍ରା

ଲଦାଖରେ ଅମିତାଭ ମାଇନସ୍ ୩୩ ଡିଗ୍ରୀ ଶୀତର ସମ୍ମୁଖୀନ ହେଲେ : ସେୟାର କଲେ ଫଟୋ

ନୂଆଦି‌ଲ୍ଲୀ : ଏବେ ସାରା ଦେଶରେ ଶୀତ ଋତୁ ଚାଲିଛି ଏବଂ ଅନେକ ସ୍ଥାନରେ ବର୍ଷା ହେତୁ ତାପମାତ୍ରା ଯଥେଷ୍ଟ ହ୍ରାସ ପାଇଛି । ଆହୁରି ମଧ୍ୟ, ନୂତନ ବର୍ଷର ଆଗମନ ଅର୍ଥାତ୍ ୨୦୨୧ ମଧ୍ୟ ପହଞ୍ଚିଛି । ନିକଟରେ ମହାନ ଅଭିନେତା ଅମିତାଭ ବଚ୍ଚନ ଲଦାଖ ଟ୍ରିପରୁ ଫେରିଛନ୍ତି । କିନ୍ତୁ ଏହି ସମୟ ମଧ୍ୟରେ
Read More...

ଅଦାନି ଗ୍ରୁପ ଧର୍ମା ପ୍ରଡକ୍ସନରେ ଇନଭେଷ୍ଟ କରିବ

ମୁମ୍ବାଇ : ଅଦାନି ଗ୍ରୁପର ଗୌତମ ଅଦାନି ଧର୍ମା ପ୍ରଡକ୍ସନର ୩୦ ପ୍ରତିଶତ ଅଂଶଧନ କିଣିବା ପାଇଁ ପ୍ରସ୍ତାବ ଦେଇଛନ୍ତି ବୋଲି ବଲିଉଡ ହଙ୍ଗାମାରେ ଖବର ଶୁଣିବାକୁ ମିଲିଛି । ସୁଶାନ୍ତ ସିଂ ରାଜପୁତଙ୍କ କେସ୍‌ ପରେ ଧର୍ମା ପ୍ରଡକ୍ସନର ମୁଖ୍ୟ କରନ ଜୋହର ପ୍ରଚୁର କ୍ଷତି ସହିଛନ୍ତି । ଯଦି ଏହା ହୁଏ
Read More...

ଧୁମ୍-୪ ରେ ଏକାସଙ୍ଗେ ଦର୍ଶକ‌ଙ୍କ ନଜରରେ ଆସିବେ‌ ରିତିକ୍‌ ଓ ଜନ୍

ମୁମ୍ବାଇ : ବଲିଉଡ୍‌ ସିନେମା ଜଗତରେ ବର୍ତ୍ତମାନ ପରଦାକୁ ଆସିବ ଧୁମ୍-୪ । ଧୁମ୍-୪ରେ ଉଭୟ ରିତିକ୍‌ ରୋଶନ ଓ ଜନ ଆବ୍ରାହମ ଏକାସଙ୍ଗେ ଦର୍ଶକ‌ଙ୍କ ନଜର ଆସିବେ ବୋଲି ଚ‌ର୍ଚ୍ଚା ହେଉଛି । ପ୍ରଥମଥର ପାଇଁ ରିତିକ୍‌ ଓ ଜନ୍‌ ଗୋଟିଏ ଫିଲ୍ମରେ ଏକାସଙ୍ଗେ ନଜର ଆସିବେ । ଏହି ଖବର ସାମ୍ନାକୁ ଆସିବା
Read More...

ପ୍ରସବ ପରେ ମହିଳାମାନେ ଖାଆ‌ନ୍ତୁ ଏହି ଗୁଡ଼ ଲଡ଼ୁ : ଭରପୂର ଶ‌କ୍ତି ଓ ସାମର୍ଥ୍ୟ ମିଳିବ

ସାଧାରଣତଃ ପ୍ରସବ ପରେ ମହିଳାମାନେ ଦୁର୍ବଳ ଅନୁଭବ କର‌ନ୍ତୁ । ଏହି ସମୟରେ ଖାଦ୍ୟପେୟ ପ୍ରତି ବିଶେଷ ଧ୍ୟାନ ଦେବା ଉଚିତ । ତେବେ ତୁର‌ନ୍ତ ଶକ୍ତି ଓ ସାମର୍ଥ୍ୟ ପାଇବା ପାଇଁ ପ୍ରତ୍ୟହ ନିୟମିତ ଖାଆ‌ନ୍ତୁ ଏହି ଗୁଡ଼ ଲଡ଼ୁ । ଏହା କିପରି ତିଆରିବା ଆସ‌ନ୍ତୁ ଜାଣିବା । କିଛି କାଜୁ, ପିସ୍ତା
Read More...

ଅଙ୍ଗଦାନ ନିଷ୍ପତ୍ତି ନେଇ ନୂଆବର୍ଷ ଆରମ୍ଭ କଲେ ବରଗଡ଼ର ଦୁଇଜଣ ସମାଜସେବୀ

ବରଗଡ଼, (ନିରୋଜ କୁମାର ପାଣୀ) : ଆରମ୍ଭ ହୋଇଛି ଇଂରାଜୀ ନବବର୍ଷ ୨୦୨୧ । ଏହି ଦିନଟିକୁ ଅନେକ ଲୋକେ ଭୋଜି ଭାତ ସହିତ ମୌଜ ମଜଲିସରେ କଟେଇବାକୁ ପସନ୍ଦ କରିଥାନ୍ତି । ଆଜିକାଲି ଅନେକ ଲୋକ ଏହି ଦିନରେ ଅସହାୟ ଗରିବ ଲୋକଙ୍କ ସହିତ ପାଳନ କରିବାକୁ ପସନ୍ଦ କରୁଛନ୍ତି ନୂଆବର୍ଷ । ବରଗଡ଼ର ଦୁଇଜଣ
Read More...

ଅମିତାଭ ବଚ୍ଚନ ଆସିବେ ସୂରଜଙ୍କ ସିନେମାରେ

ନୂଆଦିଲ୍ଲୀ, (କେପିଏନ୍‌ଏସ୍‌) : ଦୁଇ ଚ‌ର୍ଚ୍ଚିତ ଅଭିନେତା ଏକାଠି ଦେଖାଯିବେ ଅମିତାଭ ବଚ୍ଚନ ରାଜଶ୍ରୀ ପ୍ରଡକ୍ସନ୍ସ ଅଧୀନରେ ନିର୍ମାଣ ହେବାକୁ ଥିବା ଏକ ପାରିବାରିକ ଡ୍ରାମା ଚଳଚ୍ଚିତ୍ରରେ ଦେଖାଯିବେ ଏବଂ ବିଗ୍‌ ବି ସୂରଜ ବଡଯାତ୍ୟାଙ୍କ ସହ ଏକା ସ‌ଙ୍ଗେକାମ କରିବେ ଏବଂ ଚଳଚ୍ଚିତ୍ରଟି ୨୦୨୧
Read More...

ନୁଆଁ ବର୍ଷ ପାଇଁ ସମ୍ବଲପୁରୀ ଗୀତ ରେକଡିଂ

ବଲାଙ୍ଗିର, (କେପିଏନ୍ଏସ୍) : ନୂଆ ବର୍ଷ ୨୦୨୧ ପାଇଁ ଆର୍.ଆର୍. ଷ୍ଟୁଡିଓ ବରଗଡରେ ଏକ ସୁନ୍ଦର ସମଲପୁରୀ ଫୋକ୍ ଗୀତ "ବହୁ ଗୋଟ୍ଟ" ରେକଡିଂ ହୋଇଯାଇଛି।ଗୀତକୁ ଲେଖିଛନ୍ତି ଏବଂ ସ୍ବର ସଂଯୋଜନା କରିଛନ୍ତି ଜନକ ସେଠ୍।ଏହି ଗୀତରେ ସଂଗୀତ ପରିଚାଳନା କରିଛନ୍ତି ଜନ୍ ପାଣ୍ଡେ ଏବଂ କଣ୍ଠଦାନ କରିଛନ୍ତି
Read More...

ବଲିଉଡ୍ ଭାଇଜାନ୍ ସଲମାନ ଖାଁ ନିଜ ଜନ୍ମଦିନ ଫାର୍ମ ହାଉସରେ ପାଳିଲେ

ମୁମ୍ବାଇ : ୫୫ ତମ ଜନ୍ମଦିନ ପାଳନ କରିଛନ୍ତି ବଲିଉଡ୍ ଭାଇଜାନ୍ ସଲମାନ ଖାଁ । ଭାଇଜାନ ତାଙ୍କ ଫାର୍ମ ହାଉସରେ ଅଧା ରାତିରେ କେକ କାଟି ତା‌ଙ୍କର ଜ‌ନ୍ମ ଦିବସ ପାଳନ କରିଛ‌ନ୍ତି । ଏଥର କରୋନା ମହାମାରୀକୁ ମୁଖ୍ୟ କାରଣ ଦର୍ଶାଇ ଭାଇଜାନ୍‌‌ ପୂର୍ବରୁ ନୋଟିସ ଲଗାଇ ଦେଇଥିଲେ ତାଙ୍କ ବାନ୍ଦ୍ରା
Read More...

ପ୍ରିୟଙ୍କା ଚୋପ୍ରା ଖ୍ରୀଷ୍ଟମାସ ଦିନ ୫୨ ହଜାରର କୋଟ ପିନ୍ଧି ବାହାରିଲେ

ମୁମ୍ବାଇ : ବଲିଉଡର ଦେଶୀ ଗାର୍ଲ ଏବଂ ଗ୍ଲୋବାଲ ଷ୍ଟାର ପ୍ରିୟଙ୍କା ଚୋପ୍ରା ଆଜିକାଲି ଲଣ୍ଡନରେ ତାଙ୍କର ନୂଆ ପ୍ରୋଜେକ୍ଟର ସୁଟିଂରେ ବ୍ୟସ୍ତ ଅଛନ୍ତି । ପ୍ରିୟଙ୍କା ଲଣ୍ଡନରେ ଅଛନ୍ତି ଏବଂ ଖ୍ରୀଷ୍ଟମାସ ଦିନ ସ୍ୱାମୀ ନିକ୍‌ ଜୋନାସ୍‌ଙ୍କ ସହ ସମୟ ବିତାଉଛନ୍ତି । ପ୍ରିୟଙ୍କା ଚୋପ୍ରା ତାଙ୍କ
Read More...

ଆକାଶ ଗଙ୍ଗା ମୃତ ଏଲିଅନ୍‌ମାନଙ୍କ ଘର ହୋଇପାରେ, ନିଜ ବିଜ୍ଞାନର ଶିକାର ହୋଇଥିଲେ ସେମାନେ : ଅନୁସନ୍ଧାନ

ୱାଶିଂଟନ୍‌ : ଅସୀମ ଆକାଶରେ ଅନେକ ସମୟରେ ଏଲିଅନ୍‌ମାନଙ୍କ ଉପସ୍ଥିତି ବିଷୟରେ କଳ୍ପନାଜଳ୍ପନା ଚାଲିଛି । କିନ୍ତୁ ବର୍ତ୍ତମାନ ଏକ ନୂତନ ଅନୁସନ୍ଧାନରୁ ଜଣାପଡିଛି ଯେ, ଆମର ଆକାଶ ଗଙ୍ଗା ମୃତ ଏଲିଅନ୍‌ମାନଙ୍କ ଘର ହୋଇପାରେ । ଏଥି ସହିତ, ଏହି ବିଦେଶୀମାନେ ନିଜ ନିଜ ବିଜ୍ଞାନ ଏବଂ
Read More...