Browsing Category

ବିଚିତ୍ରା

ଲେମ୍ବୁରୁ କ’ଣ ସବୁ ଲାଭ ମିଳେ, ଜାଣିବା ଆସନ୍ତୁ

ଲେମ୍ବୁ ସମସ୍ତଙ୍କ ପାଇଁ ସହଜଲବ୍ଧ, କିନ୍ତୁ ଏହାର ଉପାଦେୟତା ଦୃଷ୍ଟିରୁ ଯେତେ ପରିମାଣରେ ସମସ୍ତେ ବ୍ୟବହାର କରିବା କଥା, ସେତିକି ବ୍ୟବହୃତ ହୁଏନାହିଁ । ତେବେ ଲେମ୍ବୁରୁ କ’ଣ ସବୁ ଲାଭ ମିଳେ, ଜାଣିବା ଆସନ୍ତୁ । ଲେମ୍ବୁର ପ୍ରଥମ ଗୁଣ ହେଉଛି ଏହା ଅରୁଚି ଦୂର କରିଥାଏ ।ଲେମ୍ବୁ ପ୍ରତ୍ୟହ
Read More...

ଆଜି ଅଭିଷେକ ବଚ୍ଚନଙ୍କ ୪୫ ତମ ଜନ୍ମଦିନ

ମୁମ୍ବାଇ : ଅଭିଷେକ ଆଜି ତାଙ୍କର ୪୫ ତମ ଜନ୍ମଦିନ ପାଳନ କରୁଛନ୍ତି । ସୁପରଷ୍ଟାର ଅମିତାଭ ବଚ୍ଚନଙ୍କ ପୁଅ ଅଭିଷେକ ବଚ୍ଚନ ଫିଲ୍ମ ଇଣ୍ଡଷ୍ଟ୍ରିରେ ଏକ ଜଣାଶୁଣା ନାମ । ସେ ୫ ଫେବୃଆରୀ ୧୯୭୬ରେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ । ଅଭିଷେକ ତାଙ୍କ ପତ୍ନୀ ଐଶ୍ୱର୍ୟ୍ୟା ରାୟ ବଚ୍ଚନ ଏବଂ
Read More...

ଓସ୍କାର ବିଜେତା ଏଆର ରହେମାନ ୱାର ଫିଲ୍ମ ପିପ୍ପାର ସଙ୍ଗୀତ କମ୍ପୋଜ କରିବେ

ମୁମ୍ବାଇ : ବ୍ରିଗେଡିୟର ବଳରାମ ସିଂ ମେହେତାଙ୍କ ଜୀବନୀ ଉପରେ ଆଧାରିତ ୱାର ଫିଲ୍ମ ପିପ୍ପାର ସଙ୍ଗୀତ କମ୍ପୋଜ କରିବେ ଓସ୍କାର ବିଜେତା ସଙ୍ଗୀତକାର ଏଆର ରହେମାନ । ଈଶାନ ଖଟ୍ଟର ବ୍ରିଗେଡିୟର ମେହେତାଙ୍କ ରୋଲ କରିବେ । ସେ ୧୯୭୧ ଭାରତ-ପାକିସ୍ତାନ ଯୁଦ୍ଧ ସମୟରେ ୪୫ କାଭଲାରୀ ଟ୍ୟାଙ୍କ
Read More...

ବିଗ୍ ବଜେଟ ଫିଲ୍ମ ‘ଆଦିପୁରୁଷ୍’ର ସୁଟିଂ ଆରମ୍ଭ କଲେ ସୈଫ୍‌ ଅଲ୍ଲୀ ଖାନ ଓ ପ୍ରଭାସ

ମୁ‌ମ୍ବାଇ : ସାଉଥ୍‌ ସୁପରଷ୍ଟାର ପ୍ରଭାସ ଓ ବଲିଉଡର ଲୋକପ୍ରିୟ ଅଭିନେତା ସୈଫ୍‌ ଅଲ୍ଲୀ ଖାନ ବିଗ୍‌ ବଜେଡ ଫିଲ୍ମ 'ଆଦିପୁରୁଷ'ର ସୁଟିଂ ଆରମ୍ଭ କରିଛନ୍ତି । ତେବେ ଏହା ପ୍ରଭାସ ନିଜେ ଟୁଇଟ କରି ଜଣାଇଛନ୍ତି । ରାମାୟଣ ଉପରେ ଆଧାରିତ ଏହି ଫିଲ୍ମରେ ଓମ୍ ରାୱତ ନିର୍ଦ୍ଦେଶନା ଦେଇଥିବା ବେଳେ
Read More...