ଗାଁ ପୋଖରୀ ସଫା ଓ ବୃକ୍ଷରୋପଣ
ବଲାଙ୍ଗିର, (କେପିଏନ୍ଏସ୍) : ପଂଚାୟତ ଉଚ୍ଚ ବିଦ୍ୟାଳୟ, ବନ୍ଧପଡ଼ାର କୃଷ୍ଣଚୁଡ଼ା ଇକୋ କ୍ଲବ ତରଫରୁ ପରିବେଶ ଶିକ୍ଷା କେନ୍ଦ୍ର, ଭୁବନେଶ୍ୱରର ମାର୍ଗଦର୍ଶନରେ "ଗାଁ ପୋଖରୀ ସଫା ଓ ବୃକ୍ଷରୋପଣ" କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ଗାଁ ପୋଖରୀ ସଫା ତଥା ପୋଖରୀ ଆଡିରେ ବଉଳ ଗଛ!-->…
Read More...
Read More...