ଡୁଡୁକାରେ ବ୍ଲକ ସ୍ତରୀୟ ଶିଶୁ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ଡୁଡୁକାର ଆଦର୍ଶ ବିଦ୍ୟାଳୟରେ ବ୍ଲକସ୍ତରୀୟ ଶିଶୁ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମର ଉଦ୍‌ଘାଟନୀ ଉତ୍ସବରେ ବିଇଓ ଶ୍ୟାମ ମେହେରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି
Read More...

ଆମ ଆଦମି ପାର୍ଟି ବଲାଙ୍ଗିର ପକ୍ଷରୁ ଦାବିପତ୍ର

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଗତ ଦୁଇ ମାସ ହୋଇଯିବ ବଲାଙ୍ଗିର ଦେଓଗାଁ ବ୍ଲକ ଉପରଝର ଗ୍ରାମ ପଞ୍ଚାୟତର ରେଙ୍ଗାଲି, ଫଟାମୁଣ୍ଡା, ନୁଆପାଲି, ଉପରଝର, କୁହିମୁଣ୍ଡା ଗାଁର ଚାଷୀମାନଙ୍କ ଜୀବନ ବେହାଲ କାରଣ ଦୁଇ ମାସ ହୋଇଯିବ ରେଙ୍ଗାଲିରେ ଲାଇଟ ଖୁମ୍ବ ଏବଂ ତାର ପଡି ଯାଇଥିବାରୁ ଚାଷୀମାନଙ୍କର
Read More...

ବଙ୍ଗୋମୁଣ୍ଡାରେ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ବିଧାନସଭା କ୍ଷେତ୍ର ବଙ୍ଗୋମୁଣ୍ଡା ଚମାର ମେହେର ହାଇସ୍କୁଲ ଠାରେ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବଙ୍ଗୋମୁଣ୍ଡା ସିଆର୍‌ସିସି ଜିତାମିତ୍ର ବିଶିଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି
Read More...

ବରପଦର ପ୍ରାଥମିକ ବିଦ୍ୟାଳୟ ଠାରେ ସର୍ଗୁଲ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି -୨୦୨୫

ସୁବର୍ଣ୍ଣପୁର/ଡୁଙ୍ଗୁରିପାଲି, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ବନ୍ଧପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବରପଦର ପ୍ରାଥମିକ ବିଦ୍ୟାଳୟ ଠାରେ ସର୍ଗୁଲ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି-୨୦୨୫ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବରପଦର ପ୍ରାଥମିକ
Read More...

ସଂକୀର୍ତ୍ତନ ଗାୟକ ବସନ୍ତ ବାରିକଙ୍କ ପରଲୋକ

ଭୋଗରାଇ, (ଶିବନାରାୟଣ ପାତ୍ର ) : ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ଖରିଦପିପଲ ଗ୍ରାମପଞ୍ଚାୟତ ଅନ୍ତର୍ଗତ ନୟାପାଲି ଗ୍ରାମର ବିଶିଷ୍ଟ ସଂକୀର୍ତ୍ତନ ଗାୟକ ବସନ୍ତ ବାରିକଙ୍କ ୭୩ ବର୍ଷ ବୟସରେ ଆଜି ସକାଳ ୮ .୨୫ ମିନିଟ୍ ସମୟରେ ପରଲୋକ ହୋଇଯାଇଛି । ଶ୍ରୀ ବାରିକ ଆଜି ସକାଳେ ହଠାତ୍ ଛାତିରେ
Read More...

ଶ୍ରୀ ଅଚ୍ୟୁତାନନ୍ଦ ଆଶ୍ରମ ପକ୍ଷରୁ ଅଖଣ୍ଡ ନାମଯଜ୍ଞ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ବାରବାଟୀ ଶ୍ରୀ ଅଚ୍ୟୁତାନନ୍ଦ ଆଶ୍ରମ, ଘୋରଡ଼ିଆ ପକ୍ଷରୁ ଅଖଣ୍ଡ ନାମଯଜ୍ଞ ଗୁରୁବାର ଅନୁଷ୍ଠିତ ହୋଇଯାଇଛି । ଏହା ତିନିଦିନ ଧରି ଚାଲିବ । ପ୍ରଥମ ଦିନ ଜଳାଧିବାସ, ଦ୍ୱିତୀୟ ଦିନ ଅଖଣ୍ଡ ନାମ ସଂକୀର୍ତ୍ତନ ଏବଂ ଶନିବାର ନଗରଭ୍ରମଣ ଓ କୁମ୍ଭ ବିସର୍ଜନ ସହ
Read More...

ମା’ ତାରିଣୀ ଡାଇଗ୍ନୋଷ୍ଟିକ ତରଫରୁ ନିଃଶୁଳ୍କ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ରଘୁନାଥପାଲି ବିଧାୟକ ଦୁର୍ଗା ଚରଣ ତନ୍ତୀଙ୍କ ନେତୃତ୍ୱରେ ରାଉରକେଲାର ସେକ୍ଟର ୫ ସ୍ଥିତ ଡିଆଇଜି ପଶ୍ଚିମ ରେଞ୍ଜ କାର୍ଯ୍ୟାଳୟ ଠାରେ ଏକ ନିଃଶୁଳ୍କ ସ୍ୱାସ୍ଥ୍ୟ ଶିବିର ଆୟୋଜିତ ହୋଇଯାଇଛି । ଏଥିରେ ମୁଖ୍ୟଅତିଥି ରୂପେ ସୁଚିତ୍ରା ତନ୍ତୀ ଯୋଗ ଦେଇ ତାଙ୍କ
Read More...

ମହିମୁଣ୍ଡା ଯୁକ୍ତ ତିନି କଲେଜକୁ ପରିଦର୍ଶନରେ ଆସିଲେ ଆଞ୍ଚଳିକ ଶିକ୍ଷା ନିର୍ଦେଶକ ଓ ରାଜେନ୍ଦ୍ର ୟୁନିଭର୍ସିଟିର…

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗତକାଲି ବଲାଙ୍ଗିର ଜିଲ୍ଲାର ପୁଇଁତଲା ବ୍ଲକ ଅଧୀନସ୍ଥ ଯୁକ୍ତ ୩ କଲେଜର ସ୍ଥାୟୀ ବନ୍ଧନ ପ୍ରମାଣ ପତ୍ର ପ୍ରଦାନ କରିବା ନେଇ ଆଞ୍ଚଳିକ ଶିକ୍ଷା ନିର୍ଦେଶକ ପ୍ରଫେସର ଡ.ଉମାକାନ୍ତ ଦାଶ ସହ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର, ମହାବିଦ୍ୟାଳୟ ଉନ୍ନୟନ ପରିଷଦର ନିର୍ଦେଶକ
Read More...

ବଲାଙ୍ଗିର ଦିନ ପାଳନ ପାଇଁ ଗଠନ ହେଲା ବିଭିନ୍ନ କମିଟି

ବଲାଙ୍ଗିର, (କେପିଏନଏସ) : ଗତକାଲି ସନ୍ଧ୍ୟା ୭ଟା ସମୟରେ ବଲାଙ୍ଗିର ପି.ପି.ଏକାଡେମୀଠାରେ ବଲାଙ୍ଗିର ଦିନ ଆୟୋଜନ କମିଟିର ଅଧ୍ୟକ୍ଷ ଗୋପାଳଜୀ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ବଲାଙ୍ଗିର ଦିନ ନଭେମ୍ବର ୧ ରେ ଧୁମ୍‌ଧାମରେ ପାଳନ ଓ ସୁପରିଚାଳନା ପାଇଁ
Read More...

ପଡିଆବାହାଲ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ପଡିଆବାହାଲ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ସିଆରସିସି ସନାତନ ବାରିକଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଏବଂ ପଡିଆବାହାଲ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ପ୍ରମୋଦ ମେହେରଙ୍କ ସଭାପତିତ୍ୱରେ କାର୍ଯ୍ୟକ୍ରମର ଉଦ୍‌ଘାଟନୀ
Read More...