‘ବାଲ୍ମିକୀ ରାମାୟଣର ଶାଶ୍ଵତ ମୂଲ୍ୟବୋଧ’ ଆଲୋଚନା ଚକ୍ର
ରାଉରକେଲା, (ସସ୍ମିତା ପ୍ରଧାନ) : ବାସନ୍ତୀ ପାଠାଗାର ଠାରେ ଅଖିଳ ଭାରତୀୟ ସାହିତ୍ୟ ପରିଷଦ, ରାଉରକେଲାର ବିର୍ସା ମୁଣ୍ଡା ନଗର ଶାଖା ଦ୍ୱାରା ଆୟୋଜିତ ମାସିକ ସାରସ୍ଵତ ସମାବେଶରେ 'ବାଲ୍ମିକୀ ରାମାୟଣର ଶାଶ୍ଵତ ମୂଲ୍ୟବୋଧ' ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଅଧ୍ୟାପିକା ପ୍ରିୟଙ୍କା!-->…
Read More...
Read More...