ବିଶ୍ୱ ପୋଲିଓ ଦିବସ ଉପଲକ୍ଷେ ସଚେତନତା କାର୍ଯ୍ୟକ୍ରମ : ରୋଟାରୀ ଓ ଇଣ୍ଟରାକ୍ଟ କ୍ଲବର ସଫଳ ସଂଯୁକ୍ତ ପ୍ରୟାସ

ରାଉରକେଲା, (ସସ୍ମିତା ପ୍ରଧାନ) : ବିବେକାନନ୍ଦ ସରକାରୀ ଉଚ୍ଚ ବିଦ୍ୟାଳୟ, ଗର୍ଜନ ଠାରେ ବିଶ୍ୱ ପୋଲିଓ ଦିବସ ଅବସରରେ ଏକ ଗୁରୁତ୍ୱପୂର୍ଣ୍ଣ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏହି କାର୍ଯ୍ୟକ୍ରମ ଇଣ୍ଟରାକ୍ଟ କ୍ଲବ ଓ ରୋଟାରୀ କ୍ଲବ ଅଫ୍‌ ରାଉରକେଲା ଅର୍ବାନ ଦ୍ୱାରା ଆୟୋଜିତ ହୋଇଥିଲା
Read More...

ଛଟ୍‌ ମହାପର୍ବକୁ ୟୁନେସ୍କୋ ଐତିହ୍ୟ ତାଲିକାରେ ଅନ୍ତର୍ଭୁକ୍ତ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ପ୍ରୟାସ

ରାଉରକେଲା, (ସସ୍‌ସ୍ମିତା ପ୍ରଧାନ) : ଆଉ ଦୁଇ ଦିନ ପରେ ଆରମ୍ଭ ହେଉଛି ଛଟ୍‌ ମହାପର୍ବ । ଏହି ଅବସରରେ ରାଉରକେଲା ଏବଂ ସୁନ୍ଦରଗଡ଼ରେ ଛଟ୍‌ ମହାପର୍ବର ଚର୍ଚ୍ଚା ଆରମ୍ଭ ହୋଇଛି । ଆଜି କେନ୍ଦ୍ରୀୟ ଛଟ୍‌ ପୂଜା ସମିତି ପକ୍ଷରୁ ସହରର ହୋଟେଲ ପୀୟାଲ ଅମ୍ରିତ ସାଗରଠାରେ ଅନୁଷ୍ଠିତ ଏକ ସାମ୍ବାଦିକ
Read More...

ପିଆଇବି ପକ୍ଷରୁ ‘ତମାଖୁ ମୁକ୍ତ ଯୁବସମାଜ ଅଭିଯାନ’ କର୍ମଶାଳା

ତମାଖୁର କୁପ୍ରଭାବ ସମ୍ପର୍କରେ ତୃଣମୂଳସ୍ତରରେ ଜନ ସଚେତନତାର ଆବଶ୍ୟକତା ରହିଛି : ପିଆଇବି ଏଡିଜି କଟକ, (ପିଆଇବି) : ଭାରତୀୟ ଯୁବସମାଜ ତମାଖୁ ନିଶାରେ ପଡ଼ି ଶାରୀରିକ ଏବଂ ମାନସିକ କ୍ଷତିର ଶିକାର ହେଉଛନ୍ତି । ବିଶେଷ କରି କିଶୋରାବସ୍ଥାରେ ତମାଖୁ ନିଶା ବିଭିନ୍ନ ପ୍ରକାର ଗୁରୁତର ବ୍ୟାଧି
Read More...

ଟ୍ରେନ ଲେବେଲ କ୍ରସିଂ ପାର ହେଉଥିବା ବେଳେ ଟ୍ରେନ ଧକ୍କାରେ ମହିଳା ଗୁରୁତର

ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : ଆଜିର ଗୁରୁତ୍ଵପୂର୍ଣ୍ଣ ଖବର । ରାୟଗଡ଼ା ବ୍ଲକ ପିତାମହଲ ଟ୍ରେନ ଲେବେଲ କ୍ରସିଂ ପାର ହେଉଥିବା ବେଳେ ଟ୍ରେନ ଧକ୍କାରେ ମହିଳା ଗୁରୁତର । ଗୁରୁତର ମହିଳା ଜଣକ କନ୍ଧଖୁଲମ ଗ୍ରାମର ତୁଳସୀ ଉଲକା ବୋଲି ଜଣାପଡିଛି । ମିଳିଥିବା ସୂଚନା ମୁତାବକ, ଟ୍ରେନ
Read More...

ବଡଡୁଙ୍ଗୁରିପାଲିରେ ଗିରିଗୋବର୍ଦ୍ଧନ ପୂଜା

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଜରାସିଂହା ଓ ସାଲେପାଲି ପଞ୍ଚାୟତ ସ୍ତରୀୟ ଯାଦବ ସମାଜର କର୍ମକର୍ତ୍ତାଙ୍କ ଦ୍ଵାରା ବଡଡୁଙ୍ଗୁରିପାଲିରେ ଗିରିଗୋବର୍ଦ୍ଧନ ପୂଜା ଆୟୋଜିତ ହୋଇଯାଇଛି । ଏଥିରେ ବ୍ୟାସ ପ୍ରଶାନ୍ତ ମିଶ୍ରଙ୍କ ଦ୍ଵାରା ଗୋପଳୀଲା ପଠନ କରାଯାଇଥିଲା । କମିଟିର ସଦସ୍ୟ
Read More...

କପିଲାଭଟା ଗିରିଗୋବର୍ଦ୍ଧନ ମହୋତ୍ସବ ଉଦ୍‌ଯାପିତ

-ଆଧ୍ୟାତ୍ମିକତା ପରିବେଶ ସୃଷ୍ଟି ହେବା ସହ ଅଞ୍ଚଳର କଳା, ସଂସ୍କୃତି, ପରମ୍ପରାର ସୁରକ୍ଷା ଓ ପ୍ରଚାର ପ୍ରସାର ହେଉଛି ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ କପିଲାଭଟା ଗ୍ରାମରେ ଗିରିଗୋବର୍ଦ୍ଧନ ମହୋତ୍ସବ କମିଟି ଓ ମାଁ ସାହାଜି ଯୁବକ
Read More...

ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି–୨୦୨୫ : ଖପ୍ରାଖୋଲରେ ଶିଶୁମନଙ୍କ ଉଜ୍ଜ୍ଵଳ ପ୍ରତିଭା ପ୍ରଦର୍ଶନ

ଖପ୍ରାଖୋଲ (ଅଶୋକ କୁମାର ବାଗ): ଖପ୍ରାଖୋଲରେ ଏକ ଅପୂର୍ବ ଦିନ । ଗୋଷ୍ଠୀ ଶିକ୍ଷା ଅଧିକାରୀ କାର୍ୟ୍ୟାଳୟ ପରିସର ଛାତ୍ରଛାତ୍ରୀଙ୍କ ହର୍ଷୋଲ୍‌ଲ୍ଲାସରେ ଭରିଯାଇଥିଲା । ଆୟୋଜିତ ହୋଇଥିଲା ବ୍ଲକ ସ୍ତରୀୟ ଶିଶୁମହୋତ୍ସବ “ସୁରଭି–୨୦୨୫” । ଏହା କେବଳ ଏକ ମହୋତ୍ସବ ନୁହେଁ, ଏହା ହେଉଛି ଶିଶୁମନଙ୍କ
Read More...

ବଡଙ୍ଗୋମୁଣ୍ଡାରେ ଗିରିଗୋବର୍ଦ୍ଧନ ପୂଜା

ଦେଓଗାଁ, (ମନୀଷ କୁମାର ସାହୁ) : ଗୁଡଭେଲା ବ୍ଲକ ବଡଙ୍ଗୋମୁଣ୍ଡା ପଞ୍ଚାୟତ ଅନ୍ତର୍ଗତ ନରସିଂହପୁର, ଟେବଡାମୁଣ୍ଡା, ସିନ୍ଦିରାବାହାଲି ତ୍ରିକୋଣ ଛକରେ ବଡଙ୍ଗୋମୁଣ୍ଡା ପଞ୍ଚାୟତ ଯାଦବ ସମାଜ ପକ୍ଷରୁ ୧୯ତମ ଗିରିଗୋବର୍ଦ୍ଧନ ପୂଜା ଏବଂ ଅଷ୍ଟ ପ୍ରହର ନାମଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ପୂଜା
Read More...

୧୧ତମ ଭୀମପାହାଡ ମହୋତ୍ସବ ଦ୍ୱିତୀୟ ଦିବସ

ଭୀମପାହାଡର ଐ୍ୟତିହ୍ୟ କିମ୍ବଦନ୍ତୀ ଉପରେ ଗବେଷଣା ଆବଶ୍ୟକ ବଲାଙ୍ଗୀର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକ ମୁକୁନ୍ଦପୁର ପଞ୍ଚାୟତ ଅନ୍ତର୍ଗତ ପର୍ଯ୍ୟଟନସ୍ଥଳୀ ଭୀମପାହାଡ ପାଦଦେଶରେ ଗିରିଗୋବର୍ଦ୍ଧନ ପୂଜା ଉପଲକ୍ଷେ ଚାଲିଥିବା ୧୧ତମ ଭୀମପାହାଡ ମହୋତ୍ସବ ଗୁରୁବାର
Read More...

ଅନନ୍ତପୁର ଛକ ନିକଟରେ ଦୁର୍ଘଟଣା : ୨ ମୃତ, ୧ ଗୁରୁତର

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ଅଭିମୁଖେ ଯାଉଥିବା ଗୋଟିଏ ବାଇକ୍ ଡିଭାଇଡରରେ ପିଟି ହୋଇ ଦୁର୍ଘଟଣା ଗ୍ରସ୍ତ ହୋଇଛି । ସୂଚନା ଯୋଗ୍ୟ ଯେ, ଘଟଣାଟି ଅନନ୍ତପୁର ଛକ ନିକଟର ଘଟିଛି । ଗୋଟାଏ ବାଇକ୍‌ରେ ତିନିଜଣ ବସି ବ୍ରହ୍ମପୁର ଅଭିମୁଖେ ଯାଉଥିବା ବେଳେ
Read More...