ବଡ଼ ଭାଇଙ୍କ ମୃତ୍ୟୁ ଖବରରେ ସାନ ଭାଇଙ୍କ ମୃତ୍ୟୁ

ବଲାଙ୍ଗିର, (କେପିଏନ୍‌ଏସ୍‌) : ମୃତ୍ୟୁ ଏମିତି ବି ଆସେ । ବଡ଼ଭାଇଙ୍କ ମୃତ୍ୟୁ ଖବର ଶୁଣି ସାନଭାଇ ମଧ୍ୟ ହରାଇଲେ ଜୀବନ । ବଲାଙ୍ଗିର ଜିଲ୍ଲା ସଇଁତଳା ବ୍ଲକ ଅନ୍ତର୍ଗତ ଜଲିଆଦର୍ହ ଗ୍ରାମରେ ଘଟିଥିବା ଏହି ହୃଦୟ ବିଦାରକ ଘଟଣା ଅଞ୍ଚଳରେ ଗଭୀର ଶୋକର ଛାୟା ଖେଳାଇଦେଇଛି । ସୂଚନା ଅନୁସାରେ,…
Read More...

ଉଦିତ ନଗର ପଡ଼ିଆରେ ଅଗ୍ନିଶମ ବାହିନୀର ମକ୍ ଡ୍ରିଲ୍

ଆଧୁନିକ ପ୍ରଯୁକ୍ତିରେ ଅଗ୍ନିନିର୍ବାପଣ ଓ ଉଦ୍ଧାର କୌଶଳର ପ୍ରଦର୍ଶନ ରାଉରକେଲା, (ସସ୍ମିତା ପ୍ରଧାନ) : ଅଗ୍ନିକାଣ୍ଡ ଭଳି ଜରୁରୀ ପରିସ୍ଥିତିର ସଫଳ ମୁକାବିଲା ନିମନ୍ତେ ରାଉରକେଲା ଅଗ୍ନିଶମ ବାହିନୀ ପକ୍ଷରୁ ଉଦିତ ନଗର ପଡ଼ିଆ ଠାରେ ଏକ ମକ୍ ଡ୍ରିଲ୍ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ।…
Read More...

ଉତ୍ସବ ମୁଖର ଭାବେ ରିକାପଲ୍ଲୀରେ ଶ୍ରୀ ରାମନବମୀ ପାଳିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସହରାଞ୍ଚଳର ରିକାପଲ୍ଲୀ ସାହି-ପୁରୁଣା ଡାଲ୍ଡା ମିଲ୍ ରୋଡ଼ ଠାରେ ଅବସ୍ଥିତ ମହାବୀର ହନୁମାନ ବିଗ୍ରହ ଚୌକ ପରିସରରେ ଲାଲାଜୀ ପ୍ରଭୁଶ୍ରୀ ରାମଜୀଙ୍କ ଜନ୍ମୋତ୍ସବ ବର୍ଣ୍ଣାଢ୍ୟ ସମାରୋହରେ ପାଳିତ ହୋଇଯାଇଛି । ମର୍ଯ୍ୟାଦା ପୁରୁଷୋତ୍ତମ…
Read More...

ବ୍ରହ୍ମକୁମାରୀ ସଂସ୍ଥାନର ଦାଦି ଜାନକୀଙ୍କ ଷଷ୍ଠତମ ସ୍ମୃତି ଦିବସ ପାଳିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ଛତ୍ରପୁର ଶାଖା ଶାନ୍ତି ଅନୁଭୂତି ଭବନ ଠାରେ ଦାଦି ଜାନକୀଙ୍କ ଷଷ୍ଠତମ ସ୍ମୃତି ବାର୍ଷିକୀ ବର୍ଣ୍ଣାଢ୍ୟ ସମାରୋହରେ ପାଳିତ ହୋଇଯାଇଛି । ଦାଦି ଜାନକୀଙ୍କ ଜନ୍ମ ତା - ୧-ଜାନୁଆରୀ- ୧୯୧୬ରେ ସିନ୍ଧୁ ନଦୀର…
Read More...

ପବିତ୍ର ରାମ ନବମୀରେ ବିଭିନ୍ନ ମନ୍ଦିରରେ ପ୍ରଭୁଙ୍କ ଦର୍ଶନ କଲେ ନରସିଂହ

କୁନି ପିଲାଙ୍କ ପାଇଁ ଜଗନ୍ନାଥ ପବ୍ଲିକ ସ୍କୁଲ ହେଲା ଉଦ୍‌ଘାଟନ ବଲାଙ୍ଗିର, (ଦେବାଶିଷ ମିଶ୍ର) : ପବିତ୍ର ରାମ ନବମୀ ଅବସରରେ ସାରା ବଲାଙ୍ଗିିର ଉତ୍ସବ ମୁଖର ହୋଇଛି । ଏ ଅବସରରେ ପୂର୍ବତନ ଆଇନମନ୍ତ୍ରୀ ନରସିଂହ ମିଶ୍ର କୁଟୁମଡୋଲାର ଦେବାଳୟ ତଥା ବଲାଙ୍ଗିର ସହର ମଧ୍ୟରେ ଥିବା ବିଭିନ୍ନ…
Read More...

ବଲାଙ୍ଗିର ଜିଲ୍ଲା ବରିଷ୍ଠ ନାଗରିକ ମଂଚର ସାଧାରଣ ପରିଷଦ ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ବରିଷ୍ଠ ନାଗରିକ ମଂଚର ସାଧାରଣ ପରିଷଦ ବୈଠକ ସ୍ଥାନୀୟ ସାଇଟ କଲେଜ ସଦାଇପାଲି ପରିସରରେ ସଭାପତି ପ୍ରଭାକର ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଉପଦେଷ୍ଟା ନାରାୟଣ ପାଢୀଙ୍କ ସ୍ୱାଗତ ଭାଷଣ ପରେ ସଭାପତିଙ୍କ ଦ୍ୱାରା ସଭା…
Read More...

ମା’ ଲଙ୍କେଶ୍ୱରୀଙ୍କ ଯାତ୍ରା ଧୂମଧାମରେ ପାଳିତ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ଦୁଲୁକିଲା ସୋନପୁର ସହର । ସୋନପୁର ସହରର ମହାନଦୀ ଗଣ୍ଡରେ ଥିବା ପ୍ରସିଦ୍ଧ ଦେବୀ ମା’ ଲଙ୍କେଶ୍ଵରୀଙ୍କ କଳସଯାତ୍ରା ଓ ନଗର ପରିକ୍ରମା ଉତ୍ସବ ଧୂମଧାମରେ ସମ୍ପନ୍ନ ହୋଇଯାଇଛି । ପବିତ୍ର ଚୈତ୍ର ବାସନ୍ତିକ ନବରାତ୍ର ତୃତୀୟ ପାଳି ମଙ୍ଗଳାବର ଦିନ…
Read More...

ଗୁଣବତ୍ତା ପରିଚାଳନା ଅନୁଷ୍ଠାନ ପକ୍ଷରୁ ଖୋଲାନ, ସିହିନି ଓ ମହୁଲପଡା ଗ୍ରାମ ପଞ୍ଚାୟତକୁ ମିଳିଲା ଆଇଏସଓ ମାନ୍ୟତା

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ ବ୍ଲକ ଅନ୍ତର୍ଗତ ଖୋଲାନ, ସିହିନୀ ଓ ମହୁଲ ପଡ଼ା ଗ୍ରାମ ପଞ୍ଚାୟତକୁ ଆଇଏସଓ ମାନ୍ୟତା ପ୍ରାପ୍ତ । ଏହା ପାଇବା ପରେ ଖୋଲାନ୍ ସରପଞ୍ଚ ନରେଶ ଅଗ୍ରୱାଲ ମା' ଦ୍ଵାରସେନୀଙ୍କ ଆଶୀର୍ବାଦ ତଥା ଖୋଲାଣ ଗ୍ରାମ ପଞ୍ଚାୟତ ଜନ ସାଧାରଣଙ୍କ ସମର୍ଥନ ଓ ସହଯୋଗ…
Read More...

ଦେଶରେ ଆଦିବାସୀଙ୍କୁ ନ୍ୟାୟ ଦେବାରେ ଘୋର ଅବହେଳା : ରାଷ୍ଟ୍ରୀୟ ଆଦିବାସୀ ଆୟୋଗରେ ଅଧିକାରୀ ସଙ୍କଟ

ତୁରନ୍ତ ପଦବୀ ପୂରଣ ପାଇଁ ପଦକ୍ଷେପ ନିଆଯାଉ, ସାଂସଦ ଶ୍ରୀ ବିଶିରାଷ୍ଟ୍ରୀୟ ଆଦିବାସୀ ଆୟୋଗ (ଏନ୍‌ସିଏସ୍‌ଟି)କୁ ସୁଦୃଢ କର : ରାଜ୍ୟସଭାରେ ସାଂସଦ ଶ୍ରୀ ବିଶିଙ୍କ ଜୋରଦାର ଦାବି । ନୂଆଦିଲ୍ଲୀ : ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ରାଷ୍ଟ୍ରୀୟ ଆଦିବାସୀ ଆୟୁକ୍ତଙ୍କ ଅଧିକାରୀ ଓ କର୍ମଚାରୀ…
Read More...

ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀରାମଙ୍କ ଜନ୍ମ ଉତ୍ସବ ଓ ଶ୍ରୀରାମ ନବମୀ ପାଳିତ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀରାମଙ୍କ ଜନ୍ମ ଉତ୍ସବ ଓ ଶ୍ରୀରାମ ନବମୀ କନ୍ଧମାଳ ଜିଲ୍ଲା ବାଲିଗୁଡା ତଥା ଏହାର ଆଖପାଖ ଅଞ୍ଚଳରେ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ସ୍ଥାନୀୟ ଟାଉନର ଶ୍ରୀ ଶ୍ରୀ ହନୁମାନ ମନ୍ଦିର, ପାଟଖଣ୍ଡା…
Read More...