ବାବା ବଣି ବକ୍ରେଶ୍ଵର ଦେବଙ୍କ ବାର୍ଷିକ ଉତ୍ସବ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ଡେଲାଙ୍ଗ ବ୍ଲକ ଅନ୍ତର୍ଗତ କୂଆପଦା ଗ୍ରାମର ପ୍ରସିଦ୍ଧ ଆରାଧ୍ୟ ଠାକୁର ବାବା ବଣି ବକ୍ରେଶ୍ଵର ଦେବଙ୍କ ବାର୍ଷିକ ଉତ୍ସବ ପବିତ୍ର ଅଁଳା ନବମୀ ଶୁକ୍ରବାର ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଠାକୁରଙ୍କ ମଙ୍ଗଳ ଆଳତି ନୀତିକାନ୍ତି ହୋମ
Read More...

ବେନୁପଡା ଗାଦିବ୍ରହ୍ମ ପୀଠରେ ପ୍ରସିଦ୍ଧ ଅଁଳା ନବମୀ ପର୍ବ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ପବିତ୍ର ଅଁଳା ନବମୀରେ ବେନୁପଡା ଗାଦିବ୍ରହ୍ମ ମଠ ପରିସରରେ ବାଇଧର ଦାସଙ୍କ ମା' ସାଧବାଙ୍କ ବାର୍ଷିକ ଶ୍ରାଦ୍ଧ ଉତ୍ସବ ଅନୁଷ୍ଠିତ ହେବା ସହ ଅଁଳା ଗଛ ପୂଜନ, ଗାଦିବ୍ରହ୍ମ ଓ ରାଧାପାଦ ଦର୍ଶନ ନିମନ୍ତେ ଏବଂ ବିଭୂକୃପା ପାଇଁ ହଜାର ହାଜର ସଂଖ୍ୟାରେ ଭକ୍ତ
Read More...

ସାଇବର ଅପରାଧ ସୁରକ୍ଷା ସଚେତନତା ଅଭିଯାନ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ସାଇବର ଅପରାଧରୁ ସୁରକ୍ଷିତ ରହିବା ଲକ୍ଷ୍ୟ ନେଇ ପୁରୀ ଜିଲ୍ଲା ଡେଲାଙ୍ଗ ଥାନା ପୋଲିସ ପକ୍ଷରୁ ଡେଲାଙ୍ଗ ଷ୍ଟେସନ ବଜାର ସନ୍ନିକଟ ରାଧାକାନ୍ତ ଉଚ୍ଚ ବିଦ୍ୟାପୀଠ ପରିସରରେ ଆଖପାଖ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ସମେତ ଶିକ୍ଷକ, ଶିକ୍ଷୟିତ୍ରୀଙ୍କ ନିମନ୍ତେ
Read More...

ସ୍ୱର୍ଗତ ସୂର୍ଯ୍ୟମଣି ଦେବୀଙ୍କ ଶ୍ରାଦ୍ଧ ଜୟନ୍ତୀ ପାଳନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଡ଼ା. ସିନ୍ଧୁ ନନ୍ଦିନୀ ତ୍ରିପାଠୀ (ସ୍ତ୍ରୀ ଓ ପ୍ରସୂତି ବିଶେଷଜ୍ଞ)ଙ୍କ ମାତା ସ୍ୱର୍ଗତ ସୂର୍ଯ୍ୟମଣି ଦେବୀଙ୍କ ପୂଣ୍ୟ ଶ୍ରାଦ୍ଧ ଦିବସ ନେସନାଲ ପିସ ୟୁନିସନ ମଧ୍ୟରେ ପାଳନ କରାଯାଇଛି । ସ୍ୱର୍ଗତ ସୂର୍ଯ୍ୟମଣି ଦେବୀ ବଲାଙ୍ଗିର ଜିଲ୍ଲାରେ ଆର୍ଥିକ ସ୍ୱଚ୍ଛଳତା
Read More...

ଗୁଡ଼ଭେଲା ବ୍ଲକ ସ୍ତରୀୟ ସୁରଭି-୨୦୨୫ ଅନୁଷ୍ଠିତ

ଗୁଡଭେଲା, (କେପିଏନ୍‌ଏସ୍‌) : ଗୁଡ଼ଭେଲା ବ୍ଲକ ସ୍ତରୀୟ ସୁରଭି-୨୦୨୫ ସ୍ଥାନୀୟ ଗୁଡଭେଲା ଉଚ୍ଚ ବିଦ୍ୟାଳୟ ଠାରେ ପୂର୍ବାହ୍ନ ୧୦ ଘଟିକା ସମୟରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ନମିତା ରାଣୀ ଭୋଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଗୁଡ଼ଭେଲା ବିଡିଓ
Read More...

ନଭେମ୍ବର ୧ ଓ ୨ ତାରିଖରେ ବିପିୟୁଟି ହାକାଥନ୍-୨୦୨୫ ଓ ଟେକ୍ କାର୍ନିଭାଲର ଶୁଭାରମ୍ଭ

ରାଉରକେଲା, (ସସ୍ମିତା ପ୍ରଧାନ) : ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟ ପରିସରରେ ନଭେମ୍ବର ୧ ଓ ୨ ତାରିଖ ଦିନ ବିଶ୍ୱବିଦ୍ୟାଳୟ ପରିସରରେ ହାକାଥନ୍‌-୨୦୨୫ର ଦ୍ୱିତୀୟ ସଂସ୍କରଣ ଏବଂ ଟେକ୍ କାର୍ନିଭାଲ ୨୦୨୫ର ଶୁଭାରମ୍ଭ ହେବ ବୋଲି ଆଜି ବିପିୟୁଟି ସମ୍ମିଳନୀ କକ୍ଷରେ ଆୟୋଜିତ ଏକ
Read More...

ମିନାକ୍ଷୀ ଧର ଫାଉଣ୍ଡେସନ ପକ୍ଷରୁ ଆଲୋଚନାଚକ୍ର ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଦିବଙ୍ଗତ ଉଦଘୋଷିକା ମିନାକ୍ଷୀ ଧରଙ୍କ ୫୭ତମ ଜୟନ୍ତୀ ଅବସରରେ ମିନାକ୍ଷୀ ଧର ଫାଉଣ୍ଡେସନ ତରଫରୁ ଏକ ଆଲୋଚନାଚକ୍ର କଲ୍ଚରାଲ ଏକାଡେମୀ ଠାରେ ଅନୁଷ୍ଠିତ ହୋଇଯାଇଛି । ଫାଉଣ୍ଡେସନର ମୁଖ୍ୟ ତଥା ଆବାହକ ନଳିନୀକାନ୍ତ ଧରଙ୍କ ଆବାହକତ୍ୱ ଓ ନିରୁପମା ପତିଙ୍କ
Read More...

ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜୟନ୍ତୀ ଅବସରରେ ଗଣଦୌଡ଼ ଅନୁଷ୍ଠିତ

ଜିଲ୍ଲାର ସମସ୍ତ କାର୍ଯ୍ୟାଳୟରେ ଅନୁଷ୍ଠିତ ହେଲା ଏକତା ଶପଥ ପାଠ ସୁନ୍ଦରଗଡ଼, (ସସ୍ମିତା ପ୍ରଧାନ) : ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୦ତମ ଜୟନ୍ତୀ ତଥା ରାଷ୍ଟ୍ରୀୟ ଏକତା ଦିବସ ପାଳନ ଅବସରରେ ସୁନ୍ଦରଗଡ଼ଠାରେ ଆୟୋଜିତ ହୋଇଯାଇଛି ଏକ ଗଣଦୌଡ଼ । ଏହି ଅବସରରେ ଓଡ଼ିଶା ବିଧାନ ସଭାର
Read More...

ଚୋରମରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ତମାଖୁ ମୁକ୍ତ ଯୁବ ଅଭିଯାନ ପାଳିତ

ଦେଓଗାଁ : ଦେଓଗାଁ ବ୍ଲକ ଅନ୍ତର୍ଗତ ଚୋରମରା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ତମାଖୁ ମୁକ୍ତ ଯୁବ ଅଭିଯାନ ପାଳିତ ହୋଇଛି । ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ କୈଳାସ ଚନ୍ଦ୍ର ଭୋଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ସୁପରଭାଇଜର ଖୁସିରାମ ମେହେର,
Read More...

ବଲାଙ୍ଗିର ଜିଲ୍ଲାସ୍ତରୀୟ ବିଦ୍ୟାଳୟ ସମୂହ ଫୁଟବଲ ପ୍ରତିଯୋଗିତା -୨୦୨୫ ଉଦଘାଟିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକ ଅନ୍ତର୍ଗତ ଆଞ୍ଚଳିକ ନୋଡାଲ ସରକାରୀ ଉଚ୍ଚ ବିଦ୍ୟାଳୟ, ଉପରଝର ଠାରେ ଜିଲ୍ଲାସ୍ତରୀୟ ବିଦ୍ୟାଳୟ ସମୂହ ଫୁଟବଲ ପ୍ରତିଯୋଗିତା ଉଦଘାଟିତ ହୋଇଯାଇଛି । ତିନିଦିନ ଧରି ହେବାକୁ ଥିବା ଏହି ପ୍ରତିଯୋଗିତାର ଉଦଘାଟନୀ ଉତ୍ସବରେ ଦେଓଗାଁ
Read More...